26 C
Bhubaneswar
Wednesday, October 21, 2020

ମହାମାରୀର ଅନ୍ତ ଲାଗି ବୈଶ୍ିକ ହସ୍ତକ୍ଷେପ ପାଇଁ ଆହ୍ୱାନ

Must read

ଭାରତ-ଭୁଟାନ ଜଳ ବିଦ୍ୟୁତ୍ ପ୍ରକଳ୍ପ ସମ୍ମାନଜନକ ବ୍ରୁନେଲ ପଦକ |

ବ୍ରିଟେନ ଭିତ୍ତିକ ଇନଷ୍ଟିଚ୍ୟୁଟ୍ ଅଫ୍ ସିଭିଲ୍ ଇଞ୍ଜିନିୟର୍ସ ଦ୍ୱାରା ସିଭିଲ୍ ଇଞ୍ଜିନିୟରିଂରେ ଉତ୍କର୍ଷତା ପାଇଁ ଭାରତ-ଭୁଟାନ ଉଦ୍ୟୋଗର ମଙ୍ଗଦେଚୁ ଜଳ ବିଦ୍ୟୁତ୍ ପ୍ରକଳ୍ପ ସମ୍ମାନଜନକ ବ୍ରୁନେଲ୍ ପଦକ ପ୍ରଦାନ କରାଯାଇଛି।...

ପୂର୍ବତନ ବିଜେପି ମନ୍ତ୍ରୀ ଏକନାଥ ଖାଡସେ ଏହି ସପ୍ତାହରେ ଏନସିପିରେ ଯୋଗଦେବେ

ଅସନ୍ତୁଷ୍ଟ ବିଜେପି ନେତା ଏକନାଥ ଖାଡସେ ଶୁକ୍ରବାର ଏନସିପିରେ ଯୋଗଦେବାକୁ ଯାଉଛନ୍ତି। “ଏକନାଥ ଖଡସେ ଆମକୁ ସୂଚନା ଦେଇଛନ୍ତି ଯେ ସେ ବିଜେପିର ସମସ୍ତ ପଦରୁ ଇସ୍ତଫା ଦେଇଛନ୍ତି। ଆମେ...

ଭାରତରେ ୫ଜି ପ୍ରସ୍ତୁତ କରିବାକୁ କ୍ୱାଲକମ୍ ସହିତ ମୁକେଶ ଅମ୍ବାନୀଙ୍କ ଜିଓ ଟିମ୍ ଅପ୍ |

ଭାରତୀୟ ବିଲିୟନେୟାର ମୁକେଶ ଅମ୍ବାନୀଙ୍କ ଜିଓ ପ୍ଲାଟଫର୍ମ ଲିମିଟେଡ୍ କ୍ୱାଲକମ୍ ଇନ୍କୋ ସହିତ ୫ଜି ସମାଧାନର ବିକାଶ ଏବଂ ବ୍ୟବହାରକାରୀଙ୍କ ଦ୍ୱାରା ହାଇ ସ୍ପିଡ୍...

ବିହାର ବିଧାନସଭା ନିର୍ବାଚନ ୨୦୨୦ ପରେ, କଂଗ୍ରେସରେ ଆଉ ଏକ ପୁନହ ନିର୍ମାଣ

ବିହାରରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପରେ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ଅନ୍ୟ ଏକ ସାଂଗଠନିକ ପୁନହ ନିର୍ମାଣ କାର୍ଯ୍ୟ କରିବେ ବୋଲି...

