26 C
Bhubaneswar
Wednesday, October 21, 2020

ସ୍ପର୍ଶବିହୀନ ପେମେଂଟ୍ ହାତ ଘଂଟାର ଶୁଭାରମ୍ଭ

Must read

‘ସମୃଦ୍ଧିର ସମକକ୍ଷ ମୋଦୀ ସରକାର’: ଅମିତ ଶାହା ବୋନସ ଘୋଷଣାକୁ ଶୁଭେଚ୍ଛା ଜଣାଇଛନ୍ତି

କେନ୍ଦ୍ର ଗୃହ କର୍ମଚାରୀଙ୍କ ପାଇଁ ବୋନସ ଘୋଷଣାକୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ବୁଧବାର ଶୁଭେଚ୍ଛା ଜଣାଇ କହିଛନ୍ତି ଯେ ଏହୀ ଉତ୍ସବ ପୂର୍ବରୁ ସେମାନଙ୍କ ଜୀବନରେ ଆନନ୍ଦ ଆଣିଦେବ।...

ଭାରତ-ଭୁଟାନ ଜଳ ବିଦ୍ୟୁତ୍ ପ୍ରକଳ୍ପ ସମ୍ମାନଜନକ ବ୍ରୁନେଲ ପଦକ |

ବ୍ରିଟେନ ଭିତ୍ତିକ ଇନଷ୍ଟିଚ୍ୟୁଟ୍ ଅଫ୍ ସିଭିଲ୍ ଇଞ୍ଜିନିୟର୍ସ ଦ୍ୱାରା ସିଭିଲ୍ ଇଞ୍ଜିନିୟରିଂରେ ଉତ୍କର୍ଷତା ପାଇଁ ଭାରତ-ଭୁଟାନ ଉଦ୍ୟୋଗର ମଙ୍ଗଦେଚୁ ଜଳ ବିଦ୍ୟୁତ୍ ପ୍ରକଳ୍ପ ସମ୍ମାନଜନକ ବ୍ରୁନେଲ୍ ପଦକ ପ୍ରଦାନ କରାଯାଇଛି।...

ପୂର୍ବତନ ବିଜେପି ମନ୍ତ୍ରୀ ଏକନାଥ ଖାଡସେ ଏହି ସପ୍ତାହରେ ଏନସିପିରେ ଯୋଗଦେବେ

ଅସନ୍ତୁଷ୍ଟ ବିଜେପି ନେତା ଏକନାଥ ଖାଡସେ ଶୁକ୍ରବାର ଏନସିପିରେ ଯୋଗଦେବାକୁ ଯାଉଛନ୍ତି। “ଏକନାଥ ଖଡସେ ଆମକୁ ସୂଚନା ଦେଇଛନ୍ତି ଯେ ସେ ବିଜେପିର ସମସ୍ତ ପଦରୁ ଇସ୍ତଫା ଦେଇଛନ୍ତି। ଆମେ...

ଭାରତରେ ୫ଜି ପ୍ରସ୍ତୁତ କରିବାକୁ କ୍ୱାଲକମ୍ ସହିତ ମୁକେଶ ଅମ୍ବାନୀଙ୍କ ଜିଓ ଟିମ୍ ଅପ୍ |

ଭାରତୀୟ ବିଲିୟନେୟାର ମୁକେଶ ଅମ୍ବାନୀଙ୍କ ଜିଓ ପ୍ଲାଟଫର୍ମ ଲିମିଟେଡ୍ କ୍ୱାଲକମ୍ ଇନ୍କୋ ସହିତ ୫ଜି ସମାଧାନର ବିକାଶ ଏବଂ ବ୍ୟବହାରକାରୀଙ୍କ ଦ୍ୱାରା ହାଇ ସ୍ପିଡ୍...

