26 C
Bhubaneswar
Wednesday, October 21, 2020

ଏଆଇସିସି ଦ୍ୱାରା ନିଯୁକ୍ତ ବନ୍ୟା ନିରକ୍ଷଣ ପ୍ରତିନିଧି ଦଳର କେନ୍ଦୁଝର ଗସ୍ତ

Must read

‘ସମୃଦ୍ଧିର ସମକକ୍ଷ ମୋଦୀ ସରକାର’: ଅମିତ ଶାହା ବୋନସ ଘୋଷଣାକୁ ଶୁଭେଚ୍ଛା ଜଣାଇଛନ୍ତି

କେନ୍ଦ୍ର ଗୃହ କର୍ମଚାରୀଙ୍କ ପାଇଁ ବୋନସ ଘୋଷଣାକୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ବୁଧବାର ଶୁଭେଚ୍ଛା ଜଣାଇ କହିଛନ୍ତି ଯେ ଏହୀ ଉତ୍ସବ ପୂର୍ବରୁ ସେମାନଙ୍କ ଜୀବନରେ ଆନନ୍ଦ ଆଣିଦେବ।...

ଭାରତ-ଭୁଟାନ ଜଳ ବିଦ୍ୟୁତ୍ ପ୍ରକଳ୍ପ ସମ୍ମାନଜନକ ବ୍ରୁନେଲ ପଦକ |

ବ୍ରିଟେନ ଭିତ୍ତିକ ଇନଷ୍ଟିଚ୍ୟୁଟ୍ ଅଫ୍ ସିଭିଲ୍ ଇଞ୍ଜିନିୟର୍ସ ଦ୍ୱାରା ସିଭିଲ୍ ଇଞ୍ଜିନିୟରିଂରେ ଉତ୍କର୍ଷତା ପାଇଁ ଭାରତ-ଭୁଟାନ ଉଦ୍ୟୋଗର ମଙ୍ଗଦେଚୁ ଜଳ ବିଦ୍ୟୁତ୍ ପ୍ରକଳ୍ପ ସମ୍ମାନଜନକ ବ୍ରୁନେଲ୍ ପଦକ ପ୍ରଦାନ କରାଯାଇଛି।...

ପୂର୍ବତନ ବିଜେପି ମନ୍ତ୍ରୀ ଏକନାଥ ଖାଡସେ ଏହି ସପ୍ତାହରେ ଏନସିପିରେ ଯୋଗଦେବେ

ଅସନ୍ତୁଷ୍ଟ ବିଜେପି ନେତା ଏକନାଥ ଖାଡସେ ଶୁକ୍ରବାର ଏନସିପିରେ ଯୋଗଦେବାକୁ ଯାଉଛନ୍ତି। “ଏକନାଥ ଖଡସେ ଆମକୁ ସୂଚନା ଦେଇଛନ୍ତି ଯେ ସେ ବିଜେପିର ସମସ୍ତ ପଦରୁ ଇସ୍ତଫା ଦେଇଛନ୍ତି। ଆମେ...

ଭାରତରେ ୫ଜି ପ୍ରସ୍ତୁତ କରିବାକୁ କ୍ୱାଲକମ୍ ସହିତ ମୁକେଶ ଅମ୍ବାନୀଙ୍କ ଜିଓ ଟିମ୍ ଅପ୍ |

ଭାରତୀୟ ବିଲିୟନେୟାର ମୁକେଶ ଅମ୍ବାନୀଙ୍କ ଜିଓ ପ୍ଲାଟଫର୍ମ ଲିମିଟେଡ୍ କ୍ୱାଲକମ୍ ଇନ୍କୋ ସହିତ ୫ଜି ସମାଧାନର ବିକାଶ ଏବଂ ବ୍ୟବହାରକାରୀଙ୍କ ଦ୍ୱାରା ହାଇ ସ୍ପିଡ୍...

