26 C
Bhubaneswar
Wednesday, October 21, 2020

ନୂଆ ରୋଲସ-ରଏସ ଘୋଷ୍ଟ ଗ୍ରାହକଙ୍କ ଆବଶ୍ୟକତା ପୂରଣ କରିପାରିଛ

Must read

‘ସମୃଦ୍ଧିର ସମକକ୍ଷ ମୋଦୀ ସରକାର’: ଅମିତ ଶାହା ବୋନସ ଘୋଷଣାକୁ ଶୁଭେଚ୍ଛା ଜଣାଇଛନ୍ତି

କେନ୍ଦ୍ର ଗୃହ କର୍ମଚାରୀଙ୍କ ପାଇଁ ବୋନସ ଘୋଷଣାକୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ବୁଧବାର ଶୁଭେଚ୍ଛା ଜଣାଇ କହିଛନ୍ତି ଯେ ଏହୀ ଉତ୍ସବ ପୂର୍ବରୁ ସେମାନଙ୍କ ଜୀବନରେ ଆନନ୍ଦ ଆଣିଦେବ।...

ଭାରତ-ଭୁଟାନ ଜଳ ବିଦ୍ୟୁତ୍ ପ୍ରକଳ୍ପ ସମ୍ମାନଜନକ ବ୍ରୁନେଲ ପଦକ |

ବ୍ରିଟେନ ଭିତ୍ତିକ ଇନଷ୍ଟିଚ୍ୟୁଟ୍ ଅଫ୍ ସିଭିଲ୍ ଇଞ୍ଜିନିୟର୍ସ ଦ୍ୱାରା ସିଭିଲ୍ ଇଞ୍ଜିନିୟରିଂରେ ଉତ୍କର୍ଷତା ପାଇଁ ଭାରତ-ଭୁଟାନ ଉଦ୍ୟୋଗର ମଙ୍ଗଦେଚୁ ଜଳ ବିଦ୍ୟୁତ୍ ପ୍ରକଳ୍ପ ସମ୍ମାନଜନକ ବ୍ରୁନେଲ୍ ପଦକ ପ୍ରଦାନ କରାଯାଇଛି।...

ପୂର୍ବତନ ବିଜେପି ମନ୍ତ୍ରୀ ଏକନାଥ ଖାଡସେ ଏହି ସପ୍ତାହରେ ଏନସିପିରେ ଯୋଗଦେବେ

ଅସନ୍ତୁଷ୍ଟ ବିଜେପି ନେତା ଏକନାଥ ଖାଡସେ ଶୁକ୍ରବାର ଏନସିପିରେ ଯୋଗଦେବାକୁ ଯାଉଛନ୍ତି। “ଏକନାଥ ଖଡସେ ଆମକୁ ସୂଚନା ଦେଇଛନ୍ତି ଯେ ସେ ବିଜେପିର ସମସ୍ତ ପଦରୁ ଇସ୍ତଫା ଦେଇଛନ୍ତି। ଆମେ...

ଭାରତରେ ୫ଜି ପ୍ରସ୍ତୁତ କରିବାକୁ କ୍ୱାଲକମ୍ ସହିତ ମୁକେଶ ଅମ୍ବାନୀଙ୍କ ଜିଓ ଟିମ୍ ଅପ୍ |

ଭାରତୀୟ ବିଲିୟନେୟାର ମୁକେଶ ଅମ୍ବାନୀଙ୍କ ଜିଓ ପ୍ଲାଟଫର୍ମ ଲିମିଟେଡ୍ କ୍ୱାଲକମ୍ ଇନ୍କୋ ସହିତ ୫ଜି ସମାଧାନର ବିକାଶ ଏବଂ ବ୍ୟବହାରକାରୀଙ୍କ ଦ୍ୱାରା ହାଇ ସ୍ପିଡ୍...

