25 C
Bhubaneswar
Monday, October 26, 2020

ହୋମ୍ ଆଇସୋଲେସନ୍ର ସଂଖ୍ୟା ବୃଦ୍ଧି

Must read

ଇସ୍‌ଲାମୋଫୋବିଆକୁ ବିରୋଧ କରୁଥିବା ଫେସବୁକକୁ ଇମ୍ରାନ ଖାନ ଭାରତକୁ ଟାଣିଛନ୍ତି

ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଫେସବୁକ ସିଇଓ ମାର୍କ ଜୁକରବର୍ଗଙ୍କୁ ଏକ ଚିଠି ଲେଖି ସୋସିଆଲ ନେଟୱାର୍କରେ ଇସଲାମୋଫୋବିୟାକୁ ପ୍ରୋତ୍ସାହିତ କରୁଥିବା ନିଷେଧାଦେଶକୁ ଆହ୍ଵାନ କରିଛନ୍ତି ଏବଂ ଭାରତରେ ପୋଟସଟ...

ଚାଇନା ଏବଂ ପାକିସ୍ତାନ ଯୁଦ୍ଧ ପାଇଁ ତାରିଖ ସ୍ତିର।

ପ୍ରଧାନମନ୍ତ୍ରୀ ମୋଦି ପାକିସ୍ତାନ ଏବଂ ଚୀନ୍ ସହିତ ଯୁଦ୍ଧର ତାରିଖ ସ୍ଥିର କରିସାରିଛନ୍ତି ବୋଲି କହିବା ପରେ ବିଜେପିର ଉତ୍ତରପ୍ରଦେଶ ମୁଖ୍ୟ ସ୍ଵତନ୍ତ୍ର ଦେବ ସିଂ କହିଛନ୍ତି। ଗତ କିଛି...

ଅଧିକ ରାଜସ୍ୱ ପାଇବା ପାଇଁ ପେଟ୍ରୋଲ ଏବଂ ଡିଜେଲ ଭାରତରେ ମହଙ୍ଗା ହୋଇପାରେ |

କୋଭିଡ -୧୯ ମହାମାରୀ ଦ୍ଵାରା ସୃଷ୍ଟି ହୋଇଥିବା ଅର୍ଥନୀତିକ ସଙ୍କଟ ଏବଂ ରାଜସ୍ୱ ଉପରେ ପରବର୍ତ୍ତୀ ଚାପ ପୁଣିଥରେ କେନ୍ଦ୍ରକୁ ପେଟ୍ରୋଲ ଏବଂ ଡିଜେଲ ଉପରେ ଏକ୍ସାଇଜ୍ ଡ୍ୟୁଟି ବଢାଇପାରେ।...

ନଭେମ୍ବର୨ରେ ମୋଦୀ ଭାରତରେ ପୁଞ୍ଜି ବିନିଯୋଗକୁ ଆମନ୍ତ୍ରଣ କରିଛନ୍ତି।

ବିଶେଷ କରି ଭିତ୍ତିଭୂମି କ୍ଷେତ୍ରରେ ଦେଶରେ ଅଧିକ ପୁଞ୍ଜିନିବେଶକୁ ଆକର୍ଷିତ କରିବାର ପ୍ରୟାସର ଏକ ଅଂଶ ଭାବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନଭେମ୍ବର ୫ ରେ ଶୀର୍ଷ ବିଶ୍ୱ ପୁଞ୍ଜି...

