31 C
Bhubaneswar
Friday, October 30, 2020

କୋଭିଡ୍ ସଚେତନତା ପାଇଁ ସୋଆ ସମ୍ମାନିତ

Must read

ପାକିସ୍ତାନର ପୁଲୱାମା ଆଡମିଶନ ଉପରେ ସୀତାରାମ ୟେଚୁରୀ ପ୍ରତିକ୍ରିୟା ।

ପୁଲୱାମା 'ଇମ୍ରାନ ଖାନ ସରକାରଙ୍କ ସଫଳତା' ବୋଲି ପାକିସ୍ତାନ ସ୍ୱୀକାର କରିବା ପରେ ମଧ୍ୟ ସିପିଆଇ (ଏମ) ସାଧାରଣ ସମ୍ପାଦକ ସୀତାରାମ ୟେଚୁରୀ ଭାରତ ସରକାରଙ୍କଠାରୁ ଏକ ସରକାରୀ ବିବୃତ୍ତି...

ବୈଦେଶିକ ମନ୍ତ୍ରଣାଳୟ ସାଉଦିର ଭାରତୀୟ ମାନଚିତ୍ରର ଭୁଲ ଚିତ୍ରକୁ ବିରୋଧ କରିଛି ।

ନୂଆଦିଲ୍ଲୀ: ଗୁରୁବାର ଦିନ ଭାରତ ଏହାର ବାହ୍ୟ ସୀମାକୁ ଭୁଲ ଚିତ୍ରଣ କରି ସାଉଦି କର୍ତ୍ତୃପକ୍ଷଙ୍କ ବିରୋଧରେ ଏକ ପ୍ରତିବାଦ କରିଛି ବୋଲି ଖବର...

ଆତଙ୍କବାଦ ବିରୋଧରେ ଲଢେଇରେ ଫ୍ରାନ୍ସ ସହ ଭାରତ ଛିଡା ହୋଇଛି ।

ନୂଆଦିଲ୍ଲୀ:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଦିନ ଫ୍ରାନ୍ସରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ନିସର ଏକ ଚର୍ଚ୍ଚ ଭିତରେ ହୋଇଥିବା ଘୃଣ୍ୟ ଆକ୍ରମଣକୁ ଦୃଢ ନିନ୍ଦା...

ପମ୍ପିଓଙ୍କ ଇଣ୍ଡୋ-ପାସିଫିକ୍ ଭ୍ରମଣରେ ଚୀନ୍ ପାଇଁ ଏକ ବାର୍ତ୍ତା, ଭାରତ ପାଇଁ ନିଆଯାଉଛି |

ଟ୍ରମ୍ପ ପ୍ରଶାସନର ଗତ ସପ୍ତାହରେ ଅଫିସରେ କ’ଣ ହୋଇପାରେ, ଆମେରିକାର ବସଚିବ ମାଇକ ପୋମ୍ପିଓ ଏହି ସପ୍ତାହ ଆରମ୍ଭରେ ନୂଆଦିଲ୍ଲୀରେ ଅନୁଷ୍ଠିତ ୨ +...