ଗୁଡଉଡ,ୱେଷ୍ଟଶାସିକ୍ସ୍,୧୮/୯(ନିପ୍ର): ନୂଆ ରୋଲସ-ରଏସ ଘୋଷ୍ଟଗ୍ରାହକଙ୍କ ଆବଶ୍ୟକତା ପୂରଣକରିପାରିଛି । ରୋଲସ-ରଏସ ୧୧୬-ବର୍ଷର ଇତିହାସ ମଧ୍ୟରେ ସର୍ବାଧିକସଫଳତା ଘୋଷ୍ଟ ଯୋଗୁ ଉପଲବ୍ଧିକରିପାରିଛି । ୨୦୦୯ରେ ଘୋଷ୍ଟ ଏହାରଯାତ୍ରା ଆରମ୍ଭ କରିଥିଲା । ରୋଲସ-ରଏସକିଛି ଭିନ୍ନ ଧରଣର ମଡେଲ ନିର୍ମାଣକରିବାକୁ ଯୋଜନା କରିଥିଲା । ଶେଷରେଘୋଷ୍ଟର ନିର୍ମାଣ କରାଯାଇଥିଲା । ଗତ୧୦ ବର୍ଷ ମଧ୍ୟରେ ଏହା ରୋଲସ-ରଏସର ସଫଳ ମଡେଲ ପାଲଟିଛି ।ଏହାର ଆକର୍ଷଣୀୟ ଡିଜାଇନ ଗ୍ରାହକଙ୍କୁବେଶ୍ ପସନ୍ଦ ଆସିଛି । ଆଲୁମିନିୟମନିର୍ମିତ ଏହାର ସ୍ପେସଫ୍ରେମ ଅଭୂତପୂର୍ବସନ୍ତୁଳନ ଏବଂ ସୁରକ୍ଷିତ ତଥା ଆରାମଦାୟକ ସାବସ୍ତ୍ୟ ହୋଇଥାଏ । ଏଥିରେ୬.୭୫-ଲିଟର ଡୁଆଲ୍-ଟାର୍ବୋ୬୭୪୯ ସିସି ଭି-୧୨ଇିନ, ୫୭୧-ପିଏସ୍ ଏବଂ ୮୫୦ ଏନ୍ଏମ୍ ଆଦିବୈଶିଷ୍ଟ୍ୟ ରହିଛି । ଏଥିରେ ୮୫୦ରୁଅଧିକ ତାରା ଦ୍ୱାରା ଘୋଷ୍ଟ ନାମ ଫଳକଲିଖିତ ହୋଇଛି । ଏଥିରେ୧୦,୦୦୦ରୁ ଅଧିକ ଛୋଟ ଛୋଟଆକାର ରହିଛି । ଏହାର ଓଜନ ୨୪୯୦କିଲୋଗ୍ରାମ୍ ରହିଛି । ଭାରତୀୟ ମୁଦ୍ରାରେଏହାର ଦାମ ୬.୯୫ କୋଟି ଟଙ୍କାରହିଛି ।ଏହି ଅବସରରେ ରୋଲସ-ରଏସମୋଟର କାରର ମୁଖ୍ୟ କାର୍ଯ୍ୟନିର୍ବାହୀଅଧିକାରୀ ଟେର୍ଷ୍ଟନ ମାଲର-ଅଟ୍ୱସକହିଲେ, ରୋଲସ-ରଏସ ଘୋଷ୍ଟର ଗତି,ଆରାମଦାୟକ ଡିଜାଇନିଂ ଏବଂ ଆଧୁନିକଜ୍ଞାନକୌଶଳରେ ନିର୍ମିତ ଆଭ୍ୟନ୍ତରୀଣଗ୍ରାହକଙ୍କୁ ପସନ୍ଦ ଆସିଛି । ଘୋଷ୍ଟଗ୍ରାହକଙ୍କ ଆବଶ୍ୟକତାକୁ ପୂରଣ କରିବାକୁସକ୍ଷମ ହୋଇପାରିଛି ।ରୋଲସ-ରଏସର ଅନ୍ୟ ଉତ୍ପାଦଅପେକ୍ଷା ତୁଳନାତ୍ମକ ଭାବେ ଗୁରୁତ୍ୱପୂର୍ଣ୍ଣବୈଶିଷ୍ଟ୍ୟ ଗ୍ରାହକଙ୍କୁ ଆକର୍ଷିତ କରିବାରେମୁଖ୍ୟ ଭୂମିକା ଗ୍ରହଣ କରି ପାରିଛି ।