25 C
Bhubaneswar
Thursday, October 22, 2020

ଲୁଟ୍ ପରେ ଲୁଟ୍ ଉଦ୍ୟମ ଜାରି ରହିଛି

Must read

ବ୍ରାଜିଲର ଜାୟର ବୋଲସନାରୋ ଚାଇନାର କୋଭିଡ-୧୯ ଟିକାକୁ ପ୍ରତ୍ୟାଖ୍ୟାନ କରିଛନ୍ତି |

ଖୁବ ଶୀଘ୍ର ଏକ କୋଭିଡ-୧୯ ଟିକା ପ୍ରକାଶ ପାଇବ ବୋଲି ବିଶ୍ୱ ଆଶା କରୁଥିବାବେଳେ ବ୍ରାଜିଲର ରାଷ୍ଟ୍ରପତି ଜାୟର ବୋଲସନାରୋ ଘୋଷଣା କରିଛନ୍ତି ଯେ ତାଙ୍କ ସରକାର ଚୀନ୍ ଟିକା...

‘ସମୃଦ୍ଧିର ସମକକ୍ଷ ମୋଦୀ ସରକାର’: ଅମିତ ଶାହା ବୋନସ ଘୋଷଣାକୁ ଶୁଭେଚ୍ଛା ଜଣାଇଛନ୍ତି

କେନ୍ଦ୍ର ଗୃହ କର୍ମଚାରୀଙ୍କ ପାଇଁ ବୋନସ ଘୋଷଣାକୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ବୁଧବାର ଶୁଭେଚ୍ଛା ଜଣାଇ କହିଛନ୍ତି ଯେ ଏହୀ ଉତ୍ସବ ପୂର୍ବରୁ ସେମାନଙ୍କ ଜୀବନରେ ଆନନ୍ଦ ଆଣିଦେବ।...

ଭାରତ-ଭୁଟାନ ଜଳ ବିଦ୍ୟୁତ୍ ପ୍ରକଳ୍ପ ସମ୍ମାନଜନକ ବ୍ରୁନେଲ ପଦକ |

ବ୍ରିଟେନ ଭିତ୍ତିକ ଇନଷ୍ଟିଚ୍ୟୁଟ୍ ଅଫ୍ ସିଭିଲ୍ ଇଞ୍ଜିନିୟର୍ସ ଦ୍ୱାରା ସିଭିଲ୍ ଇଞ୍ଜିନିୟରିଂରେ ଉତ୍କର୍ଷତା ପାଇଁ ଭାରତ-ଭୁଟାନ ଉଦ୍ୟୋଗର ମଙ୍ଗଦେଚୁ ଜଳ ବିଦ୍ୟୁତ୍ ପ୍ରକଳ୍ପ ସମ୍ମାନଜନକ ବ୍ରୁନେଲ୍ ପଦକ ପ୍ରଦାନ କରାଯାଇଛି।...

ପୂର୍ବତନ ବିଜେପି ମନ୍ତ୍ରୀ ଏକନାଥ ଖାଡସେ ଏହି ସପ୍ତାହରେ ଏନସିପିରେ ଯୋଗଦେବେ

ଅସନ୍ତୁଷ୍ଟ ବିଜେପି ନେତା ଏକନାଥ ଖାଡସେ ଶୁକ୍ରବାର ଏନସିପିରେ ଯୋଗଦେବାକୁ ଯାଉଛନ୍ତି। “ଏକନାଥ ଖଡସେ ଆମକୁ ସୂଚନା ଦେଇଛନ୍ତି ଯେ ସେ ବିଜେପିର ସମସ୍ତ ପଦରୁ ଇସ୍ତଫା ଦେଇଛନ୍ତି। ଆମେ...

