26 C
Bhubaneswar
Wednesday, October 21, 2020

ୂତନ କିଆ ସୋନେଟର ଶୁଭାରମ୍ଭ

Must read

ମେଟ୍ରୋ ମଧ୍ୟରେ ଚେନ୍ନାଇରେ କେଜି ପିଛା ୭୩ ଟଙ୍କା ମୂଲ୍ୟରେ ପିଆଜ ବିକ୍ରି କରାଯାଉଛି |

କେନ୍ଦ୍ର ଉପଭୋକ୍ତା ବ୍ୟାପାର ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ ମଙ୍ଗଳବାର ଦିନ ଚେନ୍ନାଇରେ ଖୁଚୁରା ପିଆଜ ମୂଲ୍ୟ କିଲୋଗ୍ରାମ ପିଛା ୭୩ ଟଙ୍କାକୁ ବୃଦ୍ଧି ପାଇଛି - ମେଟ୍ରୋ ସହର ମଧ୍ୟରେ...

ପ୍ରଧାନମନ୍ତ୍ରୀ ମୋଦୀ କରୋନାଭାଇରସ୍ ସ୍ଥିତିର ସମୀକ୍ଷା କରିଛନ୍ତି, ଆତ୍ମସନ୍ତୋଷରୁ ସତର୍କ ରହିବାକୁ ଅନୁରୋଧ କରିଛନ୍ତି

ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଦିନ ଦେଶରେ କରୋନାଭାଇରସ୍ ସଙ୍କଟର ମାଧ୍ୟାକର୍ଷଣକୁ ପୁନଃସ୍ଥାପିତ କରିଛନ୍ତି ଏବଂ ନବରାତ୍ରୀ ଉତ୍ସବ ଠାରୁ ଆରମ୍ଭ କରି ଉତ୍ସବ ପୂର୍ବରୁ ସତର୍କ ରହିବାକୁ...

ଅକ୍ଟୋବର ୨୧ ରୁ ମହାରାଷ୍ଟ୍ରରେ ମହିଳାମାନେ ସ୍ଥାନୀୟ ଟ୍ରେନରେ ଯାତ୍ରା କରିବାକୁ ଅନୁମତି ଦେଇଥିଲେ |

କେନ୍ଦ୍ର ରେଳମନ୍ତ୍ରୀ ପୀୟୁଷ ଗୋୟଲ ମଙ୍ଗଳବାର କହିଛନ୍ତି ଯେ ଜାତୀୟ ପରିବହନକାରୀ ମହିଳାମାନଙ୍କୁ ଅକ୍ଟୋବର ୨୧ ରୁ ୧୧ ଟା ୩ ଟା ଏବଂ ସନ୍ଧ୍ୟା...

ତାଇୱାନ ସହିତ ଭାରତ ବାଣିଜ୍ୟ କଥାବାର୍ତ୍ତାକୁ ବିଚାର କରେ ।

ତାଇୱାନ ସହିତ ବାଣିଜ୍ୟ ଚୁକ୍ତି ଉପରେ ଆନୁଷ୍ଠାନିକ ଭାବେ ଆଲୋଚନା ଆରମ୍ଭ କରିବାକୁ କେନ୍ଦ୍ର ସରକାରଙ୍କ ମଧ୍ୟରେ ସମର୍ଥନ ବୃଦ୍ଧି ପାଉଛି କାରଣ ଉଭୟ ଗଣତାନ୍ତ୍ରିକ ରାଷ୍ଟ୍ର ଚୀନ୍ ସହ...

