26 C
Bhubaneswar
Wednesday, October 21, 2020

ସୁସ୍ଥତାର ଆଧାର ହେଉଛି ଯୋଗ

Must read

ମେଟ୍ରୋ ମଧ୍ୟରେ ଚେନ୍ନାଇରେ କେଜି ପିଛା ୭୩ ଟଙ୍କା ମୂଲ୍ୟରେ ପିଆଜ ବିକ୍ରି କରାଯାଉଛି |

କେନ୍ଦ୍ର ଉପଭୋକ୍ତା ବ୍ୟାପାର ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ ମଙ୍ଗଳବାର ଦିନ ଚେନ୍ନାଇରେ ଖୁଚୁରା ପିଆଜ ମୂଲ୍ୟ କିଲୋଗ୍ରାମ ପିଛା ୭୩ ଟଙ୍କାକୁ ବୃଦ୍ଧି ପାଇଛି - ମେଟ୍ରୋ ସହର ମଧ୍ୟରେ...

ପ୍ରଧାନମନ୍ତ୍ରୀ ମୋଦୀ କରୋନାଭାଇରସ୍ ସ୍ଥିତିର ସମୀକ୍ଷା କରିଛନ୍ତି, ଆତ୍ମସନ୍ତୋଷରୁ ସତର୍କ ରହିବାକୁ ଅନୁରୋଧ କରିଛନ୍ତି

ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଦିନ ଦେଶରେ କରୋନାଭାଇରସ୍ ସଙ୍କଟର ମାଧ୍ୟାକର୍ଷଣକୁ ପୁନଃସ୍ଥାପିତ କରିଛନ୍ତି ଏବଂ ନବରାତ୍ରୀ ଉତ୍ସବ ଠାରୁ ଆରମ୍ଭ କରି ଉତ୍ସବ ପୂର୍ବରୁ ସତର୍କ ରହିବାକୁ...

ଅକ୍ଟୋବର ୨୧ ରୁ ମହାରାଷ୍ଟ୍ରରେ ମହିଳାମାନେ ସ୍ଥାନୀୟ ଟ୍ରେନରେ ଯାତ୍ରା କରିବାକୁ ଅନୁମତି ଦେଇଥିଲେ |

କେନ୍ଦ୍ର ରେଳମନ୍ତ୍ରୀ ପୀୟୁଷ ଗୋୟଲ ମଙ୍ଗଳବାର କହିଛନ୍ତି ଯେ ଜାତୀୟ ପରିବହନକାରୀ ମହିଳାମାନଙ୍କୁ ଅକ୍ଟୋବର ୨୧ ରୁ ୧୧ ଟା ୩ ଟା ଏବଂ ସନ୍ଧ୍ୟା...

ତାଇୱାନ ସହିତ ଭାରତ ବାଣିଜ୍ୟ କଥାବାର୍ତ୍ତାକୁ ବିଚାର କରେ ।

ତାଇୱାନ ସହିତ ବାଣିଜ୍ୟ ଚୁକ୍ତି ଉପରେ ଆନୁଷ୍ଠାନିକ ଭାବେ ଆଲୋଚନା ଆରମ୍ଭ କରିବାକୁ କେନ୍ଦ୍ର ସରକାରଙ୍କ ମଧ୍ୟରେ ସମର୍ଥନ ବୃଦ୍ଧି ପାଉଛି କାରଣ ଉଭୟ ଗଣତାନ୍ତ୍ରିକ ରାଷ୍ଟ୍ର ଚୀନ୍ ସହ...

