26 C
Bhubaneswar
Wednesday, October 21, 2020

୨୦୨୫ ମାର୍ଚ୍ଚ ମାସ ସୁଦ୍ଧା ଦେଶରେ ଜନଔଷଧି କେନ୍ଦ୍ର

Must read

‘ସମୃଦ୍ଧିର ସମକକ୍ଷ ମୋଦୀ ସରକାର’: ଅମିତ ଶାହା ବୋନସ ଘୋଷଣାକୁ ଶୁଭେଚ୍ଛା ଜଣାଇଛନ୍ତି

କେନ୍ଦ୍ର ଗୃହ କର୍ମଚାରୀଙ୍କ ପାଇଁ ବୋନସ ଘୋଷଣାକୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ବୁଧବାର ଶୁଭେଚ୍ଛା ଜଣାଇ କହିଛନ୍ତି ଯେ ଏହୀ ଉତ୍ସବ ପୂର୍ବରୁ ସେମାନଙ୍କ ଜୀବନରେ ଆନନ୍ଦ ଆଣିଦେବ।...

ଭାରତ-ଭୁଟାନ ଜଳ ବିଦ୍ୟୁତ୍ ପ୍ରକଳ୍ପ ସମ୍ମାନଜନକ ବ୍ରୁନେଲ ପଦକ |

ବ୍ରିଟେନ ଭିତ୍ତିକ ଇନଷ୍ଟିଚ୍ୟୁଟ୍ ଅଫ୍ ସିଭିଲ୍ ଇଞ୍ଜିନିୟର୍ସ ଦ୍ୱାରା ସିଭିଲ୍ ଇଞ୍ଜିନିୟରିଂରେ ଉତ୍କର୍ଷତା ପାଇଁ ଭାରତ-ଭୁଟାନ ଉଦ୍ୟୋଗର ମଙ୍ଗଦେଚୁ ଜଳ ବିଦ୍ୟୁତ୍ ପ୍ରକଳ୍ପ ସମ୍ମାନଜନକ ବ୍ରୁନେଲ୍ ପଦକ ପ୍ରଦାନ କରାଯାଇଛି।...

ପୂର୍ବତନ ବିଜେପି ମନ୍ତ୍ରୀ ଏକନାଥ ଖାଡସେ ଏହି ସପ୍ତାହରେ ଏନସିପିରେ ଯୋଗଦେବେ

ଅସନ୍ତୁଷ୍ଟ ବିଜେପି ନେତା ଏକନାଥ ଖାଡସେ ଶୁକ୍ରବାର ଏନସିପିରେ ଯୋଗଦେବାକୁ ଯାଉଛନ୍ତି। “ଏକନାଥ ଖଡସେ ଆମକୁ ସୂଚନା ଦେଇଛନ୍ତି ଯେ ସେ ବିଜେପିର ସମସ୍ତ ପଦରୁ ଇସ୍ତଫା ଦେଇଛନ୍ତି। ଆମେ...

ଭାରତରେ ୫ଜି ପ୍ରସ୍ତୁତ କରିବାକୁ କ୍ୱାଲକମ୍ ସହିତ ମୁକେଶ ଅମ୍ବାନୀଙ୍କ ଜିଓ ଟିମ୍ ଅପ୍ |

ଭାରତୀୟ ବିଲିୟନେୟାର ମୁକେଶ ଅମ୍ବାନୀଙ୍କ ଜିଓ ପ୍ଲାଟଫର୍ମ ଲିମିଟେଡ୍ କ୍ୱାଲକମ୍ ଇନ୍କୋ ସହିତ ୫ଜି ସମାଧାନର ବିକାଶ ଏବଂ ବ୍ୟବହାରକାରୀଙ୍କ ଦ୍ୱାରା ହାଇ ସ୍ପିଡ୍...

