28 C
Bhubaneswar
Monday, October 26, 2020

ଚିରା ନୋଟ୍ ଦଦଳଉନି ସମବାୟ ବ୍ୟାଙ୍କ

Must read

ଇସ୍‌ଲାମୋଫୋବିଆକୁ ବିରୋଧ କରୁଥିବା ଫେସବୁକକୁ ଇମ୍ରାନ ଖାନ ଭାରତକୁ ଟାଣିଛନ୍ତି

ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଫେସବୁକ ସିଇଓ ମାର୍କ ଜୁକରବର୍ଗଙ୍କୁ ଏକ ଚିଠି ଲେଖି ସୋସିଆଲ ନେଟୱାର୍କରେ ଇସଲାମୋଫୋବିୟାକୁ ପ୍ରୋତ୍ସାହିତ କରୁଥିବା ନିଷେଧାଦେଶକୁ ଆହ୍ଵାନ କରିଛନ୍ତି ଏବଂ ଭାରତରେ ପୋଟସଟ...

ଚାଇନା ଏବଂ ପାକିସ୍ତାନ ଯୁଦ୍ଧ ପାଇଁ ତାରିଖ ସ୍ତିର।

ପ୍ରଧାନମନ୍ତ୍ରୀ ମୋଦି ପାକିସ୍ତାନ ଏବଂ ଚୀନ୍ ସହିତ ଯୁଦ୍ଧର ତାରିଖ ସ୍ଥିର କରିସାରିଛନ୍ତି ବୋଲି କହିବା ପରେ ବିଜେପିର ଉତ୍ତରପ୍ରଦେଶ ମୁଖ୍ୟ ସ୍ଵତନ୍ତ୍ର ଦେବ ସିଂ କହିଛନ୍ତି। ଗତ କିଛି...

ଅଧିକ ରାଜସ୍ୱ ପାଇବା ପାଇଁ ପେଟ୍ରୋଲ ଏବଂ ଡିଜେଲ ଭାରତରେ ମହଙ୍ଗା ହୋଇପାରେ |

କୋଭିଡ -୧୯ ମହାମାରୀ ଦ୍ଵାରା ସୃଷ୍ଟି ହୋଇଥିବା ଅର୍ଥନୀତିକ ସଙ୍କଟ ଏବଂ ରାଜସ୍ୱ ଉପରେ ପରବର୍ତ୍ତୀ ଚାପ ପୁଣିଥରେ କେନ୍ଦ୍ରକୁ ପେଟ୍ରୋଲ ଏବଂ ଡିଜେଲ ଉପରେ ଏକ୍ସାଇଜ୍ ଡ୍ୟୁଟି ବଢାଇପାରେ।...

ନଭେମ୍ବର୨ରେ ମୋଦୀ ଭାରତରେ ପୁଞ୍ଜି ବିନିଯୋଗକୁ ଆମନ୍ତ୍ରଣ କରିଛନ୍ତି।

ବିଶେଷ କରି ଭିତ୍ତିଭୂମି କ୍ଷେତ୍ରରେ ଦେଶରେ ଅଧିକ ପୁଞ୍ଜିନିବେଶକୁ ଆକର୍ଷିତ କରିବାର ପ୍ରୟାସର ଏକ ଅଂଶ ଭାବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନଭେମ୍ବର ୫ ରେ ଶୀର୍ଷ ବିଶ୍ୱ ପୁଞ୍ଜି...