ଭୁବନେଶ୍ୱର, ୧୭/୯ (ନିପ୍ର): ବିଲ୍ ଓମେଲିଣ୍ଡା ଗେଟ୍ସ ଫାଉଣ୍ଡେସନ ପକ୍ଷରୁଅ ।ଜି ଏହାର ଚତୁର୍ଥ ବାର୍ଷିକ ଗୋଲକିପର୍ସରିପୋର୍ଟ ପ୍ରକାଶ ପାଇଛି । ଏଥିରେ ସ୍ଥାନିତନୂତନ ତଥ୍ୟରେ ଦର୍ଶାଯାଇଛି ଯେ କିଭଳିଭାବେ ମିଳିତ ଜାତିସଂଘ ସ୍ଥାୟୀ ବିକାଶଲକ୍ଷ୍ୟ (ବୈଶ୍ିକ ଲକ୍ଷ୍ୟ) ହାସଲ ଦିଗରେଅଗ୍ରଗତିକୁ କୋଭିଡ-୧୯ର କ୍ଷତିକାରକପ୍ରଭାବ ୨୦ ବର୍ଷ ପଛକୁ ନେଇ ଯାଇଛି ।ବୈଶ୍ିକ ଲକ୍ଷ୍ୟ ହାସଲ ଉପରେମହାମାରୀର କିପରି ପ୍ରଭାବ ପଡ଼ୁଛି ସେସମ୍ପର୍କରେ ସଦ୍ୟତମ ବୈଶ୍ିକ ତଥ୍ୟାବଳୀସହିତ ଏହି ରିପୋର୍ଟରେ ପ୍ରକାଶ ପାଇଛିୟଏଥିରେ ଦର୍ଶାଯାଇଛି ଯେ ପାଖାପାଖିପ୍ରତ୍ୟେକ ସୂଚକାଙ୍କରେ ବିଶ୍ ପଛକୁ·ଲିଅ ।ସିଛି । କୋଭିଡ-୧୯ କାରଣରୁଉକ୍ରଟ ଦାରିଦ୍ର୍ୟ ୭% ବୃଦ୍ଧି ପାଇଛିୟସ୍ୱାସ୍ଥ୍ୟ ବ୍ୟବସ୍ଥାର ପରି·ଳନାରେଟିକାକରଣର ପ୍ରସାର ଅତ୍ୟନ୍ତ ପ୍ରଭାବୀପଦକ୍ଷେପ ଭାବେ ପରିଗଣିତ ହୋଇଥାଏ ।ମାତ୍ର ୨୫ ସପ୍ତାହ ମଧ୍ୟରେ ଏହିକ୍ଷେତ୍ରରେ ବିଶ୍ ୨୫ ବର୍ଷ ପଛକୁ·ଲିଯାଇଛି ଯାହାକି ୯୦ ଦଶକର ସ୍ଥିତିସହିତ ସମାନ ସ୍ତରରେ ପହ ିଯାଇଛି ।କୋଭିଡ-୧୯ କାରଣରୁ ହୋଇଥିବାଅ ।ର୍ଥିକ କ୍ଷତି ଅସମାନତା ବୃଦ୍ଧି କରିଛି ।ମହିଳା, ସଂଖ୍ୟାଲଘୁ ସମୁଦାୟର ଜାତି ଓଜନଜାତି, ଉକ୍ରଟ ଦାରିଦ୍ର୍ୟ ମଧ୍ୟରେକାଳାତିପାତ କରୁଥିବା ଲୋକମାନଙ୍କଉପରେ ମହାମାରୀର ବ୍ୟାପକ ପ୍ରଭାବପଡ଼ିଛି । ସମଗ୍ର ବିଶ୍ରେ, ମହିଳାମାନଙ୍କଉପରେ ବିନା ପାରିଶ୍ରମିକରେ କାମକରିବାର ·ପ ବି·ଲିଥିବା ବେଳେସେମାନେ ବ୍ୟାପକ ମାତ୍ରାରେ ରୋଜଗାରହରାଇବା ଭଳି ସ୍ଥିତିରେ ପଡ଼ିଛନ୍ତିୟଯୁକ୍ତରାଷ୍ଟ୍ର ଅ ।ମେରିକାରେ ଘରଭଡ଼ାଦେଇପାରିବା ଲାଗି ସକ୍ଷମ ହେଉନଥିବାଅଶ୍ୱେତ ଓ ଲାଟିନ ଅ ।