26 C
Bhubaneswar
Wednesday, October 21, 2020

ବିଭିନ୍ନ ସ୍ଥାନରେ ବିଧାୟକଙ୍କଆଶୁ ଆରୋଗ୍ୟ କାମନା

Must read

‘ସମୃଦ୍ଧିର ସମକକ୍ଷ ମୋଦୀ ସରକାର’: ଅମିତ ଶାହା ବୋନସ ଘୋଷଣାକୁ ଶୁଭେଚ୍ଛା ଜଣାଇଛନ୍ତି

କେନ୍ଦ୍ର ଗୃହ କର୍ମଚାରୀଙ୍କ ପାଇଁ ବୋନସ ଘୋଷଣାକୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ବୁଧବାର ଶୁଭେଚ୍ଛା ଜଣାଇ କହିଛନ୍ତି ଯେ ଏହୀ ଉତ୍ସବ ପୂର୍ବରୁ ସେମାନଙ୍କ ଜୀବନରେ ଆନନ୍ଦ ଆଣିଦେବ।...

ଭାରତ-ଭୁଟାନ ଜଳ ବିଦ୍ୟୁତ୍ ପ୍ରକଳ୍ପ ସମ୍ମାନଜନକ ବ୍ରୁନେଲ ପଦକ |

ବ୍ରିଟେନ ଭିତ୍ତିକ ଇନଷ୍ଟିଚ୍ୟୁଟ୍ ଅଫ୍ ସିଭିଲ୍ ଇଞ୍ଜିନିୟର୍ସ ଦ୍ୱାରା ସିଭିଲ୍ ଇଞ୍ଜିନିୟରିଂରେ ଉତ୍କର୍ଷତା ପାଇଁ ଭାରତ-ଭୁଟାନ ଉଦ୍ୟୋଗର ମଙ୍ଗଦେଚୁ ଜଳ ବିଦ୍ୟୁତ୍ ପ୍ରକଳ୍ପ ସମ୍ମାନଜନକ ବ୍ରୁନେଲ୍ ପଦକ ପ୍ରଦାନ କରାଯାଇଛି।...

ପୂର୍ବତନ ବିଜେପି ମନ୍ତ୍ରୀ ଏକନାଥ ଖାଡସେ ଏହି ସପ୍ତାହରେ ଏନସିପିରେ ଯୋଗଦେବେ

ଅସନ୍ତୁଷ୍ଟ ବିଜେପି ନେତା ଏକନାଥ ଖାଡସେ ଶୁକ୍ରବାର ଏନସିପିରେ ଯୋଗଦେବାକୁ ଯାଉଛନ୍ତି। “ଏକନାଥ ଖଡସେ ଆମକୁ ସୂଚନା ଦେଇଛନ୍ତି ଯେ ସେ ବିଜେପିର ସମସ୍ତ ପଦରୁ ଇସ୍ତଫା ଦେଇଛନ୍ତି। ଆମେ...

ଭାରତରେ ୫ଜି ପ୍ରସ୍ତୁତ କରିବାକୁ କ୍ୱାଲକମ୍ ସହିତ ମୁକେଶ ଅମ୍ବାନୀଙ୍କ ଜିଓ ଟିମ୍ ଅପ୍ |

ଭାରତୀୟ ବିଲିୟନେୟାର ମୁକେଶ ଅମ୍ବାନୀଙ୍କ ଜିଓ ପ୍ଲାଟଫର୍ମ ଲିମିଟେଡ୍ କ୍ୱାଲକମ୍ ଇନ୍କୋ ସହିତ ୫ଜି ସମାଧାନର ବିକାଶ ଏବଂ ବ୍ୟବହାରକାରୀଙ୍କ ଦ୍ୱାରା ହାଇ ସ୍ପିଡ୍...