ଭୁବନେଶ୍ୱର, ୧୯.୯(ନିପ୍ର): ଏଆଇସିସିଦ୍ୱାରା ଗଠିତ ଟିମ୍ ଆଜି କେଉଁଝରବନ୍ୟାଂଚଳ ଗ୍ରସ୍ତ କରିବା ସହିତକ୍ଷୟକ୍ଷତିର ଆକଳନ କରିବା ପାଇଁ ଗ୍ରସ୍ତକରିଥିଲେ । ଟିମ୍ରେ ଥିବା ପୂର୍ବତନ ପିସିସିସଭାପତି ଶ୍ରୀ ଜୟଦେବ ଜେନା ଓ କଂଗ୍ରେସବିଧାୟକ ଦଳ ମୁଖ୍ୟ ସଚେତକ ଶ୍ରୀତାରାପ୍ରସାଦ ବାହିନୀପତିଙ୍କ ସହ କେନ୍ଦୁଝରଜିଲ୍ଳା କଂଗ୍ରେସ ସଭାପତି ମୋହନପରିଡ଼ା, ପିସିସି ସାଧାରଣ ସଂପାଦକଆଲୋକ ମିଶ୍ର, ପିସିସି ସମ୍ପାଦକ ସଂଗ୍ରାମଦାସ, ଜିଲ୍ଳା ଯୁବ କଂଗ୍ରେସ ସଭାପତିସୋମେସ ଧିର, ଜିଲ୍ଳା ମହିଳା କଂଗ୍ରେସସଭାନେତ୍ରୀ ସଂଗିତା ସିଂହଙ୍କ ସମେତ ଜିଲ୍ଳାକଂଗ୍ରେସ କମିଟିର କର୍ମକର୍ତା ବନ୍ୟାରେକ୍ଷତିଗ୍ରସ୍ତ ହୋଇଥିବା ପାଟଣା ବ୍ଲକର କିଛିଅଂଚଳ, ସାହାରପଡ଼ା ବ୍ଲକର କିଛିଅଂଚଳ, ଘସିପୁରା ବ୍ଲକର ବାଟୋ ଓସାଳଦେଇ ଗ୍ରାମ ପଂଚାୟତର କିଛିଅଂଚଳ, ଆନନ୍ଦପୁର ଓ ହାଟଡିହ ବ୍ଲକରବହୁପଂଚାୟତ ସଂପର୍କରେ ଜିଲ୍ଳା ପ୍ରଶାସନସହ ପ୍ରଭାବିତ ·ଷୀ ଓ ଗରୀବ ଲୋକଙ୍କବନ୍ୟା ଦୁର୍ଗତି ଓ ପରିବର୍ତୀ ସାହାର୍ଯ୍ୟସମ୍ପର୍କରେ ଆଲୋଚନା କରିଥିଲେ । ଜିଲ୍ଲାପ୍ରଶାସନକୁ ଭେଟିଲାପରେ ଜିଲ୍ଳା କଂଗ୍ରେସକାର୍ଯ୍ୟାଳୟ ଠାରେ ଆୟୋଜିତ ସାମ୍ବାଦିକସମ୍ମିଳନୀରେ ଶ୍ରୀ ଜେନା ଓ ବାହିନୀପତିକେନ୍ଦୁଝର ଜିଲ୍ଲାର ବନ୍ୟାରେ କ୍ଷତିଗ୍ରସ୍ତ·ଷୀ ଓ ଗରୀବ ଲୋକଙ୍କୁ ରାଜ୍ୟ ସରକାରଘୋଷଣା କରିଥିବା ୫୦କେଜି ·ଉଲ ଓ୫୦୦ ଟଙ୍କା ମିଳିନଥିବାରୁ କ୍ଷୋଭ ପ୍ରକାଶକରିଥିଲେ ଏବଂ ରିଲିଫ୍ ଯୋଗାଣାରେଅନିୟମିତା ହେଉଛି ବୋଲି ଅଭିଯୋଗକରିଥିଲେ । ଯେଉଁ ଲୋକମାନେପାଣିଘେରରେ ରହି ହନ୍ତସନ୍ତ ହେଉଛନ୍ତିତାଙ୍କୁ ରିଲିଫ ମିଳିନାହିଁ ତାହା ଦୁଃଖ ଓପରିତାପର ବିଷୟ ବୋଲି କହିଛନ୍ତି ।