ଭୁବନେଶ୍ୱର, ୧୭/୯ (ନିପ୍ର): ନୂତନସ୍ୱାଭାବିକ ସ୍ଥିତି ରିଟେଲ୍ କ୍ଷେତ୍ରରେ ଅଭିନବ ଓସୁରକ୍ଷିତ କିଣିବା ସମାଧାନର ଜରୁରୀକାଳୀନଆବଶ୍ୟକତା ଭାବେ ଉଭା ହୋଇଛି । ବିଶ୍ୱରପଂଚମ ବୃହତମ ଘଂଟା ବ୍ରାଣ୍ଡ୍ ଟାଇଟାନ୍ କଂପାନିଲିମିଟେଡ୍ ପକ୍ଷରୁ ଏସ୍ବିଆଇ ୟୋନୋର ଶକ୍ତିଥିବା ଟାଇଟାନ୍ ପେ’ ନାମକ ଷ୍ଟାଇଲିସ୍ସମସାୟିକ ହାତ ଘଂଟା ଉପସ୍ଥାପନ କରିବାଲାଗି ଦେଶର ସର୍ବବୃହତ ବ୍ୟାଙ୍କ ଭାରତୀୟଷ୍ଟେଟ୍ ବ୍ୟାଙ୍କ ସହିତ ସହଯୋଗିତା ସ୍ଥାପନକରାଯାଇଛି । ଏହି ସହଯୋଗିତା ଜରିଆରେଟାଇଟାନ୍ ଓ ଏସ୍ବିଆଇ ପକ୍ଷରୁ ବିଭିନ୍ନ ପ୍ରକାରରନୂଆ ଏବଂ ଷ୍ଟାଇଲିସ୍ ୱାଚେସ୍ (ଘଂଟା)ଅଣାଯାଇଛି, ଯେଉଁଥିରେ ସ୍ପର୍ଶବିହୀନପେମେଂଟ୍ ବିକଳ୍ପ ରହିଛି ଯାହା ଭାରତରେପ୍ରଥମ ଥର ପାଇଁ ଉନ୍ମୋଚନ କରାଯାଇଛି ।ଏସବିଆଇର ଗ୍ରାହକମାନେ ଟାଇଟାନ୍ ପେ’ହାତ ଘଂଟା ଜରିଆରେ ସ୍ପର୍ଶବିହୀନ ପେମେଂଟ୍ପିଓଏସ୍ରେ ଟ୍ୟାପ୍ ପେମେଂଟ୍ କରିପାରିବେଏବଂ ସେମାନଙ୍କୁ ଆଉ ନିଜର ଏସ୍ବିଆଇ କାର୍ଡସ୍ୱାଇପ୍ କରିବାକୁ ପଡ଼ିବ ନାହିଁ । ବିନା ପିନ୍ ଦେଇ୨୦୦୦ ଟଙ୍କା ପର୍ଯ୍ୟନ୍ତ ପେମେଂଟ୍ହୋଇପାରିବ । ଏହି ହାତ ଘଂଟାରେ ଟ୍ୟାପ୍ଟେକ୍ନୋଲୋଜିର ଏକ ନିଅର ଫିଲ୍ଡକମୁ୍ୟନିକେସନ ଚିପ୍ ବ୍ୟବହାର କରାଯାଇଛିଯାହା ସ୍ପର୍ଶବିହୀନ ଏସବିଆଇ ଡେବିଟ୍ କାର୍ଡଦେଉଥିବା ସୁବିଧା ପ୍ରଦାନ କରିବ । ସାରାଦେଶରେ ଥିବା ୨ ନିୟୁତରୁ ଅଧିକ ମାଷ୍ଟରକାର୍ଡଭିିତିକ ପଏଂଟ୍ ଅ୍ପ ସେଲ୍ ମେସିନ୍ରେ ଏହିଘଂଟା ଜରିଆରେ ପେମେଂଟ୍ କରିହେବ ।ପୁରୁଷଙ୍କ ପାଇଁ ୩ ଓ ମହିଳାଙ୍କ ପାଇଁ ୨ଟିଷ୍ଟାଇଲ୍ରେ ଏହି ଘଂଟା ଆସିଥିବା ବେଳେତାହାର ମୂଲ୍ୟ ଯଥାକ୍ରମେ ୨୯୯୫ ଟଙ୍କା ରୁ୫୯୯୫ ଟଙ୍କା ମଧ୍ୟରେ ରହିଛି ।