ଭୁବନେଶ୍ୱର,୧୭ ।୯(ନି.ପ୍ର): ଚିରାଫଟା ନୋଟ୍ ବଦଳାଇବା ପାଇଁ ସମସ୍ତବ୍ୟାଙ୍କକୁ ନିଦେ୍ର୍ଦଶ ଦିଅ ।ଯାଇଥିବାବେଳେ ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କକିନ୍ତୁ ଏହାକୁ ମାନୁନାହିଁ । ଏଠାରେ ଚିରାଫଟା ନୋଟ୍ ବଦଳାଯାଏ’ ବୋଲିନୋଟିସ୍ ଝୁଲାଇଥିଲେ ବି ଲୋକଙ୍କୁସିଧାସଳଖ ଏଥିପାଇଁ ମନାକରି ଫେରାଇଦିଅ ।ଯାଉଛି । କରୋନା ସମୟରେଏଭଳି ଅପ୍ରୀତିକର ପରିସ୍ଥିତିର ସମ୍ମୁଖୀନହେଉଛନ୍ତି ଖୋଦ୍ ସମବାୟ ବ୍ୟାଙ୍କରରାଜଧାନୀରେ ଥିବା ମୁଖ୍ୟ ଶାଖାରହିତାଧିକାରୀ । ଅ ।ଜି ଜଣେ ହିତାଧିକାରୀବ୍ୟାଙ୍କ ଏଟିଏମ୍କୁ ଟଙ୍କା ଉଠାଇଲାବେଳେ ତାଙ୍କର ଗୋଟିଏ ଚିରି ଯାଇଥିବା୨ହଜାର ଟଙ୍କିଅ । ନୋଟ୍ ବାହାରିଥିଲା । ଏହି ଟଙ୍କାଟି ଗୋଟିଏ ପଟରୁ ଚିରିଥିବାବେଳେ ସେଥିରେ ଜରି ମରାଯାଇଥିଲା । ଜରି ଲଗା ଯାଇଥିବା ନୋଟ୍କୁବଜାରରେ କେହି ଗ୍ରହଣ କରୁନଥିବାରୁଗ୍ରାହକ ଜଣକ ତୁରନ୍ତ ଏହାକୁ ବଦଳାଇବାଲାଗି ବ୍ୟାଙ୍କ ଶାଖାକୁ ଯାଇଥିଲେ । ବ୍ୟାଙ୍କକର୍ତ୍ତୃପକ୍ଷଙ୍କୁ ଏହି ଟଙ୍କାଟି ସେମାନଙ୍କଏଟିଏମରୁ ବାହାରିଛି ବୋଲି ସୂଚନାଦେବା ସହିତ ଏହାକୁ ବଦଳାଇବା ଲାଗିଅନୁରୋଧ କରିଥିଲେ ।

ହେଲେ ବ୍ୟାଙ୍କକର୍ତ୍ତୃପକ୍ଷ ଏଠାରେ ଚିରା ଫଟା ନୋଟ୍ ଅ ।ଉରଖାଯାଉ ନାହିଁ ବୋଲି କହିଥିଲେ । ତେବେକାଉଣ୍ଟରରେ ଚିରା ଫଟା ନୋଟ୍ ବଦଳାଯିବାନେଇ ନୋଟିସ ଝୁଲୁଥିବା ଗ୍ରାହକ ଜଣକବ୍ୟାଙ୍କ କର୍ମ·ରୀଙ୍କୁ ଦେଖାଇବା ସହିତକାହିଁକି ଟଙ୍କା ବଦଳାଯାଇପାରିବ ନାହିଁ ବୋଲିପ୍ରଶ୍ନ କରିଥିଲେ । ଗ୍ରାହକଙ୍କ ଏଭଳି ପ୍ରଶ୍ନରଉତ୍ତର ଦେବା ବଦଳରେ ବ୍ୟାଙ୍କ କର୍ତ୍ତୃପକ୍ଷନିରବ ରହିବା ସହିତ ଚିରି ଯାଇଥିବାନୋଟ୍କୁ ନ ବଦଳାଇବା ଯୋଗୁ ଗ୍ରାହକଜଣ କନାମୁଣ୍ଡା ଅ ।ଉଁଷି ଫେରିଥିଲେ ।ଭାରତୀୟ ରିଜର୍ଭ ବ୍ୟାଙ୍କର ନିଦେ୍ର୍ଦଶଅନୁଯାୟୀ ରାଜଧାନୀରେ ଥିବା ପ୍ରାୟ ସମସ୍ତରାଷ୍ଟ୍ରାୟତ୍ତ ଓ ଘରୋଇ ବ୍ୟାଙ୍କ ଚିରା ଫଟାନୋଟ୍ ବଦଳାଉଥିବା ବେଳେ ସମବାୟବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ଏଭଳି ବେପରୁଅ ।ଅ ।ଚରଣ ଅନେକଙ୍କୁ ଅ ।ଶ୍ଚର୍ଯ୍ୟ କରିଛି ।ନିଜ ଏଟିଏମରୁ ବାହାରୁଥିବା ଚିରା ନୋଟ୍କୁବ୍ୟାଙ୍କ ଗ୍ରହଣ କରୁନଥିବା ବେଳେ ଏଥିରେକିଭଳି ଚିରା ନୋଟ୍ ରହିଲା ବୋଲି ଗ୍ରାହକମାନେଏବେ ପ୍ରଶ୍ନ କରୁଛନ୍ତି । ଏଠାରେ ଉଲ୍ଲେଖକରାଯାଇପାରେ ଯେ ବ୍ୟାଙ୍କ ଏଟିଏମରେ ଚିରାଫଟା ନୋଟ୍ ନ ରଖିବା ଲାଗି ସମସ୍ତ ବ୍ୟାଙ୍କକୁକଡ଼ା ନିଦେ୍ର୍ଦଶ ଦିଅ ।ଯାଇଛି ।