ଭୁବନେଶ୍ୱର,୧୮ ।୯(ନି.ପ୍ର):କେନ୍ଦ୍ର ରସାୟନ ଓ ସାର ମନ୍ତ୍ରୀ ଶ୍ରୀ ଡି ଭିସଦାନନ୍ଦ ଗୌଡ଼ା କହିଛନ୍ତି ଯେ ସାଧାରଣଜନତା ଏବଂ ବିଶେଷ କରି ଗରିବଲୋକମାନଙ୍କୁ ସୁଲଭ ମୂଲ୍ୟରେ ଗୁଣାତ୍ମକଔଷଧ ଯୋଗାଇ ଦେବା ନିମନ୍ତେ ଭାରତସରକାର ଦେଶରେ ୨୦୨୫ ମସିହାମାର୍ଚ୍ଚ ମାସ ଶେଷ ସୁଦ୍ଧା ପ୍ରଧାନମନ୍ତ୍ରୀଭାରତୀୟ ଜନଔଷଧି କେନ୍ଦ୍ର(ପିଏମବିଜେକେ) ସଂଖ୍ୟାକୁ୧୦,୫୦୦ରେ ପହଞ୍ଚାଇବାକୁ ଲକ୍ଷ୍ୟଧାର୍ଯ୍ୟ କରିଛନ୍ତି । ଏହି ସଂଖ୍ୟକଜନଔଷଧି କେନ୍ଦ୍ର ସ୍ଥାପିତ ହେବା ଦ୍ୱାରାଦେଶର ସମସ୍ତ ଜିଲ୍ଲାରେ ଜନଔଷଧିକେନ୍ଦ୍ର ଉପଲବ୍ଧ ହୋଇପାରିବ ।ଏହାଦ୍ୱାରା ଦେଶର କୋଣ ଅନୁକୋଣରେସମସ୍ତଙ୍କ ନିକଟରେ ସୁଲଭ ମୂଲ୍ୟରେଗୁଣାତ୍ମକ ଔଷଧ ଉପଲବ୍ଧ ହୋଇପାରିବ । ୨୦୨୦ ଅଗଷ୍ଟ ୧୫ ତାରିଖ ସୁଦ୍ଧାଦେଶରେ ମୋଟ ୬୬୦୩ଟି ଜନଔଷଧିକେନ୍ଦ୍ର ଥିଲା । ୨୦୨୦ ମାର୍ଚ୍ଚ ଠାରୁଜୁନ ମାସ ମଧ୍ୟରେ କୋଭିଡ଼ ମହାମାରୀଯୋଗୁ ଲକ୍ ଡାଉନ ପରିସ୍ଥିତି ଦୃଷ୍ଟିରୁ ଏବଂଏହା ପରେ ପିଏମବିଜେକେ ଅନେକ·ଲେଞ୍ଜର ସାମ୍ନା କରିଛି । ସେଥି ମଧ୍ୟରେଏପିଅ ।ଇର ଅଭାବ ଏବଂଫାର୍ମାସିଉଟିକାଲ୍ସ ପାଇଁ ଅ ।ବଶ୍ୟକଅନ୍ୟାନ୍ୟ କଞ୍ଚାମାଲର ଅଭାବ ତଥାପରିବହନ ସମସ୍ୟା ଇତ୍ୟଦି ଯୋଗୁକେନ୍ଦ୍ରୀୟ ଭଣ୍ଡାର କିମ୍ବା କ୍ଷେତ୍ରୀୟୱେରହାଉସରୁ ରିଟେଲ ଷ୍ଟୋର ପର୍ଯ୍ୟନ୍ତଔଷଧପତ୍ର ଯୋଗାଣ କ୍ଷେତ୍ରରେ ଉତ୍ପନ୍ନସମସ୍ୟାର ସାମ୍ନା କରିବାକୁ ପଡ଼ିଥିଲା ।