ଆମେରିକା ଏବଂ ୟୁରୋପରେ ବଜାରପ୍ରବେଶ ପରଠାରୁ ଗ୍ରାହକ ଘୋଷ୍ଟକୁ ପସନ୍ଦକରିଥିଲେ । ପରବର୍ତୀ ସମୟରେଏସିଆରେ ଘୋଷ୍ଟ ଭଳ କାରବାରକରିବାକୁ ସକ୍ଷମ ହୋଇଥିଲା । ଘୋଷ୍ଟଆଗାମୀ ଦିନରେ ରୋଲସ-ରଏସରମାର୍କେଟ ଶେୟାର ବୃଦ୍ଧି କରିବାକୁ ସକ୍ଷମହେବ । ଏହାର ଅଲ-ୱିଲ ଡ୍ରାଇଭ୍ ଏବଂଅଲ-ୱିଲ ଷ୍ଟିଅରିଙ୍ଗ୍ ଜ୍ଞାନକୌଶଳ ବେଶ୍ଉପଯୋଗୀ ସାବ୍ୟସ୍ତ ହୋଇପାରିଛି ।ଏହାର ଲମ୍ବକୁ ୮୯ ମିମି ବୃଦ୍ଧିକରାଯାଇ ୫୫୪୬ ମିମି କରାଯାଇଛି ।ସେହିପରି ଏହାର ପ୍ରସ୍ଥକୁ ୩୦ମିମି ବୃଦ୍ଧିଯାଇ ୧୯୭୮ ମିମି କରାଯାଇଛି ।ଏଥିରେ ୧୦୦ପ୍ରତିଶତ ଆଲୁମିନିୟମଲେଜରୱେଲ୍ଡ ଡୋର ରହିଛି ।କବାଟବ୍ୟବହୃତହୋଇଥାଏ । ଏହା୪୦,୦୦୦ଏନ୍ଏମ୍/ଡିଗ୍ରୀ ଷ୍ଟିଫ୍ନେସଉପଲବ୍ଧ କରାଇଥାଏ ।ଏହାର ୮ ସ୍ପିଡ୍ ଅଟୋ ଅଲ-ୱିଲଷ୍ଟିଅରିଙ୍ଗ, ଅଲ-ୱିଲ ଡ୍ରାଇଭ ଟ୍ରେଇନକୁ୫୬୩ ବିଏଚ୍ପି /୪୨୦ କିଲୋୱାଟ୍ଏବଂ ୮୫୦ଏନ୍ଏମ୍/୬୨୭ ଏଲ୍ବିଫୁଟ୍ର ଟର୍କ ପ୍ରଦାନ କରିଥାଏ । ଏଥିରେଥିବା ଷ୍ଟେରିଓ କ୍ୟାମେରାରେ ୧୦୦କିମିପର୍ଯ୍ୟନ୍ତ ଜିପିଏସ୍ ତଥ୍ୟ ଉପଲବ୍ଧକରିବାକୁ ସକ୍ଷମ । ଏଥିରେ ଥିବାମାଇକ୍ରୋ ପର୍ଯ୍ୟାବରଣ ଶୁଦ୍ଧିକରଣପ୍ରଣାଳୀ(ଏମ୍ଇପିଏସ୍) ଆଭ୍ୟନ୍ତରୀଣବାୟୁକୁ ଶୁଦ୍ଧ କରିଥାଏ । ଏଥିରେ ୬୦୦ନିୟୁତରୁ ଅଧିକ ରେ୍ ବିଶିଷ୍ଟ ହେଡ୍ଲାଇଟ୍ ରହିଛି । ଯାହା ଦ୍ୱାରା ରାତିରେଯାତ୍ରା ସମୟରେ ଚାଳକଙ୍କୁ କୌଣସିଅସୁବିଧା ହୋଇ ନ ଥାଏ ।ଏଥିରେ ଉନ୍ନତମାନର ସାଉଣ୍ଡସିଷ୍ଟମ୍ ରହିଛି । ୧୩୦୦ୱାଟ୍ଆଉଟପୁଟ ଦେଉଥିବା ୧୮ ଚ୍ୟାନେଲଶକ୍ତିଶାଳୀ ଏମ୍ପ୍ଲିଫାୟର ଯୋଗୁ ଏହାସମ୍ଭବ ହୋଇଥାଏ । ଅକଟେନ ଗ୍ରେଡ୍-୯୫ ଇନ୍ଧନ ପାଇଁ ଏହାର ଇିନଡିଜାଇନ କରାଯାଇଛି । ଏଥିରେଅକଟେନ ଗ୍ରେଡ୍-୯୧ ଇନ୍ଧନ ମଧ୍ୟବ୍ୟବହୃତ ହୋଇପାରିବ ।

