25 C
Bhubaneswar
Monday, October 26, 2020

ଲୁଟେରାଙ୍କୁ ଧରିବାରେ ପୁଲିସ ବିଫଳ

Must read

ଇସ୍‌ଲାମୋଫୋବିଆକୁ ବିରୋଧ କରୁଥିବା ଫେସବୁକକୁ ଇମ୍ରାନ ଖାନ ଭାରତକୁ ଟାଣିଛନ୍ତି

ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଫେସବୁକ ସିଇଓ ମାର୍କ ଜୁକରବର୍ଗଙ୍କୁ ଏକ ଚିଠି ଲେଖି ସୋସିଆଲ ନେଟୱାର୍କରେ ଇସଲାମୋଫୋବିୟାକୁ ପ୍ରୋତ୍ସାହିତ କରୁଥିବା ନିଷେଧାଦେଶକୁ ଆହ୍ଵାନ କରିଛନ୍ତି ଏବଂ ଭାରତରେ ପୋଟସଟ...

ଚାଇନା ଏବଂ ପାକିସ୍ତାନ ଯୁଦ୍ଧ ପାଇଁ ତାରିଖ ସ୍ତିର।

ପ୍ରଧାନମନ୍ତ୍ରୀ ମୋଦି ପାକିସ୍ତାନ ଏବଂ ଚୀନ୍ ସହିତ ଯୁଦ୍ଧର ତାରିଖ ସ୍ଥିର କରିସାରିଛନ୍ତି ବୋଲି କହିବା ପରେ ବିଜେପିର ଉତ୍ତରପ୍ରଦେଶ ମୁଖ୍ୟ ସ୍ଵତନ୍ତ୍ର ଦେବ ସିଂ କହିଛନ୍ତି। ଗତ କିଛି...

ଅଧିକ ରାଜସ୍ୱ ପାଇବା ପାଇଁ ପେଟ୍ରୋଲ ଏବଂ ଡିଜେଲ ଭାରତରେ ମହଙ୍ଗା ହୋଇପାରେ |

କୋଭିଡ -୧୯ ମହାମାରୀ ଦ୍ଵାରା ସୃଷ୍ଟି ହୋଇଥିବା ଅର୍ଥନୀତିକ ସଙ୍କଟ ଏବଂ ରାଜସ୍ୱ ଉପରେ ପରବର୍ତ୍ତୀ ଚାପ ପୁଣିଥରେ କେନ୍ଦ୍ରକୁ ପେଟ୍ରୋଲ ଏବଂ ଡିଜେଲ ଉପରେ ଏକ୍ସାଇଜ୍ ଡ୍ୟୁଟି ବଢାଇପାରେ।...

ନଭେମ୍ବର୨ରେ ମୋଦୀ ଭାରତରେ ପୁଞ୍ଜି ବିନିଯୋଗକୁ ଆମନ୍ତ୍ରଣ କରିଛନ୍ତି।

ବିଶେଷ କରି ଭିତ୍ତିଭୂମି କ୍ଷେତ୍ରରେ ଦେଶରେ ଅଧିକ ପୁଞ୍ଜିନିବେଶକୁ ଆକର୍ଷିତ କରିବାର ପ୍ରୟାସର ଏକ ଅଂଶ ଭାବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନଭେମ୍ବର ୫ ରେ ଶୀର୍ଷ ବିଶ୍ୱ ପୁଞ୍ଜି...

