26 C
Bhubaneswar
Wednesday, October 21, 2020

ଡରାଉଛି ସେପ୍ଟେମ୍ବର

Must read

ଭାରତ-ଭୁଟାନ ଜଳ ବିଦ୍ୟୁତ୍ ପ୍ରକଳ୍ପ ସମ୍ମାନଜନକ ବ୍ରୁନେଲ ପଦକ |

ବ୍ରିଟେନ ଭିତ୍ତିକ ଇନଷ୍ଟିଚ୍ୟୁଟ୍ ଅଫ୍ ସିଭିଲ୍ ଇଞ୍ଜିନିୟର୍ସ ଦ୍ୱାରା ସିଭିଲ୍ ଇଞ୍ଜିନିୟରିଂରେ ଉତ୍କର୍ଷତା ପାଇଁ ଭାରତ-ଭୁଟାନ ଉଦ୍ୟୋଗର ମଙ୍ଗଦେଚୁ ଜଳ ବିଦ୍ୟୁତ୍ ପ୍ରକଳ୍ପ ସମ୍ମାନଜନକ ବ୍ରୁନେଲ୍ ପଦକ ପ୍ରଦାନ କରାଯାଇଛି।...

ପୂର୍ବତନ ବିଜେପି ମନ୍ତ୍ରୀ ଏକନାଥ ଖାଡସେ ଏହି ସପ୍ତାହରେ ଏନସିପିରେ ଯୋଗଦେବେ

ଅସନ୍ତୁଷ୍ଟ ବିଜେପି ନେତା ଏକନାଥ ଖାଡସେ ଶୁକ୍ରବାର ଏନସିପିରେ ଯୋଗଦେବାକୁ ଯାଉଛନ୍ତି। “ଏକନାଥ ଖଡସେ ଆମକୁ ସୂଚନା ଦେଇଛନ୍ତି ଯେ ସେ ବିଜେପିର ସମସ୍ତ ପଦରୁ ଇସ୍ତଫା ଦେଇଛନ୍ତି। ଆମେ...

ଭାରତରେ ୫ଜି ପ୍ରସ୍ତୁତ କରିବାକୁ କ୍ୱାଲକମ୍ ସହିତ ମୁକେଶ ଅମ୍ବାନୀଙ୍କ ଜିଓ ଟିମ୍ ଅପ୍ |

ଭାରତୀୟ ବିଲିୟନେୟାର ମୁକେଶ ଅମ୍ବାନୀଙ୍କ ଜିଓ ପ୍ଲାଟଫର୍ମ ଲିମିଟେଡ୍ କ୍ୱାଲକମ୍ ଇନ୍କୋ ସହିତ ୫ଜି ସମାଧାନର ବିକାଶ ଏବଂ ବ୍ୟବହାରକାରୀଙ୍କ ଦ୍ୱାରା ହାଇ ସ୍ପିଡ୍...

ବିହାର ବିଧାନସଭା ନିର୍ବାଚନ ୨୦୨୦ ପରେ, କଂଗ୍ରେସରେ ଆଉ ଏକ ପୁନହ ନିର୍ମାଣ

ବିହାରରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପରେ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ଅନ୍ୟ ଏକ ସାଂଗଠନିକ ପୁନହ ନିର୍ମାଣ କାର୍ଯ୍ୟ କରିବେ ବୋଲି...