ଭୁବନେଶ୍ୱର, ୧୮ ।୯(ନି.ପ୍ର) :ସୁସ୍ଥତାର ଆଧାର ହେଉଛି ଯୋଗ । ମନ,ଶରୀର ତଥା ମାନସିକ ଶାନ୍ତି ନିମନ୍ତେଯୋଗ ହିଁ ଏକମାତ୍ର ସାଧନ । ଯାହା ଏକସୁସ୍ଥ ସାମାଜିକ ବାତାବରଣ ସୃଷ୍ଟିକରିବାରେ ସହାୟକ ହୋଇଥାଏ ।ବୈଦିକ ଯୁଗରୁ ମୁନି, ଋଷିମାନେ ଯୋଗ,ପ୍ରାଣାୟମ କରି ଆସୁଛନ୍ତି । ନିଜ ଆତ୍ମାରଶାନ୍ତି ଏବଂ ଆଧ୍ୟାତ୍ମିକ ଚେତନାର ବିକାଶପାଇଁ ଏହାର ଅଜସ୍ର ଉଦାହରଣପୁରାଣଶାସ୍ତ୍ରରେ ଲିପିବଦ୍ଧ ହୋଇରହିଛି ।ସମ୍ପ୍ରତି ଏ କଥାକୁ ବୁଝିବାକୁ ଆରମ୍ଭ କରିଛିଏବେ ସାରା ବିଶ୍ୱ । କେବଳ ଭାରତଭିତରେ ଆଉ ଯୋଗ ସୀମିତ ହୋଇରହିନାହିଁ । ଯାହା ସାରା ବିଶ୍ୱକୁ ବ୍ୟାପିଛି ।ଯୋଗକୁ ନେଇ ଆଗ୍ରହ ବଢୁଛି । ଯୋଗରମହାତ୍ମ୍ୟ ସମ୍ପର୍କରେ ଲୋକେ ବୁଝିଲେଣି ।ବାସ୍ତବିକ ଜୀବନରେ ଏହା କେତେଜରୁରୀ ଓ ଉପାଦେୟ ଏହାକୁ ନେଇସବୁଠି ବେଶ୍ ଚର୍ଚ୍ଚା । ବର୍ତ୍ତମାନ ମହାମାରୀକରୋନା ଅର୍ଥାତ୍ ଏହି ପ୍ରତିକୂଳ ପରିସ୍ଥିତିକୁସାମ୍ନା କରିବା ପାଇଁ ଯୋଗ ହିଁ ଏକମାତ୍ରଅସ୍ତ୍ର ବୋଲି ଭୁବନେଶ୍ୱରସ୍ଥିତ ଶିବାନନ୍ଦଯୋଗ ବେଦାନ୍ତ ଏକାଡ଼େମୀ ଦ୍ୱାରାୱେବିନାର ମାଧ୍ୟମ ଦ୍ୱାରା ଆୟୋଜିତଆନ୍ତର୍ଜାତୀୟ ଯୋଗ ସମ୍ମିଳନୀରେ ଯୋଗଦେଇଥିବା ଅତିଥି ଓ ଯୋଗସାଧକ ମାନେମତପ୍ରକାଶ କରିଛନ୍ତି । ଏତଦ୍ସହବିଦେଶରୁ ଅଂଶଗ୍ରହଣ କରିଥିବା ବ୍ୟକ୍ତି ଓବିଦ୍ୟାର୍ଥୀ ଯୋଗବିଦ୍ୟାକୁ ଅନ୍ଲାଇନ୍ମାଧ୍ୟମରେ ବିଶ୍ୱବିଦ୍ୟାଳୟ ଜରିଆରେଶିକ୍ଷାଦାନ କରାଗଲେ ଅନେକ ଉପକୃତହୋଇପାରନ୍ତେ ବୋଲି ଆଶାପ୍ରକଟକରିଥିଲେ । ୱେବିନାରକୁ ସ୍ୱାମୀଶିବଚିଦାନନ୍ଦ ସରସ୍ୱତୀ ଉଦ୍ଘାଟନକରିବା ସହ ବଲାଙ୍ଗୀରର ସ୍ୱାମୀତେଜୋମୟାନନ୍ଦ ସରସ୍ୱତୀ, ଶୀବାନନ୍ଦଯୋଗ ବେଦାନ୍ତ ଏକାଡ଼େମୀର ଅଧ୍ୟକ୍ଷ ତଥାନିଦେ୍ର୍ଦଶକ ଡଃ ପ୍ରଶାନ୍ତ କୁମାର ପ୍ରଧାନ,ଯୋଗୀ ଏନ୍. ରାମଲିଙ୍ଗମ୍, ସ୍ୱାମୀ ଧ୍ରୁବଚୈତନ୍ୟ, ସ୍ୱାମୀ ମୁକ୍ତାନନ୍ଦ ସରସ୍ୱତୀ, ଡଃବ୍ୟୋମକେଶ ତ୍ରିପାଠୀ, ବିଷ୍ଣୁପଦସେଠୀ(ଆଇ.ଏ.ଏସ୍), ଇଂସୌମ୍ୟପ୍ରକାଶ ପ…ନାୟକ, ଡଃଜ୍ୟୋତିରଞ୍ଜନ ପରିଡ଼ା, ପ୍ରଫେସରରାଧାମୋହନ ମିଶ୍ର, ବୁଲଗେରିଆରୁ ଇନାସାଭୋନା, ଦକ୍ଷିଣ କୋରିଆାରୁ ସ୍କୁଆନୟୁଆନ. ବ୍ରାଜିଲରୁ କାରୋଲିନା,ଥାଇଲାଣ୍ଡରୁ ଡଃ ଅଦ୍ରିଶ ବ୍ରହ୍ମଦତ୍ତ ଏବଂମିଆଁମାରରୁ ମାଷ୍ଟର ଜ୍ୟାକ୍ ପ୍ରମୁଖଅଂଶଗ୍ରହଣ କରି ନିଜର ମତ ରଖିଥିଲେ ।ଏହି ସମ୍ମିଳନୀରେ ବିଶ୍ୱର ୧୧ଟି ଦେଶଭାଗ ନେଇଥିଲେ ବୋଲି ଡଃ ପ୍ରଧାନସୂଚନା ଦେଇଛନ୍ତି ।