ପିପିଲି, ୧୭/୯ (ନିପ୍ର): ଭୁବନେଶ୍ୱର ପୁରୀ ୩୧୬ନମ୍ବର ଜାତୀୟ ରାଜପଥ ଏବେ ଦିନ କୁ ଦିନ ଅସୁରକ୍ଷିତହୋଇ ପଡିଛି । କରୋନା ମହାମାରୀ ଆକ୍ରାନ୍ତରେ ପିପିଲିଏସଡିପିଓ ଓ ଥାନା ଅଧିକାରୀ ଙ୍କ ସମେତ ସହିତ ବହୁଷ୍ଟାଫ୍ ରହିଥିବା ବେଳେ ଏହାର ସଯୋଗ ହାତ ଛଡାକରୁନାହଁନ୍ତି ଲୁଟେରା । ସୁଯୋଗ ପାଇ ପ୍ରତ୍ୟକ ଦିନ ହେଉକି ରାତି ଲୁଟ କରି ଚାଲିଛନ୍ତି । ଗତ କିଛି ଦିନ ହେବଲୁଟେରା ମାନେ ଜାତୀୟ ରାଜପଥ କୁ କବ୍ଜା କରି ରଖିଛନ୍ତିା ସାଧାରଣ ଜୀବନ ଯାପନରେ ବି ଭୟ ସୃଷ୍ଟି ହୋଇଛି ।ପୁଲିସ ପ୍ରଶାସନକୁ ଖାତିରି ନକରି ଚ୍ୟାଲେଞ୍ଜ ସହକାରେଜାତିୟ ରାଜପଥରୁ ଲୁଟ କରି ଚାଲିଛନ୍ତି । ପୁରୀ ଭୁବନେଶ୍ୱରଜାତିୟ ରାଜପଥ ଏବେ ଏକ ପ୍ରକାର ଲୁଟେରାଙ୍କକବଜାରେ ରହିଛି । ତାଙ୍କ ଟାର୍ଗଟେରୁ ଖସିବା ମୁସ୍କିଲଗୋଟେ ପରେ ଗୋଟେ ଆକ୍ରମଣ କରି ଲୁଟ କରୁଥିବାବେଳେ ପୁଲିସ ସେମାନଙ୍କୁ ଧରିବାରେ ବିଫଳ ହେଉଛି ।ଦେଖିବାକୁ ଗଲେ ଏଇ କେତେଦିନ ହେବ ପ୍ରତ୍ୟକ ଦିନଲୁଟ ହେଉଛି । ବ୍ୟାଙ୍କ ଭିତରେ ହେଉ କି ଜାତିୟ ରାଜପଥସବୁ ଆଡେ କୋକୁଆ ଭୟ ସୃଷ୍ଟି କରୁଛନ୍ତି ଲୁଟେରା ।ସୁଚନା ଯୋଗ୍ୟ ଯେ ବଡଗଡ ଥାନା ଅନ୍ତର୍ଗତ ଭୋଇସାହୀସ୍ୱାମୀ ସ୍ତ୍ରୀ ବଳଙ୍ଗା ଅଂଚଳକୁ ସମ୍ପର୍କିୟ ଘରକୁ ଯିବାବାଟରେ ପିପିଲି ବାଇପାସ୍ ରେ ଲୁଟେରାଙ୍କ ଶିକାର ହୋଇଭ୍ୟାନିଟିରୁ ସୁନାହାର,ସୁନାଚେନ୍,ରକେଟ ନଗଦ ୨ହଜାର,ଗଡରେଜ୍ ଚାବୀ ଓଏଟିଏମ କାର୍ଡ ସମେତ ମୋବାଇଲିଫୋନ ଲୁଟ ହୋଇଥିବା ପିପିଲି ଥାନାରେ ଅଭିଯୋଗହୋଇଛି ।ସେହୀଭଳି ପିପିଲି ଥାନା ସମ୍ମୁଖରେ ଥିବାଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଏଟିଏମରୁ ଜଣେ ବୃଦ୍ଧଙ୍କ ଠାରୁଏଟିଏମ୍ କାର୍ଡ ଛଡାଇ ନେଇ ସେଥିରୁ ୨୦ ହଜାର ଟଙ୍କାଉଠାଇ ନେଇଥିବା ବି ବୃଦ୍ଧ ଜଣକ ପିପିଲି ଥାନାରେଅଭିଯୋଗ କରିଛନ୍ତି । ପୁର୍ବରୁ ସପ୍ତାହକ ଭିତରେ ଲୁଟେରାଙ୍କଶିକାରରେ ପିପିଲି ଏନଏସିର