28 C
Bhubaneswar
Monday, October 26, 2020

ରାଜ୍ୟପାଳଙ୍କ ଉଦେଶ୍ୟରେ ଦାବିପତ୍ର ପ୍ରଦାନ

Must read

ଇସ୍‌ଲାମୋଫୋବିଆକୁ ବିରୋଧ କରୁଥିବା ଫେସବୁକକୁ ଇମ୍ରାନ ଖାନ ଭାରତକୁ ଟାଣିଛନ୍ତି

ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଫେସବୁକ ସିଇଓ ମାର୍କ ଜୁକରବର୍ଗଙ୍କୁ ଏକ ଚିଠି ଲେଖି ସୋସିଆଲ ନେଟୱାର୍କରେ ଇସଲାମୋଫୋବିୟାକୁ ପ୍ରୋତ୍ସାହିତ କରୁଥିବା ନିଷେଧାଦେଶକୁ ଆହ୍ଵାନ କରିଛନ୍ତି ଏବଂ ଭାରତରେ ପୋଟସଟ...

ଚାଇନା ଏବଂ ପାକିସ୍ତାନ ଯୁଦ୍ଧ ପାଇଁ ତାରିଖ ସ୍ତିର।

ପ୍ରଧାନମନ୍ତ୍ରୀ ମୋଦି ପାକିସ୍ତାନ ଏବଂ ଚୀନ୍ ସହିତ ଯୁଦ୍ଧର ତାରିଖ ସ୍ଥିର କରିସାରିଛନ୍ତି ବୋଲି କହିବା ପରେ ବିଜେପିର ଉତ୍ତରପ୍ରଦେଶ ମୁଖ୍ୟ ସ୍ଵତନ୍ତ୍ର ଦେବ ସିଂ କହିଛନ୍ତି। ଗତ କିଛି...

ଅଧିକ ରାଜସ୍ୱ ପାଇବା ପାଇଁ ପେଟ୍ରୋଲ ଏବଂ ଡିଜେଲ ଭାରତରେ ମହଙ୍ଗା ହୋଇପାରେ |

କୋଭିଡ -୧୯ ମହାମାରୀ ଦ୍ଵାରା ସୃଷ୍ଟି ହୋଇଥିବା ଅର୍ଥନୀତିକ ସଙ୍କଟ ଏବଂ ରାଜସ୍ୱ ଉପରେ ପରବର୍ତ୍ତୀ ଚାପ ପୁଣିଥରେ କେନ୍ଦ୍ରକୁ ପେଟ୍ରୋଲ ଏବଂ ଡିଜେଲ ଉପରେ ଏକ୍ସାଇଜ୍ ଡ୍ୟୁଟି ବଢାଇପାରେ।...

ନଭେମ୍ବର୨ରେ ମୋଦୀ ଭାରତରେ ପୁଞ୍ଜି ବିନିଯୋଗକୁ ଆମନ୍ତ୍ରଣ କରିଛନ୍ତି।

ବିଶେଷ କରି ଭିତ୍ତିଭୂମି କ୍ଷେତ୍ରରେ ଦେଶରେ ଅଧିକ ପୁଞ୍ଜିନିବେଶକୁ ଆକର୍ଷିତ କରିବାର ପ୍ରୟାସର ଏକ ଅଂଶ ଭାବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନଭେମ୍ବର ୫ ରେ ଶୀର୍ଷ ବିଶ୍ୱ ପୁଞ୍ଜି...