ଏହିସବୁ ପ୍ରସଙ୍ଗକୁ ଦୃଷ୍ଟିରେ ରଖି ଏବଂସଂପ୍ରସାରଣ ଯୋଜନାକୁ କାର୍ଯ୍ୟକାରୀକରିବା ଉଦେ୍ଦଶ୍ୟରେ ଏକ ଅ ।ଇଟି ସକ୍ଷମସକ୍ରିୟ ଲଜିଷ୍ଟିକ୍ସ ଓ ଯୋଗାଣ ଚେନ୍ବ୍ୟବସ୍ଥା ପ୍ରବର୍ତ୍ତନ କରିବା ନିମନ୍ତେସରକାର ପଦକ୍ଷେପ ଗ୍ରହଣ କରିଛନ୍ତି ।ଏହାଦ୍ୱାରା ରିଅଲ୍ ଟାଇମ୍ ଅ ।ଧାରରେସମସ୍ତ ଅ ।ଉଟଲେଟକୁ ଔଷଧ ଯୋଗାଣସୁନିଶ୍ଚିତ କରାଯିବାର ଯୋଜନା ପ୍ରସ୍ତୁତକରାଯାଇଛି । ବର୍ତ୍ତମାନ ଦେଶର ·ରିଟିସ୍ଥାନରେ ଜନଔଷଧି କେନ୍ଦ୍ରର କ୍ଷେତ୍ରୀୟୱେରହାଉସ୍ ରହିଛି । ସେଗୁଡ଼ିକ ହେଲାଗୁରୁଗ୍ରାମ, ଚେନ୍ନାଇ, ବେଙ୍ଗାଲୁରୁ ଏବଂଗୌହାଟୀ । ଅଧିକନ୍ତୁ ଏବେ କେନ୍ଦ୍ରୀୟଭାରତରେ ଅ ।ଉ ଦୁଇଟି ୱେର ହାଉସ୍ସ୍ଥାପନ ସକାଶେ ଯୋଜନା ପ୍ରସ୍ତୁତକରାଯାଉଛି । ଏହାତିରିକ୍ତ ରାଜ୍ୟ/କେନ୍ଦ୍ରଶାସିତ କ୍ଷେତ୍ରରେ ବିତରକମାନଙ୍କୁନିଯୁକ୍ତ କରିବା ଦ୍ୱାରା ଯୋଗାଣ ଚେନବ୍ୟବସ୍ଥାକୁ ଅଧିକ ସୁଦୃ କରାଯାଇପାରିବ ବୋଲିମଧ୍ୟ ଚିନ୍ତା କରାଯାଉଛି । ୨୦୨୦-୨୧ଠାରୁ ୨୦୨୪-୨୫ ପର୍ଯ୍ୟନ୍ତ ଏଥିପାଇଁ୪୯୦ କୋଟି ଟଙ୍କାର ବଜେଟକୁ ମଞ୍ଜୁରିପ୍ରଦାନ କରାଯିବା ପରେ ପିଏମବିଜେପିଯୋଜନା ମାଧ୍ୟମରେ ଗୁଣାତ୍ମକ ଔଷଧମାନଙ୍କରମୂଲ୍ୟକୁ ଯଥେଷ୍ଟ ମାତ୍ରାରେ କାଟ କରାଯାଇପାରିଛିଏବଂ ସେସବୁକୁ ଦେଶର ଜନସାଧାରଣମାନଙ୍କପାଇଁ, ଏବଂ ବିଶେଷ କରି ଗରିବ ଲୋକଙ୍କନିମନ୍ତେ ଉପଲବ୍ଧ କରାଯାଉଛି ବୋଲି ଶ୍ରୀଗୌଡ଼ା କହିଛନ୍ତି