ମହିଳା କର୍ମଚାରୀଙ୍କମୃତୁ୍ୟ,ଦାଣ୍ଡମୁକୁନ୍ଦପୁର ଠାରେ ବ୍ୟବସାୟୀଙ୍କ ଆଖିରେଲଙ୍କାଗୁଣ୍ଡ ପକାଇ ଛାତି ଓ ପିଞ୍ଜରାକୁ ହାଣି ଟଙ୍କାଲୁଟ,ତେଇସିପୁର ଠାରେ ଏକ ପରିବା ବେପାରୀ ହାଣିସୁନାଚେନ,ରୁପା ବ୍ରେସଲେଟ,୫୦ହଜାର ଟଙ୍କା ଲୁଟ,ଦାଣ୍ଡମୁକୁନ୍ଦପୁର ଛକ ନିକଟରେ ଦିବାଲୋକରେ ବନ୍ଧନବ୍ୟାଙ୍କ ମହିଳା କର୍ମଚାରୀଙ୍କ ଠାରୁ ୬୭,୮୪୫ଟଙ୍କାଲୁଟ,ପିପିଲି ମେଡିକାଲଛକ ନିକଟରେ ଥିବା ଇଣ୍ଡସଇଣ୍ଡବ୍ୟାଙ୍କ ଭିତରୁ ଜଣେ ବୃଦ୍ଧକୁ ଘୋସାଡି ତାଠାରୁ ୭ଲକ୍ଷ୩୧ହଜାର ଟଙ୍କା ଲୁଟ ଉଦ୍ୟମ କରିଥିବା ବେଳେ ତାହାବ୍ୟାଙ୍କ ସିସି ଟିଭି ଫୁଟେଜ ରେ କୟଦୀ ହୋଇଛି ।ସେହୀପରୀ ତେଇସିପୁର ଗ୍ରାମର ଜଣେ ମହିଳା ପିପିଲିବଜାରରୁ ସଂଦ୍ଧ୍ୟା ସମୟରେ ଅଟୋ ଯୋଗେ ଘରକୁଫେରୁଥିବା ବେଳେ ମଙ୍ଗଳପୁର ପେଟ୍ରୋଲ ପମ୍ପ ନିକଟରେଲୁଟେରାଙ୍କ ଶିକାର ହୋଇଥିଲେ । ତିନି ଜଣ ଯୁବକ ବାଇକିରେ ଆସି ତାଙ୍କ ଭ୍ୟାନିଟିକୁ ଛଡାଇବା ପାଇଁ ଉଦ୍ୟମକରିଥିଲେ ବି ଭ୍ୟାନିଟି ନେଇ ପାରିନଥିଲେ । ମହିଳା ଜଣକୁପଚାରିବାରେ ସେ କୁହନ୍ତି ଜାତିୟ ରାଜପଥ ଏବେ ମହିଳାମାନଙ୍କ ପାଇଁ ଅସୁରକ୍ଷିତ ହୋଇ ଯାଇଛି । ଶୁଣୁଥିଲି ଲୁଟେରାମାନେ ଆକ୍ରମଣ କରିବା ସହିତ ଲୁଟ କରୁଛନ୍ତି କିନ୍ତୁ ଆଜିନିଜେ ଅଙ୍ଗେ ନିଭାଇଛି । ସେ କଥା କହିଲେ ଭୟ ଲାଗୁଛିା ଗୋଟେ ପଟେ କରୋନା ମହାମାରୀ ଆକ୍ରାନ୍ତରେ ଥାନାଅଧିକାରୀ ସମେତ ପୁଲିସ କର୍ମଚାରୀ ପଡିଥିବା ବେଳେଅନ୍ୟପଟେ ଲୁଟେରାଙ୍କ ଆତଙ୍କ ଯାତାୟତ ପାଇଁ ସୁରକ୍ଷିତମନେ ହେଉନାହିଁ । ପୁଲିସ ପେଟ୍ରୋଲିଂ ଅଭାବରୁ ଆଜିମହିଳା ଓ ପୁରୁଷ ମାନେ ଜାତୀୟ ରାଜପଥରେ ଅସୁରକ୍ଷିତରେ ପଡିଛନ୍ତିି । ରାଜ୍ୟ ମୁଖ୍ୟମନ୍ତ୍ରୀ ଓ ପୁଲିସ ମହାନିଦେ୍ଦର୍ଶକଏହି ଘଟଣା ଗୁଡିକୁ ଗୁରୁତର ଭାବେ ବିଚାରକୁ ନେଇପେଟ୍ରୋଲିଂ ବ୍ୟବସ୍ଥା କଡାକଡି କରିବା ସହିତ ଜାତୀୟରାଜପଥରେ ଯାତ୍ରୀ ମାନଙ୍କୁ ସୁରକ୍ଷା ଯୋଗାଇ ଦେବାକୁମହିଳା ଦାବୀ କରିଛନ୍ତି

