28 C
Bhubaneswar
Thursday, September 24, 2020

ଅଲ ଇଣ୍ଡିଆ କିଷାନ କ୍ଷେତ ମଜଦୁର ସଂଗଠନର ଉଦେ୍ର୍ଦଶ୍ୟରେ ସ୍ମାରକ ପତ୍ର

Must read

Hello World!

Ut consectetur purus non mollis luctus. Sed diam metus, pretium eget lacus non, tempor porta massa. Aliquam in enim pretium, semper diam...

ଆକ୍ରମଣ ମାମଲାରେ ପୁନମ ପାଣ୍ଡେଙ୍କ ସ୍ଵାମୀ ଜାମିନ ପାଇଛନ୍ତି ।

ମୁମ୍ବାଇ,ତା,୨୩/୯ ;ଗୋଆ କୋର୍ଟ ଚଳଚ୍ଚିତ୍ର ନିର୍ମାତା ସାମ ବମ୍ବେଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି ଯାହା ତାଙ୍କ ପତ୍ନୀ ପୁଣମ ପାଣ୍ଡେଙ୍କୁ ଗାଳିଗୁଲଜ କରିବା, ଧମକ ଦେବା ଏବଂ ଆକ୍ରମଣ...

ତାମିଲ ଅଭିନେତା ରୁବେନ ଜୟଙ୍କ ଦେହାନ୍ତ

ନୂଆଦିଲ୍ହି,ତା,୨୩/୯;ଲୋକପ୍ରିୟ ତାମିଲ ଅଭିନେତା-ଲେଖକ ରୁବେନ୍ ଜୟଙ୍କର ମଙ୍ଗଳବାର ଦେହାନ୍ତ ହୋଇଛି। ସେ ୫୪ ଥିଲେ। ଖବର ଅନୁଯାୟୀ, ନିକଟରେ ତାଙ୍କୁ ଫୁସଫୁସ କର୍କଟ ରୋଗରେ ଆକ୍ରାନ୍ତ କରାଯାଇଥିଲା ଏବଂ ସେ ମଧ୍ୟ...

ଏହି ତାଲିକାରେ ପିଏମ ମୋଦୀ ଅଛନ୍ତି ।

ନୂଆଦିଲ୍ଲୀ,ତା,୨୩/୯;ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୧୪ ରେ କାର୍ଯ୍ୟଭାର ଗ୍ରହଣ କରିବା ପରଠାରୁ ଚତୁର୍ଥ ଥର ପାଇଁ ଟାଇମ୍ ମାଗାଜିନ୍ ର ବାର୍ଷିକ ୧୦୦ ଜଣ...

