26 C
Bhubaneswar
Wednesday, October 21, 2020

ଭର୍ଚଆଲ୍ ମୋଡରେ ହେବ ଗାନ୍ଧିଜୀଙ୍କ ଜନ୍ମଦିବସ ଉଦ୍ୟାପନୀ

Must read

ମେଟ୍ରୋ ମଧ୍ୟରେ ଚେନ୍ନାଇରେ କେଜି ପିଛା ୭୩ ଟଙ୍କା ମୂଲ୍ୟରେ ପିଆଜ ବିକ୍ରି କରାଯାଉଛି |

କେନ୍ଦ୍ର ଉପଭୋକ୍ତା ବ୍ୟାପାର ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ ମଙ୍ଗଳବାର ଦିନ ଚେନ୍ନାଇରେ ଖୁଚୁରା ପିଆଜ ମୂଲ୍ୟ କିଲୋଗ୍ରାମ ପିଛା ୭୩ ଟଙ୍କାକୁ ବୃଦ୍ଧି ପାଇଛି - ମେଟ୍ରୋ ସହର ମଧ୍ୟରେ...

ପ୍ରଧାନମନ୍ତ୍ରୀ ମୋଦୀ କରୋନାଭାଇରସ୍ ସ୍ଥିତିର ସମୀକ୍ଷା କରିଛନ୍ତି, ଆତ୍ମସନ୍ତୋଷରୁ ସତର୍କ ରହିବାକୁ ଅନୁରୋଧ କରିଛନ୍ତି

ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଦିନ ଦେଶରେ କରୋନାଭାଇରସ୍ ସଙ୍କଟର ମାଧ୍ୟାକର୍ଷଣକୁ ପୁନଃସ୍ଥାପିତ କରିଛନ୍ତି ଏବଂ ନବରାତ୍ରୀ ଉତ୍ସବ ଠାରୁ ଆରମ୍ଭ କରି ଉତ୍ସବ ପୂର୍ବରୁ ସତର୍କ ରହିବାକୁ...

ଅକ୍ଟୋବର ୨୧ ରୁ ମହାରାଷ୍ଟ୍ରରେ ମହିଳାମାନେ ସ୍ଥାନୀୟ ଟ୍ରେନରେ ଯାତ୍ରା କରିବାକୁ ଅନୁମତି ଦେଇଥିଲେ |

କେନ୍ଦ୍ର ରେଳମନ୍ତ୍ରୀ ପୀୟୁଷ ଗୋୟଲ ମଙ୍ଗଳବାର କହିଛନ୍ତି ଯେ ଜାତୀୟ ପରିବହନକାରୀ ମହିଳାମାନଙ୍କୁ ଅକ୍ଟୋବର ୨୧ ରୁ ୧୧ ଟା ୩ ଟା ଏବଂ ସନ୍ଧ୍ୟା...

ତାଇୱାନ ସହିତ ଭାରତ ବାଣିଜ୍ୟ କଥାବାର୍ତ୍ତାକୁ ବିଚାର କରେ ।

ତାଇୱାନ ସହିତ ବାଣିଜ୍ୟ ଚୁକ୍ତି ଉପରେ ଆନୁଷ୍ଠାନିକ ଭାବେ ଆଲୋଚନା ଆରମ୍ଭ କରିବାକୁ କେନ୍ଦ୍ର ସରକାରଙ୍କ ମଧ୍ୟରେ ସମର୍ଥନ ବୃଦ୍ଧି ପାଉଛି କାରଣ ଉଭୟ ଗଣତାନ୍ତ୍ରିକ ରାଷ୍ଟ୍ର ଚୀନ୍ ସହ...