- Advertisement -

More articles

LEAVE A REPLY

Please enter your comment!
Please enter your name here

- Advertisement -

Latest article

‘ସମୃଦ୍ଧିର ସମକକ୍ଷ ମୋଦୀ ସରକାର’: ଅମିତ ଶାହା ବୋନସ ଘୋଷଣାକୁ ଶୁଭେଚ୍ଛା ଜଣାଇଛନ୍ତି

କେନ୍ଦ୍ର ଗୃହ କର୍ମଚାରୀଙ୍କ ପାଇଁ ବୋନସ ଘୋଷଣାକୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ବୁଧବାର ଶୁଭେଚ୍ଛା ଜଣାଇ କହିଛନ୍ତି ଯେ ଏହୀ ଉତ୍ସବ ପୂର୍ବରୁ ସେମାନଙ୍କ ଜୀବନରେ ଆନନ୍ଦ ଆଣିଦେବ।...

ଭାରତ-ଭୁଟାନ ଜଳ ବିଦ୍ୟୁତ୍ ପ୍ରକଳ୍ପ ସମ୍ମାନଜନକ ବ୍ରୁନେଲ ପଦକ |

ବ୍ରିଟେନ ଭିତ୍ତିକ ଇନଷ୍ଟିଚ୍ୟୁଟ୍ ଅଫ୍ ସିଭିଲ୍ ଇଞ୍ଜିନିୟର୍ସ ଦ୍ୱାରା ସିଭିଲ୍ ଇଞ୍ଜିନିୟରିଂରେ ଉତ୍କର୍ଷତା ପାଇଁ ଭାରତ-ଭୁଟାନ ଉଦ୍ୟୋଗର ମଙ୍ଗଦେଚୁ ଜଳ ବିଦ୍ୟୁତ୍ ପ୍ରକଳ୍ପ ସମ୍ମାନଜନକ ବ୍ରୁନେଲ୍ ପଦକ ପ୍ରଦାନ କରାଯାଇଛି।...

ପୂର୍ବତନ ବିଜେପି ମନ୍ତ୍ରୀ ଏକନାଥ ଖାଡସେ ଏହି ସପ୍ତାହରେ ଏନସିପିରେ ଯୋଗଦେବେ

ଅସନ୍ତୁଷ୍ଟ ବିଜେପି ନେତା ଏକନାଥ ଖାଡସେ ଶୁକ୍ରବାର ଏନସିପିରେ ଯୋଗଦେବାକୁ ଯାଉଛନ୍ତି। “ଏକନାଥ ଖଡସେ ଆମକୁ ସୂଚନା ଦେଇଛନ୍ତି ଯେ ସେ ବିଜେପିର ସମସ୍ତ ପଦରୁ ଇସ୍ତଫା ଦେଇଛନ୍ତି। ଆମେ...

ଭାରତରେ ୫ଜି ପ୍ରସ୍ତୁତ କରିବାକୁ କ୍ୱାଲକମ୍ ସହିତ ମୁକେଶ ଅମ୍ବାନୀଙ୍କ ଜିଓ ଟିମ୍ ଅପ୍ |

ଭାରତୀୟ ବିଲିୟନେୟାର ମୁକେଶ ଅମ୍ବାନୀଙ୍କ ଜିଓ ପ୍ଲାଟଫର୍ମ ଲିମିଟେଡ୍ କ୍ୱାଲକମ୍ ଇନ୍କୋ ସହିତ ୫ଜି ସମାଧାନର ବିକାଶ ଏବଂ ବ୍ୟବହାରକାରୀଙ୍କ ଦ୍ୱାରା ହାଇ ସ୍ପିଡ୍...

ବିହାର ବିଧାନସଭା ନିର୍ବାଚନ ୨୦୨୦ ପରେ, କଂଗ୍ରେସରେ ଆଉ ଏକ ପୁନହ ନିର୍ମାଣ

ବିହାରରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପରେ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ଅନ୍ୟ ଏକ ସାଂଗଠନିକ ପୁନହ ନିର୍ମାଣ କାର୍ଯ୍ୟ କରିବେ ବୋଲି...