ଭୁବନେଶ୍ୱର,୧୮ ।୯(ନି.ପ୍ର):ଅ ।ଦୌ ଲକ୍ଷଣ ନଥିବା ଓ ଅଳ୍ପ ଲକ୍ଷଣଯୁକ୍ତଯୁକ୍ତ କରୋନା ରୋଗୀଙ୍କୁ ରାଜ୍ୟ ସରକାରହୋମ ଅ ।ଇସୋଲେସନରେ ରହିବାକୁଅନୁମତି ଦେବା ଯୋଗୁଁ ରାଜ୍ୟରେ ହୋମଅ ।ଇସୋଲେସନ ସଂଖ୍ୟା ବୃଦ୍ଧିପାଇବାରେ ଲାଗିଛି ୟ ସର୍ବଶେଷ ସୂଚନାଅନୁଯାୟୀ ୬୯ ପ୍ରତିଶତ ସକ୍ରିୟ ରୋଗୀଏବେ ହୋମ ଅ ।ଇସୋଲେସନରେରହିଛନ୍ତି । ସୂଚନା ଅନୁଯାୟୀ୩୪,୪୧୮ ଜଣ କରୋନା ରୋଗୀସେପ୍ଟେମ୍ବର ୧୬ ତାରିଖ ସୁଦ୍ଧା ହୋମଅ ।ଇସୋଲେସନରେ ଥିଲେ ୟ ନିକଟଭବିଷ୍ୟତରେ ଅତି କମ୍ରେ ୬୦ ପ୍ରତିଶତରୋଗୀ ଏଭଳି ଚିକିତ୍ସିତ ହେବେ ବୋଲିଅ ।କଳନ କରାଯାଉଛି ୟ ବରଗଡ ଓରାୟଗଡା ଜିଲ୍ଲାରେ ସର୍ବାଧିକ ୮୮ପ୍ରତିଶତ କରୋନା ରୋଗୀ ହୋମଅ ।ଇସୋଲେସନକୁ ପସନ୍ଦ କରୁଛନ୍ତି ୟ୮୬ ପ୍ରତିଶତ ସହିତ ବୌଦ ଜିଲ୍ଲା ଏକ୍ଷେତ୍ରରେ ଦ୍ୱିତୀୟ ସ୍ଥାନରେ ରହିଛି ୟତୃତୀୟ ସ୍ଥାନରେ ନବରଙ୍ଗପୁର ଓସୋନପୁର ଜିଲ୍ଲା ଥିବାବେଳେ ଏଠାରେ୮୫ ପ୍ରତିଶତ ଅ ।କ୍ରାନ୍ତ ହୋମଅ ।ଇସୋଲେସନକୁ ପସନ୍ଦ କରୁଛନ୍ତି ୟଏହି ଦୁଇ ଜିଲ୍ଲାରେ ୧୭୭୪ ସକ୍ରିୟରୋଗୀ ଥିବାବେଳେ ସଂଖ୍ୟାଧିକ ଘରେରହି ଚିକିତ୍ସିତ ହେଉଛନ୍ତି । ରାଜ୍ୟରେକରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧିପାଉଥିବାରୁ ଲକ୍ଷଣହୀନ ଓ ଅଳ୍ପ ଲକ୍ଷଣଯୁକ୍ତକରୋନା ରୋଗୀଙ୍କୁ ଘରେ ଚିକିତ୍ସିତହେବାପାଇଁ ରାଜ୍ୟ ସରକାର ଅନୁମତିଦେଉଛନ୍ତି ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବପ୍ରଦୀପ୍ତ କୁମାର ମହାପାତ୍ର ଉଭୟସହରାଞ୍ଚଳ ଓ ଗ୍ରାମାଞ୍ଚଳ ପାଇଁ ଏ ନେଇଜୁଲାଇମାସରେ ମାର୍ଗଦର୍ଶିକା ଜାରି କରିଛନ୍ତିୟ ତେବେ ରାଜ୍ୟର ଗ୍ରାମାଞ୍ଚଳରେ ଲକ୍ଷଣବିହୀନ ଓ ଅଳ୍ପ ଲକ୍ଷଣଯୁକ୍ତ ରୋଗୀଙ୍କହୋମ ଅ ।ଇସୋଲେସନ ସଂଖ୍ୟା ଅଧିକରହୁଛି । ନୂଅ ।