26 C
Bhubaneswar
Wednesday, October 21, 2020

ଫ୍ରିଚାର୍ଜର ଡିଜିଟାଲ୍ କାରବାରରେ ୧୦ ଗୁଣା ବୃଦ୍ଧି

Must read

ଭାରତ-ଭୁଟାନ ଜଳ ବିଦ୍ୟୁତ୍ ପ୍ରକଳ୍ପ ସମ୍ମାନଜନକ ବ୍ରୁନେଲ ପଦକ |

ବ୍ରିଟେନ ଭିତ୍ତିକ ଇନଷ୍ଟିଚ୍ୟୁଟ୍ ଅଫ୍ ସିଭିଲ୍ ଇଞ୍ଜିନିୟର୍ସ ଦ୍ୱାରା ସିଭିଲ୍ ଇଞ୍ଜିନିୟରିଂରେ ଉତ୍କର୍ଷତା ପାଇଁ ଭାରତ-ଭୁଟାନ ଉଦ୍ୟୋଗର ମଙ୍ଗଦେଚୁ ଜଳ ବିଦ୍ୟୁତ୍ ପ୍ରକଳ୍ପ ସମ୍ମାନଜନକ ବ୍ରୁନେଲ୍ ପଦକ ପ୍ରଦାନ କରାଯାଇଛି।...

ପୂର୍ବତନ ବିଜେପି ମନ୍ତ୍ରୀ ଏକନାଥ ଖାଡସେ ଏହି ସପ୍ତାହରେ ଏନସିପିରେ ଯୋଗଦେବେ

ଅସନ୍ତୁଷ୍ଟ ବିଜେପି ନେତା ଏକନାଥ ଖାଡସେ ଶୁକ୍ରବାର ଏନସିପିରେ ଯୋଗଦେବାକୁ ଯାଉଛନ୍ତି। “ଏକନାଥ ଖଡସେ ଆମକୁ ସୂଚନା ଦେଇଛନ୍ତି ଯେ ସେ ବିଜେପିର ସମସ୍ତ ପଦରୁ ଇସ୍ତଫା ଦେଇଛନ୍ତି। ଆମେ...

ଭାରତରେ ୫ଜି ପ୍ରସ୍ତୁତ କରିବାକୁ କ୍ୱାଲକମ୍ ସହିତ ମୁକେଶ ଅମ୍ବାନୀଙ୍କ ଜିଓ ଟିମ୍ ଅପ୍ |

ଭାରତୀୟ ବିଲିୟନେୟାର ମୁକେଶ ଅମ୍ବାନୀଙ୍କ ଜିଓ ପ୍ଲାଟଫର୍ମ ଲିମିଟେଡ୍ କ୍ୱାଲକମ୍ ଇନ୍କୋ ସହିତ ୫ଜି ସମାଧାନର ବିକାଶ ଏବଂ ବ୍ୟବହାରକାରୀଙ୍କ ଦ୍ୱାରା ହାଇ ସ୍ପିଡ୍...

ବିହାର ବିଧାନସଭା ନିର୍ବାଚନ ୨୦୨୦ ପରେ, କଂଗ୍ରେସରେ ଆଉ ଏକ ପୁନହ ନିର୍ମାଣ

ବିହାରରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପରେ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ଅନ୍ୟ ଏକ ସାଂଗଠନିକ ପୁନହ ନିର୍ମାଣ କାର୍ଯ୍ୟ କରିବେ ବୋଲି...