କେନ୍ଦ୍ରାପଡା, ୧୯.୯(ନିପ୍ର): ତୁରନ୍ତପଂଚାୟତିରାଜ ଓ ପାନୀୟଜଳ ବିଭାଗପତ୍ର ସଂଖ୍ୟା ପିଆର – ଏନଆରଇଜି -ଇଏସଟିଟି -୦୦୦୩ -୨୦୧୯-୧୩୦୬୫କୁ ପ୍ରତ୍ୟାହାର ଓ ମହିଳା ସାଥିନିଯୁକ୍ତି ବାତିଲ କରାଯିବା ଦାବିରେଶୁକ୍ରବାର ନିଖିଳ ଓଡିଶା ଗାଁ ସାଥି ସଙ୍ଘକେନ୍ଦ୍ରାପଡା ଜିଲ୍ଲା କମିଟି ପକ୍ଷରୁଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେସତ୍ୟାଗ୍ରହ ଅନୁଷ୍ଠିତ ହୋଇଯାଇଛି ।ଏଥିସହିତ ଏନେଇ ରାଜ୍ୟପାଳଙ୍କଉଦେଶ୍ୟରେ ଏକ ଦାବିପତ୍ର ଜିଲ୍ଲାପାଳଙ୍କଜରିଆରେ ପ୍ରଦାନ କରାଯାଇଛି ।ଦାବୀପତ୍ରରେ ଉଲ୍ଲେଖ ରହିଛି ଯେ ଦେଶସ୍ୱାଧୀନତାର ୭୪ବର୍ଷ ପରେ ନିଯୁକ୍ତିସାମ୍ବିଧାନିକ ଅଧିକାର ପରିସର ଭୁକ୍ତହୋଇନଥିବା ବେଳେ ୨୦୦୭ମସିହାରେକେନ୍ଦ୍ର ସରକାରଏମ.ଜି.ଏନ.ଆର.ଇ.ଜି.ଏ.ନାମକ ଏକଆଇନ ଆଣିଲେ । ଯେଊଁ ଆଇନରେପ୍ରତ୍ୟେକ ପରିବାର ବର୍ଷକୁ ନିଶ୍ଚିତଏକଶହ ଦିନର କାମ ପାଇବେ । କାମନପାଇଲେ ଭତ୍ତା ପାଇବ । ସଚେତନନାଗରିକମାନେ ଆଶା କରିଥିଲେ ଏହିଯୋଜନା କ୍ରମେ ବୃଦ୍ଧି ହୋଇ ପ୍ରତ୍ୟେକପରିବାରର ପ୍ରତ୍ୟେକ ବ୍ୟକ୍ତି ବର୍ଷସାରାକାମ ପାଇବେ । ମାତ୍ର ତାହା ହେଲା ନାହିଁା ଏହି ଯୋଜନାକୁ ସୁପରିଚାଳନା ପାଇଁଦେଶସାରା ପ୍ରତ୍ୟେକ ରାଜସ୍ୱ ଗ୍ରାମରେଦୁଇଜଣ ମେଟ ବା ସାଥି ଥିବା ବେଳେଓଡିଶା ସରକାର ବିଜ୍ଞାପନ ପ୍ରକାଶ କଲେଯେ ମାସିକ ୨ହଜାର ୫ଶହ ଟଙ୍କାପାରିଶ୍ରମିକରେ ୩୫ବର୍ଷରୁ କମ ବୟସରଓ ସେହି ଗ୍ରାମର ସର୍ବୋଚ୍ଚ ଶିକ୍ଷିତ ଯୁବକ/ଯୁବତୀ ୨ଜଣଙ୍କୁ ନିଯୁକ୍ତି ଦେବାପାଇଁଯାହାର