ଭୁବନେଶ୍ୱର,୧୮ ।୯(ନି.ପ୍ର):କୋଭିଡ ମହାମାରୀ ସମୟରେସଚେତନତା ସୃଷ୍ଟି କରିବା କ୍ଷେତ୍ରରେଦେଶର ଶ୍ରେଷ୍ଠ ଉଚ୍ଚ ଶିକ୍ଷାନୁଷ୍ଠାନ ଭାବେଶିକ୍ଷା ଓ ଅନୁସନ୍ଧାନ ଡିମ୍ଡ ବିଶ୍ୱବିଦ୍ୟାଳୟକୁଉକ୍ରୃଷ୍ଟ ସଂସ୍ଥାନ ବିଶ୍ୱକର୍ମା ପୁରସ୍କାର ରେସମ୍ମାନିତ କରାଯାଇଛି । ଗୁରୁବାରସର୍ବଭାରତୀୟ ବୈଷୟିକ ଶିକ୍ଷା ପରିଷଦ(ଏଅ ।ଇସିଟିଇ) ପକ୍ଷରୁ ସୋଅ ।କୁ ଏହିପୁରସ୍କାର ପ୍ରଦାନ କରାଯାଇଛି । କୋଭିଡମୁକାବିଲାକୁ ନେଇ ବିଭିନ୍ନ ଶିକ୍ଷାନୁଷ୍ଠାନଗ୍ରହଣ କରିଥିବା ପଦକ୍ଷେପକୁ ନେଇ୧୨ଟି ବିଭିନ୍ନ ବର୍ଗରେ ସାର୍ଟିଫିକେଟପ୍ରଦାନ କରାଯାଇଛି । ନୂଅ ।ଦିଲ୍ଲୀରେଅନୁଷ୍ଠିତ ଏକ ଭର୍ଚୁଅ ।ଲ୍ କାର୍ଯ୍ୟକ୍ରମରେଏହି ପୁରସ୍କାର ପ୍ରଦାନ କରାଯାଇଥିବାବେଳେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶପୋଖରିଅ ।ଲ୍ ନିଶଙ୍କ ଏବଂଏଅ ।ଇସିଟିଇର ଅଧ୍ୟକ୍ଷ ପ୍ରଫେସର ଅନୀଲ୍ସହସ୍ରବୁଦେ ଉପସ୍ଥିତ ଥିଲେ । ଶ୍ରୀପୋଖରିଅ ।ଲ୍ ବିଭିନ୍ନ ବର୍ଗରେ ପୁରସ୍କୃତହୋଇଥିବା ଶିକ୍ଷାନୁଷ୍ଠାନ ଗୁଡ଼ିକୁ ଶୁଭେଚ୍ଛାଜଣାଇବା ସହ କରୋନା ମୁକାବିଲାନେଇ ସେମାନଙ୍କର ଭୂମିକାକୁ ପ୍ରଶଂସାକରିଥିଲେ । ସେ କହିଥିଲେ ଯେସମାଜର ଅ ।ବଶ୍ୟକତା ପ୍ରତି ଯତ୍ନଶୀଳହେଲେ ଅ ।ମର ଭୂମିକା ମହତ୍ୱପୂର୍ଣ୍ଣହୋଇଥାଏ । କରୋନା ମହାମାରୀକୁନେଇ ସଚେତନତା ସୃଷ୍ଟି କରିବାକ୍ଷେତ୍ରରେ ସୋଅ । ପକ୍ଷରୁ ବିଭିନ୍ନପଦକ୍ଷେପ ଗ୍ରହଣ କରାଯାଇଥିଲା ।ଡାକ୍ତର, ନର୍ସ ଓ ଫାକଲ୍ଟିମାନେଭୁବନେଶ୍ୱର ସହର ଏବଂ ଏହାରନିକଟବର୍ତୀ ଗ୍ରାମ ଗୁଡ଼ିକରେ ଲୋକମାନଙ୍କୁସ୍ୱାସ୍ଥ୍ୟ ସମ୍ପର୍କରେ ସଚେତନକରାଇଥିଲେ । ଲୋକମାନେ କିଭଳି ଠିକ୍ଭାବେ ହାତ ଧୋଇବେ, ମାସ୍କ ପିନ୍ଧିବେଏବଂ ସାମାଜିକ ଦୂରତା ଅବଲମ୍ବନକରିବେ ସେ ନେଇ ସଚେତନତାକାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ସଂକ୍ରମଣକୁ କିଭଳି ରୋକା ଯାଇପାରିବସେ ନେଇ ସୋଅ । ପରି·ଳିତଇନଷ୍ଟିୁଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନସେସ୍ଅ ।ଣ୍ଡ ସମ୍ ହସ୍ପିଟାଲରେ ବିଭିନ୍ନ ପ୍ରଶିକ୍ଷଣପ୍ରଦାନ କରାଯାଇଥିଲା । ବିଶ୍ୱବିଦ୍ୟାଳୟପକ୍ଷରୁ ମାସ୍କ, ଫେସସିଲ୍ଡ, ପିପିଇ ଏବଂସାନିଟାଇଜର ବିପୁଳ ଭାବେ ପ୍ରସ୍ତୁତକରାଯାଇଥିଲା । ଲକ୍ ଡାଉନ୍ ସମୟରେଶୁଖିଲା ଓ ରନ୍ଧା ଖାଦ୍ୟ, ଔଷଧ ଏବଂଅନ୍ୟାନ୍ୟ ଅ ।ବଶ୍ୟକୀୟ ଦ୍ରବ୍ୟ ସୋଅ ।ନିକଟବର୍ତୀ ଅଞ୍ଚଳରେ ବଣ୍ଟନକରାଯାଇଥିଲା । ବିଶ୍ୱବିଦ୍ୟାଳୟରଏନ୍ଏସ୍ଏସ୍ ଶାଖା, ସୋଅ । କମୁ୍ୟନିଟିରେଡିଓ ଏବଂ ବିଭିନ୍ନ ଷ୍ଟୁଡେଂଟ କ୍ଲବ୍ପକ୍ଷରୁ ମଧ୍ୟ ସଚେତନତା କାର୍ଯ୍ୟକ୍ରମଗ୍ରହଣ କରାଯାଇଥିଲା । ଓଡ଼ିଶାସରକାରଙ୍କ ସହ ହାତ ମିଳାଇ କରୋନାମହାମାରୀର ମୁକାବିଲା ନେଇ ସୋଅ ।ପକ୍ଷରୁ ୨୨୦୦ରୁ ଊଦ୍ଧ୍ୱର୍ ଶଯ୍ୟା ବିଶିଷ୍ଟକୋଭିଡ ହସ୍ପିଟାଲ୍ ଓ କୋଭିଡ କେୟାରସେଣ୍ଟର ପ୍ରସ୍ତୁତ କରାଯାଇ ରୋଗୀମାନଙ୍କୁସେବା କରାଯାଉଛି । ରାଜ୍ୟର ବୃହତମକୋଭିଡ ହସ୍ପିଟାଲ୍ ଭାବେ ସୋଅ । ପକ୍ଷରୁଭୁବନେଶ୍ୱର ଠାରେ ୭୨୫ ଶଯ୍ୟା ବିଶିଷ୍ଟ(ଅ ।ଇସିୟୁ ଏବଂ ହାଇ ଡିପେଣ୍ଡାନ୍ସୟୁନିଟ୍ ବେଡ୍ସ) ପ୍ରସ୍ତୁତ କରାଯାଇଥିବାବେଳେ ନୟାଗଡ ଜିଲ୍ଲାର ·ନ୍ଦପୁର ଠାରେ୩୬୬ ଶଯ୍ୟା, କେନ୍ଦ୍ରାପଡା ଠାରେ ୧୭୦ଶଯ୍ୟା ଏବଂ ତାଳଚେର ଠାରେ ୧୫୦ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ୍ ପ୍ରସ୍ତୁତକରାଯାଇ ରୋଗୀ ଚିକିତ୍ସା କରାଯାଉଛି ।ସେହିପରି ସୋଅ । ପକ୍ଷରୁ ଜାମୁଝରୀ ଠାରେ୫୦୦ ଶଯ୍ୟା ଏବଂ ଜଟଣୀ ଠାରେ୩୦୦ ଶଯ୍ୟା ବିଶିଷ୍ଟ କୋଭିଡ କେୟାରସେଣ୍ଟର ପରି·ଳନା କରାଯାଉଛି