ପିପିଲି,୧୭ ।୯(ନି.ପ୍ର): ପୁରୀଭୁବନେଶ୍ୱର ୩୧୬ ନମ୍ବର ଜାତୀୟରାଜପଥ ଏବେ ଦିନ କୁ ଦିନ ଅସୁରକ୍ଷିତହୋଇ ପଡିଛି । ପ୍ରତ୍ୟକ ଦିନ ଲୁଟେରାମାନେ ଦିନ ହେଉ କି ରାତି ଲୁଟ କରିଚାଲିଛନ୍ତି । ଗତ କିଛି ଦିନ ହେବଲୁଟେରା ମାନେ ଜାତୀୟ ରାଜପଥରେକାହାକୁ ଖାତିରି ନକରି କବଜା କରିଛନ୍ତିା କେତେବେଳେ ଲୁଟ କରି ଖସିପଳାଇବାରେ ସକ୍ଷମ ହେଉଛନ୍ତି ତକେତେବେଳେ ଲୁଟ ଉଦ୍ୟମ ତାଙ୍କରବିଫଳ ହେଉଛି । ପୁଲିସ ପ୍ରଶାସନକୁଖାତିରି ନକରି ଚ୍ୟାଲେଞ୍ଜ ସହକାରେଜାତିୟ ରାଜପଥରୁ ଲୁଟ କରି ଚାଲିଛନ୍ତି ।ପୁରୀ ଭୁବନେଶ୍ୱର ଜାତିୟ ରାଜପଥଏବେ ଏକ ପ୍ରକାର ଲୁଟେରାଙ୍କ କବଜାଭିତରେ ରହିଛି । ତାଙ୍କ ଟାର୍ଗଟେରୁ ଖସିବାମୁସ୍କିଲ ଗୋଟେ ପରେ ଗୋଟେ ଆକ୍ରମଣକରି ଲୁଟ କରୁଥିବା ବେଳେ ପୁଲିସସେମାନଙ୍କୁ ଧରିବାରେ ବିଫଳ ହେଉଛି ।ଦେଖିବାକୁ ଗଲେ ଏଇ କେତେଦିନହେବ ପ୍ରତ୍ୟକ ଦିନ ଲୁଟ ହେଉଛି ।ବ୍ୟାଙ୍କ ଭିତରେ ହେଉ କି ଜାତିୟ ରାଜପଥସବୁ ଆଡେ ଲୋକମାନଙ୍କୁ କୋକୁଆ ଭୟସୃଷ୍ଟି କରୁଛନ୍ତି ଲୁଟେରା । ତେଇସିପୁରଗ୍ରାମର ଜଣେ ମହିଳା ପିପିଲି ବଜାରରୁସଂଦ୍ଧ୍ୟା ସମୟରେ ଅଟୋ ଯୋଗେ ଘରକୁଫେରୁଥିବା ବେଳେ ମଙ୍ଗଳପୁରପେଟ୍ରୋଲ ପମ୍ପ ନିକଟରେ ଲୁଟେରାଙ୍କଶିକାର ହୋଇଥିଲେ । ତିନି ଜଣ ଯୁବକବାଇକି ରେ ଆସି ତାଙ୍କ ଭ୍ୟାନିଟିକୁଛଡାଇବା ପାଇଁ ଉଦ୍ୟମ କରିଥିଲେ ବିଭ୍ୟାନିଟି ନେଇ ପାରିନଥିଲେ । ମହିଳାଙ୍କସାହସକିତା ଆଗରେ ସେ ଖସିପଳାଇବାରେ ସକ୍ଷମ ହୋଇଥିଲେ ।ମହିଳା ଜଣକୁ ପଚାରିବାରେ ସେ କୁହନ୍ତିଜାତିୟ ରାଜପଥ ଏବେ ମହିଳା ମାନଙ୍କପାଇଁ ଅସୁରକ୍ଷିତ ହୋଇ ଯାଇଛି ।ଶୁଣୁଥିଲି ଲୁଟେରା ମାନେ ଆକ୍ରମଣକରିବା ସହିତ ଲୁଟ କରୁଛନ୍ତି କିନ୍ତୁ ଆଜିନିଜେ ଅଙ୍ଗେ ନିଭାଇଛି । ସେ କଥାକହିଲେ ଲୋମ ଟାଙ୍କୁରୀ ଯାଇ ଭୟଲାଗୁଛି । ଗୋଟେ ପଟେ କରୋନାମହାମାରୀ ଆକ୍ରାନ୍ତରେ ଥାନା ଅଧିକାରୀସମେତ ପୁଲିସ କର୍ମଚାରୀ ପଡିଥିବାବେଳେ ଅନ୍ୟପଟେ ଲୁଟ ଲୋକମାନଙ୍କୁଯାତାୟତ ପାଇଁ ସୁରକ୍ଷିତ ମନେକରୁନାହାଁନ୍ତି । ପୁଲିସ ପେଟ୍ରୋଲିଂଅଭାବରୁ ଆଜି ମହିଳା ଓ ପୁରୁଷ ମାନେଜାତୀୟ ରାଜପଥରେ ଅସୁରକ୍ଷିତ ରେଯାତାୟତ କରୁଛନ୍ତି । ରାଜ୍ୟ ମୁଖ୍ୟମନ୍ତ୍ରୀଓ ପୁଲିସ ମହାନିଦେ୍ଦର୍ଶକ ଏହି ଘଟଣାଗୁଡିକୁ ଗୁରୁତର ଭାବେ ବିଚାରକୁ ନେଇପେଟ୍ରୋଲିଂ କଡାକଡି କରିବା ସହିତଜାତୀୟ ରାଜପଥରେ ଯାତ୍ରୀ ମାନଙ୍କୁସୁରକ୍ଷା ଯୋଗାଇ ଦେବାକୁ ସେ ଦାବୀକରିଛନ୍ତି ।