ଭୁବନେଶ୍ୱର,୧୭ା୯(ନି.ପ୍ର.):ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୩ଜଣ କରୋନା ଅ ।କ୍ରାନ୍ତ ମୃତ୍ୟୁବରଣକରିଛନ୍ତି । ସେମାନଙ୍କ ମଧ୍ୟରେ ୩ ଜଣମହିଳା ଥିବାବେଳେ ୧୦ ଜଣ ପୁରୁଷଅଛନ୍ତି । ଏହା ସହିତ ରାଜ୍ୟରେ ମୋଟକରୋନା ମୃତ୍ୟୁସଂଖ୍ୟା ୬୬୯ରେପହଞ୍ଚିଛି । ମୃତକଙ୍କ ମଧ୍ୟରେ ପୁରୀଜିଲ୍ଲାରୁ ୪ଜଣ ରହିଥିବା ବେଳେଭୁବନେଶ୍ୱରରୁ ୩ଜଣ, ଗଜପତିରୁ୨ଜଣ, ଖୋର୍ଦ୍ଧାରୁ ୨ଜଣ, ସୁବର୍ଣ୍ଣପୁରରୁଜଣେ ଏବଂ ବାଲେଶ୍ୱରରୁ ଜଣେରହିଛନ୍ତ । ତେବେ ଅ ।ଜି ୧୩ଜଣଙ୍କମୃତ୍ୟୁ ହୋଇଥିବା ସହ ରାଜ୍ୟରେ ଅ ।ଜି୩୦ ଜିଲ୍ଲାରୁ ଅ ।ଉ ୪,୨୪୧ କରୋନାଅ ।କ୍ରାନ୍ତ ଚିହ୍ନଟ ହୋଇଛନ୍ତି ।ସଂଗରୋଧରୁ ୨,୫୦୨ ଓ ସ୍ଥାନୀୟଅଞ୍ଚଳରୁ ୧,୭୩୯ ଜଣ ଚିହ୍ନଟହୋଇଛନ୍ତି ।ଭୁବନେଶ୍ୱରରେ ମୃତ୍ୟୁବରଣକରିଥିବା ଜଣେ ଅ ।କ୍ରାନ୍ତ ଇସକେମିକ୍ହୃଦ୍ ରୋଗ ଏବଂ ମଧୁମେହ ରୋଗରେପୀଡ଼ିତ ଥିବା ଜଣା ପଡ଼ିଛିୟ ସେହି ଭଳିକଟକରେ ମୃତ୍ୟୁବରଣ କରିଥିବା ଜଣେଅ ।କ୍ରାନ୍ତ କ୍ରନିକ୍ ଅବଷ୍ଟ୍ରକ୍ଟିଭ୍ ଫୁସଫୁସରୋଗ, ଉଚ୍ଚ ରକ୍ତ·ପ ଏବଂ ଟ୍ରିପଲ୍ଭେସେଲ ରୋଗ, ଗଜପତିର ଜଣେଅ ।କ୍ରାନ୍ତ ମଧୁମେହ ଏବଂ ଉଚ୍ଚରକ୍ତ·ପ, ଖୋର୍ଦ୍ଧାରୁ ଜଣେ ଓ ପୁରୀରୁମୃତ୍ୟୁବରଣ କରିଥିବା ୨ଜଣ ଅ ।କ୍ରାନ୍ତମଧ୍ୟ ମଧୁମେହ ଏବଂ ଉଚ୍ଚ ରକ୍ତ·ପରେପୀଡ଼ିତ ଥିଲେ ବୋଲି ଜଣା ପଡ଼ିଛି ।ଅ ।ଜି ମଧ୍ୟ ଖୋର୍ଦ୍ଧାରୁ ସର୍ବାଧିକ୬୪୭ ଅ ।କ୍ରନ୍ତ ଚିହ୍ନଟ ହୋଇଛନ୍ତି ।ସେହିପରି କଟକରୁ ୩୮୯, ବୌଦ୍ଧରୁ୯୪, ଦେବଗଡରୁ ୬, ଢେଙ୍କାନାଳରୁ୬, ଗଜପତିରୁ ୨୩, ଗଞ୍ଜାମରୁ ୭୫ଜଗତସିଂହପୁରରୁ ୧୨୬, ଯାଜପୁରରୁ୧୫୦, ଝାରସୁଗୁଡାରୁ ୧୧୧,କଳାହାଣ୍ଡିରୁ ୧୧୪, କନ୍ଧମାଳରୁ୧୧୬, କେନ୍ଦ୍ରପଡାରୁ ୧୦୩,କେନ୍ଦୁଝରରୁ ୭୭, କୋରାପୁଟରୁ ୯୮ମାଲକାନଗିରିରୁ ୨୮, ମୟୂରଭଞ୍ଜରୁ୧୪୭ ନବରଙ୍ଗପୁରରୁ ୧୦୭ନୟାଗଡରୁ ୯୪ ନୂଅ ।ପଡାରୁ ୯୯ପୁରୀରୁ ୨୯୧ ରାୟଗଡାରୁ ୬୬ସମ୍ବଲପୁରରୁ ୯୧ସୋନପୁରରୁ ୧୨୯,ସୁନ୍ଦରଗଡରୁ ୧୫୪ ଜଣ ଚିହ୍ନଟହୋଇଛନ୍ତି ।ଏଯାବତ ଗଞ୍ଜାମ ଜିଲ୍ଲାରେସଂକ୍ରମିତଙ୍କ ସଂଖ୍ୟା ୧୯,୪୪୪ ଥିବାବେଳେ ଖୋର୍ଦ୍ଧାରେ ୨୮,୭୯୪,କଟକରେ ୧୪,୫୦୨, ଗଜପତିରେ୩୨୫୬, ଯାଜପୁରରେ ୬୩୧୮,ବାଲେଶ୍ୱରରେ ୫୭୫୧,ଜଗତସିଂହପୁର ଜିଲ୍ଲାରେ ୩୫୦୨,ପୁରୀରେ ୭୪୨୧, କେନ୍ଦ୍ରାପଡ଼ାରେ୩୫୧୧, ଭଦ୍ରକ ଜିଲ୍ଲାରେ ୪୨୧୦,ସୁନ୍ଦରଗଡ଼ରେ ୬୦୦୪,ବଲାଙ୍ଗୀରରେ ୩୪୨୬, କନ୍ଧମାଳରେ୩୨୦୬, ମୟୂରଭଞ୍ଜରେ ୬୧୬୬,କୋରାପୁଟରେ ୫୧୩୪, ନୟାଗଡ଼ରେ୪୦୧୯, କେନ୍ଦୁଝରରେ ୩୧୪୮,ନୂଅ ।ପଡ଼ାରେ ୧୯୧୯,ଝାରସୁଗୁଡ଼ାରେ ୨୯୨୬,ଢେଙ୍କାନାଳରେ ୨୮୩୬,କଳାହାଣ୍ଡିରେ ୨୩୦୭, ବରଗଡ଼ଜିଲ୍ଲାରେ ୪୯୦୭, ଅନୁଗୁଳରେ୨୨୮୦, ମାଲକାନଗିରିରେ୨୯୩୫, ସମ୍ବଲପୁରରେ ୪୪୪୯,ରାୟଗଡ଼ାରେ ୬୪୪୭, ବୌଦ୍ଧରେ୧୨୫୮, ସୋନପୁର ଜିଲ୍ଲାରେ୨୧୧୯, ଦେବଗଡ଼ ଜିଲ୍ଲାରେ ୪୪୬ଓ ନବରଙ୍ଗପୁର ଜିଲ୍ଲାରେ ୨୫୦୯ରେପହଞ୍ଚିଛି ।

