26 C
Bhubaneswar
Wednesday, October 21, 2020

ମୁଖ୍ୟ ଶାସନ ସଚିବଙ୍କ ଆଦେଶକୁ ବେଖାତିର

Must read

ମେଟ୍ରୋ ମଧ୍ୟରେ ଚେନ୍ନାଇରେ କେଜି ପିଛା ୭୩ ଟଙ୍କା ମୂଲ୍ୟରେ ପିଆଜ ବିକ୍ରି କରାଯାଉଛି |

କେନ୍ଦ୍ର ଉପଭୋକ୍ତା ବ୍ୟାପାର ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ ମଙ୍ଗଳବାର ଦିନ ଚେନ୍ନାଇରେ ଖୁଚୁରା ପିଆଜ ମୂଲ୍ୟ କିଲୋଗ୍ରାମ ପିଛା ୭୩ ଟଙ୍କାକୁ ବୃଦ୍ଧି ପାଇଛି - ମେଟ୍ରୋ ସହର ମଧ୍ୟରେ...

ପ୍ରଧାନମନ୍ତ୍ରୀ ମୋଦୀ କରୋନାଭାଇରସ୍ ସ୍ଥିତିର ସମୀକ୍ଷା କରିଛନ୍ତି, ଆତ୍ମସନ୍ତୋଷରୁ ସତର୍କ ରହିବାକୁ ଅନୁରୋଧ କରିଛନ୍ତି

ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଦିନ ଦେଶରେ କରୋନାଭାଇରସ୍ ସଙ୍କଟର ମାଧ୍ୟାକର୍ଷଣକୁ ପୁନଃସ୍ଥାପିତ କରିଛନ୍ତି ଏବଂ ନବରାତ୍ରୀ ଉତ୍ସବ ଠାରୁ ଆରମ୍ଭ କରି ଉତ୍ସବ ପୂର୍ବରୁ ସତର୍କ ରହିବାକୁ...

ଅକ୍ଟୋବର ୨୧ ରୁ ମହାରାଷ୍ଟ୍ରରେ ମହିଳାମାନେ ସ୍ଥାନୀୟ ଟ୍ରେନରେ ଯାତ୍ରା କରିବାକୁ ଅନୁମତି ଦେଇଥିଲେ |

କେନ୍ଦ୍ର ରେଳମନ୍ତ୍ରୀ ପୀୟୁଷ ଗୋୟଲ ମଙ୍ଗଳବାର କହିଛନ୍ତି ଯେ ଜାତୀୟ ପରିବହନକାରୀ ମହିଳାମାନଙ୍କୁ ଅକ୍ଟୋବର ୨୧ ରୁ ୧୧ ଟା ୩ ଟା ଏବଂ ସନ୍ଧ୍ୟା...

ତାଇୱାନ ସହିତ ଭାରତ ବାଣିଜ୍ୟ କଥାବାର୍ତ୍ତାକୁ ବିଚାର କରେ ।

ତାଇୱାନ ସହିତ ବାଣିଜ୍ୟ ଚୁକ୍ତି ଉପରେ ଆନୁଷ୍ଠାନିକ ଭାବେ ଆଲୋଚନା ଆରମ୍ଭ କରିବାକୁ କେନ୍ଦ୍ର ସରକାରଙ୍କ ମଧ୍ୟରେ ସମର୍ଥନ ବୃଦ୍ଧି ପାଉଛି କାରଣ ଉଭୟ ଗଣତାନ୍ତ୍ରିକ ରାଷ୍ଟ୍ର ଚୀନ୍ ସହ...