ଭୁବନେଶ୍ୱର, ୧୯/୯ (ନିପ୍ର): କିଆ ମୋଟର୍ସ ପକ୍ଷରୁ ଏହାର ସର୍ବପ୍ରଥମ ଏସୟୁଭି,ନୂତନ କିଆ ସୋନେଟର ଶୁଭାରମ୍ଭ କରାଯାଇଛି । ଏହି ସୋନେଟ ଏଂଟ୍ରି ସ୍ତରରସ୍କାର୍ଟଷ୍ଟ୍ରିମ ଜି୧.୨ ୫ଏମଟି ଭାରିଆଂଟ ୬,୭୧,୦୦୦ଟଙ୍କାର ଏକ୍ସଶୋରୁମମୂଲ୍ୟରେ ଉପଲବ୍ଧ ହେଉଛି । ସାମଗ୍ରିକ ଭାବେ ଏହି ନୂତନ ସୋନେଟକୁ ପାଖାପାଖି୧୭ଟି ଭାରିଆଂଟରେ ପ୍ରଦର୍ଶିତ କରାଯାଉଛି, ଯେଉଁଥିରେ ଦୁଇଟି ପେଟ୍ରୋଲଇିନ, ଦୁଇଟି ଡିଜେଲ ଇିନ(ଡବ୍ଲୁଜିଟି ଏବଂ ଭିଜିଟି କନଫୁ୍ୟଗିରେସନ), ପାଂଚଟିଟ୍ରାନ୍ସମିସନ ଏବଂ ଦୁଇଟି ଟ୍ରିମ ସ୍ତରର-ଟେକ ଲାଇନ ଏବଂ ଜିଟି-ଲାଇନ ଅନ୍ତର୍ଭୁକ୍ତା ଏହାଛଡ଼ା ଏହି ନୂତନ ସୋନେଟ ବ୍ୟାପକ ଫିଚର ଓ ମାନଦଣ୍ଡ ସମେତ କିଆୟୁଭିଓ କନେକ୍ଟ ଜରିଆରେ ନୁତନ ଇନ-କାର ପ୍ରଯୁକ୍ତିରେ ବ୍ୟବସ୍ଥିତ ହୋଇଛି ।ଏହି ନୂତନ କମ୍ପାକ୍ଟ ଏସୟୁଭି ପାଇଁ ଏପର୍ଯ୍ୟନ୍ତ ୨୫,୦୦୦ ବୁକିଙ୍ଗ ଗ୍ରହଣ କରିଥିବାକମ୍ପାନୀ ପକ୍ଷରୁ ପ୍ରକାଶ କରାଯାଇଛି ।ଆଠଟି ମନୋଟୋନ ଏବଂ ତିନୋଟି ଡୁଆଲ-ଟୋନ ରଙ୍ଗ ବିକଳ୍ପରେ ଉପଲବ୍ଧଏହି ନୂତନ କିଆ ସୋନେଟ କ୍ଲାନ୍ତି-ମୁକ୍ତ ଡ୍ରାଇଭିଙ୍ଗ ପାଇଁ ସେଗମେଂଟରେ ପ୍ରଥମକରି ଡିଜେଲ ଛଅ-ବେଗ ସ୍ୱଚାଳିତ ଏବଂ ବୁଦ୍ଧିମାନ ମାନୁଆଲଟ୍ରାନ୍ସମିସନ(ଆଇଏମଟି) ଦ୍ୱାରା ବ୍ୟବସ୍ଥିତ ହୋଇଛି । ଡିଜେଲ ୧.୫ ଡବ୍ଲୁଜିଟି୬ଏମଟି ପାଇଁ ୨୪ କିଲୋମିଟର ପ୍ରତି ଲିଟର, ଡିଜେଲ ୧.୫ ଭିଜିଟି ୬ଏଟିପାଇଁ ୧୯.୦ କିଲୋମିଟର ପ୍ରତି ଲିଟର ଏବଂ ଷ୍ଟାର୍ଟଷ୍ଟ୍ରିମ ଜି୧.୨ ୫ଏମଟିପାଇଁ ୧୮.୪ର ଉକôୃଷ୍ଟ ଇିନ ଦକ୍ଷତା ପ୍ରଦାନ କରୁଛି । ସେହିଭଳି ନୂତନ ସୋନେଟଲାଇଭ ଟ୍ରାଫିକ ସୂଚନା ଓ ନାଭିଗେସନ ସହିତ ବୃହତ ୧୦.