28 C
Bhubaneswar
Monday, October 26, 2020

ଏଭନ୍ ପକ୍ଷରୁ ନୂଆ ବ୍ରାଣ୍ଡ ଅଭିଯାନ ‘ୱାଚ୍ ମି ନାଓ’ର ଶୁଭାରମ୍ଭ

Must read

ଇସ୍‌ଲାମୋଫୋବିଆକୁ ବିରୋଧ କରୁଥିବା ଫେସବୁକକୁ ଇମ୍ରାନ ଖାନ ଭାରତକୁ ଟାଣିଛନ୍ତି

ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଫେସବୁକ ସିଇଓ ମାର୍କ ଜୁକରବର୍ଗଙ୍କୁ ଏକ ଚିଠି ଲେଖି ସୋସିଆଲ ନେଟୱାର୍କରେ ଇସଲାମୋଫୋବିୟାକୁ ପ୍ରୋତ୍ସାହିତ କରୁଥିବା ନିଷେଧାଦେଶକୁ ଆହ୍ଵାନ କରିଛନ୍ତି ଏବଂ ଭାରତରେ ପୋଟସଟ...

ଚାଇନା ଏବଂ ପାକିସ୍ତାନ ଯୁଦ୍ଧ ପାଇଁ ତାରିଖ ସ୍ତିର।

ପ୍ରଧାନମନ୍ତ୍ରୀ ମୋଦି ପାକିସ୍ତାନ ଏବଂ ଚୀନ୍ ସହିତ ଯୁଦ୍ଧର ତାରିଖ ସ୍ଥିର କରିସାରିଛନ୍ତି ବୋଲି କହିବା ପରେ ବିଜେପିର ଉତ୍ତରପ୍ରଦେଶ ମୁଖ୍ୟ ସ୍ଵତନ୍ତ୍ର ଦେବ ସିଂ କହିଛନ୍ତି। ଗତ କିଛି...

ଅଧିକ ରାଜସ୍ୱ ପାଇବା ପାଇଁ ପେଟ୍ରୋଲ ଏବଂ ଡିଜେଲ ଭାରତରେ ମହଙ୍ଗା ହୋଇପାରେ |

କୋଭିଡ -୧୯ ମହାମାରୀ ଦ୍ଵାରା ସୃଷ୍ଟି ହୋଇଥିବା ଅର୍ଥନୀତିକ ସଙ୍କଟ ଏବଂ ରାଜସ୍ୱ ଉପରେ ପରବର୍ତ୍ତୀ ଚାପ ପୁଣିଥରେ କେନ୍ଦ୍ରକୁ ପେଟ୍ରୋଲ ଏବଂ ଡିଜେଲ ଉପରେ ଏକ୍ସାଇଜ୍ ଡ୍ୟୁଟି ବଢାଇପାରେ।...

ନଭେମ୍ବର୨ରେ ମୋଦୀ ଭାରତରେ ପୁଞ୍ଜି ବିନିଯୋଗକୁ ଆମନ୍ତ୍ରଣ କରିଛନ୍ତି।

ବିଶେଷ କରି ଭିତ୍ତିଭୂମି କ୍ଷେତ୍ରରେ ଦେଶରେ ଅଧିକ ପୁଞ୍ଜିନିବେଶକୁ ଆକର୍ଷିତ କରିବାର ପ୍ରୟାସର ଏକ ଅଂଶ ଭାବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନଭେମ୍ବର ୫ ରେ ଶୀର୍ଷ ବିଶ୍ୱ ପୁଞ୍ଜି...