ଯାଜପୁର , ୧୯.୯(ନିପ୍ର): ବର୍ତ୍ତମାନ କୋଭିଡ଼୍ -୧୯ ସମୟରେ ଓଡ଼ିଶା ପୋଲିସ୍ ବିଭାଗରେପ୍ରାୟ ୪ ହଜାର ପୋଲିସ୍ କର୍ମ·ରୀଙ୍କ କରୋନା ହୋଇଅଛି । ସେମାନଙ୍କ ମଧ୍ୟରୁ ପ୍ରତିଦିନଜଣ ଜଣଙ୍କର ମୃତୁ୍ୟ ବରଣ ହୋଇଅଛି । ପୋଲିସ୍ ଡ଼ିପାର୍ଟମେଣ୍ଟ ଆଗ ଧାଡ଼ିର ଯୋଦ୍ଧାଭାବରେ ପରିଚିତ ହୋଇସାରିଛି । ଏହି ବିଭାଗ ନଥିରେ କୋଭିଡ଼୍ରେ ସନ୍ତୁଳନ ରକ୍ଷା କରିବାକଷ୍ଟକର ହୋଇ ପଡ଼ିଥାନ୍ତା । ବିଶେଷ ସୂତ୍ରରୁ ଜାଣିବାକୁ ମିଳିଛି ଯେ ବିଭିନ୍ନ କାରଣରୁ ଜଣେପୋଲିସ୍ ଇନ୍ସପେକ୍ଟର ସସ୍ପେଣ୍ହ ହୋଇ ୨୦୧୮ ମସିହାରୁ ୫୦% ରୁ ୭୫% ଦରମାପାଉଅଛନ୍ତି । ଏପରି ମହାମାରୀ ସମୟରେ ଏତେ ପୋଲିସଙ୍କର ଜୀବନ ଗଲାପରେ ମଧ୍ୟପୁଲିସ୍ ମହା ନିଦେ୍ର୍ଦଶକ ଓ ମୁଖ୍ୟ ଶାସନ ସଚିବଙ୍କ ଦୃଷ୍ଟିଗୋଚର ହେଉ ନାହିଁ । ନିକଟରେଜଣେ ଆଇ.ଏ.ଏସ୍. ଅଫିସ୍ର ଭିଜିଲାନ୍ସ କେସ୍ରେ ୬ ମାସରେ ପୁନଃ ନିଯୁକ୍ତି ହୋଇପୋଷ୍ଟିଙ୍ଗ୍ ହୋଇଥିବାବେଳେ ପୋଲିସ୍ ବିଭାଗ ପ୍ରତି ଖୋଦ୍ ମୁଖ୍ୟମନ୍ତ୍ରୀ ତଥା ଗୃହମନ୍ତ୍ରୀରବୈମାତୃକ ମନୋଭାବ ଦେଖାହେଉଛି । ୨୦୧୦ ମସିହାରେ ଖୋଦ୍ ମୁଖ୍ୟ ଶାସନ ସଚିବତରୁଣ କାନ୍ତ ମିଶ୍ର ଏକ ଅର୍ଡ଼ର କରିଥିଲେ ଯେ ୩ ମାସ ମଧ୍ୟରୁ ପୁନଃ ନିଯୁକ୍ତି କରିବାକୁ ଓସରକାରକୁ କ୍ଷତିରେ ନପକାଇବାକୁ ମୁଖ୍ୟ ଶାସନ ସଚିବଙ୍କ ଆଦେଶକୁ ବେଖାତିର କରିପୋଲିସ ମହା ନିଦେ୍ର୍ଦଶକ ଚୁପ୍ ହୋଇ ବସିପଡ଼ିଛନ୍ତି । ଦୀର୍ଘଦିନ ହେବ ରାଜ୍ୟର ୧୫ ଜଣପୋଲିସ୍ ଅଧିକାରୀଙ୍କୁ ନିଲମ୍ବିତ କରି ରଖିଛନ୍ତି ଯଥା: କୋରାପୁଟ ସର୍କଲର ଡ଼ି.