26 C
Bhubaneswar
Wednesday, October 21, 2020

ଭାରତର କ୍ଷୁଦ୍ର ଚାଷୀମାନଙ୍କ ପାଇଁ ଦୁଇଟି ନୂତନ ଅନୁଦାନର ଘୋଷଣା

Must read

ଭାରତ-ଭୁଟାନ ଜଳ ବିଦ୍ୟୁତ୍ ପ୍ରକଳ୍ପ ସମ୍ମାନଜନକ ବ୍ରୁନେଲ ପଦକ |

ବ୍ରିଟେନ ଭିତ୍ତିକ ଇନଷ୍ଟିଚ୍ୟୁଟ୍ ଅଫ୍ ସିଭିଲ୍ ଇଞ୍ଜିନିୟର୍ସ ଦ୍ୱାରା ସିଭିଲ୍ ଇଞ୍ଜିନିୟରିଂରେ ଉତ୍କର୍ଷତା ପାଇଁ ଭାରତ-ଭୁଟାନ ଉଦ୍ୟୋଗର ମଙ୍ଗଦେଚୁ ଜଳ ବିଦ୍ୟୁତ୍ ପ୍ରକଳ୍ପ ସମ୍ମାନଜନକ ବ୍ରୁନେଲ୍ ପଦକ ପ୍ରଦାନ କରାଯାଇଛି।...

ପୂର୍ବତନ ବିଜେପି ମନ୍ତ୍ରୀ ଏକନାଥ ଖାଡସେ ଏହି ସପ୍ତାହରେ ଏନସିପିରେ ଯୋଗଦେବେ

ଅସନ୍ତୁଷ୍ଟ ବିଜେପି ନେତା ଏକନାଥ ଖାଡସେ ଶୁକ୍ରବାର ଏନସିପିରେ ଯୋଗଦେବାକୁ ଯାଉଛନ୍ତି। “ଏକନାଥ ଖଡସେ ଆମକୁ ସୂଚନା ଦେଇଛନ୍ତି ଯେ ସେ ବିଜେପିର ସମସ୍ତ ପଦରୁ ଇସ୍ତଫା ଦେଇଛନ୍ତି। ଆମେ...

ଭାରତରେ ୫ଜି ପ୍ରସ୍ତୁତ କରିବାକୁ କ୍ୱାଲକମ୍ ସହିତ ମୁକେଶ ଅମ୍ବାନୀଙ୍କ ଜିଓ ଟିମ୍ ଅପ୍ |

ଭାରତୀୟ ବିଲିୟନେୟାର ମୁକେଶ ଅମ୍ବାନୀଙ୍କ ଜିଓ ପ୍ଲାଟଫର୍ମ ଲିମିଟେଡ୍ କ୍ୱାଲକମ୍ ଇନ୍କୋ ସହିତ ୫ଜି ସମାଧାନର ବିକାଶ ଏବଂ ବ୍ୟବହାରକାରୀଙ୍କ ଦ୍ୱାରା ହାଇ ସ୍ପିଡ୍...

ବିହାର ବିଧାନସଭା ନିର୍ବାଚନ ୨୦୨୦ ପରେ, କଂଗ୍ରେସରେ ଆଉ ଏକ ପୁନହ ନିର୍ମାଣ

ବିହାରରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପରେ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ଅନ୍ୟ ଏକ ସାଂଗଠନିକ ପୁନହ ନିର୍ମାଣ କାର୍ଯ୍ୟ କରିବେ ବୋଲି...