ଭୁବନେଶ୍ୱର,୧୮/୯ (ନିପ୍ର):ବିୟୁଟି କମ୍ପାନୀ ଏଭନ୍ ପକ୍ଷରୁ ଏକନୂତନ ବ୍ରାଣ୍ଡ କ୍ୟାମ୍ପେନ୍ ‘ୱାଚ୍ ମି ନାଓ’ଶୁଭାରମ୍ଭ କରାଯାଇଛି, ଯାହାକିଲୋକମାନଙ୍କୁ ଏହି ଆଇକୋନିକ୍କମ୍ପାନୀ ଉପରେ ସେମାନଙ୍କରମତାମତକୁ ପୁନର୍ବିଚାର କରିବା ପାଇଁଆହ୍ୱାନ ଦେଉଛି । ଭିନ୍ନ ଭାବେସୌନ୍ଦର୍ଯ୍ୟକୁ ଉପସ୍ଥାପନ କରିମହିଳାମାନଙ୍କ ଜୀବନକୁ ପରିବର୍ତନକରୁଥିବା ଏଭନ୍ ଏହାର ସ୍ଥିତିକୁବିକଶିତ କରି ଆଜିର ଏକ ଉନ୍ନତ ତଥାଏକ ଅଭିନବ ବିୟୁଟି ବ୍ରାଣ୍ଡ୍କୁଉପସ୍ଥାପନା କରୁଛି । ଏଭନ୍ର୧୩୫ତମ ଜନ୍ମଦିବସ ଅବସରରରେଶୁଭାରମ୍ଭ ହୋଇଥିବା ‘ୱାଚ୍ ମି ନାଓ’ଅଭିଯାନ ହେଉଛି ଏକ ଉଦେ୍ଦଶ୍ୟ-ସଂଚାଳିତ କମ୍ପାନୀ ଭାବେ ଏଭନ୍ରଐତିହ୍ୟର ପ୍ରମାଣ ସଦୃଶ, ଯାହାକିସୌନ୍ଦର୍ଯ୍ୟର ଶକ୍ତିର ଉପଯୋଗ କରିଲୋକଙ୍କୁ ନିଜ ସର୍ତରେ ରୋଜଗାରକରିବାର ସୁଯୋଗ ଦେଇଥାଏ । ଏକଶତାବ୍ଦୀରୁ ଅଧିକ ସମୟ ହେବ ଏହାଘରୋଇ ହିଂସା ଓ ସ୍ତନ କର୍କଟବିରୋଧରେ ନିଜର ସହଯୋଗକରିଆସୁଛି । ଏହା ଦୁର୍ବଳଲୋକମାନଙ୍କର ସଫଳତାକୁ ପାଳନକରିବା ସହିତ ଏଭନ୍ ବ୍ରାଣ୍ଡ, ଏହାରଲୋକ, ସକ୍ରିୟତା ଓ ଉତ୍ପାଦଗୁଡିକରଅପ୍ରତ୍ୟାଶିତ ଓ ଅବହେଳିତ ଦିଗଗୁଡିକୁଆଲୋକିତ କରୁଛି- ଯେଉଁ କାରଣରୁଏଭନ୍କୁ ୭୫୦ରୁ ଅଧିକ ପ୍ୟାଟେଂଟ୍ଓ ୩୦୦ରୁ ଅଧିକ ପୁରସ୍କାର ପ୍ରଦାନକରାଯାଇଛି । “ୱାଚ୍ ମି ନାଓ’ ଏଭନ୍ରଲୋଗୋରେ ଏକ ନୂତନ ଭିଜୁଆଲପରିଚୟ ଓ ଅପ୍ଡେଟ୍କୁ ସାମିଲକରୁଛି, ଦଶନ୍ଧିରେ ପ୍ରଥମ, ଏହା ସହିତଏକ ଅଧିକ ନିର୍ଭୀକ ଓ ଆତ୍ମବିଶ୍ୱାସରେଭରା