୨୫-ଇଂଚର ଏଚଡିଯୁକ୍ତ ଟଚସ୍କ୍ରିନ, ସ୍ମାାର୍ଟ ଏୟାର ପୁ୍ୟରିଫାୟର ସବ-ଉଫର ସହିତ ବୋସ ପ୍ରିମିୟମସାତଟି ସ୍ପିକର ସାଉଣ୍ଡ ସିଷ୍ଟମ, ଏଲଇଡି ସାଉଣ୍ଡ ମୁଡ ଲାଇଟ, ସ୍ୱୟଂଚାଳିତମଡେଲ ପାଇଁ ମଲଟି-ଡ୍ରାଇଭ ଓ ଟ୍ରାକ୍ସନ ମୋଡ ଭଳି ଆହୁରି ଅନେକ ଫିଚରରେସୁସଜ୍ଜିତ ହୋଇଆସିଛି ।କିଆ ସୋନେଟ ବଡିର ଦୁଇ-ତୃତୀୟାଂଶରୁ ଅଧିକ ଭାଗ ଉଚ୍ଚ ଦକ୍ଷତା ଯୁକ୍ତଏବଂ ଉନ୍ନତ ଦକ୍ଷତାର ଷ୍ଟିଲରୁ ପ୍ରସ୍ତୁତ । ଏଥିରେ ଛଅଟି ଏୟାର ବ୍ୟାଗ, ଆଂଟିଲକ ବ୍ରେକିଙ୍ଗ ସିଷ୍ଟମ ସହିତ ଇବିଡି, ଆଗ ଏବଂ ପଛ ପାର୍କିଙ୍ଗ ସେନ୍ସର,ପ୍ରୋଜେକ୍ଟର ଫଗ ଲ୍ୟାମ୍ପ, ହାଇଲାଇନ ଟାୟର ପ୍ରେସର ମନିଟମରିଙ୍ଗ ସିଷ୍ଟମ,ଅଟୋ ହେଡଲ୍ୟାମ୍ପ, ଆଇସୋଫିକ୍ସ ଚାଇଲ୍ଡ-ସିଟ ଆଙ୍କରିଙ୍ଗ ସିଷ୍ଟମ ଭଳି ସୁରକ୍ଷାଫିଚର ରହିଛି । ଏହି ଅବସରରେ କିଆ ମୋଟର ଇଣ୍ଡିଆର ଏମଡି ତଥା ସିଇଓଶ୍ରୀ କୁଖୁ୍ୟନ ସିମ କହିଛନ୍ତି ଯେ, ନ୍ତପୂର୍ବରୁ ଏହାର ଉସôାହପୂର୍ଣ୍ଣ ସ୍ୱାଗତକୁ ଦେଖିଆମେ କିଆର ଏହି ନୂତନ ଭାରତ ନିର୍ମିତ କାର, ସୋନେଟକୁ ଭାରତରେଉନ୍ମୋଚିତ କରିବାକୁ ନେଇ ବେଶ ଉସôାହିତ ଅଟୁ । ଆମେ ସୁନିଶ୍ଚିତ ଯେ ଏହାଦେଶରେ କମ୍ପାକ୍ଟ ଏସୟୁଭି ସେଗେମେଂଟରେ ସମ୍ପୂର୍ଣ୍ଣ ରୂପେ ବଦଳାଇଦେବ ।ନ୍ତଏହି ନୂତନ କିଆ ସୋନେଟର ଡେଲିଭରୀ ଆରମ୍ଭ ହୋଇଯାଇଛି ଏବଂ ବୁକିଙ୍ଗମଧ୍ୟ ଆରମ୍ଭ ହୋଇଯାଇଛି ଏବଂ ଆଗ୍ରହୀ ଗ୍ରାହକମାନେ ଏହି କାରକୁ ୧୬୦ଟିସହରରେ କମ୍ପାନୀର ଥିବା ୨୬୫ଟି ଟଚପଏଂଟରୁ କିମ୍ବା ଙ୍ଗଙ୍ଗଙ୍ଗ.ଳସବ.ମକ୍ଟଜ୍ଞ/ସଦ୍ଭ ରେ ଲଗଇନ କରି ଅନଲାଇନରେ ମଧ୍ୟ କ୍ରୟ କରିପାରିବେ ।