ଫଳ ସ୍ୱରୂପ ବ୍ଲକ ମାଧ୍ୟମରେଦରଖାସ୍ତ କରି ଶତକଡା ୩୦ ପ୍ରତିଶତରୁ ଅଧିକ ମାଷ୍ଟର ଡିଗ୍ରୀ ଓ୯୦ପ୍ରତିଶତରୁ ଅଧିକ ଗ୍ରାଜୁଏଟ ଏହି ଗାଁସାଥିରେ ଓଡିଶା ସରକାରଙ୍କ ଦ୍ୱାରା ଚୟନହେଲେ । ସେମାନଙ୍କ କାର୍ଯ୍ୟ ହେଲାସରକାରଙ୍କଏମ.ଜି.ଏନ.ଆର.ଇ.ଜି.ଏ.କୁପରିଚାଳନା କରିବା ଓ ମାସିକ ସର୍ବନିମ୍ନ୧୦ଦିନର ପାରିଶ୍ରମିକ ପାଇବା । ନିୟମିତମାସିକ ବେତନ ନାହିଁ । ଏହି ପରିସ୍ଥିତିରେବର୍ତ୍ତମାନ ଚାକିରୀ କରିବାର ବୟସଅତିକ୍ରାନ୍ତ, ଏଣେ ପରିବାର ପ୍ରତିପୋଷଣପାଇଁ ପାରିବାରିକ ଜରୁରୀ ଆବଶ୍ୟକତାଥିବାବେଳେ କୋଭିଡ-୧୯ ସାରା ବିଶ୍ୱକୁକବଳିତ କଲା । ଆମ ଦେଶ,ରାଜ୍ୟ ଓଜିଲ୍ଲାରୁ କୋଭିଡ ହଟିବ ଆମେ ଜିତିବୁବୋଲି ଆମେ ଶପଥ ନେଲୁ । ଆମ ରାଜ୍ୟକୁପ୍ରବାସୀ ଶ୍ରମିକ ଆସିଲେ,ଠିକା କର୍ମଚାରୀମଧ୍ୟ ଆସିଲେ । ଗତ ମାର୍ଚ୍ଚମାସ ଠାରୁ ଆଜିପର୍ଯ୍ୟନ୍ତ ରୋଜଗାର ନାହିଁ । ସରକାରଏମାନଙ୍କୁ ନିଯୁକ୍ତି ପାଇଁ କେଉଁଠି କେଉଁଠିଏମ.ଜି.ଏନ.ଆର.ଇ.ଜି.ଏ.କାମ ଆରମ୍ଭକଲେ । ସବୁ କାମରେ ଗାଁ ସାଥିଙ୍କୁ ସାମିଲକରାଗଲା ନାହିଁ । ବ୍ଲକ ଠାରୁ ଜିଲ୍ଲାପାଳଙ୍କପର୍ଯ୍ୟନ୍ତ ତୁରନ୍ତଏମ.ଜି.ଏନ.ଆର.ଇ.ଜି.ଏ.କାମରେସାମିଲ କରି ବଂଚିବା ପାଇଁ ଦାବୀ ହେଲା ।ମାତ୍ର ନିଯୁକ୍ତି ଦିଆଗଲା ନାହିଁ । ସରକାରଏବେ ୨ଜଣ ଗାଁ ସାଥିଙ୍କୁ ବଂଚିବା ପାଇଁସୁଯୋଗ ନଦେଇ ଆଉ ୨ଜଣ ସ୍ୱୟଂସହାୟୀକା ଗୋଷ୍ଠିର ମହିଳାଙ୍କୁ ପ୍ରତି ରାଜସ୍ୱଗ୍ରାମରେ ନିଯୁକ୍ତି ଦେବା ପାଇଁ ବିଜ୍ଞାପନବାହାର କରିଛନ୍ତି । ଯାହା ପଂଚାୟତରାଜ ଓପାନୀୟ ଜଳ ବିଭାଗ ପକ୍ଷରୁ ପତ୍ର ସଂଖ୍ୟାପିଆର – ଏନଆରଇଜି – ଇଏସଟିଟି -୦୦୦୩ -୨୦୧୯- ୧୩୦୬୫ ଭାବେଜାରି ହୋଇଛି । ତୁରନ୍ତ ଏହି ବିଜ୍ଞାପନକୁପ୍ରତ୍ୟାହାର କରାଯାଉ, ଗାଁ ସାଥିମାନଙ୍କୁପ୍ରଶିକ୍ଷଣ ପ୍ରଦାନ କରାଯାଇ ଖାଲିଥିବାସରକାରୀ ପଦବୀରେ ନିଯୁକ୍ତି ଦିଆଯାଉ,ପ୍ରତ୍ୟେକ ରାଜସ୍ୱ ଗ୍ରାମରେ କରୋନା ପାଇଁପ୍ରବାସୀ ଶ୍ରମିକ ଓ ବେକାର ଯୁବକ/ଯୁବତୀମାନଙ୍କୁ ରୋଜଗାର ପାଇଁ ୨ଶହଦିନର ଏମ.ଜି.ଏନ.ଆର.ଇ.ଜି.ଏ. କାମଯୋଗାଇ ଦିଆଯାଉ, ମୋ ବଗିଚା ଭଳି କୃଷିକ୍ଷେତ୍ରରେ ଏମ.ଜି.ଏନ.ଆର.ଇ.ଜି.ଏ.କୁସାମିଲ କରାଯାଇ ଗାଁ ସାଥିଙ୍କୁ ମାସିକସର୍ବନିମ୍ନ ୭ହଜାର ୫ଶହ ଟଙ୍କା ଦିଆଯାଉଓ ଗାଁ ସାଥିଙ୍କୁ ସରକାରୀ କର୍ମଚାରୀ ମାନ୍ୟତାପ୍ରଦାନ କରାଯିବାକୁ ସଙ୍ଘ ପକ୍ଷରୁ ଦାବୀକରାଯାଇଛି । ସଙ୍ଘର ଉପଦେଷ୍ଟା ତଥାଆଇନଜୀବି ରମଣୀରଞ୍ଜନ ରାଉତରାୟଙ୍କନେତୃତ୍ୱରେ ସଙ୍ଘର ରାଜ୍ୟ କାର୍ଯ୍ୟକାରୀସଭାପତି ପ୍ରମିଳା ସାମଲ, ଜିଲ୍ଲା ସଭାପତିକ୍ଷୀରୋଦ କୁମାର ଖଟୁଆ, ଜିଲ୍ଲା ସମ୍ପାଦକନିତ୍ୟସୁନ୍ଦର ଜେନା, ଜିଲ୍ଲା ଉପସଭାପତିଉପେନ୍ଦ୍ର ସାହୁ, ଜିଲ୍ଲା ସହସମ୍ପାଦକ ମୁକୁନ୍ଦମହାପାତ୍ର, ଜିଲ୍ଲା କୋଷାଧ୍ୟକ୍ଷ ରବିନ୍ଦ୍ରରାଉତ, ଶଶୀଭୂଷଣ ରାଉତ, ଦୁଷ୍ମନ୍ତନାୟକ, ନଳିନୀ କୁମାର ଖୁଂଟିଆ,ପ୍ରମୋଦ କୁମାର ମଲ୍ଲ, ସଂଯୁକ୍ତା ତ୍ରିପାଠୀ,ଶୁକାନ୍ତ କୁମାର ସାହୁ, ଧନଞ୍ଜୟରାଉତରାୟ, ପ୍ରତାପ ମଲ୍ଲ, ସଞ୍ଜୟ କୁମାରରାଉତରାୟ ପ୍ରମୁଖ ମୁଖ୍ୟମନ୍ତ୍ରୀଙ୍କଉଦେଶ୍ୟରେ ସହକାରୀ ଜିଲ୍ଲାପାଳ ଶିବମଲ୍ଲିକଙ୍କୁ ଦାବୀପତ୍ର ପ୍ରଦାନ କରିଥିଲେ ।