ୁବନେଶ୍ୱର,୧୭ ।୯(ନି.ପ୍ର):ମହାତ୍ମାଗାନ୍ଧୀଙ୍କ ୧୫୦ତମ ଜନ୍ମବାର୍ଷିକୀଉଦ୍ୟାପନ ଉତ୍ସବ ପାଇଁ କୌଣସି ସଭାସମିତି କିମ୍ବା ଜନସମାବେଶ ହେବ ନାହିଁ ।କରୋନା ପରିପ୍ରେକ୍ଷୀରେ ଏହି କାର୍ଯ୍ୟକ୍ରମରାଜ୍ୟ ସରକାର ଭର୍ଚୁଅ ।ଲ ମୋଡରେସମ୍ପନ୍ନ କରିବେ । ଗାନ୍ଧୀ-୧୫୦କୟୟର୍ଯ୍ୟକ୍ରମ ପାଇଁ ଜାତୀୟ ସ୍ତରରେରାଷ୍ଟ୍ରପତିଙ୍କ ଅଧ୍ୟକ୍ଷତାରେ ଏହି କମିଟିହୋଇଥିବାବେଳେ ରାଜ୍ୟ ସ୍ତରରେମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନ୍ୟଏକକମିଟି ରହିଛି । ୨୦୧୮ ମସିହାରୁଏଥିଲାଗି ବ୍ୟାପକ ପ୍ରସ୍ତୁତି ·ଲିଥିଲା ।ତେବେ ୨୦୧୯ର ସାଧାରଣ ନିର୍ବାଚନକଟକଣା ଏବଂ ୨୦୨୦ ରେ କରୋନାଯନ୍ତ୍ରଣା ଯୋଗୁଁ ଗାନ୍ଧୀ-୧୫୦ର ଅନେକକାର୍ଯ୍ୟକ୍ରମ ଅଟକି ରହିଛି । ଇତି ମଧ୍ୟରେଏହି କାର୍ଯ୍ୟକ୍ରମକୁ ଅବିସ୍ମରଣୀୟ କରିରଖିବା ଲାଗି ସଂସ୍କୃତି ବିଭାଗ ୬ଟି ପୁସ୍ତକସଙ୍କଳନ କରିସାରିଥିବାବେଳେ ଅ ।ସନ୍ତାଅକ୍ଟୋବର ୨ ତାରିଖରେ ଅନ୍ୟଏକପୁସ୍ତକ ଲୋକାର୍ପିତ ହେବାକୁ ଯାଉଛି ।ଏହାଛଡା କସ୍ତୁରବା ଗାନ୍ଧୀ ଜାତୀୟ ସ୍ମାରକୀଟ୍ରଷ୍ଟର ଓଡିଶା ଶାଖା, କସ୍ତୁରବା ନାରୀମହଲ, ଗାନ୍ଧୀ ସ୍ମାରକ ନିଧି ଅ ।ଦିକେତେକ ସଂସ୍ଥା ମାଧ୍ୟମରେ ରାଜ୍ୟସରକାର ଗାନ୍ଧୀ ସାହିତ୍ୟର ପ୍ର·ର ପ୍ରସାରକରାଇଛନ୍ତି । ରାଜ୍ୟ ପ୍ରଶାସନରପ୍ରାଣକେନ୍ଦ୍ର ଲୋକସେବା ଭବନରପାମ୍କୋର୍ଟରେ ତାମ୍ର ଖୋଦିତ ଗାନ୍ଧୀଜୀଙ୍କତାରକମନ୍ତ୍ରର ଫଳକ ବସାଯାଇଛି ଏବଂବିଭିନ୍ନ ଜିଲ୍ଲାରେ ଗାନ୍ଧୀଜୀଙ୍କ ପ୍ରତିମୂର୍ତ୍ତି,ପ୍ରତିକୃତି ସ୍ଥାପନ ସହିତ କେତେକ ରାସ୍ତାଓ ଭବନକୁ ମଧ୍ୟ ଜାତିର ଜନକଙ୍କନାମରେ ନାମିତ କରାଯାଇଛି । ଏହାଛଡାସ୍କୁଲ କଲେଜର ପିଲାମାନଙ୍କ ମଧ୍ୟରେଗାନ୍ଧୀଜୀଙ୍କ ଜୀବନାଦର୍ଶର ପ୍ର·ର ପ୍ରସାରସହ ରାଜ୍ୟସ୍ତରୀୟ ଗାନ୍ଧୀ ଚର୍ଚ୍ଚା କାର୍ଯ୍ୟକ୍ରମମଧ୍ୟ ହୋଇଛି । ରାଜ୍ୟର ସମସ୍ତ ଜିଲ୍ଲାରେମଧ୍ୟ ସରକାରୀ ଓ ବେସରକାରୀ ସ୍ତରରେଏହି କାର୍ଯ୍ୟକ୍ରମମାନ ହୋଇଛି । ତେବେ୧୯୩୪ ମଇ ମାସରେ ଓଡିଶାରେଗାନ୍ଧୀଜୀଙ୍କ ଅବିସ୍ମରଣୀୟ ପଦଯାତ୍ରାରସ୍ମାରକୀ ଯାତ୍ରା କରିବାଲାଗି ଯେଉଁ ପ୍ରସ୍ତାବଥିଲା ତାହା କରୋନା ଯୋଗୁଁ ବାଧାପ୍ରାପ୍ତହୋଇଛି । ତାଙ୍କ ପ୍ରଥମ ଓଡିଶା ଗସ୍ତରସ୍ମାରକୀ ଫଳକ କଟକର କାଠଯୋଡି ନଦୀତୀରରେ ସ୍ଥାପନ ଲାଗି ବ୍ୟବସ୍ଥାହୋଇଥିଲେ ମଧ୍ୟ ତାହା ଏଯାବôଉନ୍ମୋଚନ ହୋଇପାରିନାହିଁ । ଏହାଛଡାରାଜ୍ୟ ସରକାର ମଧ୍ୟ ଅ ।ଉ କେତେଗୁଡିଏକାର୍ଯ୍ୟକ୍ରମ ଏହି ଅବସରରେ ହାତକୁନେଇଛନ୍ତି । ଗାନ୍ଧୀ-୧୫୦ କାର୍ଯ୍ୟକ୍ରମରଉଦ୍ଘାଟନ ଉତ୍ସବରେ ଘୋଷଣାକରାଯାଇଥିବା କସ୍ତୁରବା ଗାନ୍ଧୀ ଅ ।ଦର୍ଶଗ୍ରାମପଞ୍ଚାୟତ ଲାଗି ପ୍ରତି ବ୍ଲକରେ ଗୋଟିଏଗୋଟିଏ ପଞ୍ଚାୟତ ଘୋଷଣା କରିବାକୁକୁହାଯାଇଥିଲା । ତେବେ ଏଯାବତ୍ପଞ୍ଚାୟତିରାଜ ବିଭାଗ ଏହି କାର୍ଯ୍ୟକ୍ରମଅ ।ରମ୍ଭ କରିପାରି ନାହାନ୍ତି । ଏହିକାର୍ଯ୍ୟକ୍ରମ ଗାନ୍ଧୀଜୀଙ୍କ ଗ୍ରାମ ସ୍ୱରାଜଅ ।ଧାରରେ ଗ୍ରାମ୍ୟ ଅର୍ଥନୀତିକୁ ସମୃଦ୍ଧକରିବା ସହ ଲୋକଙ୍କୁ ସ୍ୱାଭିମାନୀ ଓସ୍ୱାବଲମ୍ବି କରିବା ସହିତ ନିଶା ଓ ମାମଲାରୁଦୂରରେ ରଖିବ ବୋଲି ଅ ।ଶାକରାଯାଉଥିଲା । ତେବେ ଅ ।ଗାମୀଦିନରେ ଏହି କାର୍ଯ୍ୟକ୍ରମ ପ୍ରତି ଧ୍ୟାନଦିଅ ।ଯିବ ବୋଲି ସୂଚନା ମିଳିଛି ।