ସ୍ୱର, ଯାହାକି ବ୍ରାଣ୍ଡର ଆଜିରଲକ୍ଷାଧିକ ସୌନ୍ଦର୍ଯ୍ୟ ପରାମର୍ଶଦାତା ଓଗ୍ରାହକମାନଙ୍କ ପାଇଁ ଅଧିକ ପ୍ରାସଙ୍ଗିକଅଟେ । ଏହି ନୂତନ ଲୋଗୋ ପ୍ରଡକ୍ଟଓ ବ୍ରଚର୍ଗୁଡିକ ଉପରେ ଦେଖାଯିବାଆରମ୍ଭ କରିସାରିଛି ଏବଂ ଜଣେମହିଳାଙ୍କ ମୁଖର କର୍ଭ ଆଧାରରେ ନୂଆକଲର୍ ଗ୍ରାଡିଏଂଟ୍ ସହିତ ଏହା୧୯୩୦ର ମୂଳ ଏଭନ୍ ଲୋଗରକର୍ଭରେ ରେଫରେନ୍ସକୁ ସାମିଲକରିଛି । ଏସମ୍ପର୍କରେ ଏଭନ୍ର ସିଇଓଆଲୋ କ୍ରେଟୁ କହିଛନ୍ତିି ଯେ, ନ୍ତୱାଚ୍ମି ନାଓ’ ଏଭନ୍ ପାଇଁ ଏକ ନୂତନଅଧ୍ୟାୟ ଆରମ୍ଭକୁ ସୂଚିତ କରୁଛି ।ଆମେ ବିଗତ ୧୩୫ ବର୍ଷ ମଧ୍ୟରେସମ୍ପର୍କ ଓ ସାମାଜିକ ବିକ୍ରିର ଶକ୍ତିପ୍ରସଙ୍ଗରେ ଯାହା କିଛି ଶିଖିଛୁ ତାହାକୁଗ୍ରହଣ କରୁଛୁ ଏବଂ ତାହାକୁ ନୂତନଡିଜିଟାଲ ଉପକରଣର ବ୍ୟବହାର କରିଆଜିର ପ୍ରସଙ୍ଗରେ ପ୍ରୟୋଗ କରୁଛୁ-ଯାହାକି ଆମର ସୌନ୍ଦର୍ଯ୍ୟପରାମର୍ଶଦାତାଙ୍କୁ ସେମାନଙ୍କରସାମାଜିକ ପ୍ଲାଟ୍ଫର୍ମଗୁଡିକରେନମନୀୟ ଭାବରେ ରୋଜଗାରକରିବାକୁ ସକ୍ଷମ କରିବ । ଆମେବିଶ୍ୱବ୍ୟାପୀ ମହିଳାମାନଙ୍କୁ ପ୍ରଭାବିତକରୁଥିବା କାରଣଗୁଡିକ ଉପରେସକାତରାତ୍ମକ ପ୍ରଭାବ ଓ ପରିବର୍ତନକୁପରିଚାଳନା କରିବା ଓ ସେମାନଙ୍କୁସମର୍ଥନ କରିବା ଜାରି ରଖିବୁ ।ସେହିଭଳି ଏଭନ ଇଣ୍ଡିଆର ମାର୍କେଟିଙ୍ଗଡାଇରେକ୍ଟର ଶ୍ୱାତି ଜୈନ କହିଛନ୍ତିିଯେ, ଏଭନ ମହିଳାମାନଙ୍କୁ ସେମାନଙ୍କନିଜର ଏକ ସ୍ୱତନ୍ତ୍ର ପରିଚୟ ପ୍ରଦାନକରିବା ଏବଂ ନିଜ ଢଙ୍ଗରେ ଜୀବନକୁବଂଚିବାର ସ୍ୱାଧିନତା ପ୍ରଦାନ କରିବାପାଇଁ ପ୍ରତିଶ୍ରୁତିବଦ୍ଧ ।

