25 C
Bhubaneswar
Thursday, October 22, 2020

କୃଷକଙ୍କୁ ଲାଭ ଦେବ କୃଷି ବିଲ୍

Must read

ବ୍ରାଜିଲର ଜାୟର ବୋଲସନାରୋ ଚାଇନାର କୋଭିଡ-୧୯ ଟିକାକୁ ପ୍ରତ୍ୟାଖ୍ୟାନ କରିଛନ୍ତି |

ଖୁବ ଶୀଘ୍ର ଏକ କୋଭିଡ-୧୯ ଟିକା ପ୍ରକାଶ ପାଇବ ବୋଲି ବିଶ୍ୱ ଆଶା କରୁଥିବାବେଳେ ବ୍ରାଜିଲର ରାଷ୍ଟ୍ରପତି ଜାୟର ବୋଲସନାରୋ ଘୋଷଣା କରିଛନ୍ତି ଯେ ତାଙ୍କ ସରକାର ଚୀନ୍ ଟିକା...

‘ସମୃଦ୍ଧିର ସମକକ୍ଷ ମୋଦୀ ସରକାର’: ଅମିତ ଶାହା ବୋନସ ଘୋଷଣାକୁ ଶୁଭେଚ୍ଛା ଜଣାଇଛନ୍ତି

କେନ୍ଦ୍ର ଗୃହ କର୍ମଚାରୀଙ୍କ ପାଇଁ ବୋନସ ଘୋଷଣାକୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ବୁଧବାର ଶୁଭେଚ୍ଛା ଜଣାଇ କହିଛନ୍ତି ଯେ ଏହୀ ଉତ୍ସବ ପୂର୍ବରୁ ସେମାନଙ୍କ ଜୀବନରେ ଆନନ୍ଦ ଆଣିଦେବ।...

ଭାରତ-ଭୁଟାନ ଜଳ ବିଦ୍ୟୁତ୍ ପ୍ରକଳ୍ପ ସମ୍ମାନଜନକ ବ୍ରୁନେଲ ପଦକ |

ବ୍ରିଟେନ ଭିତ୍ତିକ ଇନଷ୍ଟିଚ୍ୟୁଟ୍ ଅଫ୍ ସିଭିଲ୍ ଇଞ୍ଜିନିୟର୍ସ ଦ୍ୱାରା ସିଭିଲ୍ ଇଞ୍ଜିନିୟରିଂରେ ଉତ୍କର୍ଷତା ପାଇଁ ଭାରତ-ଭୁଟାନ ଉଦ୍ୟୋଗର ମଙ୍ଗଦେଚୁ ଜଳ ବିଦ୍ୟୁତ୍ ପ୍ରକଳ୍ପ ସମ୍ମାନଜନକ ବ୍ରୁନେଲ୍ ପଦକ ପ୍ରଦାନ କରାଯାଇଛି।...

ପୂର୍ବତନ ବିଜେପି ମନ୍ତ୍ରୀ ଏକନାଥ ଖାଡସେ ଏହି ସପ୍ତାହରେ ଏନସିପିରେ ଯୋଗଦେବେ

ଅସନ୍ତୁଷ୍ଟ ବିଜେପି ନେତା ଏକନାଥ ଖାଡସେ ଶୁକ୍ରବାର ଏନସିପିରେ ଯୋଗଦେବାକୁ ଯାଉଛନ୍ତି। “ଏକନାଥ ଖଡସେ ଆମକୁ ସୂଚନା ଦେଇଛନ୍ତି ଯେ ସେ ବିଜେପିର ସମସ୍ତ ପଦରୁ ଇସ୍ତଫା ଦେଇଛନ୍ତି। ଆମେ...

