ମାଲକାନଗିରି, ୧୩/୯ (ନିପ୍ର) : ବିଶ୍ୱରେଡ଼କ୍ରସ ତରଫରୁ ପ୍ରତିବର୍ଷ ସେପ୍ଟେମ୍ବରମାସ ଦ୍ୱିତୀୟ ଶନିବାର ଦିନକୁ ବିଶ୍ୱପ୍ରାଥମିକ ଚିକିତ୍ସା ଦିବସ ଭାବେ ପାଳନକରାଯାଉଛି । ଏହି ଅବସରରେ ସମସ୍ତଲୋକଙ୍କ ନିକଟରେ ପ୍ରାଥମିକଚିକିତ୍ସାଜ୍ଞାନକୁ ପହଞ୍ଚାଇବା ତଥା ଏହାରମହତ୍ୱ ବୁଝିବାର ପ୍ରୟାସକରାଯାଇଥିଅ ।ଏୟ ମାଲକାନଗିରି ଜିଲ୍ଲାଯୁବ ରେଡ଼କ୍ରସ ଶାଖା ଉପରୋକ୍ତ ଲକ୍ଷ୍ୟକୁ ଅ ।ଗେଇନେବା ଦୃଷ୍ଟିରୁ ଏକ କାର୍ଯ୍ୟକ୍ରମଅ ।ୟୋଜନ କରାଯାଇଥିଲା ।କରୋନା ଭୁତାଣୁ ଦ୍ୱାରା ବ୍ରଭାବିତଜନଜୀବନ ପରସ୍ପର ଠାରୁ ଦୂରତାରକ୍ଷାକରିବା ଭାବନା ନେଇ ତଥା ସମ୍ମିଳିତଭାବର କୌଣସି ଅ ।ୟୋଜନ ରେରହିଥିବା କଟକଣାକୁ ଦୃଷ୍ଟିରେ ରଖି ଏହିକାର୍ଯ୍ୟକ୍ରମଟି ଏକ ୱେବିନାର ମା୍ମମରେକରାଯାଇଥିଲାୟ ଏହି କାର୍ଯ୍ୟକ୍ରମ ରେମାଲକାନଗିରି ଜିଲ୍ଲାର ବିଭିନ୍ନମହାବିଦ୍ୟାଳୟ ତଥା ଉଚ୍ଚ ପ୍ରାଥମିକବିଦ୍ୟାଳୟର ଯୁବ ରେଡ଼କ୍ରସସ୍ୱେଚ୍ଛାସେବୀ, ପରାମର୍ଶ ଦାତାଙ୍କ ସମେତସମୁଦାୟ ୮୮ ଜଣ ଇଣ୍ଟରନେଟ ମା୍ମମରେସମ୍ମିଳିତ ହୋଇଥିଲେୟ ଯୁବ ରେଡ଼କ୍ରସରପରାମର୍ଶ ଦାତା ମାନଙ୍କ ମ୍ମରେ ପ୍ରେମ·ନ୍ଦପଟନାୟକ ବାଲିମେଳା,ଅଜୟ କୁମାରପାତ୍ର ଗୋବିନ୍ଦପାଲି, ଅମୂଲ୍ୟ ରତ୍ନପଡିଅ ।, ପ୍ରଫୁଲ କୁମାର ବିଶ୍ୱାଳକାଲିମେଳା, ଜନ କୋରା କୁଡୁମୁଲୁ ଗୁମ୍ମା,ତଥା ସଯ ସ୍ତରୀୟ ପ୍ରଶିକ୍ଷକ ଏବଂ ଏମଭି୭୯ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରଅ ।ଲୋକ କୁମାର ନନ୍ଦ ଏହି ୱେବିନାରରେସଭାପତିତ୍ୱ କରି ଓଡ଼ିଶା ରାଜ୍ୟ ଶାଖା ରଯୁବ ରେଡ଼କ୍ରସ ଅଧିକାରୀ ଡ଼ଃ ଅଜୟକୁମାର ତ୍ରିପାଠୀ ନିଜ ଅଭିଭାଷଣ ରେପ୍ରାଥମିକ ଚିକିତ୍ସା ପ୍ରଶିକ୍ଷଣ ସମ୍ୱନ୍ଧରେମାଲକାନଗିରି ଜିଲ୍ଲା ଯୁବ ରେଡ଼କ୍ରସ ଶାଖାଗ୍ରହଣ କରିଥିବା ପଦକ୍ଷେପ କୁ ପ୍ରଶଂସାକରିଥିଲେୟଏବଂ ଅ ।ଗକୁ ଅ ।ହୁରି କାର୍ଯ୍ୟକ୍ରମପାଇଁ ଅ ।ହ୍ୱାନ ଦେଇଥିଲେୟଏହି ସଭାରେଜାତୀୟ ସ୍ତରୀୟ ପ୍ରଶିକ୍ଷକ ତଥା ଯୁବରେଡ଼କ୍ରସର ଓଡିଶା ରାଜ୍ୟ ଶାଖାରସଂଯୋଜକ ଗୋପାଳକୃଷ୍ଣ ମିଶ୍ର ପ୍ରାଥମିକଚିକିତ୍ସା ର ଅ ।ବଶ୍ୟକତା ବିଷୟରେ ବର୍ଣ୍ଣନାକରିଥିଲେୟ ଜାତୀୟ ପ୍ରଶିକ୍ଷକ ଗୁଲସନକୁମାର ଛାତ୍ରଛାତ୍ରୀ ମାନଙ୍କୁ ଉଦବୋଧନଦେଇ କ ରୋନା ସଂକ୍ରମଣ ସମୟରେପ୍ରାଥମିକ ଚିକିତ୍ସା ପ୍ରଦାନ ପଦ୍ଧତିରେପରିବର୍ତନ କରାଯିବ ସେ ସମ୍ପର୍କରେଅ ।ଲୋକପାତ କରିଥିଲେୟ ମାଲକାନଗିରିଯୁବ ରେଡ଼କ୍ରସ ର ଅ ।ବାହକ ତଥା ସମ୍ପାଦକଡ଼ଃ ରଞ୍ଜନ କୁମାର ସ୍ୱାଇଁ ଅତିଥି ମାନଙ୍କୁସ୍ୱାଗତ କରିବା ପରିଚୟ ପ୍ରଦାନ କରିବା ଏବଂକାର୍ଯ୍ୟକ୍ରମ ପରି·ଳନା କରିଥିଲେ । ଅନ୍ୟତମଜାତୀୟ ପ୍ରଶିକ୍ଷକ ତଥା ମାଲକାନଗିରି ଜିଲ୍ଲା ଯୁବରେଡ଼କ୍ରସର ସଂଯୋଜକ ଡ଼ଃ ଅ ।ଶିଷକୁମାର ରାଠୋର ଏହି ଦିବସ ପାଳନଅ ।ବଶ୍ୟକତା ସମ୍ପର୍କରେ ବର୍ଣ୍ଣନା କରିବା ସହଅତିଥି ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ
ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ଅବସରରେ ୱେବୀନାର