- Advertisement -

More articles

LEAVE A REPLY

Please enter your comment!
Please enter your name here

- Advertisement -

Latest article

ଇସ୍‌ଲାମୋଫୋବିଆକୁ ବିରୋଧ କରୁଥିବା ଫେସବୁକକୁ ଇମ୍ରାନ ଖାନ ଭାରତକୁ ଟାଣିଛନ୍ତି

ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଫେସବୁକ ସିଇଓ ମାର୍କ ଜୁକରବର୍ଗଙ୍କୁ ଏକ ଚିଠି ଲେଖି ସୋସିଆଲ ନେଟୱାର୍କରେ ଇସଲାମୋଫୋବିୟାକୁ ପ୍ରୋତ୍ସାହିତ କରୁଥିବା ନିଷେଧାଦେଶକୁ ଆହ୍ଵାନ କରିଛନ୍ତି ଏବଂ ଭାରତରେ ପୋଟସଟ...

ଚାଇନା ଏବଂ ପାକିସ୍ତାନ ଯୁଦ୍ଧ ପାଇଁ ତାରିଖ ସ୍ତିର।

ପ୍ରଧାନମନ୍ତ୍ରୀ ମୋଦି ପାକିସ୍ତାନ ଏବଂ ଚୀନ୍ ସହିତ ଯୁଦ୍ଧର ତାରିଖ ସ୍ଥିର କରିସାରିଛନ୍ତି ବୋଲି କହିବା ପରେ ବିଜେପିର ଉତ୍ତରପ୍ରଦେଶ ମୁଖ୍ୟ ସ୍ଵତନ୍ତ୍ର ଦେବ ସିଂ କହିଛନ୍ତି। ଗତ କିଛି...

ଅଧିକ ରାଜସ୍ୱ ପାଇବା ପାଇଁ ପେଟ୍ରୋଲ ଏବଂ ଡିଜେଲ ଭାରତରେ ମହଙ୍ଗା ହୋଇପାରେ |

କୋଭିଡ -୧୯ ମହାମାରୀ ଦ୍ଵାରା ସୃଷ୍ଟି ହୋଇଥିବା ଅର୍ଥନୀତିକ ସଙ୍କଟ ଏବଂ ରାଜସ୍ୱ ଉପରେ ପରବର୍ତ୍ତୀ ଚାପ ପୁଣିଥରେ କେନ୍ଦ୍ରକୁ ପେଟ୍ରୋଲ ଏବଂ ଡିଜେଲ ଉପରେ ଏକ୍ସାଇଜ୍ ଡ୍ୟୁଟି ବଢାଇପାରେ।...

ନଭେମ୍ବର୨ରେ ମୋଦୀ ଭାରତରେ ପୁଞ୍ଜି ବିନିଯୋଗକୁ ଆମନ୍ତ୍ରଣ କରିଛନ୍ତି।

ବିଶେଷ କରି ଭିତ୍ତିଭୂମି କ୍ଷେତ୍ରରେ ଦେଶରେ ଅଧିକ ପୁଞ୍ଜିନିବେଶକୁ ଆକର୍ଷିତ କରିବାର ପ୍ରୟାସର ଏକ ଅଂଶ ଭାବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନଭେମ୍ବର ୫ ରେ ଶୀର୍ଷ ବିଶ୍ୱ ପୁଞ୍ଜି...

ଚୀନ୍ ସୀମା ସାମରିକ ଉପସ୍ଥିତି ବୃଦ୍ଧି କରିଛି, ଲଦାଖ କେବଳ ଟାର୍ଗେଟ ନୁହେଁ ।

ଚୀନ୍ କେବଳ ଷ୍ଟାଣ୍ଡ ଅଫ୍ ସ୍ଥାନ ନୁହେଁ, ପିପୁଲ୍ସ ଲିବରେସନ୍ ଆର୍ମିର ୱେଷ୍ଟର୍ଣ୍ଣ ଥିଏଟର କମାଣ୍ଡ ଅଧୀନରେ ଥିବା ଲାଇନ୍ ଅଫ୍ ଆକ୍ଟୁଆଲ୍ କଣ୍ଟ୍ରୋଲ୍ ସହିତ ଏହାର ସାମରିକ ଭିତ୍ତିଭୂମିକୁ...