- Advertisement -

More articles

LEAVE A REPLY

Please enter your comment!
Please enter your name here

- Advertisement -

Latest article

ବ୍ରାଜିଲର ଜାୟର ବୋଲସନାରୋ ଚାଇନାର କୋଭିଡ-୧୯ ଟିକାକୁ ପ୍ରତ୍ୟାଖ୍ୟାନ କରିଛନ୍ତି |

ଖୁବ ଶୀଘ୍ର ଏକ କୋଭିଡ-୧୯ ଟିକା ପ୍ରକାଶ ପାଇବ ବୋଲି ବିଶ୍ୱ ଆଶା କରୁଥିବାବେଳେ ବ୍ରାଜିଲର ରାଷ୍ଟ୍ରପତି ଜାୟର ବୋଲସନାରୋ ଘୋଷଣା କରିଛନ୍ତି ଯେ ତାଙ୍କ ସରକାର ଚୀନ୍ ଟିକା...

‘ସମୃଦ୍ଧିର ସମକକ୍ଷ ମୋଦୀ ସରକାର’: ଅମିତ ଶାହା ବୋନସ ଘୋଷଣାକୁ ଶୁଭେଚ୍ଛା ଜଣାଇଛନ୍ତି

କେନ୍ଦ୍ର ଗୃହ କର୍ମଚାରୀଙ୍କ ପାଇଁ ବୋନସ ଘୋଷଣାକୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ବୁଧବାର ଶୁଭେଚ୍ଛା ଜଣାଇ କହିଛନ୍ତି ଯେ ଏହୀ ଉତ୍ସବ ପୂର୍ବରୁ ସେମାନଙ୍କ ଜୀବନରେ ଆନନ୍ଦ ଆଣିଦେବ।...

ଭାରତ-ଭୁଟାନ ଜଳ ବିଦ୍ୟୁତ୍ ପ୍ରକଳ୍ପ ସମ୍ମାନଜନକ ବ୍ରୁନେଲ ପଦକ |

ବ୍ରିଟେନ ଭିତ୍ତିକ ଇନଷ୍ଟିଚ୍ୟୁଟ୍ ଅଫ୍ ସିଭିଲ୍ ଇଞ୍ଜିନିୟର୍ସ ଦ୍ୱାରା ସିଭିଲ୍ ଇଞ୍ଜିନିୟରିଂରେ ଉତ୍କର୍ଷତା ପାଇଁ ଭାରତ-ଭୁଟାନ ଉଦ୍ୟୋଗର ମଙ୍ଗଦେଚୁ ଜଳ ବିଦ୍ୟୁତ୍ ପ୍ରକଳ୍ପ ସମ୍ମାନଜନକ ବ୍ରୁନେଲ୍ ପଦକ ପ୍ରଦାନ କରାଯାଇଛି।...

ପୂର୍ବତନ ବିଜେପି ମନ୍ତ୍ରୀ ଏକନାଥ ଖାଡସେ ଏହି ସପ୍ତାହରେ ଏନସିପିରେ ଯୋଗଦେବେ

ଅସନ୍ତୁଷ୍ଟ ବିଜେପି ନେତା ଏକନାଥ ଖାଡସେ ଶୁକ୍ରବାର ଏନସିପିରେ ଯୋଗଦେବାକୁ ଯାଉଛନ୍ତି। “ଏକନାଥ ଖଡସେ ଆମକୁ ସୂଚନା ଦେଇଛନ୍ତି ଯେ ସେ ବିଜେପିର ସମସ୍ତ ପଦରୁ ଇସ୍ତଫା ଦେଇଛନ୍ତି। ଆମେ...

ଭାରତରେ ୫ଜି ପ୍ରସ୍ତୁତ କରିବାକୁ କ୍ୱାଲକମ୍ ସହିତ ମୁକେଶ ଅମ୍ବାନୀଙ୍କ ଜିଓ ଟିମ୍ ଅପ୍ |

ଭାରତୀୟ ବିଲିୟନେୟାର ମୁକେଶ ଅମ୍ବାନୀଙ୍କ ଜିଓ ପ୍ଲାଟଫର୍ମ ଲିମିଟେଡ୍ କ୍ୱାଲକମ୍ ଇନ୍କୋ ସହିତ ୫ଜି ସମାଧାନର ବିକାଶ ଏବଂ ବ୍ୟବହାରକାରୀଙ୍କ ଦ୍ୱାରା ହାଇ ସ୍ପିଡ୍...