ପିପିଲି, ୧୭/୯ (ନିପ୍ର): କରୋନା ମହାମାରୀ ଦିନ କୁ ଦିନ ସମଗ୍ର ଦେଶରେଉଗ୍ରରୁପ ଧାରଣ କରୁଛି । କମିବାର ନା ଧରୁନି । କରୋନା ମହାମାରୀ ରୋଗନିୟନ୍ତ୍ରଣ କରିବା ପାଇଁ ଦେଶ ଓ ବିଦେଶରେ ଏ ପର୍ଯ୍ୟନ୍ତ ଔଷଧ କି ଟୀକା ବାହାରିନଥିବା ବେଳେ ବଂଚିବା ପାଇଁ ଭଗବାନ ହିଁ ସାହା ଭରସା ସାଜିଛନ୍ତି । ସୋମାବରଦିନ ପିପିଲି ଡେଲାଙ୍ଗ ବିଧାୟକ ତଥା ପୁର୍ବତନ ମନ୍ତ୍ରୀ ପ୍ରଦୀପ ମହାରଥି କରୋନାପଜେଟିଭ୍ ଚିହ୍ନଟ ହେବା ନେଇ ତାଙ୍କ ସୋସିଆଲ ମିଡିଆ ପେଜ୍ ରେ ଜଣାଇଛନ୍ତି ।ତତ୍ ସହିତ ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତି ବିଶେଷ ମାନଙ୍କୁ କୋଭିଡ୍ ପରିକ୍ଷାକରିବା ପାଇଁ ନିବେଦନ କରିଥିବା ଜଣା ପଡିଛି । ସେ ଏବେ ସରକାରଙ୍କ ନିୟମମୁତାବକ ହସ୍ପିଟାଲରେ କ୍ୱାରାଣ୍ଟାଇନିରେ ରହିଥିବା ବେଳେ ପିପିଲି ବ୍ଲକର ବିଜୁ ଜନତାଦଳ ପକ୍ଷରୁ ତାଙ୍କର ଆଶୁ ଆରୋଗ୍ୟ କାମନା କରି ବିଜୁ ଜନତା ଦଳକାର୍ଯ୍ୟାଳୟଠାରେ ବିଜେଡି ସଭାପତି ପ୍ରଫୁଲ୍ଲ ସ୍ୱାଇଁ,ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକକିଶୋର ଛୋଟରାୟ,ବିଜେଡି ଜିଲ୍ଲା ଉପସଭାପତି ନାରାୟଣ ସ୍ୱାଇଁ,ବ୍ଲକ ମହିଳାବିଜେଡି ସଭାପତି ଜୋସ୍ନାରାଣି ପୁଷ୍ଟି,ଯୁବ ନେତା ଆର୍ତବନ୍ଧୁ ସାମନ୍ତରାୟ ପ୍ରମୁଖଙ୍କଉପସ୍ଥିତିରେ ଶତାଧିକ ବିଜୁ ଜନତା ଦଳର କର୍ମିମାନେ ବିଧାୟକଙ୍କ ଆଶୁ ଆରୋଗ୍ୟକାମନା କରି ବାଟ ମହାବୀର ମନ୍ଦିର ନିକଟରେ ପ୍ରଦୀପ ପ୍ରଜ୍ୱଳନ କରିଛନ୍ତି ।ସେହୀପରୀ ମଙ୍ଗଳବାର ସଂଦ୍ଧ୍ୟାରେ ତେଇସିପୁରର ଶ୍ରୀ ସୋମନାଥ ଦେବଙ୍କନିକଟରେ ସମ୍ୁହ ଦିପ ଦାନ କରାଯାଇଛି । ଆତ୍ମା ଅଧ୍ୟକ୍ଷ ଧରଣୀଧର ସାହୁଙ୍କନେତୃତ୍ୱରେ,ଫଗୁଭୁଷଣ ପରିଡା,ଦିବାକର ଖଟେଇ,ଜିତେନ୍ଦ୍ର ବରାଳ,ଜମ୍ବୁସେନାପତି,ପ୍ରକାଶ ରଥ,କାଳନ୍ଦୀ ପ୍ରଧାନ,ଜିତେନ୍ଦ୍ର ରଥ,ବାବନ ପ୍ରଧାନ,ଦେବେନ୍ଦ୍ରବେହେରା,ମହିଳାନେତ୍ରୀ ଉମାମଣୀ ରଥ ଓ ଶାନ୍ତିଲତା ପରିଡା ପ୍ରମୂଖମାନେ ଉପସ୍ଥିତରହି ଶ୍ରୀଯୁକ୍ତ ମହାରଥିଙ୍କ ଆଶୁ ଆରୋଗ୍ୟ କାମନା କରି ଠାକୁରଙ୍କ ନିକଟରେ ପ୍ରଦୀପପ୍ରଜ୍ୱଳନ କରିଥିଲେ । ଦାଣ୍ଡମୁକୁନ୍ଦପୁର ପଂଚାୟତ ର ପୁର୍ବତନ ସରପଂଚ ତଥାଆଇନିଜୀବି ସୁକାନ୍ତ ପଣ୍ଡା ସମିତିସଭ୍ୟ ମଧୁସୁଦନ ପ୍ରଧାନ ପଂଚାୟତ ସଭାପତିମକରା ମହାନ୍ତି ପ୍ରମୁଖ ଜୟଗୋପାଳ ମନ୍ଦିର ନିକଟରେ ବିଧାୟକଙ୍କ ଆଶୁ ଆରୋଗ୍ୟକାମନା କରି ଦିପ ଦାନ କରିଥିବା ଜଣାପଡିଛି ।ସେହୀପରୀ ବୁଧବାର ଅପରାହ୍ନରେଏନଏସି ର ପୁର୍ବତନ ଅଧ୍ୟକ୍ଷ ସେକ୍ ବାବୁ,ଏନଏସି ଯୁବ ବିଜେଡି ସଭାପତି ପ୍ରଫୁଲ୍ଲସାହୁ ଓ ଛାତ୍ରନେତା ଫଜଲ ଖାଁଙ୍କ ନେତୃତ୍ୱରେ ପୁରୀ ଜିଲ୍ଲା ମାଇନରଟି କମୁ୍ୟନିଟ୍ ଓପିପିଲି ଏନଏସି ପକ୍ଷରୁ ପିପିଲିର ପୁରାତନ ଧର୍ମପୀଠ ମସ୍ତମସ୍ତନା ଦରଗା ପୀରବାବା ଙ୍କ ନିକଟରେ ବିଧାୟକ ଶ୍ରୀ ମହାରଥିଙ୍କ ଆଶୁ ଆରୋଗ୍ୟ କାମନା କରି ଦୁଆ ଓସମୁହ ପ୍ରର୍ଥନା କରାଯାଇଛି ।

