26 C
Bhubaneswar
Wednesday, October 21, 2020

କର୍ଡ ମାଏଷ୍ଟ୍ରୋ ରେଫ୍ରିଜରେଟର୍ର ଶୁଭାରମ୍ଭ

Must read

ମେଟ୍ରୋ ମଧ୍ୟରେ ଚେନ୍ନାଇରେ କେଜି ପିଛା ୭୩ ଟଙ୍କା ମୂଲ୍ୟରେ ପିଆଜ ବିକ୍ରି କରାଯାଉଛି |

କେନ୍ଦ୍ର ଉପଭୋକ୍ତା ବ୍ୟାପାର ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ ମଙ୍ଗଳବାର ଦିନ ଚେନ୍ନାଇରେ ଖୁଚୁରା ପିଆଜ ମୂଲ୍ୟ କିଲୋଗ୍ରାମ ପିଛା ୭୩ ଟଙ୍କାକୁ ବୃଦ୍ଧି ପାଇଛି - ମେଟ୍ରୋ ସହର ମଧ୍ୟରେ...

ପ୍ରଧାନମନ୍ତ୍ରୀ ମୋଦୀ କରୋନାଭାଇରସ୍ ସ୍ଥିତିର ସମୀକ୍ଷା କରିଛନ୍ତି, ଆତ୍ମସନ୍ତୋଷରୁ ସତର୍କ ରହିବାକୁ ଅନୁରୋଧ କରିଛନ୍ତି

ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଦିନ ଦେଶରେ କରୋନାଭାଇରସ୍ ସଙ୍କଟର ମାଧ୍ୟାକର୍ଷଣକୁ ପୁନଃସ୍ଥାପିତ କରିଛନ୍ତି ଏବଂ ନବରାତ୍ରୀ ଉତ୍ସବ ଠାରୁ ଆରମ୍ଭ କରି ଉତ୍ସବ ପୂର୍ବରୁ ସତର୍କ ରହିବାକୁ...

ଅକ୍ଟୋବର ୨୧ ରୁ ମହାରାଷ୍ଟ୍ରରେ ମହିଳାମାନେ ସ୍ଥାନୀୟ ଟ୍ରେନରେ ଯାତ୍ରା କରିବାକୁ ଅନୁମତି ଦେଇଥିଲେ |

କେନ୍ଦ୍ର ରେଳମନ୍ତ୍ରୀ ପୀୟୁଷ ଗୋୟଲ ମଙ୍ଗଳବାର କହିଛନ୍ତି ଯେ ଜାତୀୟ ପରିବହନକାରୀ ମହିଳାମାନଙ୍କୁ ଅକ୍ଟୋବର ୨୧ ରୁ ୧୧ ଟା ୩ ଟା ଏବଂ ସନ୍ଧ୍ୟା...

ତାଇୱାନ ସହିତ ଭାରତ ବାଣିଜ୍ୟ କଥାବାର୍ତ୍ତାକୁ ବିଚାର କରେ ।

ତାଇୱାନ ସହିତ ବାଣିଜ୍ୟ ଚୁକ୍ତି ଉପରେ ଆନୁଷ୍ଠାନିକ ଭାବେ ଆଲୋଚନା ଆରମ୍ଭ କରିବାକୁ କେନ୍ଦ୍ର ସରକାରଙ୍କ ମଧ୍ୟରେ ସମର୍ଥନ ବୃଦ୍ଧି ପାଉଛି କାରଣ ଉଭୟ ଗଣତାନ୍ତ୍ରିକ ରାଷ୍ଟ୍ର ଚୀନ୍ ସହ...