ପଡା ଓ ଅନୁଗୁଳ ଜିଲ୍ଲାରେ୮୪ ପ୍ରତିଶତ କରୋନା ସଂକ୍ରମିତ ହୋମଅ ।ଇସୋଲେସନରେ ଥିବାବେଳେବଲାଙ୍ଗିରରେ ଏହା ୮୩ ପ୍ରତିଶତ ରହିଛିୟ ସେହିଭଳି କୋରାପୁଟରେ ୭୯ପ୍ରତିଶତ ଓ ବାଲେଶ୍ୱରରେ ୭୮ ପ୍ରତିଶତଗୃହ ସଙ୍ଗରୋଧରେ ଅଛନ୍ତି ୟ ସୂଚନାଅନୁଯାୟୀ ଅଧିକରୁ ଅଧିକ ଲୋକ ହୋମଅ ।ଇସୋଲେସନରେ ରହୁଥିବାବେଳେଗ୍ରାମାଞ୍ଚଳ ଲୋକେ ଘରେ ରହି ସହଜଅନୁଭବ କରୁଛନ୍ତି । ଗଜପତି ଜିଲ୍ଲାରେ୭୬ ପ୍ରତିଶତ, ଭଦ୍ରକରେ ୭୩,କେନ୍ଦୁଝରରେ ୭୦, ମୟୁରଭଞ୍ଜରେ ୬୯ପ୍ରତିଶତ ହୋମ ଅ ।ଇସୋଲେସନରେଥିବାବେଳେ ଯାଜପୁର, ଢେଙ୍କାନାଳ,ଝାରସୁଗୁଡାରେ ଥିବା ସକ୍ରିୟ ରୋଗୀଙ୍କମଧ୍ୟରୁ ୬୭ ପ୍ରତିଶତ ହୋମଅ ।ଇସୋଲେସନରେ ଅଛନ୍ତି ୟ ପୁରୀ,ନୟାଗଡ ଓ ସୁନ୍ଦରଗଡରେ ୬୬ ପ୍ରତିଶତଏବଂ କଟକରେ ୬୫ ପ୍ରତିଶତ ସକ୍ରିୟରୋଗୀ ହୋମ ଅ ।ଇସୋଲେସନରେଥିବାବେଳେ କେନ୍ଦ୍ରାପଡାରେ ୬୫,କଳାହାଣ୍ଡିରେ ୬୩ ଓ ଖୋରଧା ଜିଲ୍ଲାରେ୬୨ ପ୍ରତିଶତ ଘରେ ରହି ଚିକିତ୍ସିତହେଉଛନ୍ତି । ସେପ୍ଟେମ୍ବର ପହିଲା ସୁଦ୍ଧାଖୋରଧା ଜିଲ୍ଲାରେ ୩୨ ପ୍ରତିଶତ କରୋନାସଂକ୍ରମିତ ହୋମ ଅ ।ଇସୋଲେସନରେଥିବାବେଳେ ୧୫ଦିନ ମଧ୍ୟରେ ତାହା ୬୦ପ୍ରତିଶତକୁ ବୃଦ୍ଧି ପାଇଛି ୟ ଗଞ୍ଜାମ ଜିଲ୍ଲାରେ୬୧ ପ୍ରତିଶତ ରୋଗୀ ହୋମଅ ।ଇସୋଲେସନକୁ ପସନ୍ଦକରୁଥିବାବେଳେ ସମ୍ବଲପୁରରେ ଏହା ୫୫ପ୍ରତିଶତ ରହିଛି ୟ ଜଗତ୍ସିଂହପୁର ଓଦେବଗଡ ଜିଲ୍ଲାରେ ୫୧ ପ୍ରତିଶତ,ମାଲକାନଗିରି ଜିଲ୍ଲାରେ ୪୬ ପ୍ରତିଶତହୋମ ଅ ।ଇସୋଲେସନରେ ଅଛନ୍ତି ୟତେବେ ସେପ୍ଟେମ୍ବର ପହିଲା ସୁଦ୍ଧାମାଲକାନଗିରିରେ ୯୮ ପ୍ରତିଶତ ଲୋକେଗୃହ ସଂଗରୋଧରେ ଥିଲେ ୟ ତେବେକନ୍ଧମାଳ ଜିଲ୍ଲାରେ ୪୮୪ ସକ୍ରିୟରୋଗୀଙ୍କ ମଧ୍ୟରୁ ୪୫ ପ୍ରତିଶତ ସଂକ୍ରମିତଅ ।ଇସୋଲେସନରେ ରହିଥିବାବେଳେଅନ୍ୟମାନେ ଡାକ୍ତରଖାନାରେ ରହି ଚିକିତ୍ସିତହେବାକୁ ପସନ୍ଦ କରୁଛନ୍ତି