- Advertisement -

More articles

LEAVE A REPLY

Please enter your comment!
Please enter your name here

- Advertisement -

Latest article

ମେଟ୍ରୋ ମଧ୍ୟରେ ଚେନ୍ନାଇରେ କେଜି ପିଛା ୭୩ ଟଙ୍କା ମୂଲ୍ୟରେ ପିଆଜ ବିକ୍ରି କରାଯାଉଛି |

କେନ୍ଦ୍ର ଉପଭୋକ୍ତା ବ୍ୟାପାର ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ ମଙ୍ଗଳବାର ଦିନ ଚେନ୍ନାଇରେ ଖୁଚୁରା ପିଆଜ ମୂଲ୍ୟ କିଲୋଗ୍ରାମ ପିଛା ୭୩ ଟଙ୍କାକୁ ବୃଦ୍ଧି ପାଇଛି - ମେଟ୍ରୋ ସହର ମଧ୍ୟରେ...

ପ୍ରଧାନମନ୍ତ୍ରୀ ମୋଦୀ କରୋନାଭାଇରସ୍ ସ୍ଥିତିର ସମୀକ୍ଷା କରିଛନ୍ତି, ଆତ୍ମସନ୍ତୋଷରୁ ସତର୍କ ରହିବାକୁ ଅନୁରୋଧ କରିଛନ୍ତି

ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଦିନ ଦେଶରେ କରୋନାଭାଇରସ୍ ସଙ୍କଟର ମାଧ୍ୟାକର୍ଷଣକୁ ପୁନଃସ୍ଥାପିତ କରିଛନ୍ତି ଏବଂ ନବରାତ୍ରୀ ଉତ୍ସବ ଠାରୁ ଆରମ୍ଭ କରି ଉତ୍ସବ ପୂର୍ବରୁ ସତର୍କ ରହିବାକୁ...

ଅକ୍ଟୋବର ୨୧ ରୁ ମହାରାଷ୍ଟ୍ରରେ ମହିଳାମାନେ ସ୍ଥାନୀୟ ଟ୍ରେନରେ ଯାତ୍ରା କରିବାକୁ ଅନୁମତି ଦେଇଥିଲେ |

କେନ୍ଦ୍ର ରେଳମନ୍ତ୍ରୀ ପୀୟୁଷ ଗୋୟଲ ମଙ୍ଗଳବାର କହିଛନ୍ତି ଯେ ଜାତୀୟ ପରିବହନକାରୀ ମହିଳାମାନଙ୍କୁ ଅକ୍ଟୋବର ୨୧ ରୁ ୧୧ ଟା ୩ ଟା ଏବଂ ସନ୍ଧ୍ୟା...

ତାଇୱାନ ସହିତ ଭାରତ ବାଣିଜ୍ୟ କଥାବାର୍ତ୍ତାକୁ ବିଚାର କରେ ।

ତାଇୱାନ ସହିତ ବାଣିଜ୍ୟ ଚୁକ୍ତି ଉପରେ ଆନୁଷ୍ଠାନିକ ଭାବେ ଆଲୋଚନା ଆରମ୍ଭ କରିବାକୁ କେନ୍ଦ୍ର ସରକାରଙ୍କ ମଧ୍ୟରେ ସମର୍ଥନ ବୃଦ୍ଧି ପାଉଛି କାରଣ ଉଭୟ ଗଣତାନ୍ତ୍ରିକ ରାଷ୍ଟ୍ର ଚୀନ୍ ସହ...

ବାଲେଶ୍ୱରରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡିଛି ।

ବାଲେଶ୍ୱର,୧୯ା୧୦: ଜିଲ୍ଲାରବିପର୍ଯ୍ୟସ୍ଥ ସ୍ୱାସ୍ଥ୍ୟ ବ୍ୟବସ୍ଥା ବାବଦରେଜିଲ୍ଲାବାସୀ ପ୍ରତିକ୍ଷଣରେ ଚିକ୍ରାର କରୁଥିବାବେଳେ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ଦୀର୍ଘଦିନ ଧରିବାଲେଶ୍ୱର ସଦର ମହକୁମାରେ ଥାଇମଧ୍ୟ ସ୍ୱାସ୍ଥ୍ୟସେବା ସମ୍ପର୍କରେ ଟିକିଏହେଲେ ଧ୍ୟାନ ନଦେବାକୁ ନେଇ ପ୍ରଶ୍ନଉଠାଇଛି...