19 C
Bhubaneswar
Wednesday, November 25, 2020

ପାୟଲମୁ୍ୟଜିକ ସ୍କୁଲର ଦୀର୍ଘ ୧୭ବର୍ଷର ସଫଳତା

Must read

ବିବାଦରେ ହାସ୍ୟ ଅଭିନେତ୍ରୀ ଭାରତୀ ସିଂହ ଓ ହର୍ଷ ଲିମ୍ବାଚିୟା ।

ମୁମ୍ୱାଇ,ତା,୨୪/୧୧; ଗଞ୍ଜେଇ ଘରେରଖିବା ସହ ସେବନକରୁଥିବା କଥା ସାମ୍ନାକୁ ଆସିବା ପରେ ଗତକାଲି ଭାରତର ଲୋକପ୍ରିୟ ହାସ୍ୟ ଅଭିନେତ୍ରୀ ଭାରତୀ ସିଂହଙ୍କୁ ଗିରଫ କରିଥିଲା...

ଓଡ଼ିଶା ଚାଷୀଙ୍କୁ କେନ୍ଦ୍ର ଦେଇଛି ୬୦, ୮୩୬ କୋଟି : ଧର୍ମେନ୍ଦ୍ର ପ୍ରଧାନ ।

ନୂଆଦିଲ୍ଲୀ, ୨୪/୧୧;–ପୂର୍ବ ସରକାର ତୁଳନାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦିଙ୍କ ସରକାରରେ ‘ଅନ୍ନଦାତା’ଙ୍କ ହାତ ମୁଠାକୁ ଅଧିକ ମଜବୁତ୍ କରାଯାଇଛି । ବିଗତ ୬ ବର୍ଷରେ ଓଡ଼ିଶାର ଚାଷୀଙ୍କୁ ବିଭିନ୍ନ କୃଷି ଯୋଜନା...

ଏନ୍ଟିସିଏକୁ ଚିଠି ଲେଖିଲା ବନ ବିଭାଗ ।

ଭୁବନେଶ୍ୱର,୨୪/୧୧: ରାଜ୍ୟ ବନବିଭାଗକୁ ସୁନ୍ଦରୀଚିନ୍ତାୟ ସେଥିପାଇଁ ବାଘୁଣୀ ସୁନ୍ଦରୀ ପାଇଁ ଜାତୀୟ ବ୍ୟାଘ୍ର ସଂରକ୍ଷଣ ଅଥରିଟି (ଏନଟିସିଏ)କୁ ଚିଠିଲେଖିଲା ବନବିଭାଗ । ସୁନ୍ଦରୀଫେରିବ ନା...

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ବୟାନ ।

ନୂଆଦିଲ୍ଲୀ,୨୩ା୧୧: ଯଦି ରାଜ୍ୟ ଗୁଡ଼ିକ ଠିକ୍ ଭାବେ ପ୍ରସ୍ତୁତ ନ ହେବେ, ତା'ହେଲେ ଡିସେମ୍ବରରେ ସ୍ଥିତି ଆହୁରି ବିଗିଡ଼ି ଯିବ । ଆଜି ରାଜ୍ୟ...