ଭୁବନେଶ୍ୱର,୧୮/୯ (ନିପ୍ର): ମହାମାରୀ ଓ ଲକ୍ଡାଉନ୍ ସ୍ଥିତି ସାରାବିଶ୍ୱର ପ୍ରତିଟି ଲୋକଙ୍କ ପାଇଁ ଏକ ଆହ୍ୱାନପୂର୍ଣ୍ଣ ପରିସ୍ଥିତି । ତେବେ ଏହାମଧ୍ୟ ଅସ୍ୱୀକାର କରିହେବ ନାହିଁ ଯେ ଯେତେବେଳେ ସ୍ପର୍ଶବିହୀନ ଓ ଡିଜିଟାଲ୍କାରବାର ନୂଆ ସାଧାରଣରେ ପରିଣତ ହୋଇଛି ସେତେବେଳେ ଏହା ଅନେକନୂତନ ଦ୍ୱାର ଉନ୍ମୁକ୍ତ କରିଛି । ଗ୍ରାହକ ଓ ରିଟେଲ୍ରମାନଙ୍କ ଆବଶ୍ୟକତାକୁବୁଝିପାରି ଆକ୍ସିସ୍ ବ୍ୟାଙ୍କ ସମର୍ଥିତ ଅନ୍ଲାଇନ୍ ଡିଜିଟାଲ୍ ପ୍ଲାଟଫର୍ମ ଫ୍ରିଚାର୍ଜରସେବା ସାରା ଦେଶର କ୍ଷୁଦ୍ର ବ୍ୟବସାୟୀଙ୍କ ଉପାଦାନ ଓ ଅଭିବୃଦ୍ଧିକୁ ସମୃଦ୍ଧକରିପାରିଛି । ସବୁଠୁ ବଡ଼ ବିଷୟ ହେଉଛି ଗ୍ରାହକଙ୍କ ତରଫରୁ ପେମେଂଟ୍କରିବାରେ ସହଜତା ଯାହା କଂପାନିର ଡିଜିଟାଲ୍ କାରବାରକୁ ୧୦ ଗୁଣାବୃଦ୍ଧି କରିବାରେ ସହାୟକ ହୋଇଛି ।ଏହି ଲକ୍ଡାଉନ୍ ସମୟରେ ବିଶେଷ କରି ସମାଜର ମେରୁଦଣ୍ଡ ପାଲଟିଥିବାକ୍ଷୁଦ୍ର ବ୍ୟବସାୟୀମାନଙ୍କ ପାଇଁ ଫ୍ରିଚାର୍ଜର ପେମେଂଟ୍ ଲିଙ୍କ୍ ଭଳି ଅନ୍ୟତମପ୍ଲାଟଫର୍ମ ଲାଭଦାୟକ ସାବ୍ୟସ୍ତ ହୋଇଛି । ନ୍ତଏସ୍ଏମ୍ଏସ୍, ଇମେଲ୍ କିମ୍ବାହ୍ୱାଟସ୍ଆପ୍ ମେସେଜ୍ ଜରିଆରେ ଗ୍ରାହକମାନଙ୍କ ପାଖକୁ ଲିଙ୍କ୍ ପଠାଇ ଏହିକ୍ଷୁଦ୍ର ଦୋକାନ ମାଲିକମାନେ ପେମେଂଟ୍ ସଂଗ୍ରହ କରିପାରୁଛନ୍ତି । ଗ୍ରାହକଙ୍କୁକେବଳ ମର୍ଚାଂଟ୍ ପଠାଇଥିବା ପେମେଂଟ୍ ଲିଙ୍କ୍ରେ କ୍ଲିକ୍ କରିବାକୁ ହେବଏବଂ ବିବିଧ ପ୍ରକାରର ପେମେଂଟ୍ ମାଧ୍ୟମକୁ ବ୍ୟବହାର କରି ପେମେଂଟ୍କରିବାକୁ ପଡ଼ିବ । ଏଥିରେ ଗ୍ରାହକମାନେ ଯେକୌଣସି ମାଧ୍ୟମରେ ପେମେଂଟ୍କରିପାରିବେ ଏବଂ ସେମାନଙ୍କୁ କୌଣସି ନିର୍ଦ୍ଧିଷ୍ଟ ଆପ୍କୁ ପେମେଂଟ୍ ପାଇଁବ୍ୟବହାର କରିବାକୁ ପଡ଼ିବ ନାହିଁ । ଦୋକାନି ଓ କ୍ଷୁଦ୍ର ବ୍ୟବସାୟ ମାଲିକଙ୍କୁନିଜ କାରବାର ଜାରି ରଖିବା ଲାଗି ଏବଂ ଗ୍ରାହକଙ୍କ ପାଇଁ ଏହା ବେଶ ସହଜହୋଇପାରିଛି ବୋଲି ଫ୍ରିଚାର୍ଜର ସିଇଓ ସିଦ୍ଧାର୍ଥ ମେହତା କହିଛନ୍ତି ।”ଦୂରଦୂରାନ୍ତ ସ୍ଥାନ ପର୍ଯ୍ୟନ୍ତ ଆର୍ଥିକ କାରବାର ପାଇଁ ଡିଜିଟାଲ୍ କାରବାରକୁସବୁଠୁ ଆଗ ଖୋଜା ପଡ଼ୁଥିବା ମାଧ୍ୟମରେ ପରିଣତ କରିବା ଲାଗି ଫ୍ରିଚାର୍ଜପକ୍ଷରୁ ଅନ୍ୟାନ୍ୟ ସେବା ଅଣାଯାଇଛି ଯେଉଁଥିରେ ସାମିଲ ରହିଛି ପୈସା ପ୍ଲସ୍ଓ ଖାତା । ପୈସା ପ୍ଲସ୍ କ୍ଷୁଦ୍ର ବ୍ୟବସାୟ ମାଲିକମାନଙ୍କୁ ସପିଙ୍ଗ୍ ଭାଉଚର ସୃଷ୍ଟିକରି ଏବଂ ଜାରି କରି ଗ୍ରାହକଙ୍କ ବିବରଣୀ ବଜାୟ ରଖିବାରେ ସହାୟକହେଉଥିବା ବେଳେ ଫ୍ରିଚାର୍ଜର ଖାତା ସହିତ ସେମାନେ ଗ୍ରାହକଙ୍କ ଖାତାରଡିଜିଟାଲ୍କରଣ କରିବା ସହ ସମ୍ପୂର୍ଣ୍ଣ ସ୍ୱଚ୍ଛତା ବଜାୟ ରଖିପାରିବେ ବୋଲିଶ୍ରୀଯୁକ୍ତ ମେହତା କହିଛନ୍ତି