- Advertisement -

More articles

LEAVE A REPLY

Please enter your comment!
Please enter your name here

- Advertisement -

Latest article

ମେଟ୍ରୋ ମଧ୍ୟରେ ଚେନ୍ନାଇରେ କେଜି ପିଛା ୭୩ ଟଙ୍କା ମୂଲ୍ୟରେ ପିଆଜ ବିକ୍ରି କରାଯାଉଛି |

କେନ୍ଦ୍ର ଉପଭୋକ୍ତା ବ୍ୟାପାର ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ ମଙ୍ଗଳବାର ଦିନ ଚେନ୍ନାଇରେ ଖୁଚୁରା ପିଆଜ ମୂଲ୍ୟ କିଲୋଗ୍ରାମ ପିଛା ୭୩ ଟଙ୍କାକୁ ବୃଦ୍ଧି ପାଇଛି - ମେଟ୍ରୋ ସହର ମଧ୍ୟରେ...

ପ୍ରଧାନମନ୍ତ୍ରୀ ମୋଦୀ କରୋନାଭାଇରସ୍ ସ୍ଥିତିର ସମୀକ୍ଷା କରିଛନ୍ତି, ଆତ୍ମସନ୍ତୋଷରୁ ସତର୍କ ରହିବାକୁ ଅନୁରୋଧ କରିଛନ୍ତି

ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଦିନ ଦେଶରେ କରୋନାଭାଇରସ୍ ସଙ୍କଟର ମାଧ୍ୟାକର୍ଷଣକୁ ପୁନଃସ୍ଥାପିତ କରିଛନ୍ତି ଏବଂ ନବରାତ୍ରୀ ଉତ୍ସବ ଠାରୁ ଆରମ୍ଭ କରି ଉତ୍ସବ ପୂର୍ବରୁ ସତର୍କ ରହିବାକୁ...

ଅକ୍ଟୋବର ୨୧ ରୁ ମହାରାଷ୍ଟ୍ରରେ ମହିଳାମାନେ ସ୍ଥାନୀୟ ଟ୍ରେନରେ ଯାତ୍ରା କରିବାକୁ ଅନୁମତି ଦେଇଥିଲେ |

କେନ୍ଦ୍ର ରେଳମନ୍ତ୍ରୀ ପୀୟୁଷ ଗୋୟଲ ମଙ୍ଗଳବାର କହିଛନ୍ତି ଯେ ଜାତୀୟ ପରିବହନକାରୀ ମହିଳାମାନଙ୍କୁ ଅକ୍ଟୋବର ୨୧ ରୁ ୧୧ ଟା ୩ ଟା ଏବଂ ସନ୍ଧ୍ୟା...

ତାଇୱାନ ସହିତ ଭାରତ ବାଣିଜ୍ୟ କଥାବାର୍ତ୍ତାକୁ ବିଚାର କରେ ।

ତାଇୱାନ ସହିତ ବାଣିଜ୍ୟ ଚୁକ୍ତି ଉପରେ ଆନୁଷ୍ଠାନିକ ଭାବେ ଆଲୋଚନା ଆରମ୍ଭ କରିବାକୁ କେନ୍ଦ୍ର ସରକାରଙ୍କ ମଧ୍ୟରେ ସମର୍ଥନ ବୃଦ୍ଧି ପାଉଛି କାରଣ ଉଭୟ ଗଣତାନ୍ତ୍ରିକ ରାଷ୍ଟ୍ର ଚୀନ୍ ସହ...

ବାଲେଶ୍ୱରରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡିଛି ।

ବାଲେଶ୍ୱର,୧୯ା୧୦: ଜିଲ୍ଲାରବିପର୍ଯ୍ୟସ୍ଥ ସ୍ୱାସ୍ଥ୍ୟ ବ୍ୟବସ୍ଥା ବାବଦରେଜିଲ୍ଲାବାସୀ ପ୍ରତିକ୍ଷଣରେ ଚିକ୍ରାର କରୁଥିବାବେଳେ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ଦୀର୍ଘଦିନ ଧରିବାଲେଶ୍ୱର ସଦର ମହକୁମାରେ ଥାଇମଧ୍ୟ ସ୍ୱାସ୍ଥ୍ୟସେବା ସମ୍ପର୍କରେ ଟିକିଏହେଲେ ଧ୍ୟାନ ନଦେବାକୁ ନେଇ ପ୍ରଶ୍ନଉଠାଇଛି...