ନୂଆଦିଲ୍ଲୀ,୧୮ା୯(ଏଜେନ୍ସି): ଲୋକସଭାରେ ଗୃହୀତ କୃଷିସମ୍ବନ୍ଧିତ ତିନି ବିଧେୟକକୁ ନେଇ ସଡକଠୁ ସଂସଦ ପର୍ଯ୍ୟନ୍ତହଙ୍ଗାମା ଜାରି ରହିଛି । ଗୁରୁବାର ଲୋକସଭାରେ ପାରିତ କୃଷି ବିଲ୍ଉପରେ କୃଷକ ଓ ବିରୋଧୀ ସରକାରଙ୍କ ଉପରେ ଅ ।କ୍ରାମକଅଛନ୍ତି । କେବଳ ଏତିକି ନୁହେଁ ଖୋଦ୍ ଏନଡିଏର ସହଯୋଗୀଶିରୋମଣି ଅକାଳି ଦଳ ବିଧେୟକ ପ୍ରସଙ୍ଗରେ ସରକାରଙ୍କୁ ବିରୋଧକରିଛନ୍ତି ଏବଂ ପାର୍ଟିରୁ ଏକ ମାତ୍ର କ୍ୟାବିନେଟରେ ମନ୍ତ୍ରୀ ଥିବାହରସିମରତ କୌର ବାଦଲ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ଏହିସବୁ ହଙ୍ଗାମା ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୃଷକ ବିଲ୍ଉପରେ ପ୍ରତିକ୍ରିୟା ରଖିଛନ୍ତି । ପ୍ରଧାନମନ୍ତ୍ରୀ ଏହି ତିନି ବିଧେୟକକୁକୃଷକଙ୍କ ହିତ ବୋଲି କହିଛନ୍ତି । ବିରୋଧୀ ଏହା ଉପରେ ଗୁଜବପ୍ର·ର କରୁଥିବା ପ୍ରଧାନମନ୍ତ୍ରୀ କହିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ସ୍ପଷ୍ଟକରିଛନ୍ତି ଯେ, ସରକାର ଦ୍ୱାରା କୃଷକଙ୍କଠୁ ଧାନ-ଗହମ କିଣାନଯିବାକଥା ସଂପୂର୍ଣ୍ଣ ଭୁଲ୍ ଅଟେ ।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ଜରିଅ ।ରେଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି କହିଛନ୍ତି ବିଲ୍ ଉପରେଅପପ୍ର·ର କରାଯାଉଛି ଯେ, ସରକାରଙ୍କ ଦ୍ୱାରା କୃଷକଙ୍କୁଏମଏସପିର ଲାଭ ଦିଆଯିବ ନାହିଁ । ବିରୋଧୀଙ୍କ ପକ୍ଷରୁ ମନଗଢାକଥା କୁହାଯାଉଛି ଯେ, ସରକାରଙ୍କ ଦ୍ୱାରା ·ଷୀଙ୍କଠୁ ଧାନ-ଗହମକିଣାଯିବ ନାହିଁ । ଏହା ସବୁ ମିଥ୍ୟା କଥା ଏବଂ କୃଷକଙ୍କୁ ଅନ୍ଧକାରରେ ରଖିବାକୁଅପଚେଷ୍ଟା । ପ୍ରଧାନମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ଯେ, ଅ ।ମ ସରକାର ·ଷୀଙ୍କୁ ଏମଏସପିଜରିଅ ।ରେ ଉଚିତ ମୂଲ୍ୟ ଦେବାକୁ ପ୍ରତିବଦ୍ଧ । ସେହିପରି ସରକାରଙ୍କ ଦ୍ୱାରା ପୂର୍ବପରି·ଷୀଙ୍କଠୁ ଧାନ-ଗହମ କିଣାଯିବ ।ପ୍ରଧାନମନ୍ତ୍ରୀ କହିଛନ୍ତି ଗତକାଲି ବିଶ୍ୱକର୍ମା ଜୟନ୍ତୀ ଦିନ ଲୋକସଭାରେ ଐତିହାସିକକୃଷି ସୁଧାର ବିଧେୟକ ଗୃହୀତ ହୋଇଛି । ଏହି ବିଧେୟକ ଅନ୍ନଦାତାଙ୍କୁ ଅନେକ ବନ୍ଧନରୁମୁକ୍ତ ଦେବ । ଏହି ସୁଧାରରେ କୃଷକଙ୍କୁ ନିଜର ଶସ୍ୟ ବିକ୍ରି କରିବାରେ ଅଧିକ ବିକଳ୍ପମିଳିବ ଏବଂ ଅଧିକ ଅବସର ମଧ୍ୟ ମିଳିବ ।ସେ କହିଛନ୍ତି ନିର୍ବାଚନ ସମୟରେ କୃଷକଙ୍କୁ ବଡ ବଡ କଥା କହୁଥିଲେ, ଲିଖିତଅ ।କାରରେ ଦେଉଥିଲେ, ନିଜର ନିର୍ବାଚନୀ ଇସ୍ତାହାରରେ ସାମିଲ କରୁଥିଲେ ଏବଂନିର୍ବାଚନ ପରେ ଭୁଲି ଯାଉଥିଲେ । ମାତ୍ର ଏବେ ଯେବେ ଏନଡିଏ ସରକାର କୃଷକଙ୍କପାଇଁ କିଛି କରୁଛି ବିରୋଧୀ ଏହାକୁ ନେଇ ଅପପ୍ର·ର କରୁଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତିକୃଷକ ଏବଂ ଗ୍ରାହକଙ୍କ ମଧ୍ୟରେ ଯେଉଁ ମଧ୍ୟସ୍ଥି ରହନ୍ତି ସେମାନେ କୃଷକଙ୍କ ଆୟର ବଡଭାଗ ନିଜେ ନେଇ ଯାଆନ୍ତି । ତେଣୁ ଏହି ବିଧେୟକ ଅଣାଯିବା ବହୁତ ଜରୁରୀ ଥିଲା । ଏହି ବିଧେୟକ କୃଷକଙ୍କ ପାଇଁ ରକ୍ଷା କବଚ ହୋଇ ଆସିଛି ।ମାତ୍ର କିଛି ଲୋକ ଯେଉଁମାନେ ଦଶନ୍ଧି ଦଶନ୍ଧି ଧରି କ୍ଷମତାରେ ଥିଲେ, ଦେଶରେ ରାଜକଲେ, ସେହି ଲୋକ କୃଷକଙ୍କୁ ଏହି ବିଷୟରେ ଭ୍ରମିତ କରିବାକୁ ଚେଷ୍ଟା କରୁଛନ୍ତି ଏବଂକୃଷକଙ୍କୁ ମିଥ୍ୟା କହୁଛନ୍ତି ବୋଲି ମୋଦୀ କହିଛନ୍ତି ।