ମେରିକୀ । ଲୋକଙ୍କସଂଖ୍ୟା ଶ୍ୱେତାଙ୍ଗମାନଙ୍କ ଠାରୁ ଦୁଇ ଗୁଣଅଧିକ ହୋଇଯାଇଛି ।ନିରାଶାଜନକ ଅ ।କଳନ ସତ୍ୱେ,ମହାମାରୀର ଅନ୍ତ କରିବା ଏବଂ ବୈଶ୍ିକଲକ୍ଷ୍ୟ ହାସଲ ଦିଗରେ ପୁଣି ଥରେଅ ।ଗେଇବା ଲାଗି ବିଲ ଓ ମେଲିଣ୍ଡାଗେଟ୍ସଙ୍କ ପକ୍ଷରୁ ଏକ ମାର୍ଗ ବିଷୟରେଉଲ୍ଲେଖ କରାଯାଇଛି । ପ୍ରତିବର୍ଷସେମାନଙ୍କ ପକ୍ଷରୁ ପ୍ରକାଶ ପାଉଥିବା ଏହିରିପୋର୍ଟରେ ସେମାନେ ନିଦାନ, ଟିକା ଏବଂଚିକିତ୍ସା; ପରୀକ୍ଷା ଓ ଡୋଜ ଯଥାସମ୍ଭବଶୀଘ୍ର ଉତ୍ପାଦନ କରିବା; ଏବଂ ଏସବୁଉପାଦାନ ଅ ।ର୍ଥିକ ସାମର୍ଥ୍ୟକୁ ଦେଖି ନୁହେଁବରଂ ଅ ।ବଶ୍ୟକତା ଅନୁଯାୟୀ ପ୍ରଦାନକରିବା ନିମନ୍ତେ ବିଶ୍ସ୍ତରୀୟ ସହଯୋଗପାଇଁ ଅ ।ହ୍ୱାନ କରାଯାଇଛିୟ ସାମ୍ପ୍ରତିକପରିସ୍ଥିତିରେ ଫଳପ୍ରଦ ପରିଣାମ ନିମନ୍ତେବିଭିନ୍ନ ବ୍ୟବହାର୍ଯ୍ୟ ରଣନୀତି ରହିଛି ।ସେଥିମଧ୍ୟରୁ ମହାମାରୀର ଅନ୍ତ ପାଇଁ ସବୁଠୁଜରୁରି ସହଭାଗୀ ପ୍ରୟାସ ଭାବେ ବିବେଚିତକୋଭିଡ-୧୯ ଉପକରଣଉପଲବ୍ଧତା(ଏସିଟି) ବାହକ ରହିଛି ଯାହାକିଟିକା ମହାସଂଘ ଗାଭି ଏବଂ ଏଡ୍ସ, ଯକ୍ଷ୍ମା ଓମ୍ୟାଲେରିଅ । ମୁକାବିଲା ଲାଗି ବୈଶ୍ିକ ପାଣ୍ଠିଭଳି ସଂଗଠନକୁ ଏକତ୍ରିତ କରିପାରିବ ।ବିଲ ଓ ମେଲିଣ୍ଡ ଗେଟ୍ସ ଲେଖିଛନ୍ତି ଯେକୋଭିଡ-୧୯ ମହାମାରୀ ମୁକାବିଲାସମୟରେ ଅ ।ମେ ମାନବିକତାର ଶ୍ରେଷ୍ଠତ୍ୱଦେଖିବାକୁ ପାଇଛୁ: ଯୁଗାନ୍ତକାରୀ ଉଦ୍ଭାବନ,ଅଗ୍ରଣୀ ଯୋଦ୍ଧା ମାନଙ୍କର ସାହସିକ କାର୍ଯ୍ୟଏବଂ ସାଧାରଣ ଜନତା ନିଜ ପରିବାର,ପଡ଼ୋଶୀ ଓ ସମୁଦାୟ ପାଇଁ ଶ୍ରେଷ୍ଠ କାର୍ଯ୍ୟକରିଛନ୍ତି । ଏହା ଏକ ସାମଗ୍ରିକ ବୈଶ୍ିକବିପତିି ହୋଇଥିବା କାରଣରୁ ଏଥିପାଇଁବିଶ୍ସ୍ତରରେ ସମ୍ମିଳିତ ପ୍ରୟାସରଅ ।ବଶ୍ୟକତା ରହିଛି ।