ଭୁବନେଶ୍ୱର, ୧୭/୯ (ନିପ୍ର) : ଭାରତକୁମହାମାରୀରୁ ପୁର୍ନରୁଦ୍ଧାର ପାଇଁ କ୍ଷୁଦ୍ରଚାଷୀମାନଙ୍କର ଗୁରୁତ୍ୱ ଉପରେ ଧ୍ୟାନଦେଇୱାଲ୍ମାର୍ଟ ଫାଉଣ୍ଡେସନ ପକ୍ଷରୁ ଦୁଇଟିନୂତନ ଅନୁଦାନର ଘୋଷଣା କରାଯାଇଛି ।ଏହା କମ୍ପାନୀ ପକ୍ଷରୁ ସେପ୍ଟେମ୍ବର୨୦୧୮ରେ ଭାରତରେ ଚାଷୀମାନଙ୍କରଜୀବିକାରେ ଉନ୍ନତି ଆଣିବା ପାଇଁ ୫ ବର୍ଷମଧ୍ୟରେ ୨୫ ମିଲିୟନ ଡଲାର (ହାରାହାରି୧୮୦ କୋଟି ଟଙ୍କା) ନିବେଶ କରିବା ନେଇଗ୍ରହଣ କରାଯାଇଥିବା ଏକ ପ୍ରତିଶ୍ରୁତିର ଅଂଶଅଟେ । ୪.୫ ମିଲିୟନ ଡଲାର ମୂଲ୍ୟରଏହି ନୂତନ ଫଣ୍ଡିଙ୍ଗ୍ ଅଣ-ଲାଭକାରୀଟ୍ୟାନେଜର ଆଣ୍ଡ ପ୍ରଦାନକୁ, ଚାଷୀମାନଙ୍କୁଉନ୍ନତ ଫଳାଫଳ ଓ ନ୍ୟାୟଯୁକ୍ତ ବଜାରପହଂଚରୁ ଅଧିକ ରୋଜଗାର ହାସଲକରିବାରେ ସାହାଯ୍ୟ କରିବା ପାଇଁସେମାନଙ୍କର ପ୍ରୟାସଗୁଡିକୁ ବଢାଇବାକୁସକ୍ଷମ କରିବ । ଉଭୟ ଅନୁଦାନ, ଚାଷୀଉତ୍ପାଦକ ସଂଗଠନ (ଏଫ୍ପିଓ)ଗୁଡିକମାଧ୍ୟମରେ ମହିଳା ଚାଷୀମାନଙ୍କ ପାଇଁସୁଯୋଗ ବଢାଇବା ଉପରେ ଧ୍ୟାନ କେନ୍ଦ୍ରିତକରିବ । ଏହି ଦୁଇଟି ନୂତନ ଅନୁଦାନ ସହିତୱାଲ୍ମାର୍ଟ ଫାଉଣ୍ଡେସନ ଭାରତରେ ୮ଟିବେସରକାରୀ ସଂଗଠନ (ଏନ୍ଜିଓ)ମାଧ୍ୟମରେ ମୋଟ ୧୫ ମିଲିୟନ ଡଲାରନିବେଶ କରିବା ସହିତ ବର୍ତମାନ ପର୍ଯ୍ୟନ୍ତପ୍ରାୟ ୮୦,୦୦୦ ମହିଳା ଚାଷୀଙ୍କ ସମେତ୧୪୦,୦୦୦ରୁ ଅଧିକ ଚାଷୀଙ୍କୁ ପ୍ରଭାବିତକରିବା ଲାଗି ପ୍ରସ୍ତୁତ ହୋଇଥିବାକାର୍ଯ୍ୟକ୍ରମଗୁଡିକୁ ସମର୍ଥନ କରିଆସୁଛି ।ଏହି ଅନୁଦାନ ମାଧ୍ୟମରେ ୱାଲ୍ମାର୍ଟଫାଉଣ୍ଡେସନ ପ୍ରତିଷ୍ଠିତ ଏନ୍ଜିଓଗୁଡିକସହିତ ମିଶି କାର୍ଯ୍ୟ କରୁଛି ଯେଉଁମାନେ କିଏଫ୍ପିଓଗୁଡିକୁ ସେମାନଙ୍କର କ୍ଷମତା ଓମାପକ୍ରମକୁ ଅଧିକ ସଦସ୍ୟଙ୍କ ପାଇଁ ବିକାଶକରିବା ଲାଗି ସମର୍ଥନ କରିଥାନ୍ତି । ଏହାରସାମଗ୍ରିକ ଲକ୍ଷ୍ୟ ହେଉଛି, ସ୍ଥାୟୀ ଚାଷଅଭ୍ୟାସ ଜ୍ଞାନର ବିକଶିତ କରିବା,ବ୍ୟବସାୟର ସର୍ବୋତମ ଅଭ୍ୟାସଗୁଡିକୁସେୟାର କରିବା, ପ୍ରାଥମିକ କୃଷିଜାତ ଦ୍ରବ୍ୟକୁଅଧିକ ମୂଲ୍ୟବାନ କରିବା ଏବଂ ଅର୍ଥ ଓବଜାର ପହଂଚକୁ ଉନ୍ନତ କରିବା ପାଇଁଏଫ୍ପିଓଗୁଡିକୁ ସାହାଯ୍ୟ କରିବା ।କ୍ୟାଥ୍ଲିନ୍ ମ୍ୟାକ୍ଲାଫ୍ଲିନ୍, ପ୍ରେସିଡେଂଟ୍ଅଫ୍ ୱାଲ୍ମାର୍ଟ ଫାଉଣ୍ଡେସନ ଆଣ୍ଡଏକ୍ଜିକୁ୍ୟଟିଭ୍ ଭାଇସ୍ ପ୍ରେସିଡେଂଟ୍ ଆଣ୍ଡଚିଫ୍ ସଷ୍ଟେନେବିଲିଟି ଅଫିସର ଅଫ୍ୱାଲ୍ମାର୍ଟ ଆଇଏନ୍ସି କହିଛନ୍ତି ଯେ,“ୱାଲ୍ମାର୍ଟ ଫାଉଣ୍ଡେସନରେ ଆମେ ଓଆମର ଗ୍ୟାରେଂଟି ସହଯୋଗୀମାନେ ଏକଉନ୍ନତ ଭବିଷ୍ୟତ ପାଇଁ ସ୍ଥିରତା ଓ ସ୍ଥାୟିତ୍ୱବୃଦ୍ଧି ଲାଗି ଚାଷୀମାନଙ୍କୁ ସମର୍ଥନ କରିବାଉପରେ ଅଧିକ ଧ୍ୟାନ ଦେଉଛୁ । ସେହିଭଳିକଲ୍ୟାଣ କ୍ରିଷ୍ଣମୂର୍ତି, ଫ୍ଲିପ୍କାର୍ଟ ଗ୍ରୁପ୍ ଚିଫ୍ଏକ୍ଜିକୁ୍ୟଟିଭ୍ ଅଫିସର ଆଣ୍ଡ ଏ ମେମ୍ବରଅଫ୍ ଦ ୱାଲ୍ମାର୍ଟ ଫାଉଣ୍ଡେସନ ବୋର୍ଡ ଅଫ୍ଡାଇରେକ୍ଟର୍ସ, କହିଛନ୍ତି ଯେ, “ଚାଷୀମାନଙ୍କୁସଶକ୍ତ କରିବା ଓ ସେମାନଙ୍କୁ ଡିଜିଟାଲଯୁଗରେ ସାମିଲ କରିବା ପାଇଁ ଏଫ୍ପିଓଗୁଡିକହେଉଛନ୍ତି ଫାଉଣ୍ଡେସନର ରଣନୀତିରପ୍ରମୁଖ ଅଂଶ ଅଟନ୍ତି । “ୱାଲ୍ମାର୍ଟଫାଉଣ୍ଡେସନ ତରଫରୁ ଅନୁଦାନ ଫଣ୍ଡିଙ୍ଗ୍ସହାୟତା ସହିତ ଟ୍ୟାନେଜର୍ ଏହିକାର୍ଯ୍ୟକ୍ରମର ୨ୟ ପର୍ଯ୍ୟାୟରେଚାଷୀମାନଙ୍କ ପାଇଁ ବଜାର ପହଂଚକୁ ଉନ୍ନତକରିବା ଜାରି ରଖିବ ଏବଂ ଏଥିସହିତ ନୂତନଫସଲ ଓ ଆୟର ଉତ୍ସକୁ ବିସ୍ତାର କରିବାସହିତ କୋଭିଡ୍-୧୯ ସମୟରେ ଚାଷୀପରିବାରଗୁଡିକୁ ସହାୟତା ପ୍ରଦାନ କରିବ ।ବୋଲି ଅମିତ କୁମାର ସିଂହ, ଟ୍ୟାନେଜର୍ ଟିମ୍ଲିଡ୍, ଇଣ୍ଡିଆ ଏହା କହିଛନ୍ତି । ୱାଲ୍ମାର୍ଟଫାଉଣ୍ଡେସନ ଓ ପ୍ରଦାନ ଅବହେଳିତଲୋକମାନଙ୍କ ପାଇଁ ସୁଯୋଗ ସୃଷ୍ଟି କରି ସ୍ଥାୟୀସମୁଦାୟ ଗଠନ କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି ।