- Advertisement -

More articles

LEAVE A REPLY

Please enter your comment!
Please enter your name here

- Advertisement -

Latest article

ବ୍ରାଜିଲର ଜାୟର ବୋଲସନାରୋ ଚାଇନାର କୋଭିଡ-୧୯ ଟିକାକୁ ପ୍ରତ୍ୟାଖ୍ୟାନ କରିଛନ୍ତି |

ଖୁବ ଶୀଘ୍ର ଏକ କୋଭିଡ-୧୯ ଟିକା ପ୍ରକାଶ ପାଇବ ବୋଲି ବିଶ୍ୱ ଆଶା କରୁଥିବାବେଳେ ବ୍ରାଜିଲର ରାଷ୍ଟ୍ରପତି ଜାୟର ବୋଲସନାରୋ ଘୋଷଣା କରିଛନ୍ତି ଯେ ତାଙ୍କ ସରକାର ଚୀନ୍ ଟିକା...

‘ସମୃଦ୍ଧିର ସମକକ୍ଷ ମୋଦୀ ସରକାର’: ଅମିତ ଶାହା ବୋନସ ଘୋଷଣାକୁ ଶୁଭେଚ୍ଛା ଜଣାଇଛନ୍ତି

କେନ୍ଦ୍ର ଗୃହ କର୍ମଚାରୀଙ୍କ ପାଇଁ ବୋନସ ଘୋଷଣାକୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ବୁଧବାର ଶୁଭେଚ୍ଛା ଜଣାଇ କହିଛନ୍ତି ଯେ ଏହୀ ଉତ୍ସବ ପୂର୍ବରୁ ସେମାନଙ୍କ ଜୀବନରେ ଆନନ୍ଦ ଆଣିଦେବ।...

ଭାରତ-ଭୁଟାନ ଜଳ ବିଦ୍ୟୁତ୍ ପ୍ରକଳ୍ପ ସମ୍ମାନଜନକ ବ୍ରୁନେଲ ପଦକ |

ବ୍ରିଟେନ ଭିତ୍ତିକ ଇନଷ୍ଟିଚ୍ୟୁଟ୍ ଅଫ୍ ସିଭିଲ୍ ଇଞ୍ଜିନିୟର୍ସ ଦ୍ୱାରା ସିଭିଲ୍ ଇଞ୍ଜିନିୟରିଂରେ ଉତ୍କର୍ଷତା ପାଇଁ ଭାରତ-ଭୁଟାନ ଉଦ୍ୟୋଗର ମଙ୍ଗଦେଚୁ ଜଳ ବିଦ୍ୟୁତ୍ ପ୍ରକଳ୍ପ ସମ୍ମାନଜନକ ବ୍ରୁନେଲ୍ ପଦକ ପ୍ରଦାନ କରାଯାଇଛି।...

ପୂର୍ବତନ ବିଜେପି ମନ୍ତ୍ରୀ ଏକନାଥ ଖାଡସେ ଏହି ସପ୍ତାହରେ ଏନସିପିରେ ଯୋଗଦେବେ

ଅସନ୍ତୁଷ୍ଟ ବିଜେପି ନେତା ଏକନାଥ ଖାଡସେ ଶୁକ୍ରବାର ଏନସିପିରେ ଯୋଗଦେବାକୁ ଯାଉଛନ୍ତି। “ଏକନାଥ ଖଡସେ ଆମକୁ ସୂଚନା ଦେଇଛନ୍ତି ଯେ ସେ ବିଜେପିର ସମସ୍ତ ପଦରୁ ଇସ୍ତଫା ଦେଇଛନ୍ତି। ଆମେ...

ଭାରତରେ ୫ଜି ପ୍ରସ୍ତୁତ କରିବାକୁ କ୍ୱାଲକମ୍ ସହିତ ମୁକେଶ ଅମ୍ବାନୀଙ୍କ ଜିଓ ଟିମ୍ ଅପ୍ |

ଭାରତୀୟ ବିଲିୟନେୟାର ମୁକେଶ ଅମ୍ବାନୀଙ୍କ ଜିଓ ପ୍ଲାଟଫର୍ମ ଲିମିଟେଡ୍ କ୍ୱାଲକମ୍ ଇନ୍କୋ ସହିତ ୫ଜି ସମାଧାନର ବିକାଶ ଏବଂ ବ୍ୟବହାରକାରୀଙ୍କ ଦ୍ୱାରା ହାଇ ସ୍ପିଡ୍...