ଏହି ରିପୋର୍ଟରେ ସ୍ପଷ୍ଟ କରାଯାଇଛି ଯେକୌଣସି ଦେଶ ଏକାକୀ ଏହି ସମସ୍ୟାରସମାଧାନ କରିପାରିବ ନାହିଁୟ ଗୋଟିଏଦେଶ ଅନ୍ୟମାନଙ୍କ ପ୍ରତି ଅବହେଳା କରିକେବଳ ନିଜକୁ ସୁରକ୍ଷିତ ରଖିବାକୁ ପ୍ରୟାସକରିବା ଦ୍ୱାରା ମହାମାରୀରୁ ସୃଷ୍ଟ ସମସ୍ୟାରଅନ୍ତ ହେବ ନାହିଁୟ ସମାନ ଭାବେ ବିତରଣକରାନଯିବା ପର୍ଯ୍ୟନ୍ତ କେବଳ ଟିକା ବିକାଶଓ ଉତ୍ପାଦନ ଦ୍ୱାରା ମହାମାରୀ ଦ୍ରୁତବେଗରେ ଦୂରେଇ ଯାଇପାରିବ ନାହିଁ ।ଉତରପୂର୍ବ ବିଶ୍ବିଦ୍ୟାଳୟର ଅଧ୍ୟୟନଅନୁଯାୟୀ, କେବଳ ଧନୀ ରାଷ୍ଟ୍ରଗୁଡ଼ିକ ଯଦିପ୍ରଥମ ୨ ବିଲିୟନ ଟିକାର ଡୋଜକିଣିଦିଅନ୍ତି ଏବଂ ଏଗୁଡ଼ିକ ଯଦି ସମାନତାପୂର୍ବକ ବିତରଣ କରାନଯାଏ ତା’ହେଲେକୋଭିଡ-୧୯ ଜନିତ ମୃତ୍ୟୁ ସଂଖ୍ୟାଦୁଇଗୁଣ ବିଯିବ । ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠିରଅ ।କଳନରେ କୁହାଯାଇଛି ଯେ,ବର୍ତମାନସୁଦ୍ଧା ସାରା ବିଶ୍ରେଅର୍ଥବ୍ୟବସ୍ଥାଗୁଡ଼ିକର ପ୍ରୋତ୍ସାହନ ପାଇଁ ୧୮ଟ୍ରିଲିୟନ ଅ ।ମେରିକୀୟ ଡଲାର ବ୍ୟୟକରାଯାଇସାରିଲାଣିୟ ଏହା ସତ୍ୱେ ୨୦୨୧ଶେଷ ସୁଦ୍ଧା ବିଶ୍ ଅର୍ଥବ୍ୟବସ୍ଥା ୧୨ ଟ୍ରିଲିୟନଅ ।ମେରିକୀୟ ଡଲାର କିମ୍ବା ତାଠାରୁ ଅଧିକକ୍ଷତି ସହିବ-ଯାହାକି ଦ୍ୱିତୀୟ ବିଶ୍ୱଯୁଦ୍ଧପରେ ସର୍ବାଧିକ ଜିଡିପି କ୍ଷତିୟ କେତେକଦେଶରେ, ଜରୁରିକାଳୀନ ପ୍ରୋତ୍ସାହନ ଏବଂସାମାଜିକ ସୁରକ୍ଷା ପାଇଁ ଅର୍ଥ ବ୍ୟୟରଖରାପ ପରିଣାମ ଦେଖିବାକୁ ମିଳିଛିୟ କିନ୍ତୁଯେତେ ପ୍ରଭାବୀ ଢଙ୍ଗରେ ଅର୍ଥବ୍ୟବସ୍ଥାରପରି·ଳନା କରାଯାଇଥିଲେ ସୁଦ୍ଧା ନିମ୍ନ ଓମଧ୍ୟମ ଅ ।ୟବିଶିଷ୍ଟ ରାଷ୍ଟ୍ରଗୁଡ଼ିକ ସେମାନଙ୍କଅର୍ଥବ୍ୟବସ୍ଥାର ସୁରକ୍ଷା ପାଇଁ କ’ଣକରିପାରିବେ ତା’ର ଏକ ଅନ୍ତର୍ନିହିତ ସୀମାରହିଛି ।ଏସବୁ ବାଧା ସତ୍ୱେ, ସମସ୍ୟାର ମୁକାବିଲାକରିବା ଲାଗି ବିଭିନ୍ନ ରାଷ୍ଟ୍ର ଅଭିନବପଦକ୍ଷେପ ଗ୍ରହଣ କରୁଛନ୍ତି