- Advertisement -

More articles

LEAVE A REPLY

Please enter your comment!
Please enter your name here

- Advertisement -

Latest article

ଭାରତ-ଭୁଟାନ ଜଳ ବିଦ୍ୟୁତ୍ ପ୍ରକଳ୍ପ ସମ୍ମାନଜନକ ବ୍ରୁନେଲ ପଦକ |

ବ୍ରିଟେନ ଭିତ୍ତିକ ଇନଷ୍ଟିଚ୍ୟୁଟ୍ ଅଫ୍ ସିଭିଲ୍ ଇଞ୍ଜିନିୟର୍ସ ଦ୍ୱାରା ସିଭିଲ୍ ଇଞ୍ଜିନିୟରିଂରେ ଉତ୍କର୍ଷତା ପାଇଁ ଭାରତ-ଭୁଟାନ ଉଦ୍ୟୋଗର ମଙ୍ଗଦେଚୁ ଜଳ ବିଦ୍ୟୁତ୍ ପ୍ରକଳ୍ପ ସମ୍ମାନଜନକ ବ୍ରୁନେଲ୍ ପଦକ ପ୍ରଦାନ କରାଯାଇଛି।...

ପୂର୍ବତନ ବିଜେପି ମନ୍ତ୍ରୀ ଏକନାଥ ଖାଡସେ ଏହି ସପ୍ତାହରେ ଏନସିପିରେ ଯୋଗଦେବେ

ଅସନ୍ତୁଷ୍ଟ ବିଜେପି ନେତା ଏକନାଥ ଖାଡସେ ଶୁକ୍ରବାର ଏନସିପିରେ ଯୋଗଦେବାକୁ ଯାଉଛନ୍ତି। “ଏକନାଥ ଖଡସେ ଆମକୁ ସୂଚନା ଦେଇଛନ୍ତି ଯେ ସେ ବିଜେପିର ସମସ୍ତ ପଦରୁ ଇସ୍ତଫା ଦେଇଛନ୍ତି। ଆମେ...

ଭାରତରେ ୫ଜି ପ୍ରସ୍ତୁତ କରିବାକୁ କ୍ୱାଲକମ୍ ସହିତ ମୁକେଶ ଅମ୍ବାନୀଙ୍କ ଜିଓ ଟିମ୍ ଅପ୍ |

ଭାରତୀୟ ବିଲିୟନେୟାର ମୁକେଶ ଅମ୍ବାନୀଙ୍କ ଜିଓ ପ୍ଲାଟଫର୍ମ ଲିମିଟେଡ୍ କ୍ୱାଲକମ୍ ଇନ୍କୋ ସହିତ ୫ଜି ସମାଧାନର ବିକାଶ ଏବଂ ବ୍ୟବହାରକାରୀଙ୍କ ଦ୍ୱାରା ହାଇ ସ୍ପିଡ୍...

ବିହାର ବିଧାନସଭା ନିର୍ବାଚନ ୨୦୨୦ ପରେ, କଂଗ୍ରେସରେ ଆଉ ଏକ ପୁନହ ନିର୍ମାଣ

ବିହାରରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପରେ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ଅନ୍ୟ ଏକ ସାଂଗଠନିକ ପୁନହ ନିର୍ମାଣ କାର୍ଯ୍ୟ କରିବେ ବୋଲି...

ବାଙ୍ଗଲାଦେଶ ଅପେକ୍ଷା ବର୍ତ୍ତମାନ ସରକାରୀ ଭାବେ ଗରିବ ହୋଇଥିବାରୁ ଭାରତରେ ଆଙ୍ଗଷ୍ଟ ଏବଂ ଅସ୍ୱୀକାର |

ଦର୍ପଣ, କାନ୍ଥରେ ଦର୍ପଣ, ସେମାନଙ୍କ ମଧ୍ୟରୁ ସବୁଠାରୁ ଗରିବ କିଏ? ୧୯୭୧ରେ ଯେତେବେଳେ ବାଂଲାଦେଶ ଏକ ସ୍ଵାଧୀନ ଦେଶ...