କନ୍ଦ୍ରାପଡା , ୧୩/୦୯(ନି.ପ୍ର): ଯେତେବେଳେ ଆଧୁନିକତାର ପ୍ରବେଶରେ ସଂସ୍କୃତି ଓଲୋକକଳାର ପତନ ହେବାକୁ ବସିଛି ଠିକ ସେହି ସମୟରେ ସଂସ୍କୃତି ଓ ବିଲୁପ୍ତ ହେବାକୁଯାଉଥିବା ଲୋକକଳାକୁ ପୁନରୁଦ୍ଧାର କରିବା ଲକ୍ଷ୍ୟରେ ଗତ ୨୦୦୩ମସିହା ଅଗଷ୍ଟମାସ୧୫ତାରିଖରେ ଜନ୍ମଲାଭ କରେ “ପାୟଲ ମୁ୍ୟଜିକ ସ୍କୁଲ” । ଦୀର୍ଘ ଦିନ,ମାସ ଓ ବର୍ଷରସଙ୍ଘର୍ଷ ପରେ ସଙ୍ଘର୍ଷ କରି ୧୭ବର୍ଷ ଯୁବା ଅବସ୍ଥାରେ ଆସି ପହଁଚିଛି । “ପାୟଲ ମୁ୍ୟଜିକସ୍କୁଲ”ଦୀର୍ଘ ୧୭ବର୍ଷ ଧରି କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଇନ୍ଦୁପୁର ଠାରେ ନୃତ୍ୟ, ବାଦ୍ୟ, ସଂଗୀତ,ଅଭିନୟ ଓ ଚିତ୍ରକଳା କ୍ଷେତ୍ରରେ ଶିକ୍ଷା ଦେବା ପାଇଁ କାର୍ଯ୍ୟ କରି ଆସୁଅଛି । ଏହା ଜିଲ୍ଲାରଏକମାତ୍ର ପଂଚକଳା ଶିକ୍ଷାନୁଷ୍ଠାନ । ରାଜ୍ୟ ସରକାରଙ୍କ ଦ୍ୱାରା ପଞ୍ଜିକୃତ ଜିଲ୍ଲା ସଂସ୍କୃତି ବିଭାଗଓ ରାଜ୍ୟ ସଂସ୍କୃତି ବିଭାଗ ସହିତ ଅନୁବନ୍ଧିତ ଏହି କଳା ଅନୁଷ୍ଠାନ । ପ୍ରାଚୀନ କଳା କେନ୍ଦ୍ର,ସଂଗୀତ ନାଟକ ଏକାଡେମୀ,ଲଳିତକଳା ଏକାଡେମୀ,ଆହ୍ଲାବାଦର ପ୍ରୟାଗ ସଂଗୀତ ସମିତିଓ ନେହେରୁ ଯୁବ ସଂଗଠନ ଦ୍ୱାରା ସହବନ୍ଧିତ ତଥା କେନ୍ଦ୍ରାପଡା ଜିଲ୍ଲାର ଏକମାତ୍ର ସର୍ବାଧିକସହବନ୍ଧିତ ହୋଇଥିବା ସଂଗୀତ ଶିକ୍ଷାନୁଷ୍ଠାନ “ପାୟଲ ମୁ୍ୟଜିକ ସ୍କୁଲ” । ଏହି ସଂଗୀତଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀମାନେ ଅନୁଷ୍ଠାନରୁ ଶିକ୍ଷା ଗ୍ରହଣ କରି କଳା କ୍ଷେତ୍ରରେ ବିଭିନ୍ନ ସ୍ଥାନରେଉଲ୍ଲେଖନୀୟ ସଫଳତା ପାଇପାରିଛନ୍ତି । ଏହି ଅନୁଷ୍ଠାନର ଛାତ୍ର ମହାପ୍ରସାଦ କର ଲୋକପ୍ରୀୟଓଡିଆ ଧାରାବାହିକ “ରାନୀ”ରେ ନାୟକ ଭୂମିକାରେ ଅଭିନୟ କରି ବେଶ ଲୋକପ୍ରୀୟହୋଇପାରିଛନ୍ତି । ଏହି ଅନୁଷ୍ଠାନର ଛାତ୍ରୀ ରିଅଲିଟି ଶୋ “ରଜ କୁଇନ-୨୦୧୮”ରେଫାଇନାଲିଷ୍ଟ ଭାବରେ ଆମ କେନ୍ଦ୍ରାପଡା ଜିଲ୍ଲାକୁ ପ୍ରତିନିଧିତ୍ୱ କରିଛନ୍ତି । ସେହିଭଳି ଜୀ ସାର୍ଥକରେପ୍ରସାରିତ ଲୋକପ୍ରିୟ ରିଅଲିଟି ଶୋ “ବେଷ୍ଟ ଡ୍ରାମାବାଜ”ରେ “ପାୟଲ ମୁ୍ୟଜିକ ସ୍କୁଲ”ର୨ଜଣ କଳାକାର ଟପ୍ -୬କୁ ଯାଇ ଆମ କେନ୍ଦ୍ରାପଡା ଜିଲ୍ଲାକୁ ପ୍ରତିନିଧିତ୍ୱ କରିଥିଲେ । ସେମାନେହେଉଛନ୍ତି ସୁଶ୍ରୀ ପ୍ରଲିପ୍ତା ଜେନା ଓ ନବନୀତ ସିଂହ । ଅନୁଷ୍ଠାନର ଛାତ୍ର ନିହାରରଞ୍ଜନ ଜେନାତବଲାରେ ଅଲ ଇଣ୍ଡିଆ ରେଡିଓ,କଟକ ଦ୍ୱାରା ସ୍ୱୀକୃତି ପ୍ରାପ୍ତ କଳାକାର ଭାବରେ ମନୋନ୍ୱିତହୋଇଛନ୍ତି । ସେହିଭଳି ଭାବରେ ସଂଗୀତରେ ୨ଜଣ କଳାକାର ସ୍ୱୀକୃତି ପାଇ ସାରିଛନ୍ତି ।ରାଜ୍ୟ ସ୍ତରୀୟ ଯୁବ ମହୋସôବରେ କେନ୍ଦ୍ରାପଡା ଜିଲ୍ଲାକୁ ୬ଟି ବିଭାଗରେ ଅଂଶଗ୍ରହଣ କରି“ପାୟଲ ମୁ୍ୟଜିକ ସ୍କୁଲ”ର ଛାତ୍ରଛାତ୍ରୀମାନେ ଜିଲ୍ଲା ପାଇଁ ଗର୍ବ ଓ ଗୈାରବ ଆଣି ପାରିଛନ୍ତି ।ସେଥିପାଇଁ ଅନୁଷ୍ଠାନକୁ ଜିଲ୍ଲା ଓ ଜିଲ୍ଲା ବାହାରୁ ବହୁ ପ୍ରଶଂସାର ସୁଅ ଛୁଟିଛି ।ର୍ତ୍ତମାନ“ପାୟଲ ମୁ୍ୟଜିକ ସ୍କୁଲ”ରେ ୨୨୦ଜଣ ଛାତ୍ରଛାତ୍ରୀ ନୃତ୍ୟ, ସଂଗୀତ, ବାଦ୍ୟ, ଅଭିନୟ ଓଚିତ୍ରକଳା ପ୍ରଭୃତିରେ ଶିକ୍ଷା ଲାଭ କରୁଛନ୍ତି । ପରିତାପର ବିଷୟ ଏହିକି ଯେ “ପାୟଲ ମୁ୍ୟଜିକସ୍କୁଲ” ଜିଲ୍ଲା,ରାଜ୍ୟ ଓ ଜାତୀୟ ସ୍ତରରେ ଆଦୃତ ହୋଇଥିଲେ ମଧ୍ୟ ଅବହେଳିତ ହୋଇ ରହିଛିା ଇନ୍ଦୁପୁରରେ ଥିବା ଏହି ଅନୁଷ୍ଠାନକୁ କେନ୍ଦ୍ରାପଡା ଓ ଯାଜପୁର ଜିଲ୍ଲାର ପ୍ରାୟ ୫୦ରୁ ୬୦ଟିଗ୍ରାମର ପିଲାମାନେ ଶିକ୍ଷାଲାଭ କରିବାକୁ ଆସିଥାନ୍ତି । ଏହି ଅନୁଷ୍ଠାନଟି ଏକ ଭଡାଘରେଚାଲୁଥିବାରୁ ଏତେସଂଖ୍ୟକ ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନରେ ବହୁ ଅସୁବିଧା ସୃଷ୍ଟି ହେଉଛି । ଅନୁଷ୍ଠାନରନିଜସ୍ୱ ସ୍ଥାନ ଥିଲେ ମଧ୍ୟ ଅର୍ଥ ଅଭାବରୁ ନିଜସ୍ୱ ଗୃହ ନିର୍ମାଣ କରାଯାଇପାରିନାହିଁ । ଯଦି ଜିଲ୍ଲାପ୍ରଶାସନ କିମ୍ବା ଜନପ୍ରତିନିଧି ମାନେ ସାହାଯ୍ୟ କରିବେ ତା ହେଲେ ଅନୁଷ୍ଠାନର ନିଜସ୍ୱ ଜମିରେଗୃହ ନିର୍ମାଣ ହୋଇପାରିବା ସହ ଛାତ୍ରଛାତ୍ରୀମାନେ ଉତ୍ତମ ଶିକ୍ଷା ଲାଭ କରିପାରନ୍ତେ । ଅନୁଷ୍ଠାନରସଭାପତି ଜଣେ ଅବସରପ୍ରାପ୍ତ ଶିକ୍ଷକ ନୀଳମାଧବ ପତି ଥିବା ବେଳେ ଯୁବ କଳାକାରପ୍ରତିଷ୍ଠାତା ସମ୍ପାଦକ ଦେବାଶିଷ ସାମଲ, ଅନୁଷ୍ଠାନର ଅଧ୍ୟକ୍ଷ ଭାବେ ରାଷ୍ଟ୍ରପତିପୁରଷ୍କାରପ୍ରାପ୍ତ ପାଲାଗାୟକ ତଥା ଗାୟକ ସମ୍ରାଟ ଲକ୍ଷ୍ମୀଧର ରାଉତ, ସହ ଅଧ୍ୟକ୍ଷଅବସରପ୍ରାପ୍ତ ସାହିତ୍ୟ ଶିକ୍ଷକ ସନାତନ ଜେନା, ସୁଶ୍ରୀ ସୁନନ୍ଦା ସିଂହ, ପରିଚାଳନା କମିଟିସଦସ୍ୟ ଅବସରପ୍ରାପ୍ତ ଶିକ୍ଷକ ସୁବାଷ ମଜୁମଦାର, ଦେବେନ୍ଦ୍ର କୁମାର ରାଉତ, ଚିତ୍ତରଞ୍ଜନରାଉତ, ଲୋକପ୍ରିୟ ବ୍ୟଙ୍ଗ କବି ବିଭୁ ପ୍ରସାଦ ନାୟକ, ପ୍ରଦୀପ କୁମାର ଦାସ, ଲୋକପ୍ରିୟଅଭିନେତା ଦୀପକ କୁମାର ବୋଷ, ଓଡିଆ ପ୍ରଫେସର ଡଃ.ସଂଗ୍ରାମ କିଶୋର ରାଉତଏବଂ ଶିକ୍ଷକ ପ୍ରଣବ କୁମାର ଜେନା ପ୍ରମୁଖ ଅନୁଷ୍ଠାନର ଉନ୍ନତି ଏବଂ ସ୍ଥାୟୀ ଗୃହ ନିର୍ମାଣକରିବା ପାଇଁ କେନ୍ଦ୍ରାପଡାର ଲୋକପ୍ରିୟ ବିଧାୟକ ଶଶୀଭୂଷଣ ବେହେରା ଏବଂ ଲୋକପ୍ରିୟକଳାକାର ତଥା କେନ୍ଦ୍ରାପଡା ସାସଂଦ ଅନୁଭବ ମହାନ୍ତିଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି

- Advertisement -ପାୟଲମୁ୍ୟଜିକ ସ୍କୁଲର ଦୀର୍ଘ ୧୭ବର୍ଷର ସଫଳତା

More articles

LEAVE A REPLY

Please enter your comment!
Please enter your name here

- Advertisement -ପାୟଲମୁ୍ୟଜିକ ସ୍କୁଲର ଦୀର୍ଘ ୧୭ବର୍ଷର ସଫଳତା

Latest article

ବିବାଦରେ ହାସ୍ୟ ଅଭିନେତ୍ରୀ ଭାରତୀ ସିଂହ ଓ ହର୍ଷ ଲିମ୍ବାଚିୟା ।

ମୁମ୍ୱାଇ,ତା,୨୪/୧୧; ଗଞ୍ଜେଇ ଘରେରଖିବା ସହ ସେବନକରୁଥିବା କଥା ସାମ୍ନାକୁ ଆସିବା ପରେ ଗତକାଲି ଭାରତର ଲୋକପ୍ରିୟ ହାସ୍ୟ ଅଭିନେତ୍ରୀ ଭାରତୀ ସିଂହଙ୍କୁ ଗିରଫ କରିଥିଲା...

ଓଡ଼ିଶା ଚାଷୀଙ୍କୁ କେନ୍ଦ୍ର ଦେଇଛି ୬୦, ୮୩୬ କୋଟି : ଧର୍ମେନ୍ଦ୍ର ପ୍ରଧାନ ।

ନୂଆଦିଲ୍ଲୀ, ୨୪/୧୧;–ପୂର୍ବ ସରକାର ତୁଳନାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦିଙ୍କ ସରକାରରେ ‘ଅନ୍ନଦାତା’ଙ୍କ ହାତ ମୁଠାକୁ ଅଧିକ ମଜବୁତ୍ କରାଯାଇଛି । ବିଗତ ୬ ବର୍ଷରେ ଓଡ଼ିଶାର ଚାଷୀଙ୍କୁ ବିଭିନ୍ନ କୃଷି ଯୋଜନା...

ଏନ୍ଟିସିଏକୁ ଚିଠି ଲେଖିଲା ବନ ବିଭାଗ ।

ଭୁବନେଶ୍ୱର,୨୪/୧୧: ରାଜ୍ୟ ବନବିଭାଗକୁ ସୁନ୍ଦରୀଚିନ୍ତାୟ ସେଥିପାଇଁ ବାଘୁଣୀ ସୁନ୍ଦରୀ ପାଇଁ ଜାତୀୟ ବ୍ୟାଘ୍ର ସଂରକ୍ଷଣ ଅଥରିଟି (ଏନଟିସିଏ)କୁ ଚିଠିଲେଖିଲା ବନବିଭାଗ । ସୁନ୍ଦରୀଫେରିବ ନା...

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ବୟାନ ।

ନୂଆଦିଲ୍ଲୀ,୨୩ା୧୧: ଯଦି ରାଜ୍ୟ ଗୁଡ଼ିକ ଠିକ୍ ଭାବେ ପ୍ରସ୍ତୁତ ନ ହେବେ, ତା'ହେଲେ ଡିସେମ୍ବରରେ ସ୍ଥିତି ଆହୁରି ବିଗିଡ଼ି ଯିବ । ଆଜି ରାଜ୍ୟ...

ହାଇକୋର୍ଟ ରାଜ୍ୟ ସରକାରଙ୍କ ଠାରୁ ସ୍ପଷ୍ଟୀକରଣ ଲୋଡିଛନ୍ତି ।

କଟକ,୨୪୧୧: ସ୍କୁଲ ଫି' ଛାଡପ୍ରସଙ୍ଗରେ ଆଜି ହାଇକୋର୍ଟ ରାଜ୍ୟ ସରକାରଙ୍କ ଠାରୁ ସ୍ପଷ୍ଟୀକରଣ ଲୋଡିଛନ୍ତି । କେତେ ପ୍ରତିଶତ ଫି ଛାଡ କରିହେବ ସେ...