ଭୁବନେଶ୍ୱର,୧୮/୯ (ନିପ୍ର):ଭାରତର ସର୍ବାଧିକ ବିଶ୍ୱାସନୀୟ ଉପଭୋକ୍ତାଇଲେକ୍ଟ୍ରୋନିକ୍ସ ବ୍ରାଣ୍ଡସାମ୍ସଙ୍ଗ ପକ୍ଷରୁ ଅଧିକକ୍ଷମତା ସହିତ ଏହାର କର୍ଡମାଏଷ୍ଟ୍ରୋରେଫ୍ରିଜରେଟର୍ର ୪ଟିନୂତନ ମଡେଲ୍ର ଶୁଭାରମ୍ଭକରାଯାଇଛି । ଦହି ବା କର୍ଡତିଆରି କରିପାରୁଥିବା ବିଶ୍ୱରପ୍ରଥମ ରେଫ୍ରିଜରେଟର,କର୍ଡ ମାଏଷ୍ଟ୍ରୋ ଏବେ୩୮୬ ଲିଟର ଓ ୪୦୭ଲିଟର୍ କ୍ଷମତାରେ ଉପଲବ୍ଧହେବ ଏବଂ ଏହାସାମ୍ସଙ୍ଗର ନିଜସ୍ୱଉଦ୍ଭାବନ ଯେପରିକିକନଭର୍ଟିବୁଲ ୫-ଇନ୍-୧ଟେକ୍ନୋଲୋଜି, ଟ୍ୱିନ୍କୁଲିଙ୍ଗ୍ ପ୍ଲସ, ଡିଜିଟାଲଇନ୍ଭର୍ଟର ଟେକ୍ନୋଲୋଜିଓ ଷ୍ଟାବିଲାଇଜର୍ ଫ୍ରିଅପରେଶନ ସହିତ ଆସୁଛି,ଯାହାଦ୍ୱାରା ଏବେ ଆପଣ ଅଧିକ ଶକ୍ତିସଂଚୟ କରିପାରିବେ । ଡବଲ୍ ଡୋରଫ୍ରଷ୍ଟ ଫ୍ରି କର୍ଡ ମାଏଷ୍ଟ୍ରୋ ରେଫ୍ରିଜରେଟର୍ରନୂତନ ମଡେଲ୍ଗୁଡିକର ଏକ ଷ୍ଟେନ୍ଲେସ୍ଷ୍ଟିଲ କର୍ଡ କଂଟେନର୍ ସହିତ ଆସୁଛନ୍ତି ।କର୍ଡ ମାଏଷ୍ଟ୍ରୋ ରେରରେଫ୍ରିଜରେଟର୍ଗୁଡିକ ସାମ୍ସଙ୍ଗର’ମେକ୍ ଫର୍ ଇଣ୍ଡିଆ’ ଉଦ୍ଭାବନର ଅଂଶଅଟନ୍ତି । ଏହି ରେଫ୍ରିଜରେଟର୍ଗୁଡିକପ୍ରତିଦିନ ଦହି ତିଆରି କରିବାର ସମସ୍ୟାକୁଦୂର କରିଥାଏ, ଯାହାକୁ ଖାଦ୍ୟ ସଂରକ୍ଷଣରୁଅଧିକ ଖାଦ୍ୟ ପ୍ରସ୍ତୁତିକୁ ଯାଇ ଏକରେଫ୍ରିଜରେଟର୍ର ପାରମ୍ପରିକବ୍ୟବହାରକୁ ପରିବର୍ତନ କରିବା ପାଇଁଡିଜାଇନ୍ କରାଯାଇଛି । କର୍ଡ ମାଏଷ୍ଟ୍ରୋରେଫ୍ରିଜରେଟର୍ଗୁଡିକରେ ଦହି ତିଆରିକରିବାର ପ୍ରକ୍ରିୟା ଆଇସିଏଆର୍-ନ୍ୟାସ୍ନାଲ ଡେରୀ ରିସର୍ଚ୍ଚ ଇନ୍ଷ୍ଟିଚୁ୍ୟଟ୍(ଏନ୍ଡିଆର୍ଆଇ୍), କାର୍ନାଲ ଦ୍ୱାରାସୁପାରିଶକୃତ ।