- Advertisement -

More articles

LEAVE A REPLY

Please enter your comment!
Please enter your name here

- Advertisement -

Latest article

ଇସ୍‌ଲାମୋଫୋବିଆକୁ ବିରୋଧ କରୁଥିବା ଫେସବୁକକୁ ଇମ୍ରାନ ଖାନ ଭାରତକୁ ଟାଣିଛନ୍ତି

ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଫେସବୁକ ସିଇଓ ମାର୍କ ଜୁକରବର୍ଗଙ୍କୁ ଏକ ଚିଠି ଲେଖି ସୋସିଆଲ ନେଟୱାର୍କରେ ଇସଲାମୋଫୋବିୟାକୁ ପ୍ରୋତ୍ସାହିତ କରୁଥିବା ନିଷେଧାଦେଶକୁ ଆହ୍ଵାନ କରିଛନ୍ତି ଏବଂ ଭାରତରେ ପୋଟସଟ...

ଚାଇନା ଏବଂ ପାକିସ୍ତାନ ଯୁଦ୍ଧ ପାଇଁ ତାରିଖ ସ୍ତିର।

ପ୍ରଧାନମନ୍ତ୍ରୀ ମୋଦି ପାକିସ୍ତାନ ଏବଂ ଚୀନ୍ ସହିତ ଯୁଦ୍ଧର ତାରିଖ ସ୍ଥିର କରିସାରିଛନ୍ତି ବୋଲି କହିବା ପରେ ବିଜେପିର ଉତ୍ତରପ୍ରଦେଶ ମୁଖ୍ୟ ସ୍ଵତନ୍ତ୍ର ଦେବ ସିଂ କହିଛନ୍ତି। ଗତ କିଛି...

ଅଧିକ ରାଜସ୍ୱ ପାଇବା ପାଇଁ ପେଟ୍ରୋଲ ଏବଂ ଡିଜେଲ ଭାରତରେ ମହଙ୍ଗା ହୋଇପାରେ |

କୋଭିଡ -୧୯ ମହାମାରୀ ଦ୍ଵାରା ସୃଷ୍ଟି ହୋଇଥିବା ଅର୍ଥନୀତିକ ସଙ୍କଟ ଏବଂ ରାଜସ୍ୱ ଉପରେ ପରବର୍ତ୍ତୀ ଚାପ ପୁଣିଥରେ କେନ୍ଦ୍ରକୁ ପେଟ୍ରୋଲ ଏବଂ ଡିଜେଲ ଉପରେ ଏକ୍ସାଇଜ୍ ଡ୍ୟୁଟି ବଢାଇପାରେ।...

ନଭେମ୍ବର୨ରେ ମୋଦୀ ଭାରତରେ ପୁଞ୍ଜି ବିନିଯୋଗକୁ ଆମନ୍ତ୍ରଣ କରିଛନ୍ତି।

ବିଶେଷ କରି ଭିତ୍ତିଭୂମି କ୍ଷେତ୍ରରେ ଦେଶରେ ଅଧିକ ପୁଞ୍ଜିନିବେଶକୁ ଆକର୍ଷିତ କରିବାର ପ୍ରୟାସର ଏକ ଅଂଶ ଭାବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନଭେମ୍ବର ୫ ରେ ଶୀର୍ଷ ବିଶ୍ୱ ପୁଞ୍ଜି...

ଚୀନ୍ ସୀମା ସାମରିକ ଉପସ୍ଥିତି ବୃଦ୍ଧି କରିଛି, ଲଦାଖ କେବଳ ଟାର୍ଗେଟ ନୁହେଁ ।

ଚୀନ୍ କେବଳ ଷ୍ଟାଣ୍ଡ ଅଫ୍ ସ୍ଥାନ ନୁହେଁ, ପିପୁଲ୍ସ ଲିବରେସନ୍ ଆର୍ମିର ୱେଷ୍ଟର୍ଣ୍ଣ ଥିଏଟର କମାଣ୍ଡ ଅଧୀନରେ ଥିବା ଲାଇନ୍ ଅଫ୍ ଆକ୍ଟୁଆଲ୍ କଣ୍ଟ୍ରୋଲ୍ ସହିତ ଏହାର ସାମରିକ ଭିତ୍ତିଭୂମିକୁ...