- Advertisement -

More articles

LEAVE A REPLY

Please enter your comment!
Please enter your name here

- Advertisement -

Latest article

ଭାରତ-ଭୁଟାନ ଜଳ ବିଦ୍ୟୁତ୍ ପ୍ରକଳ୍ପ ସମ୍ମାନଜନକ ବ୍ରୁନେଲ ପଦକ |

ବ୍ରିଟେନ ଭିତ୍ତିକ ଇନଷ୍ଟିଚ୍ୟୁଟ୍ ଅଫ୍ ସିଭିଲ୍ ଇଞ୍ଜିନିୟର୍ସ ଦ୍ୱାରା ସିଭିଲ୍ ଇଞ୍ଜିନିୟରିଂରେ ଉତ୍କର୍ଷତା ପାଇଁ ଭାରତ-ଭୁଟାନ ଉଦ୍ୟୋଗର ମଙ୍ଗଦେଚୁ ଜଳ ବିଦ୍ୟୁତ୍ ପ୍ରକଳ୍ପ ସମ୍ମାନଜନକ ବ୍ରୁନେଲ୍ ପଦକ ପ୍ରଦାନ କରାଯାଇଛି।...

ପୂର୍ବତନ ବିଜେପି ମନ୍ତ୍ରୀ ଏକନାଥ ଖାଡସେ ଏହି ସପ୍ତାହରେ ଏନସିପିରେ ଯୋଗଦେବେ

ଅସନ୍ତୁଷ୍ଟ ବିଜେପି ନେତା ଏକନାଥ ଖାଡସେ ଶୁକ୍ରବାର ଏନସିପିରେ ଯୋଗଦେବାକୁ ଯାଉଛନ୍ତି। “ଏକନାଥ ଖଡସେ ଆମକୁ ସୂଚନା ଦେଇଛନ୍ତି ଯେ ସେ ବିଜେପିର ସମସ୍ତ ପଦରୁ ଇସ୍ତଫା ଦେଇଛନ୍ତି। ଆମେ...

ଭାରତରେ ୫ଜି ପ୍ରସ୍ତୁତ କରିବାକୁ କ୍ୱାଲକମ୍ ସହିତ ମୁକେଶ ଅମ୍ବାନୀଙ୍କ ଜିଓ ଟିମ୍ ଅପ୍ |

ଭାରତୀୟ ବିଲିୟନେୟାର ମୁକେଶ ଅମ୍ବାନୀଙ୍କ ଜିଓ ପ୍ଲାଟଫର୍ମ ଲିମିଟେଡ୍ କ୍ୱାଲକମ୍ ଇନ୍କୋ ସହିତ ୫ଜି ସମାଧାନର ବିକାଶ ଏବଂ ବ୍ୟବହାରକାରୀଙ୍କ ଦ୍ୱାରା ହାଇ ସ୍ପିଡ୍...

ବିହାର ବିଧାନସଭା ନିର୍ବାଚନ ୨୦୨୦ ପରେ, କଂଗ୍ରେସରେ ଆଉ ଏକ ପୁନହ ନିର୍ମାଣ

ବିହାରରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପରେ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ଅନ୍ୟ ଏକ ସାଂଗଠନିକ ପୁନହ ନିର୍ମାଣ କାର୍ଯ୍ୟ କରିବେ ବୋଲି...

ବାଙ୍ଗଲାଦେଶ ଅପେକ୍ଷା ବର୍ତ୍ତମାନ ସରକାରୀ ଭାବେ ଗରିବ ହୋଇଥିବାରୁ ଭାରତରେ ଆଙ୍ଗଷ୍ଟ ଏବଂ ଅସ୍ୱୀକାର |

ଦର୍ପଣ, କାନ୍ଥରେ ଦର୍ପଣ, ସେମାନଙ୍କ ମଧ୍ୟରୁ ସବୁଠାରୁ ଗରିବ କିଏ? ୧୯୭୧ରେ ଯେତେବେଳେ ବାଂଲାଦେଶ ଏକ ସ୍ଵାଧୀନ ଦେଶ...