- Advertisement -

More articles

LEAVE A REPLY

Please enter your comment!
Please enter your name here

- Advertisement -

Latest article

‘ସମୃଦ୍ଧିର ସମକକ୍ଷ ମୋଦୀ ସରକାର’: ଅମିତ ଶାହା ବୋନସ ଘୋଷଣାକୁ ଶୁଭେଚ୍ଛା ଜଣାଇଛନ୍ତି

କେନ୍ଦ୍ର ଗୃହ କର୍ମଚାରୀଙ୍କ ପାଇଁ ବୋନସ ଘୋଷଣାକୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ବୁଧବାର ଶୁଭେଚ୍ଛା ଜଣାଇ କହିଛନ୍ତି ଯେ ଏହୀ ଉତ୍ସବ ପୂର୍ବରୁ ସେମାନଙ୍କ ଜୀବନରେ ଆନନ୍ଦ ଆଣିଦେବ।...

ଭାରତ-ଭୁଟାନ ଜଳ ବିଦ୍ୟୁତ୍ ପ୍ରକଳ୍ପ ସମ୍ମାନଜନକ ବ୍ରୁନେଲ ପଦକ |

ବ୍ରିଟେନ ଭିତ୍ତିକ ଇନଷ୍ଟିଚ୍ୟୁଟ୍ ଅଫ୍ ସିଭିଲ୍ ଇଞ୍ଜିନିୟର୍ସ ଦ୍ୱାରା ସିଭିଲ୍ ଇଞ୍ଜିନିୟରିଂରେ ଉତ୍କର୍ଷତା ପାଇଁ ଭାରତ-ଭୁଟାନ ଉଦ୍ୟୋଗର ମଙ୍ଗଦେଚୁ ଜଳ ବିଦ୍ୟୁତ୍ ପ୍ରକଳ୍ପ ସମ୍ମାନଜନକ ବ୍ରୁନେଲ୍ ପଦକ ପ୍ରଦାନ କରାଯାଇଛି।...

ପୂର୍ବତନ ବିଜେପି ମନ୍ତ୍ରୀ ଏକନାଥ ଖାଡସେ ଏହି ସପ୍ତାହରେ ଏନସିପିରେ ଯୋଗଦେବେ

ଅସନ୍ତୁଷ୍ଟ ବିଜେପି ନେତା ଏକନାଥ ଖାଡସେ ଶୁକ୍ରବାର ଏନସିପିରେ ଯୋଗଦେବାକୁ ଯାଉଛନ୍ତି। “ଏକନାଥ ଖଡସେ ଆମକୁ ସୂଚନା ଦେଇଛନ୍ତି ଯେ ସେ ବିଜେପିର ସମସ୍ତ ପଦରୁ ଇସ୍ତଫା ଦେଇଛନ୍ତି। ଆମେ...

ଭାରତରେ ୫ଜି ପ୍ରସ୍ତୁତ କରିବାକୁ କ୍ୱାଲକମ୍ ସହିତ ମୁକେଶ ଅମ୍ବାନୀଙ୍କ ଜିଓ ଟିମ୍ ଅପ୍ |

ଭାରତୀୟ ବିଲିୟନେୟାର ମୁକେଶ ଅମ୍ବାନୀଙ୍କ ଜିଓ ପ୍ଲାଟଫର୍ମ ଲିମିଟେଡ୍ କ୍ୱାଲକମ୍ ଇନ୍କୋ ସହିତ ୫ଜି ସମାଧାନର ବିକାଶ ଏବଂ ବ୍ୟବହାରକାରୀଙ୍କ ଦ୍ୱାରା ହାଇ ସ୍ପିଡ୍...

ବିହାର ବିଧାନସଭା ନିର୍ବାଚନ ୨୦୨୦ ପରେ, କଂଗ୍ରେସରେ ଆଉ ଏକ ପୁନହ ନିର୍ମାଣ

ବିହାରରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପରେ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ଅନ୍ୟ ଏକ ସାଂଗଠନିକ ପୁନହ ନିର୍ମାଣ କାର୍ଯ୍ୟ କରିବେ ବୋଲି...