·ଷୀମାନଙ୍କୁ ଉପଯୁକ୍ତ କ୍ଷତିପୂରଣ ଓଭାଙ୍ଗିଯାଇଥିବା ଘରଗୁଡ଼ିକ ନିର୍ମାଣ ପାଇଁତୁରନ୍ତ ଆର୍ଥିକ ସାହାଯ୍ୟ ଯୋଗାଇଦେବାଏବଂ ·ଷୀଙ୍କୁ ଋଣଛାଡ଼ ସହ ରାଜ୍ୟସରକାର ଘୋଷଣା କରିଥିବା ·ଉଲ ଓଟଙ୍କା ତୁରନ୍ତ ଦେବା ପାଇଁ ଦାବୀ କରିଥିଲେ ।ଘସିପୁରା ବ୍ଲକରେ ବୈତରଣୀରଦକ୍ଷିଣପାଶ୍ୱର୍ରେ ଦୁଇ ଦୁଇଟା ଘାଇହୋଇଥିବାରୁ ବନ୍ୟା ପରିସ୍ଥିତି ଉପୁଜିଛିଯାହାଫଳରେ କି ଲୋକାମନେପାଣିଘେରରେ ରହିଥିଲେ । ସେହିପରିଖୁସେଇ ନଦୀ ଉପରେ ଏପର୍ଯ୍ୟନ୍ତବେଲବାହାଳି ସେତୁର ନିର୍ମାଣ କାର୍ଯ୍ୟହୋଇପାରି ନାହିଁ । ଜିଲ୍ଳା ଖଣିଜ ପ୍ରତିଷ୍ଠାନର(ଡିଷ୍ଟିକ୍ଟ ମିନେରାଲ ଫଣ୍ଡ) ଅର୍ଥ ସେହିଜିଲ୍ଳାରେ ଖର୍ଚ୍ଚ ନହୋଇ ଅନ୍ୟ ଜିଲ୍ଳାରେ ଖର୍ଚ୍ଚହୋଇଥିବାରୁ ଜନଅସନ୍ତୋଷ ତେଜୁଛି ।ପ୍ରଧାନମନ୍ତ୍ରୀ ଅବାସ ଯୋଜନା ଓ ବିଜୁପକ୍କାଘର ଯୋଜନା ଚିଠା କେବଳ ବିଜେଡ଼ିଦଳର କର୍ମୀ, ନେତା ଓ ସମର୍ଥକଙ୍କୁ ମିଳୁଛିବୋଲି ଅଭିଯୋଗ ପାଇଲାପରେ ବନ୍ୟାକମିଟି ଅସନ୍ତୋଷ ପ୍ରକାଶ କରିଛନ୍ତି ।ସେହିପରି ଜାତୀୟ ରାଜପଥ ୨୦(୨୧୫) ଅତି କଦର୍ଯ୍ୟ ଅବସ୍ଥାରେ ଥିବାରୁସାଧାରଣ ଲୋକଙ୍କ ଯିବାଆସିବାରେ ବହୁଅସୁବିଧାରେ ସମ୍ମୁଖୀନ ହେଉଛନ୍ତି ।ଜିଲ୍ଲାପାଳ କ୍ଷୟକ୍ଷତିର ହିସାବ ସରକାରଙ୍କୁନଦେଇ ସରକାରୀ ଦଳର ଏଜେଣ୍ଟ ଭଳିକାର୍ଯ୍ୟ କରି ଗରୀବ ·ଷୀଙ୍କୁ ଠକି ·ଲିଛନ୍ତି ।ବନ୍ୟାକୁ ନିୟନ୍ତ୍ରଣ କରିବା ପାଇଁ କଂଗ୍ରେସସରକାର ସମୟରେ ବହୁ ଯୋଜନା ଆରମ୍ଭକରାଯାଇଥିଲେ ମଧ୍ୟ ତାହା ଏପର୍ଯ୍ୟନ୍ତସଂପୂର୍ଣ୍ଣ ହୋଇପାରି ନାହିଁ ଏହା ଦୁଃଖ ଓପରିତାର ବିଷୟ । ସରକାର ଯଦି ସାଧାରଣଗରୀବ ଓ ·ଷୀଙ୍କ କଥା ନବୁଝନ୍ତି ପରବର୍ତୀସମୟରେ ବିଧାନସଭା ଭିତରେ ଓ ବାହାରେଯୋରଦାର ଆନେ୍ଦାଳନ କରାଯିବ ବୋଲିଶ୍ରୀ ଜେନା ଓ ବାହିନୀପତି କହିଛନ୍ତି ।