ଆଇ.ଜିକାର୍ଯ୍ୟାଳୟର ୩ ଇନ୍ସପେକ୍ଟର, ପୁରୀ ଡ଼ି.ଆଇ.ଜି ଅଫିସ୍ ର ତିନି ଇନ୍ସପେକ୍ଟର, ଖୋର୍ଦ୍ଧାରଜଣେ ଇନ୍ସପେକ୍ଟର, କମିସନରେଟ୍ ପୋଲିସ୍ ର ଦୁଇ ଜଣ, ବାଲେଶ୍ୱରର ତିନି ଜଣ,କେନ୍ଦୁଝର ଜଣେ, ଢ଼େଙ୍କାନାଳର ଜଣେ, ଯାଜପୁର ଓ କେନ୍ଦ୍ରପଡ଼ା ଜିଲ୍ଲାରୁ ଜଣେ ଜଣେଅଧିକାରୀଙ୍କୁ ଦୀର୍ଘଦିନ ହେବ ନିଲମ୍ବିତ କରି ରଖାଯାଇଅଛି । ସରକାରଙ୍କ ନୀୟମ ଅନୁଯାୟୀତିନି ମାସ ଭିତରେ ସେମାନଙ୍କୁ ପୁନଃ ନିଯୁକ୍ତ୍ ଦେବା କଥା ପରିତାପର ବିଷୟ କରୋନାଯୋଦ୍ଧା କୁହାଯାଉଥିବା ପୋଲିସ୍ ଅଧିକାରୀଙ୍କୁ ଦୀର୍ଘଦିନ ହେବ ନିଲମ୍ବିତ କରି ରଖାଯାଇଥିବାରୁପୋଲିସ୍ ବିଭାଗରେ ସୂ·ରୁ ରୂପେ କାର୍ଯ୍ୟ ହୋଇପାରୁନଥିବା ସାଧାରଣରେ ଅଭିଯୋଗହୁଏ । ଏ ସମ୍ପର୍କରେ ଓଡ଼ିଶା ପୋଲିସ୍ ସଂଘ ସଭାପତି ପୋଲିସ୍ ମହାନିଦେ୍ର୍ଦଶକଙ୍କୁ ଚିଠିଦେଇ ଜଣାଇଥିଲେ ମଧ୍ୟ ସେମାନଙ୍କୁ ପୁନଃ ନିଯୁକ୍ତି ନିମନ୍ତେ ନିବେଦନ କରିଥିଲେ ମଧ୍ୟଏହା କୌଣସି ସୁଫଳ ମିଳିନଥିବାର ସୂଚନା ହସ୍ତଗତ ହୋଇଅଛି । ଅଫିସର ଅନ୍ୟ ପଟରେସେମାନେ ଓ ତାଙ୍କ ପରିବାର ଲୋକମାନେ ମାନସିକ ଯନ୍ତ୍ରଣା ମଧ୍ୟ ଭୋଗ କରୁଛନ୍ତି । ଏବିଷୟରେ ପ·ରିବାରୁ ପୋଲିସ୍ ସଂଘର କର୍ମକତ୍ତା । କହୁଛନ୍ତି ଯେ ଆଉ ଏ ବିଭାଗର ରେବ୍ୟବସ୍ତାରେ ତାଲା ପଡ଼ିଗଲାଣି । ଏହା ଗଣତନ୍ତ୍ର ଶାସନ ନୁହେଁ ଏହା ରାଜ ଶାସନ ·ଲିଅଛି ।ସେଥିପାଇଁ ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟିଗୋଚର ନିମନ୍ତେ ସାଧାଣରେ ଦାବୀ ହେଉଅଛି