ଡେଲାଙ୍ଗ, ୧୩/୦୯(ନି.ପ୍ର): ଅଲ ଇଣ୍ଡିଆକିଷାନ କ୍ଷେତ ମଜଦୁର ସଂଗଠନ ଡେଲାଙ୍ଗବ୍ଲକ କମିଟି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦେ୍ର୍ଦଶ୍ୟରେଡେଲାଙ୍ଗ ତହସିଲଦାରଙ୍କ ଜରିଆରେ ସ୍ମାରକପତ୍ର ପ୍ରଦାନ କରାଯାଇଛି ।ଏହି ସ୍ମାରକ ପତ୍ରରେଦର୍ଶା ଯାଇଛି ଯେ ହିରାକୁଦ ଡ୍ୟାମରୁ ଜଳନିଷ୍କାସନ ସମୟରେ ଏକକାଳିନ ୪୬ଟିଜଳ ନିଷ୍କାସନ ପାଇଁ ଗେଟ୍ ଖୋଲିବା ଦ୍ୱାରାପୁରୀ,ଜଗତସିଂହପୁର,କଟକ,ଖୋର୍ଦ୍ଧା ଆଦିଜିଲ୍ଲାରେ ବନ୍ୟା ହୋଇଛି । ଯାହା ସମ୍ପୁର୍ଣ୍ଣମନୁ୍ୟଷକୃତ ଏଥିରେ ସନେ୍ଦହ ନାହିଁ ।ମନୁ୍ୟଷକୃତ ବନ୍ୟାରେ ୩୬ଟି ଘାଇ ହେବାଦ୍ୱାରା ହଜାର ହଜାର ହେକ୍ଟର ଧାନ ଫସଲଜଳମଗ୍ନ ହେବା ସହ ଶହ ଶହ ଗ୍ରାମ ମଧ୍ୟପାଣି ଘେରରେ ଜଳ ବନ୍ଦୀ ହୋଇ ରହିଲାାଖରିଫ୍ ଫସଲ ସମ୍ପୁର୍ଣ୍ଣ ଭାବେ ଉଯୁଡି ଯିବାସହ ଲୋକ ମାନଙ୍କର ବର୍ଷକ ପାଇଁ ଧାନଚାଷ ରୁ ମିଳିବାକୁ ଥିବା ଖାଦ୍ୟ ସମ୍ପୁର୍ଣ୍ଣ ବନ୍ୟାପାଣିରେ ନଷ୍ଟ ହୋଇଛି । କରୋନା ମହାମାରୀପାଇଁ ରାଜ୍ୟକୁ ପ୍ରବାସୀ ଓଡିଆ ମାନେ ଓଡିଶାଫେରି କୈାଣସି କାମ ଧନ୍ଦା ନପାଇବାସମୟରେ ଏହି ମନୁ୍ୟଷକୃତ ବନ୍ୟା ଦ୍ୱାରାଲୋକମାନଙ୍କର ନାହିଁ ନଥିବା ଦୃଦର୍ଶାବଢିଯାଇଛି । ଅନ୍ୟପଟେ ରାଜ୍ୟ ସରକାରଫନି କ୍ଷୟକ୍ଷତି ଭରଣା ଦେଇ ପାରୁନଥିବାବେଳେ ବନ୍ୟା ପାଇଁ ଘୋଷଣା କରାଯାଇଥିବାପ୍ୟାକେଜ ଲୋକମାନଙ୍କ ପାଖରେ ପହଂଚିପାରୁନାହିଁ । ସରକାର ଘୋଷଣା କରିଥିବାରିଲିଫ୍ ସାମଗ୍ରୀ ରାସନ କାର୍ଡଧାରୀଙ୍କ ପାଇଁଉଦ୍ଦିଷ୍ଟ ରହିଥିବା ବେଳେ ବିନା ରାସନକାର୍ଢଧାରୀ ହଜାର ହଜାର ଲୋକମାନେ ଏହିସୁବିଧା ପାଇବାରୁ ବଂଚିତ ରହୁଛନ୍ତି । ଏହିପରିସ୍ଥିତିରେ ଅଲ ଇଣ୍ଡିଆ କିଷାନ କ୍ଷେତମଜଦୁର ସଂଗଠନ ଡେଲାଙ୍ଗ କମିଟି ପକ୍ଷରୁବିଭିନ୍ନ ଦାବୀ କରାଯାଇଛି ।ସେଗୁଡିକ ହେଲାରାସନକାର୍ଡ ଧାରୀଙ୍କ ସମେତ ବିନା ରାସନକାର୍ଡଧାରୀଙ୍କୁ ରିଲିଫ୍ ପ୍ରଦାନ କରାଯାଉ,ଜଳବନ୍ଦୀ ଗ୍ରାମ ଗୁଡିକୁ ଏକ ମାସ ପର୍ଯ୍ୟନ୍ତରନ୍ଧା ଖାଦ୍ୟ ଓ ପାନୀୟଜଳ ଯୋଗାଇଦିଆଯାଉ ,କ୍ଷତିଗ୍ରସ୍ତ ଚାଷୀଙ୍କୁ ଏକର ପିଛା୨୦ହଜାର କ୍ଷତିପୁରଣ ମିଳୁ,ବନ୍ୟା ଓ ଫନିମହାବାତ୍ୟାରେ ଭାଙ୍ଗିଥିବା ଘର ବାବଦରେଟଙ୍କା ପ୍ରଦାନ ପରିବର୍ତେ ପରିବାର ପିଛା ଦୁଇବଖରା କୋଠାଘର ଯୋଗାଇବ.ମାଷ୍ଟର ପ୍ଲାନଜରିଆରେ ଚକନାଳୀ ଖନନ କରାଯାଇଚିଲିକା ହ୍ରଦ ସହିତ ସିଧା ସଂଲଗ୍ନ କରିବା,କୃଷିଋଣ ଛାଡ କରିବା,ଆଗାମି ଦିନରେ ବିନାସୁଧରେ ଋଣ ପ୍ରଦାନ,୭୫% ସବସିଡିରେସାର ,ବୀହନ ଓ କୀଟନାଶକ ସହିତ କୃଷିଯନ୍ତ୍ରାଂଶ ଯୋଗାଇଦେବା, ଭାଙ୍ଗିଥିବା ଘାଇଗୁଡିକ ସମ୍ପୁର୍ଣ୍ଣ ପଥର ବନ୍ଧ କରିବା ସହିତଘଳିଆ ଓ ଦୃବଳ ନଦୀବନ୍ଧ ଗୁଡିକଯୁଦ୍ଧକାଳୀନ ଭିତର ମରାମତୀ କରିବା,ଏମଜିଏନ୍ଆରଇଜିଏ କାର୍ଯ୍ୟକ୍ରମ ଅଧିନରେସର୍ବନିମ୍ନ ମଜୁରୀ ୨୦୦ ଟଙ୍କା ବଦଳରେ୬୦୦ଟଙ୍କା ପ୍ରଦାନ କରିବା ରେ କାର୍ଯ୍ୟଯୋଗାଇ ଦେବା ଆଦି ଦାବୀ ଆଣି ରାଜ୍ୟସମ୍ପାଦକ ତଥା ଏସୟୁସିଆଇ(କମୁ୍ୟନିଷ୍ଟ)ନେତା ରଘୁନାଥ ଦାଶ,ଡେଲାଙ୍ଗ ବ୍ଲକସଭାପତି ଦିନବନ୍ଧୁ ପରିଡା ,ସମ୍ପାଦକଡେଲାଙ୍ଗ ବଟକୃଷ୍ଣ ସ୍ୱାଇଁ,ପୁରୀ ଜିଲ୍ଲା କମିଟିସଭାପତି ଏଆଇକେକେଏମ୍ ଏସ୍ ଗଙ୍ଗାଧରପ୍ରଧାନ ପ୍ରମୁଖ ମାନେ ଡେଲାଙ୍ଗତହସିଲଦାର ରାଜେନ୍ଦ୍ର କୁମାର ଆଚାରିଆଙ୍କୁମୁଖ୍ୟମନ୍ତ୍ରୀଙ୍କ ଉଦେ୍ର୍ଦଶ୍ୟରେ ସ୍ମାରକ ପତ୍ରପ୍ରଦାନ କରିଛନ୍ତି । ।