- Advertisement -

More articles

LEAVE A REPLY

Please enter your comment!
Please enter your name here

- Advertisement -

Latest article

‘ସମୃଦ୍ଧିର ସମକକ୍ଷ ମୋଦୀ ସରକାର’: ଅମିତ ଶାହା ବୋନସ ଘୋଷଣାକୁ ଶୁଭେଚ୍ଛା ଜଣାଇଛନ୍ତି

କେନ୍ଦ୍ର ଗୃହ କର୍ମଚାରୀଙ୍କ ପାଇଁ ବୋନସ ଘୋଷଣାକୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ବୁଧବାର ଶୁଭେଚ୍ଛା ଜଣାଇ କହିଛନ୍ତି ଯେ ଏହୀ ଉତ୍ସବ ପୂର୍ବରୁ ସେମାନଙ୍କ ଜୀବନରେ ଆନନ୍ଦ ଆଣିଦେବ।...

ଭାରତ-ଭୁଟାନ ଜଳ ବିଦ୍ୟୁତ୍ ପ୍ରକଳ୍ପ ସମ୍ମାନଜନକ ବ୍ରୁନେଲ ପଦକ |

ବ୍ରିଟେନ ଭିତ୍ତିକ ଇନଷ୍ଟିଚ୍ୟୁଟ୍ ଅଫ୍ ସିଭିଲ୍ ଇଞ୍ଜିନିୟର୍ସ ଦ୍ୱାରା ସିଭିଲ୍ ଇଞ୍ଜିନିୟରିଂରେ ଉତ୍କର୍ଷତା ପାଇଁ ଭାରତ-ଭୁଟାନ ଉଦ୍ୟୋଗର ମଙ୍ଗଦେଚୁ ଜଳ ବିଦ୍ୟୁତ୍ ପ୍ରକଳ୍ପ ସମ୍ମାନଜନକ ବ୍ରୁନେଲ୍ ପଦକ ପ୍ରଦାନ କରାଯାଇଛି।...

ପୂର୍ବତନ ବିଜେପି ମନ୍ତ୍ରୀ ଏକନାଥ ଖାଡସେ ଏହି ସପ୍ତାହରେ ଏନସିପିରେ ଯୋଗଦେବେ

ଅସନ୍ତୁଷ୍ଟ ବିଜେପି ନେତା ଏକନାଥ ଖାଡସେ ଶୁକ୍ରବାର ଏନସିପିରେ ଯୋଗଦେବାକୁ ଯାଉଛନ୍ତି। “ଏକନାଥ ଖଡସେ ଆମକୁ ସୂଚନା ଦେଇଛନ୍ତି ଯେ ସେ ବିଜେପିର ସମସ୍ତ ପଦରୁ ଇସ୍ତଫା ଦେଇଛନ୍ତି। ଆମେ...

ଭାରତରେ ୫ଜି ପ୍ରସ୍ତୁତ କରିବାକୁ କ୍ୱାଲକମ୍ ସହିତ ମୁକେଶ ଅମ୍ବାନୀଙ୍କ ଜିଓ ଟିମ୍ ଅପ୍ |

ଭାରତୀୟ ବିଲିୟନେୟାର ମୁକେଶ ଅମ୍ବାନୀଙ୍କ ଜିଓ ପ୍ଲାଟଫର୍ମ ଲିମିଟେଡ୍ କ୍ୱାଲକମ୍ ଇନ୍କୋ ସହିତ ୫ଜି ସମାଧାନର ବିକାଶ ଏବଂ ବ୍ୟବହାରକାରୀଙ୍କ ଦ୍ୱାରା ହାଇ ସ୍ପିଡ୍...

ବିହାର ବିଧାନସଭା ନିର୍ବାଚନ ୨୦୨୦ ପରେ, କଂଗ୍ରେସରେ ଆଉ ଏକ ପୁନହ ନିର୍ମାଣ

ବିହାରରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପରେ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ଅନ୍ୟ ଏକ ସାଂଗଠନିକ ପୁନହ ନିର୍ମାଣ କାର୍ଯ୍ୟ କରିବେ ବୋଲି...