- Advertisement -

More articles

LEAVE A REPLY

Please enter your comment!
Please enter your name here

- Advertisement -

Latest article

ମେଟ୍ରୋ ମଧ୍ୟରେ ଚେନ୍ନାଇରେ କେଜି ପିଛା ୭୩ ଟଙ୍କା ମୂଲ୍ୟରେ ପିଆଜ ବିକ୍ରି କରାଯାଉଛି |

କେନ୍ଦ୍ର ଉପଭୋକ୍ତା ବ୍ୟାପାର ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ ମଙ୍ଗଳବାର ଦିନ ଚେନ୍ନାଇରେ ଖୁଚୁରା ପିଆଜ ମୂଲ୍ୟ କିଲୋଗ୍ରାମ ପିଛା ୭୩ ଟଙ୍କାକୁ ବୃଦ୍ଧି ପାଇଛି - ମେଟ୍ରୋ ସହର ମଧ୍ୟରେ...

ପ୍ରଧାନମନ୍ତ୍ରୀ ମୋଦୀ କରୋନାଭାଇରସ୍ ସ୍ଥିତିର ସମୀକ୍ଷା କରିଛନ୍ତି, ଆତ୍ମସନ୍ତୋଷରୁ ସତର୍କ ରହିବାକୁ ଅନୁରୋଧ କରିଛନ୍ତି

ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଦିନ ଦେଶରେ କରୋନାଭାଇରସ୍ ସଙ୍କଟର ମାଧ୍ୟାକର୍ଷଣକୁ ପୁନଃସ୍ଥାପିତ କରିଛନ୍ତି ଏବଂ ନବରାତ୍ରୀ ଉତ୍ସବ ଠାରୁ ଆରମ୍ଭ କରି ଉତ୍ସବ ପୂର୍ବରୁ ସତର୍କ ରହିବାକୁ...

ଅକ୍ଟୋବର ୨୧ ରୁ ମହାରାଷ୍ଟ୍ରରେ ମହିଳାମାନେ ସ୍ଥାନୀୟ ଟ୍ରେନରେ ଯାତ୍ରା କରିବାକୁ ଅନୁମତି ଦେଇଥିଲେ |

କେନ୍ଦ୍ର ରେଳମନ୍ତ୍ରୀ ପୀୟୁଷ ଗୋୟଲ ମଙ୍ଗଳବାର କହିଛନ୍ତି ଯେ ଜାତୀୟ ପରିବହନକାରୀ ମହିଳାମାନଙ୍କୁ ଅକ୍ଟୋବର ୨୧ ରୁ ୧୧ ଟା ୩ ଟା ଏବଂ ସନ୍ଧ୍ୟା...

ତାଇୱାନ ସହିତ ଭାରତ ବାଣିଜ୍ୟ କଥାବାର୍ତ୍ତାକୁ ବିଚାର କରେ ।

ତାଇୱାନ ସହିତ ବାଣିଜ୍ୟ ଚୁକ୍ତି ଉପରେ ଆନୁଷ୍ଠାନିକ ଭାବେ ଆଲୋଚନା ଆରମ୍ଭ କରିବାକୁ କେନ୍ଦ୍ର ସରକାରଙ୍କ ମଧ୍ୟରେ ସମର୍ଥନ ବୃଦ୍ଧି ପାଉଛି କାରଣ ଉଭୟ ଗଣତାନ୍ତ୍ରିକ ରାଷ୍ଟ୍ର ଚୀନ୍ ସହ...

ବାଲେଶ୍ୱରରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡିଛି ।

ବାଲେଶ୍ୱର,୧୯ା୧୦: ଜିଲ୍ଲାରବିପର୍ଯ୍ୟସ୍ଥ ସ୍ୱାସ୍ଥ୍ୟ ବ୍ୟବସ୍ଥା ବାବଦରେଜିଲ୍ଲାବାସୀ ପ୍ରତିକ୍ଷଣରେ ଚିକ୍ରାର କରୁଥିବାବେଳେ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ଦୀର୍ଘଦିନ ଧରିବାଲେଶ୍ୱର ସଦର ମହକୁମାରେ ଥାଇମଧ୍ୟ ସ୍ୱାସ୍ଥ୍ୟସେବା ସମ୍ପର୍କରେ ଟିକିଏହେଲେ ଧ୍ୟାନ ନଦେବାକୁ ନେଇ ପ୍ରଶ୍ନଉଠାଇଛି...