- Advertisement -

More articles

LEAVE A REPLY

Please enter your comment!
Please enter your name here

- Advertisement -

Latest article

ପାକିସ୍ତାନର ପୁଲୱାମା ଆଡମିଶନ ଉପରେ ସୀତାରାମ ୟେଚୁରୀ ପ୍ରତିକ୍ରିୟା ।

ପୁଲୱାମା 'ଇମ୍ରାନ ଖାନ ସରକାରଙ୍କ ସଫଳତା' ବୋଲି ପାକିସ୍ତାନ ସ୍ୱୀକାର କରିବା ପରେ ମଧ୍ୟ ସିପିଆଇ (ଏମ) ସାଧାରଣ ସମ୍ପାଦକ ସୀତାରାମ ୟେଚୁରୀ ଭାରତ ସରକାରଙ୍କଠାରୁ ଏକ ସରକାରୀ ବିବୃତ୍ତି...

ବୈଦେଶିକ ମନ୍ତ୍ରଣାଳୟ ସାଉଦିର ଭାରତୀୟ ମାନଚିତ୍ରର ଭୁଲ ଚିତ୍ରକୁ ବିରୋଧ କରିଛି ।

ନୂଆଦିଲ୍ଲୀ: ଗୁରୁବାର ଦିନ ଭାରତ ଏହାର ବାହ୍ୟ ସୀମାକୁ ଭୁଲ ଚିତ୍ରଣ କରି ସାଉଦି କର୍ତ୍ତୃପକ୍ଷଙ୍କ ବିରୋଧରେ ଏକ ପ୍ରତିବାଦ କରିଛି ବୋଲି ଖବର...

ଆତଙ୍କବାଦ ବିରୋଧରେ ଲଢେଇରେ ଫ୍ରାନ୍ସ ସହ ଭାରତ ଛିଡା ହୋଇଛି ।

ନୂଆଦିଲ୍ଲୀ:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଦିନ ଫ୍ରାନ୍ସରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ନିସର ଏକ ଚର୍ଚ୍ଚ ଭିତରେ ହୋଇଥିବା ଘୃଣ୍ୟ ଆକ୍ରମଣକୁ ଦୃଢ ନିନ୍ଦା...

ପମ୍ପିଓଙ୍କ ଇଣ୍ଡୋ-ପାସିଫିକ୍ ଭ୍ରମଣରେ ଚୀନ୍ ପାଇଁ ଏକ ବାର୍ତ୍ତା, ଭାରତ ପାଇଁ ନିଆଯାଉଛି |

ଟ୍ରମ୍ପ ପ୍ରଶାସନର ଗତ ସପ୍ତାହରେ ଅଫିସରେ କ’ଣ ହୋଇପାରେ, ଆମେରିକାର ବସଚିବ ମାଇକ ପୋମ୍ପିଓ ଏହି ସପ୍ତାହ ଆରମ୍ଭରେ ନୂଆଦିଲ୍ଲୀରେ ଅନୁଷ୍ଠିତ ୨ +...

ଲେବାନନ୍, ଇସ୍ରାଏଲ୍ ଦ୍ୱିତୀୟ ପର୍ଯ୍ୟାୟ ସାମୁଦ୍ରିକ ସୀମା ଆଲୋଚନାକୁ ସମାପ୍ତ କରିଛି |

ଲେବାନନ୍ ଏବଂ ଇସ୍ରାଏଲ୍, ତଥାପି ଯୁଦ୍ଧରେ ବୈଷୟିକ ଭାବରେ ଯୁଦ୍ଧରେ ଜାତିସଂଘ ଏବଂ ଆମେରିକାର ତତ୍ତ୍ୱାବଧାନରେ ଗୁରୁବାର ଦିନ ଦ୍ୱିତୀୟ ପର୍ଯ୍ୟାୟ ସାମୁଦ୍ରିକ ସୀମା ଆଲୋଚନାକୁ ବନ୍ଦ କରି ଦେଇଛନ୍ତି।...