- Advertisement -

More articles

LEAVE A REPLY

Please enter your comment!
Please enter your name here

- Advertisement -

Latest article

ଇସ୍‌ଲାମୋଫୋବିଆକୁ ବିରୋଧ କରୁଥିବା ଫେସବୁକକୁ ଇମ୍ରାନ ଖାନ ଭାରତକୁ ଟାଣିଛନ୍ତି

ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଫେସବୁକ ସିଇଓ ମାର୍କ ଜୁକରବର୍ଗଙ୍କୁ ଏକ ଚିଠି ଲେଖି ସୋସିଆଲ ନେଟୱାର୍କରେ ଇସଲାମୋଫୋବିୟାକୁ ପ୍ରୋତ୍ସାହିତ କରୁଥିବା ନିଷେଧାଦେଶକୁ ଆହ୍ଵାନ କରିଛନ୍ତି ଏବଂ ଭାରତରେ ପୋଟସଟ...

ଚାଇନା ଏବଂ ପାକିସ୍ତାନ ଯୁଦ୍ଧ ପାଇଁ ତାରିଖ ସ୍ତିର।

ପ୍ରଧାନମନ୍ତ୍ରୀ ମୋଦି ପାକିସ୍ତାନ ଏବଂ ଚୀନ୍ ସହିତ ଯୁଦ୍ଧର ତାରିଖ ସ୍ଥିର କରିସାରିଛନ୍ତି ବୋଲି କହିବା ପରେ ବିଜେପିର ଉତ୍ତରପ୍ରଦେଶ ମୁଖ୍ୟ ସ୍ଵତନ୍ତ୍ର ଦେବ ସିଂ କହିଛନ୍ତି। ଗତ କିଛି...

ଅଧିକ ରାଜସ୍ୱ ପାଇବା ପାଇଁ ପେଟ୍ରୋଲ ଏବଂ ଡିଜେଲ ଭାରତରେ ମହଙ୍ଗା ହୋଇପାରେ |

କୋଭିଡ -୧୯ ମହାମାରୀ ଦ୍ଵାରା ସୃଷ୍ଟି ହୋଇଥିବା ଅର୍ଥନୀତିକ ସଙ୍କଟ ଏବଂ ରାଜସ୍ୱ ଉପରେ ପରବର୍ତ୍ତୀ ଚାପ ପୁଣିଥରେ କେନ୍ଦ୍ରକୁ ପେଟ୍ରୋଲ ଏବଂ ଡିଜେଲ ଉପରେ ଏକ୍ସାଇଜ୍ ଡ୍ୟୁଟି ବଢାଇପାରେ।...

ନଭେମ୍ବର୨ରେ ମୋଦୀ ଭାରତରେ ପୁଞ୍ଜି ବିନିଯୋଗକୁ ଆମନ୍ତ୍ରଣ କରିଛନ୍ତି।

ବିଶେଷ କରି ଭିତ୍ତିଭୂମି କ୍ଷେତ୍ରରେ ଦେଶରେ ଅଧିକ ପୁଞ୍ଜିନିବେଶକୁ ଆକର୍ଷିତ କରିବାର ପ୍ରୟାସର ଏକ ଅଂଶ ଭାବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନଭେମ୍ବର ୫ ରେ ଶୀର୍ଷ ବିଶ୍ୱ ପୁଞ୍ଜି...

ଚୀନ୍ ସୀମା ସାମରିକ ଉପସ୍ଥିତି ବୃଦ୍ଧି କରିଛି, ଲଦାଖ କେବଳ ଟାର୍ଗେଟ ନୁହେଁ ।

ଚୀନ୍ କେବଳ ଷ୍ଟାଣ୍ଡ ଅଫ୍ ସ୍ଥାନ ନୁହେଁ, ପିପୁଲ୍ସ ଲିବରେସନ୍ ଆର୍ମିର ୱେଷ୍ଟର୍ଣ୍ଣ ଥିଏଟର କମାଣ୍ଡ ଅଧୀନରେ ଥିବା ଲାଇନ୍ ଅଫ୍ ଆକ୍ଟୁଆଲ୍ କଣ୍ଟ୍ରୋଲ୍ ସହିତ ଏହାର ସାମରିକ ଭିତ୍ତିଭୂମିକୁ...