- Advertisement -

More articles

LEAVE A REPLY

Please enter your comment!
Please enter your name here

- Advertisement -

Latest article

ଭାରତ-ଭୁଟାନ ଜଳ ବିଦ୍ୟୁତ୍ ପ୍ରକଳ୍ପ ସମ୍ମାନଜନକ ବ୍ରୁନେଲ ପଦକ |

ବ୍ରିଟେନ ଭିତ୍ତିକ ଇନଷ୍ଟିଚ୍ୟୁଟ୍ ଅଫ୍ ସିଭିଲ୍ ଇଞ୍ଜିନିୟର୍ସ ଦ୍ୱାରା ସିଭିଲ୍ ଇଞ୍ଜିନିୟରିଂରେ ଉତ୍କର୍ଷତା ପାଇଁ ଭାରତ-ଭୁଟାନ ଉଦ୍ୟୋଗର ମଙ୍ଗଦେଚୁ ଜଳ ବିଦ୍ୟୁତ୍ ପ୍ରକଳ୍ପ ସମ୍ମାନଜନକ ବ୍ରୁନେଲ୍ ପଦକ ପ୍ରଦାନ କରାଯାଇଛି।...

ପୂର୍ବତନ ବିଜେପି ମନ୍ତ୍ରୀ ଏକନାଥ ଖାଡସେ ଏହି ସପ୍ତାହରେ ଏନସିପିରେ ଯୋଗଦେବେ

ଅସନ୍ତୁଷ୍ଟ ବିଜେପି ନେତା ଏକନାଥ ଖାଡସେ ଶୁକ୍ରବାର ଏନସିପିରେ ଯୋଗଦେବାକୁ ଯାଉଛନ୍ତି। “ଏକନାଥ ଖଡସେ ଆମକୁ ସୂଚନା ଦେଇଛନ୍ତି ଯେ ସେ ବିଜେପିର ସମସ୍ତ ପଦରୁ ଇସ୍ତଫା ଦେଇଛନ୍ତି। ଆମେ...

ଭାରତରେ ୫ଜି ପ୍ରସ୍ତୁତ କରିବାକୁ କ୍ୱାଲକମ୍ ସହିତ ମୁକେଶ ଅମ୍ବାନୀଙ୍କ ଜିଓ ଟିମ୍ ଅପ୍ |

ଭାରତୀୟ ବିଲିୟନେୟାର ମୁକେଶ ଅମ୍ବାନୀଙ୍କ ଜିଓ ପ୍ଲାଟଫର୍ମ ଲିମିଟେଡ୍ କ୍ୱାଲକମ୍ ଇନ୍କୋ ସହିତ ୫ଜି ସମାଧାନର ବିକାଶ ଏବଂ ବ୍ୟବହାରକାରୀଙ୍କ ଦ୍ୱାରା ହାଇ ସ୍ପିଡ୍...

ବିହାର ବିଧାନସଭା ନିର୍ବାଚନ ୨୦୨୦ ପରେ, କଂଗ୍ରେସରେ ଆଉ ଏକ ପୁନହ ନିର୍ମାଣ

ବିହାରରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପରେ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ଅନ୍ୟ ଏକ ସାଂଗଠନିକ ପୁନହ ନିର୍ମାଣ କାର୍ଯ୍ୟ କରିବେ ବୋଲି...

ବାଙ୍ଗଲାଦେଶ ଅପେକ୍ଷା ବର୍ତ୍ତମାନ ସରକାରୀ ଭାବେ ଗରିବ ହୋଇଥିବାରୁ ଭାରତରେ ଆଙ୍ଗଷ୍ଟ ଏବଂ ଅସ୍ୱୀକାର |

ଦର୍ପଣ, କାନ୍ଥରେ ଦର୍ପଣ, ସେମାନଙ୍କ ମଧ୍ୟରୁ ସବୁଠାରୁ ଗରିବ କିଏ? ୧୯୭୧ରେ ଯେତେବେଳେ ବାଂଲାଦେଶ ଏକ ସ୍ଵାଧୀନ ଦେଶ...