- Advertisement -

More articles

LEAVE A REPLY

Please enter your comment!
Please enter your name here

- Advertisement -

Latest article

‘ସମୃଦ୍ଧିର ସମକକ୍ଷ ମୋଦୀ ସରକାର’: ଅମିତ ଶାହା ବୋନସ ଘୋଷଣାକୁ ଶୁଭେଚ୍ଛା ଜଣାଇଛନ୍ତି

କେନ୍ଦ୍ର ଗୃହ କର୍ମଚାରୀଙ୍କ ପାଇଁ ବୋନସ ଘୋଷଣାକୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ବୁଧବାର ଶୁଭେଚ୍ଛା ଜଣାଇ କହିଛନ୍ତି ଯେ ଏହୀ ଉତ୍ସବ ପୂର୍ବରୁ ସେମାନଙ୍କ ଜୀବନରେ ଆନନ୍ଦ ଆଣିଦେବ।...

ଭାରତ-ଭୁଟାନ ଜଳ ବିଦ୍ୟୁତ୍ ପ୍ରକଳ୍ପ ସମ୍ମାନଜନକ ବ୍ରୁନେଲ ପଦକ |

ବ୍ରିଟେନ ଭିତ୍ତିକ ଇନଷ୍ଟିଚ୍ୟୁଟ୍ ଅଫ୍ ସିଭିଲ୍ ଇଞ୍ଜିନିୟର୍ସ ଦ୍ୱାରା ସିଭିଲ୍ ଇଞ୍ଜିନିୟରିଂରେ ଉତ୍କର୍ଷତା ପାଇଁ ଭାରତ-ଭୁଟାନ ଉଦ୍ୟୋଗର ମଙ୍ଗଦେଚୁ ଜଳ ବିଦ୍ୟୁତ୍ ପ୍ରକଳ୍ପ ସମ୍ମାନଜନକ ବ୍ରୁନେଲ୍ ପଦକ ପ୍ରଦାନ କରାଯାଇଛି।...

ପୂର୍ବତନ ବିଜେପି ମନ୍ତ୍ରୀ ଏକନାଥ ଖାଡସେ ଏହି ସପ୍ତାହରେ ଏନସିପିରେ ଯୋଗଦେବେ

ଅସନ୍ତୁଷ୍ଟ ବିଜେପି ନେତା ଏକନାଥ ଖାଡସେ ଶୁକ୍ରବାର ଏନସିପିରେ ଯୋଗଦେବାକୁ ଯାଉଛନ୍ତି। “ଏକନାଥ ଖଡସେ ଆମକୁ ସୂଚନା ଦେଇଛନ୍ତି ଯେ ସେ ବିଜେପିର ସମସ୍ତ ପଦରୁ ଇସ୍ତଫା ଦେଇଛନ୍ତି। ଆମେ...

ଭାରତରେ ୫ଜି ପ୍ରସ୍ତୁତ କରିବାକୁ କ୍ୱାଲକମ୍ ସହିତ ମୁକେଶ ଅମ୍ବାନୀଙ୍କ ଜିଓ ଟିମ୍ ଅପ୍ |

ଭାରତୀୟ ବିଲିୟନେୟାର ମୁକେଶ ଅମ୍ବାନୀଙ୍କ ଜିଓ ପ୍ଲାଟଫର୍ମ ଲିମିଟେଡ୍ କ୍ୱାଲକମ୍ ଇନ୍କୋ ସହିତ ୫ଜି ସମାଧାନର ବିକାଶ ଏବଂ ବ୍ୟବହାରକାରୀଙ୍କ ଦ୍ୱାରା ହାଇ ସ୍ପିଡ୍...

ବିହାର ବିଧାନସଭା ନିର୍ବାଚନ ୨୦୨୦ ପରେ, କଂଗ୍ରେସରେ ଆଉ ଏକ ପୁନହ ନିର୍ମାଣ

ବିହାରରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପରେ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ଅନ୍ୟ ଏକ ସାଂଗଠନିକ ପୁନହ ନିର୍ମାଣ କାର୍ଯ୍ୟ କରିବେ ବୋଲି...