ଏହା ସମ୍ପର୍କରେ ସାମ୍ସଙ୍ଗ ଇଣ୍ଡିଆରକୁ୍ୟମର ଇଲେକ୍ଟ୍ରୋନିକ୍ସ ବିଜ୍ନେସ୍ରବରିଷ୍ଠ ଉପାଧ୍ୟକ୍ଷ ଶ୍ରୀ ରାଜୁ ପୁଲାନ କହିଛନ୍ତିଯେ, ନ୍ତଆମର କର୍ଡ ମାଏଷ୍ଟ୍ରୋରେଫ୍ରିଜରେଟରଗୁଡିକୁ ଉପଭୋକ୍ତାଙ୍କଠାରୁବେଶ ଭଲ ପ୍ରତିକ୍ରିୟା ମିଳିଛି, ଯାହାକିଫ୍ରଷ୍ଟ ଫ୍ରି ରେଫ୍ରିଜରେଟର୍ କ୍ଷେତ୍ରରେ ଆମରବଜାର ଅଂଶକୁ ଆହୁରି ମଜଭୁତ କରିଛିାନ୍ତ ସାମ୍ସଙ୍ଗର କର୍ଡ ମାଏଷ୍ଟ୍ରୋରେଫ୍ରିଜରେଟର୍ର ଏହି ନୂତନମଡେଲ୍ଗୁଡିକ ଦୁଇଟି କଲର୍ ଭାରିଆଂଟ୍-ରିଫାଇନ୍ଡ ଆଇନକ୍ସ ଓ ଲୁ୍ୟକ୍ସ ବ୍ରାଉନ୍ରେଆସନ୍ତା ସେପ୍ଟେମ୍ବର ୧୦ ତାରିଖରୁଦେଶବ୍ୟାପୀ ସମସ୍ତ ରିଟେଲ୍ ଚ୍ୟାନେଲ,ସାମ୍ସଙ୍ଗର ଅଫିସିଆଲ ଅନ୍ଲାଇନ୍ ଷ୍ଟୋର୍ସାମ୍ସଙ୍ଗ ସପ୍ରେ ଉପଲବ୍ଧ ହେବ ।୩୮୬ ଲିଟର କ୍ଷମତାର ମଡେଲ୍ ୨-ଷ୍ଟାର ରେଟିଂ ପାଇଁ ୫୫,୯୯୦ ଟଙ୍କାରେଏବଂ ୩-ଷ୍ଟାର ମଡେଲ୍ ପାଇଁ୫୬,୯୯୦ ଟଙ୍କାରେ ଉପଲବ୍ଧ ହେବ ।ସେହିପରି ୪୦୭ ଲିଟର କ୍ଷମତାରମଡେଲ୍ ୨-ଷ୍ଟାର ରେଟିଙ୍ଗ୍ ପାଇଁ୬୧,୯୯୦ ଟଙ୍କା ଓ ୩-ଷ୍ଟାର ରେଟିଙ୍ଗ୍ପାଇଁ ୬୩,୯୯୦ ଟଙ୍କାରେ ଉପଲବ୍ଧହେବ । କର୍ଡ ମାଏଷ୍ଟ୍ରୋ ରେଫ୍ରିଜରେଟର୍ରକ୍ରୟ ଉପରେ ଉପଭୋକ୍ତାମାନେ ୧୫%ପର୍ଯ୍ୟନ୍ତ କ୍ୟାଶବ୍ୟାକ୍, ଗୋଟିଏ ଇଏମ୍ଆଇଛାଡ ଓ ସର୍ବନିମ୍ନ ୯୯୦ ଟଙ୍କାରୁ ଆରମ୍ଭହେଉଥିବା ଇଏମ୍ଆଇ ଭଳି ସୀମିତଅବଧିର ଅଫର୍ର ଲାଭ ଉଠାଇପାରିବେ