- Advertisement -

More articles

LEAVE A REPLY

Please enter your comment!
Please enter your name here

- Advertisement -

Latest article

ମେଟ୍ରୋ ମଧ୍ୟରେ ଚେନ୍ନାଇରେ କେଜି ପିଛା ୭୩ ଟଙ୍କା ମୂଲ୍ୟରେ ପିଆଜ ବିକ୍ରି କରାଯାଉଛି |

କେନ୍ଦ୍ର ଉପଭୋକ୍ତା ବ୍ୟାପାର ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ ମଙ୍ଗଳବାର ଦିନ ଚେନ୍ନାଇରେ ଖୁଚୁରା ପିଆଜ ମୂଲ୍ୟ କିଲୋଗ୍ରାମ ପିଛା ୭୩ ଟଙ୍କାକୁ ବୃଦ୍ଧି ପାଇଛି - ମେଟ୍ରୋ ସହର ମଧ୍ୟରେ...

ପ୍ରଧାନମନ୍ତ୍ରୀ ମୋଦୀ କରୋନାଭାଇରସ୍ ସ୍ଥିତିର ସମୀକ୍ଷା କରିଛନ୍ତି, ଆତ୍ମସନ୍ତୋଷରୁ ସତର୍କ ରହିବାକୁ ଅନୁରୋଧ କରିଛନ୍ତି

ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଦିନ ଦେଶରେ କରୋନାଭାଇରସ୍ ସଙ୍କଟର ମାଧ୍ୟାକର୍ଷଣକୁ ପୁନଃସ୍ଥାପିତ କରିଛନ୍ତି ଏବଂ ନବରାତ୍ରୀ ଉତ୍ସବ ଠାରୁ ଆରମ୍ଭ କରି ଉତ୍ସବ ପୂର୍ବରୁ ସତର୍କ ରହିବାକୁ...

ଅକ୍ଟୋବର ୨୧ ରୁ ମହାରାଷ୍ଟ୍ରରେ ମହିଳାମାନେ ସ୍ଥାନୀୟ ଟ୍ରେନରେ ଯାତ୍ରା କରିବାକୁ ଅନୁମତି ଦେଇଥିଲେ |

କେନ୍ଦ୍ର ରେଳମନ୍ତ୍ରୀ ପୀୟୁଷ ଗୋୟଲ ମଙ୍ଗଳବାର କହିଛନ୍ତି ଯେ ଜାତୀୟ ପରିବହନକାରୀ ମହିଳାମାନଙ୍କୁ ଅକ୍ଟୋବର ୨୧ ରୁ ୧୧ ଟା ୩ ଟା ଏବଂ ସନ୍ଧ୍ୟା...

ତାଇୱାନ ସହିତ ଭାରତ ବାଣିଜ୍ୟ କଥାବାର୍ତ୍ତାକୁ ବିଚାର କରେ ।

ତାଇୱାନ ସହିତ ବାଣିଜ୍ୟ ଚୁକ୍ତି ଉପରେ ଆନୁଷ୍ଠାନିକ ଭାବେ ଆଲୋଚନା ଆରମ୍ଭ କରିବାକୁ କେନ୍ଦ୍ର ସରକାରଙ୍କ ମଧ୍ୟରେ ସମର୍ଥନ ବୃଦ୍ଧି ପାଉଛି କାରଣ ଉଭୟ ଗଣତାନ୍ତ୍ରିକ ରାଷ୍ଟ୍ର ଚୀନ୍ ସହ...

ବାଲେଶ୍ୱରରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡିଛି ।

ବାଲେଶ୍ୱର,୧୯ା୧୦: ଜିଲ୍ଲାରବିପର୍ଯ୍ୟସ୍ଥ ସ୍ୱାସ୍ଥ୍ୟ ବ୍ୟବସ୍ଥା ବାବଦରେଜିଲ୍ଲାବାସୀ ପ୍ରତିକ୍ଷଣରେ ଚିକ୍ରାର କରୁଥିବାବେଳେ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ଦୀର୍ଘଦିନ ଧରିବାଲେଶ୍ୱର ସଦର ମହକୁମାରେ ଥାଇମଧ୍ୟ ସ୍ୱାସ୍ଥ୍ୟସେବା ସମ୍ପର୍କରେ ଟିକିଏହେଲେ ଧ୍ୟାନ ନଦେବାକୁ ନେଇ ପ୍ରଶ୍ନଉଠାଇଛି...