- Advertisement -

More articles

LEAVE A REPLY

Please enter your comment!
Please enter your name here

- Advertisement -

Latest article

ଇସ୍‌ଲାମୋଫୋବିଆକୁ ବିରୋଧ କରୁଥିବା ଫେସବୁକକୁ ଇମ୍ରାନ ଖାନ ଭାରତକୁ ଟାଣିଛନ୍ତି

ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଫେସବୁକ ସିଇଓ ମାର୍କ ଜୁକରବର୍ଗଙ୍କୁ ଏକ ଚିଠି ଲେଖି ସୋସିଆଲ ନେଟୱାର୍କରେ ଇସଲାମୋଫୋବିୟାକୁ ପ୍ରୋତ୍ସାହିତ କରୁଥିବା ନିଷେଧାଦେଶକୁ ଆହ୍ଵାନ କରିଛନ୍ତି ଏବଂ ଭାରତରେ ପୋଟସଟ...

ଚାଇନା ଏବଂ ପାକିସ୍ତାନ ଯୁଦ୍ଧ ପାଇଁ ତାରିଖ ସ୍ତିର।

ପ୍ରଧାନମନ୍ତ୍ରୀ ମୋଦି ପାକିସ୍ତାନ ଏବଂ ଚୀନ୍ ସହିତ ଯୁଦ୍ଧର ତାରିଖ ସ୍ଥିର କରିସାରିଛନ୍ତି ବୋଲି କହିବା ପରେ ବିଜେପିର ଉତ୍ତରପ୍ରଦେଶ ମୁଖ୍ୟ ସ୍ଵତନ୍ତ୍ର ଦେବ ସିଂ କହିଛନ୍ତି। ଗତ କିଛି...

ଅଧିକ ରାଜସ୍ୱ ପାଇବା ପାଇଁ ପେଟ୍ରୋଲ ଏବଂ ଡିଜେଲ ଭାରତରେ ମହଙ୍ଗା ହୋଇପାରେ |

କୋଭିଡ -୧୯ ମହାମାରୀ ଦ୍ଵାରା ସୃଷ୍ଟି ହୋଇଥିବା ଅର୍ଥନୀତିକ ସଙ୍କଟ ଏବଂ ରାଜସ୍ୱ ଉପରେ ପରବର୍ତ୍ତୀ ଚାପ ପୁଣିଥରେ କେନ୍ଦ୍ରକୁ ପେଟ୍ରୋଲ ଏବଂ ଡିଜେଲ ଉପରେ ଏକ୍ସାଇଜ୍ ଡ୍ୟୁଟି ବଢାଇପାରେ।...

ନଭେମ୍ବର୨ରେ ମୋଦୀ ଭାରତରେ ପୁଞ୍ଜି ବିନିଯୋଗକୁ ଆମନ୍ତ୍ରଣ କରିଛନ୍ତି।

ବିଶେଷ କରି ଭିତ୍ତିଭୂମି କ୍ଷେତ୍ରରେ ଦେଶରେ ଅଧିକ ପୁଞ୍ଜିନିବେଶକୁ ଆକର୍ଷିତ କରିବାର ପ୍ରୟାସର ଏକ ଅଂଶ ଭାବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନଭେମ୍ବର ୫ ରେ ଶୀର୍ଷ ବିଶ୍ୱ ପୁଞ୍ଜି...

ଚୀନ୍ ସୀମା ସାମରିକ ଉପସ୍ଥିତି ବୃଦ୍ଧି କରିଛି, ଲଦାଖ କେବଳ ଟାର୍ଗେଟ ନୁହେଁ ।

ଚୀନ୍ କେବଳ ଷ୍ଟାଣ୍ଡ ଅଫ୍ ସ୍ଥାନ ନୁହେଁ, ପିପୁଲ୍ସ ଲିବରେସନ୍ ଆର୍ମିର ୱେଷ୍ଟର୍ଣ୍ଣ ଥିଏଟର କମାଣ୍ଡ ଅଧୀନରେ ଥିବା ଲାଇନ୍ ଅଫ୍ ଆକ୍ଟୁଆଲ୍ କଣ୍ଟ୍ରୋଲ୍ ସହିତ ଏହାର ସାମରିକ ଭିତ୍ତିଭୂମିକୁ...