ଏହି ଅବସରରେ ରଜନୀଶ କୁମାର, ଅଧ୍ୟକ୍ଷ,ଏସବିଆଇ କହିଛନ୍ତି ଯେ, ନ୍ତଟାଇଟାନ୍ ଦ୍ୱାରାଏହି ସ୍ପର୍ଶବିହୀନ ପେମେଂଟ୍ ଭଳି ସ୍ୱତନ୍ତ୍ରସୁବିଧାର ଉନ୍ମୋଚନରେ ଏକ ଅଂଶହୋଇଥିବାରୁ ଆମେ ବହୁତ ଖୁସି । ଟାଇଟାନ୍ପେମେଂଟ୍ ୱାଚେସ୍ ଜରିଆରେ ଆମର ୟୋନୋଗ୍ରାହକମାନଙ୍କୁ ସ୍ମାର୍ଟ ଓ ଅଭିନବ ସପିଙ୍ଗସମାଧାନ ପ୍ରଦାନ କରିବା ଲାଗି ବିଶ୍ୱରଅନ୍ୟତମ ପଂଚମ ବୃହତମ ଘଂଟା ନିର୍ମାତା ସହହାତ ମିଳାଇବା ମୋତେ ଖୁସି ପ୍ରଦାନ କରିଛି ।ଆମର ବିଶ୍ୱାସ ରହିଛି ଯେ ଏହି ଅଭିନବସମାଧାନ ଟ୍ୟାପ୍ ଆଣ୍ଡ୍ ପେ ପ୍ରଯୁକ୍ତି ସହ÷ିତଆମର ଗ୍ରାହକଙ୍କ ପାଇଁ ସପିଙ୍ଗ ଅନୁଭୂତିରପୁନର୍ବିନ୍ୟାସ କରିବ । ପ୍ରଯୁକ୍ତିରେ ସଦ୍ୟତମଉନ୍ନତି ସହିତ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ସର୍ବଦାଅଭିନବ, ଶ୍ରେଷ୍ଠ ମାନର ବ୍ୟାଙ୍କିଙ୍ଗ ସେବା ଆମରଗ୍ରାହକମାନଙ୍କୁ ପ୍ରଦାନ କରିବାକୁ ଉଦ୍ୟମକରୁଛି ।” ଏହି ଅବସରରେ ଶ୍ରୀଯୁକ୍ତ ସି କେଭେଙ୍କଟରମଣନ, ପରିଚାଳନା ନିର୍ଦେଶକ,ଟାଇଟାନ୍ କଂପାନି ଲିମିଟେଡ୍ କହିଛନ୍ତି ଯେ,ନ୍ତଟାଇଟାନ୍ ସର୍ବଦା ଡିଜାଇନ୍ ଓ ନବସୃଜନଦୃଷ୍ଟିରୁ ଶିଖରରେ ରହିଛି । ଗ୍ରାହକମାନଙ୍କପରିବର୍ତିତ ଆବଶ୍ୟକତା ଅନୁଯାୟୀ ଆମେସର୍ବଦା ଉତ୍ପାଦ ଉନ୍ମୋଚନ କରୁଛୁ । ଏହିନୂତନ ସ୍ୱାଭାବିକ ସମୟ ପାଇଁ ଏକପେମେଂଟ୍ ସୁବିଧା ଉପସ୍ଥାପନ କରିବାରେଏସବିଆଇ ହେଉଛି ଏକ ଉପଯୁକ୍ତସହଯୋଗୀ ଏବଂ ଏହି ସମାଧାନ ଦ୍ରୁତ,ସୁରକ୍ଷିତ ଓ ନିରବଚ୍ଛିନ୍ନ । ଏହି ଉତ୍ପାଦ କେବଳଗ୍ରାହକମାନଙ୍କ ବ୍ୟାଙ୍କିଙ୍ଗ୍ ଆବଶ୍ୟକତାକୁପୂରଣ କରିବ ନାହିଁ ବରଂ ଏହାର କ୍ଲାସିକ୍ ଓସମ୍ଭ୍ରାନ୍ତ ଡିଜାଇନ୍ ଜରିଆରେ ଉଦୀୟମମାନଗ୍ରାହକଙ୍କୁ ସେବା ପ୍ରଦାନ କରିବ ।