- Advertisement -

More articles

LEAVE A REPLY

Please enter your comment!
Please enter your name here

- Advertisement -

Latest article

ଭାରତ-ଭୁଟାନ ଜଳ ବିଦ୍ୟୁତ୍ ପ୍ରକଳ୍ପ ସମ୍ମାନଜନକ ବ୍ରୁନେଲ ପଦକ |

ବ୍ରିଟେନ ଭିତ୍ତିକ ଇନଷ୍ଟିଚ୍ୟୁଟ୍ ଅଫ୍ ସିଭିଲ୍ ଇଞ୍ଜିନିୟର୍ସ ଦ୍ୱାରା ସିଭିଲ୍ ଇଞ୍ଜିନିୟରିଂରେ ଉତ୍କର୍ଷତା ପାଇଁ ଭାରତ-ଭୁଟାନ ଉଦ୍ୟୋଗର ମଙ୍ଗଦେଚୁ ଜଳ ବିଦ୍ୟୁତ୍ ପ୍ରକଳ୍ପ ସମ୍ମାନଜନକ ବ୍ରୁନେଲ୍ ପଦକ ପ୍ରଦାନ କରାଯାଇଛି।...

ପୂର୍ବତନ ବିଜେପି ମନ୍ତ୍ରୀ ଏକନାଥ ଖାଡସେ ଏହି ସପ୍ତାହରେ ଏନସିପିରେ ଯୋଗଦେବେ

ଅସନ୍ତୁଷ୍ଟ ବିଜେପି ନେତା ଏକନାଥ ଖାଡସେ ଶୁକ୍ରବାର ଏନସିପିରେ ଯୋଗଦେବାକୁ ଯାଉଛନ୍ତି। “ଏକନାଥ ଖଡସେ ଆମକୁ ସୂଚନା ଦେଇଛନ୍ତି ଯେ ସେ ବିଜେପିର ସମସ୍ତ ପଦରୁ ଇସ୍ତଫା ଦେଇଛନ୍ତି। ଆମେ...

ଭାରତରେ ୫ଜି ପ୍ରସ୍ତୁତ କରିବାକୁ କ୍ୱାଲକମ୍ ସହିତ ମୁକେଶ ଅମ୍ବାନୀଙ୍କ ଜିଓ ଟିମ୍ ଅପ୍ |

ଭାରତୀୟ ବିଲିୟନେୟାର ମୁକେଶ ଅମ୍ବାନୀଙ୍କ ଜିଓ ପ୍ଲାଟଫର୍ମ ଲିମିଟେଡ୍ କ୍ୱାଲକମ୍ ଇନ୍କୋ ସହିତ ୫ଜି ସମାଧାନର ବିକାଶ ଏବଂ ବ୍ୟବହାରକାରୀଙ୍କ ଦ୍ୱାରା ହାଇ ସ୍ପିଡ୍...

ବିହାର ବିଧାନସଭା ନିର୍ବାଚନ ୨୦୨୦ ପରେ, କଂଗ୍ରେସରେ ଆଉ ଏକ ପୁନହ ନିର୍ମାଣ

ବିହାରରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପରେ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ଅନ୍ୟ ଏକ ସାଂଗଠନିକ ପୁନହ ନିର୍ମାଣ କାର୍ଯ୍ୟ କରିବେ ବୋଲି...

ବାଙ୍ଗଲାଦେଶ ଅପେକ୍ଷା ବର୍ତ୍ତମାନ ସରକାରୀ ଭାବେ ଗରିବ ହୋଇଥିବାରୁ ଭାରତରେ ଆଙ୍ଗଷ୍ଟ ଏବଂ ଅସ୍ୱୀକାର |

ଦର୍ପଣ, କାନ୍ଥରେ ଦର୍ପଣ, ସେମାନଙ୍କ ମଧ୍ୟରୁ ସବୁଠାରୁ ଗରିବ କିଏ? ୧୯୭୧ରେ ଯେତେବେଳେ ବାଂଲାଦେଶ ଏକ ସ୍ଵାଧୀନ ଦେଶ...