- Advertisement -

More articles

LEAVE A REPLY

Please enter your comment!
Please enter your name here

- Advertisement -

Latest article

ମେଟ୍ରୋ ମଧ୍ୟରେ ଚେନ୍ନାଇରେ କେଜି ପିଛା ୭୩ ଟଙ୍କା ମୂଲ୍ୟରେ ପିଆଜ ବିକ୍ରି କରାଯାଉଛି |

କେନ୍ଦ୍ର ଉପଭୋକ୍ତା ବ୍ୟାପାର ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ ମଙ୍ଗଳବାର ଦିନ ଚେନ୍ନାଇରେ ଖୁଚୁରା ପିଆଜ ମୂଲ୍ୟ କିଲୋଗ୍ରାମ ପିଛା ୭୩ ଟଙ୍କାକୁ ବୃଦ୍ଧି ପାଇଛି - ମେଟ୍ରୋ ସହର ମଧ୍ୟରେ...

ପ୍ରଧାନମନ୍ତ୍ରୀ ମୋଦୀ କରୋନାଭାଇରସ୍ ସ୍ଥିତିର ସମୀକ୍ଷା କରିଛନ୍ତି, ଆତ୍ମସନ୍ତୋଷରୁ ସତର୍କ ରହିବାକୁ ଅନୁରୋଧ କରିଛନ୍ତି

ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଦିନ ଦେଶରେ କରୋନାଭାଇରସ୍ ସଙ୍କଟର ମାଧ୍ୟାକର୍ଷଣକୁ ପୁନଃସ୍ଥାପିତ କରିଛନ୍ତି ଏବଂ ନବରାତ୍ରୀ ଉତ୍ସବ ଠାରୁ ଆରମ୍ଭ କରି ଉତ୍ସବ ପୂର୍ବରୁ ସତର୍କ ରହିବାକୁ...

ଅକ୍ଟୋବର ୨୧ ରୁ ମହାରାଷ୍ଟ୍ରରେ ମହିଳାମାନେ ସ୍ଥାନୀୟ ଟ୍ରେନରେ ଯାତ୍ରା କରିବାକୁ ଅନୁମତି ଦେଇଥିଲେ |

କେନ୍ଦ୍ର ରେଳମନ୍ତ୍ରୀ ପୀୟୁଷ ଗୋୟଲ ମଙ୍ଗଳବାର କହିଛନ୍ତି ଯେ ଜାତୀୟ ପରିବହନକାରୀ ମହିଳାମାନଙ୍କୁ ଅକ୍ଟୋବର ୨୧ ରୁ ୧୧ ଟା ୩ ଟା ଏବଂ ସନ୍ଧ୍ୟା...

ତାଇୱାନ ସହିତ ଭାରତ ବାଣିଜ୍ୟ କଥାବାର୍ତ୍ତାକୁ ବିଚାର କରେ ।

ତାଇୱାନ ସହିତ ବାଣିଜ୍ୟ ଚୁକ୍ତି ଉପରେ ଆନୁଷ୍ଠାନିକ ଭାବେ ଆଲୋଚନା ଆରମ୍ଭ କରିବାକୁ କେନ୍ଦ୍ର ସରକାରଙ୍କ ମଧ୍ୟରେ ସମର୍ଥନ ବୃଦ୍ଧି ପାଉଛି କାରଣ ଉଭୟ ଗଣତାନ୍ତ୍ରିକ ରାଷ୍ଟ୍ର ଚୀନ୍ ସହ...

ବାଲେଶ୍ୱରରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡିଛି ।

ବାଲେଶ୍ୱର,୧୯ା୧୦: ଜିଲ୍ଲାରବିପର୍ଯ୍ୟସ୍ଥ ସ୍ୱାସ୍ଥ୍ୟ ବ୍ୟବସ୍ଥା ବାବଦରେଜିଲ୍ଲାବାସୀ ପ୍ରତିକ୍ଷଣରେ ଚିକ୍ରାର କରୁଥିବାବେଳେ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ଦୀର୍ଘଦିନ ଧରିବାଲେଶ୍ୱର ସଦର ମହକୁମାରେ ଥାଇମଧ୍ୟ ସ୍ୱାସ୍ଥ୍ୟସେବା ସମ୍ପର୍କରେ ଟିକିଏହେଲେ ଧ୍ୟାନ ନଦେବାକୁ ନେଇ ପ୍ରଶ୍ନଉଠାଇଛି...