- Advertisement -

More articles

LEAVE A REPLY

Please enter your comment!
Please enter your name here

- Advertisement -

Latest article

ଇସ୍‌ଲାମୋଫୋବିଆକୁ ବିରୋଧ କରୁଥିବା ଫେସବୁକକୁ ଇମ୍ରାନ ଖାନ ଭାରତକୁ ଟାଣିଛନ୍ତି

ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଫେସବୁକ ସିଇଓ ମାର୍କ ଜୁକରବର୍ଗଙ୍କୁ ଏକ ଚିଠି ଲେଖି ସୋସିଆଲ ନେଟୱାର୍କରେ ଇସଲାମୋଫୋବିୟାକୁ ପ୍ରୋତ୍ସାହିତ କରୁଥିବା ନିଷେଧାଦେଶକୁ ଆହ୍ଵାନ କରିଛନ୍ତି ଏବଂ ଭାରତରେ ପୋଟସଟ...

ଚାଇନା ଏବଂ ପାକିସ୍ତାନ ଯୁଦ୍ଧ ପାଇଁ ତାରିଖ ସ୍ତିର।

ପ୍ରଧାନମନ୍ତ୍ରୀ ମୋଦି ପାକିସ୍ତାନ ଏବଂ ଚୀନ୍ ସହିତ ଯୁଦ୍ଧର ତାରିଖ ସ୍ଥିର କରିସାରିଛନ୍ତି ବୋଲି କହିବା ପରେ ବିଜେପିର ଉତ୍ତରପ୍ରଦେଶ ମୁଖ୍ୟ ସ୍ଵତନ୍ତ୍ର ଦେବ ସିଂ କହିଛନ୍ତି। ଗତ କିଛି...

ଅଧିକ ରାଜସ୍ୱ ପାଇବା ପାଇଁ ପେଟ୍ରୋଲ ଏବଂ ଡିଜେଲ ଭାରତରେ ମହଙ୍ଗା ହୋଇପାରେ |

କୋଭିଡ -୧୯ ମହାମାରୀ ଦ୍ଵାରା ସୃଷ୍ଟି ହୋଇଥିବା ଅର୍ଥନୀତିକ ସଙ୍କଟ ଏବଂ ରାଜସ୍ୱ ଉପରେ ପରବର୍ତ୍ତୀ ଚାପ ପୁଣିଥରେ କେନ୍ଦ୍ରକୁ ପେଟ୍ରୋଲ ଏବଂ ଡିଜେଲ ଉପରେ ଏକ୍ସାଇଜ୍ ଡ୍ୟୁଟି ବଢାଇପାରେ।...

ନଭେମ୍ବର୨ରେ ମୋଦୀ ଭାରତରେ ପୁଞ୍ଜି ବିନିଯୋଗକୁ ଆମନ୍ତ୍ରଣ କରିଛନ୍ତି।

ବିଶେଷ କରି ଭିତ୍ତିଭୂମି କ୍ଷେତ୍ରରେ ଦେଶରେ ଅଧିକ ପୁଞ୍ଜିନିବେଶକୁ ଆକର୍ଷିତ କରିବାର ପ୍ରୟାସର ଏକ ଅଂଶ ଭାବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନଭେମ୍ବର ୫ ରେ ଶୀର୍ଷ ବିଶ୍ୱ ପୁଞ୍ଜି...

ଚୀନ୍ ସୀମା ସାମରିକ ଉପସ୍ଥିତି ବୃଦ୍ଧି କରିଛି, ଲଦାଖ କେବଳ ଟାର୍ଗେଟ ନୁହେଁ ।

ଚୀନ୍ କେବଳ ଷ୍ଟାଣ୍ଡ ଅଫ୍ ସ୍ଥାନ ନୁହେଁ, ପିପୁଲ୍ସ ଲିବରେସନ୍ ଆର୍ମିର ୱେଷ୍ଟର୍ଣ୍ଣ ଥିଏଟର କମାଣ୍ଡ ଅଧୀନରେ ଥିବା ଲାଇନ୍ ଅଫ୍ ଆକ୍ଟୁଆଲ୍ କଣ୍ଟ୍ରୋଲ୍ ସହିତ ଏହାର ସାମରିକ ଭିତ୍ତିଭୂମିକୁ...