- Advertisement -

More articles

LEAVE A REPLY

Please enter your comment!
Please enter your name here

- Advertisement -

Latest article

‘ସମୃଦ୍ଧିର ସମକକ୍ଷ ମୋଦୀ ସରକାର’: ଅମିତ ଶାହା ବୋନସ ଘୋଷଣାକୁ ଶୁଭେଚ୍ଛା ଜଣାଇଛନ୍ତି

କେନ୍ଦ୍ର ଗୃହ କର୍ମଚାରୀଙ୍କ ପାଇଁ ବୋନସ ଘୋଷଣାକୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ବୁଧବାର ଶୁଭେଚ୍ଛା ଜଣାଇ କହିଛନ୍ତି ଯେ ଏହୀ ଉତ୍ସବ ପୂର୍ବରୁ ସେମାନଙ୍କ ଜୀବନରେ ଆନନ୍ଦ ଆଣିଦେବ।...

ଭାରତ-ଭୁଟାନ ଜଳ ବିଦ୍ୟୁତ୍ ପ୍ରକଳ୍ପ ସମ୍ମାନଜନକ ବ୍ରୁନେଲ ପଦକ |

ବ୍ରିଟେନ ଭିତ୍ତିକ ଇନଷ୍ଟିଚ୍ୟୁଟ୍ ଅଫ୍ ସିଭିଲ୍ ଇଞ୍ଜିନିୟର୍ସ ଦ୍ୱାରା ସିଭିଲ୍ ଇଞ୍ଜିନିୟରିଂରେ ଉତ୍କର୍ଷତା ପାଇଁ ଭାରତ-ଭୁଟାନ ଉଦ୍ୟୋଗର ମଙ୍ଗଦେଚୁ ଜଳ ବିଦ୍ୟୁତ୍ ପ୍ରକଳ୍ପ ସମ୍ମାନଜନକ ବ୍ରୁନେଲ୍ ପଦକ ପ୍ରଦାନ କରାଯାଇଛି।...

ପୂର୍ବତନ ବିଜେପି ମନ୍ତ୍ରୀ ଏକନାଥ ଖାଡସେ ଏହି ସପ୍ତାହରେ ଏନସିପିରେ ଯୋଗଦେବେ

ଅସନ୍ତୁଷ୍ଟ ବିଜେପି ନେତା ଏକନାଥ ଖାଡସେ ଶୁକ୍ରବାର ଏନସିପିରେ ଯୋଗଦେବାକୁ ଯାଉଛନ୍ତି। “ଏକନାଥ ଖଡସେ ଆମକୁ ସୂଚନା ଦେଇଛନ୍ତି ଯେ ସେ ବିଜେପିର ସମସ୍ତ ପଦରୁ ଇସ୍ତଫା ଦେଇଛନ୍ତି। ଆମେ...

ଭାରତରେ ୫ଜି ପ୍ରସ୍ତୁତ କରିବାକୁ କ୍ୱାଲକମ୍ ସହିତ ମୁକେଶ ଅମ୍ବାନୀଙ୍କ ଜିଓ ଟିମ୍ ଅପ୍ |

ଭାରତୀୟ ବିଲିୟନେୟାର ମୁକେଶ ଅମ୍ବାନୀଙ୍କ ଜିଓ ପ୍ଲାଟଫର୍ମ ଲିମିଟେଡ୍ କ୍ୱାଲକମ୍ ଇନ୍କୋ ସହିତ ୫ଜି ସମାଧାନର ବିକାଶ ଏବଂ ବ୍ୟବହାରକାରୀଙ୍କ ଦ୍ୱାରା ହାଇ ସ୍ପିଡ୍...

ବିହାର ବିଧାନସଭା ନିର୍ବାଚନ ୨୦୨୦ ପରେ, କଂଗ୍ରେସରେ ଆଉ ଏକ ପୁନହ ନିର୍ମାଣ

ବିହାରରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପରେ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ଅନ୍ୟ ଏକ ସାଂଗଠନିକ ପୁନହ ନିର୍ମାଣ କାର୍ଯ୍ୟ କରିବେ ବୋଲି...