- Advertisement -

More articles

LEAVE A REPLY

Please enter your comment!
Please enter your name here

- Advertisement -

Latest article

Hello World!

Ut consectetur purus non mollis luctus. Sed diam metus, pretium eget lacus non, tempor porta massa. Aliquam in enim pretium, semper diam...

ଆକ୍ରମଣ ମାମଲାରେ ପୁନମ ପାଣ୍ଡେଙ୍କ ସ୍ଵାମୀ ଜାମିନ ପାଇଛନ୍ତି ।

ମୁମ୍ବାଇ,ତା,୨୩/୯ ;ଗୋଆ କୋର୍ଟ ଚଳଚ୍ଚିତ୍ର ନିର୍ମାତା ସାମ ବମ୍ବେଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି ଯାହା ତାଙ୍କ ପତ୍ନୀ ପୁଣମ ପାଣ୍ଡେଙ୍କୁ ଗାଳିଗୁଲଜ କରିବା, ଧମକ ଦେବା ଏବଂ ଆକ୍ରମଣ...

ତାମିଲ ଅଭିନେତା ରୁବେନ ଜୟଙ୍କ ଦେହାନ୍ତ

ନୂଆଦିଲ୍ହି,ତା,୨୩/୯;ଲୋକପ୍ରିୟ ତାମିଲ ଅଭିନେତା-ଲେଖକ ରୁବେନ୍ ଜୟଙ୍କର ମଙ୍ଗଳବାର ଦେହାନ୍ତ ହୋଇଛି। ସେ ୫୪ ଥିଲେ। ଖବର ଅନୁଯାୟୀ, ନିକଟରେ ତାଙ୍କୁ ଫୁସଫୁସ କର୍କଟ ରୋଗରେ ଆକ୍ରାନ୍ତ କରାଯାଇଥିଲା ଏବଂ ସେ ମଧ୍ୟ...

ଏହି ତାଲିକାରେ ପିଏମ ମୋଦୀ ଅଛନ୍ତି ।

ନୂଆଦିଲ୍ଲୀ,ତା,୨୩/୯;ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୧୪ ରେ କାର୍ଯ୍ୟଭାର ଗ୍ରହଣ କରିବା ପରଠାରୁ ଚତୁର୍ଥ ଥର ପାଇଁ ଟାଇମ୍ ମାଗାଜିନ୍ ର ବାର୍ଷିକ ୧୦୦ ଜଣ...

ଗୌତମ ଗମ୍ଭୀର ଏମଏସ ଧୋନିଙ୍କ ମଧ୍ୟରେ ଝଗଡା ।

ନୁଆଦିଲ୍ଲୀ,୨୩/୯ ;ଏକ ବଡ଼ ଧରଣର ଗୋଡ଼ାଇବା ସମୟରେ ନିଜକୁ ବ୍ୟାଟିଂ ଅର୍ଡରରୁ ଓହ୍ଲାଇ ଆଗରୁ ଆଗେଇ ନଥିଲେ, ପୂର୍ବତନ ଭାରତ ବ୍ୟାଟ୍ସମ୍ୟାନ୍ ଗୌତମ ଗମ୍ଭୀରଙ୍କୁ ରାଜସ୍ଥାନ ରୟାଲ୍ସ ବିପକ୍ଷରେ ସପ୍ତମ...