24 C
Bhubaneswar
Wednesday, November 25, 2020

ସହରାଞ୍ଚଳରେ ବର୍ଜ୍ୟବସ୍ତୁ ପରିଚାଳନା ବ୍ୟବସ୍ଥା ସଂପର୍କିତ ସମୀକ୍ଷା

Must read

ଆର୍ଥିକ ନିରାପତ୍ତା ଦେଇଛି ମାଛଚାଷ ।

ଭୁବନେଶ୍ଵର,୨୫ ।୧୧;ମହିଳାସ୍ୱୟଂ ସହାୟିକା ଗୋଷ୍ଠି ଗୁଡିକ ମାଛଚାଷ ଜରିଆରେ ନିଜର ଆର୍ଥିକ ନିରାପତ୍ତାକୁ ସୁଦୃଢ କରିପାରିଛନ୍ତି । ଏହାର ଏକ ଉଦାହରଣା ତ୍ସାହିତ କରିଆସୁଛି...

କେବଳ ଖୁଚୁରା ଦୋକାନରେ ପଲିଥିନ୍ ଚଢ଼ଉ ।

କଟକ,୨୫।୧୧ ସହରର ପ୍ରତିଦୋକାନରେ ଏବେ ମିଳୁଛି ପଲିଥିନ୍ ।ରାସ୍ତାକଡ଼ର ଫଳ ଦୋକାନରୁ ଆରମ୍ଭକରି ବଡ଼ବଡ଼ ଦୋକାନ ପର୍ଯ୍ୟନ୍ତ; ସବୁଠିଯାହାକୁ ଯେତେ ପଲିଥିନ୍ ମିଳୁଛି ।ଚଳିତବର୍ଷ...

ବଳାକ୍ରାରୀ ପ୍ରେମିକର ଜାମିନ ଖାରଜ ହୋଇଛି ।

ଭୁବନେଶ୍ୱର,୨୫ ।୧୧ପ୍ରେମିକାଙ୍କୁ ତାଙ୍କ ଇଚ୍ଛା ବିରୋଧରେ ବଳାକ୍ରାର କରିବା ସହ ସେ ସମୟର ଭିଡ଼ିଓରେକର୍ଡିଂ କରି ସାମାଜିକ ଗଣମାଧ୍ୟମରେ ଛାଡ଼ି ଆଇନ୍ ଅଦାଲତର ଜାଲରେ...

ବେଧଡ଼କ ଚାଲିଛି ବେଆଇନ ଇଟାଭାଟି ।

କାକଟପୁର,୨୫/୧୧; ପୁରୀଜିଲ୍ଲା ଅନ୍ତର୍ଗତ କାକଟପୁର ତହସିଲ ଅଧିନସ୍ଥ ବିଭିନ୍ନ ରାଜସ୍ୱ ଗ୍ରାମରେ ବେଧଡକ ବେଆଇନ ଭାବରେ ଇଟାମାଫିଆଙ୍କ ଚାଲିଛି ଇଟା ଭାଟି । ସାର ବିଶ୍ୱରେ କରୋନ ମହାମାରୀ କାୟା...

ଭୁବନେଶ୍ୱର, ୧୩/୯ (ନିପ୍ର) :ସହରାଚଂଳରେ ନିର୍ଦ୍ଧିଷ୍ଟ ସମୟସୀମାମଧ୍ୟରେ ବର୍ଜ୍ୟବସ୍ତୁ ପରିଚାଳନା ବ୍ୟବସ୍ଥାକରିବାକୁ ଗୃହ ଓ ନଗର ଉନ୍ନୟନ ବିଭାଗପ୍ରମୁଖ ସଚିବ ଜି.ମାଥି ଭାଥନନ୍‍ ପରାମର୍ଶଦେଇଛନ୍ତି । ଗତ କାଲି ବଲାଙ୍ଗିର ଠାରେ୬ ଗୋଟି ଜିଲ୍ଲାର ସହରାଚଂଳରେବର୍ଜ୍ୟବସ୍ତୁ ପରିଚାଳନା ସଂପର୍କରେ ଏକସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛିା ଏହି ଜିଲ୍ଲାଗୁଡିକ ହେଉଛି ବଲାଙ୍ଗିର,କଳାହାଣ୍ଡି , ସୋନପୁର , ନୂଆପଡା,ବରଗଡ ଓ ବୌଦ୍ଧ । ଜାତୀୟ ଗ୍ରୀନ୍‍ଟ୍ରିବ୍ୟୁନାଲର ନିୟମ ଅନୁଯାୟୀ ସମସ୍ତସହରାଚଂଳମାନଙ୍କରେ ନିର୍ଦ୍ଧିଷ୍ଟ ସମୟମଧ୍ୟରେ ବର୍ଜ୍ୟବସ୍ତୁ ପରିଚାଳନା ବ୍ୟବସ୍ଥାକାର୍ଯ୍ୟକାରୀ କରାଯିବା ପରିପ୍ରେକ୍ଷୀରେଏହି ସମୀକ୍ଷା କରାଯାଇଛି । ନିର୍ଦ୍ଧାରିତସମୟସୀମା ମଧ୍ୟରେ ସମସ୍ତପୌରପରିଷଦ ଏହି ବ୍ୟବସ୍ଥାକାର୍ଯ୍ୟକରିବାକୁ କୁହାଯାଇଛି ।ଏତଦ୍‍ବ୍ୟତିତ ଜାଗା ମିଶନ , ମାଇକ୍ରୋକମ୍ପୋଷ୍ଟିଂ କେନ୍ଦ୍ରଗୁଡିକୁ କାର୍ଯ୍ୟକ୍ଷମକରାଯିବା , ସାମଗ୍ରୀ ଅସୁଲି ସୁବିଧାଉପଲବ୍ଧ କରାଯିବା , ପାନୀୟଜଳଯୋଗାଣ , ସ୍ମାର୍ଟ ଷ୍ଟ୍ରିଟ୍‍ ଲାଇଟ ଏବଂଜୀବିକା ମିଶନ ସଂପର୍କରେ ମଧ୍ୟ ସମୀକ୍ଷାକରାଯାଇଛି । କାର୍ଯ୍ୟକାରୀ କରାଯାଉଥିବାପ୍ରତ୍ୟେକ କାର୍ଯ୍ୟର ସଫଳ ରୂପାୟନ ,ସୁପରିଚାଳନା ଓ ଧାର୍ଯ୍ୟ ଲକ୍ଷ୍ୟହାସଲକରିବା ଦିଗରେ ବିହିତ ପଦକ୍ଷେପଗ୍ରହଣ କରିବାକୁ ପରାମର୍ଶ ଦିଆଯାଇଛି ।ସେହିପରି ପୌରପରିଷଦ ଗୁଡିକ ନିଜରରାଜସ୍ୱ ବୃଦ୍ଧି ପାଇଁ ଉଦ୍ୟମ କରିବା ସାଙ୍ଗକୁବିଭିନ୍ନ ଯୋଜନାରେ କାର୍ଯ୍ୟକାରୀହେଉଥିବା ଉନ୍ନୟନ କାର୍ଯ୍ୟଗୁଡିକୁତ୍ୱରାନ୍ନିତ କରିବା ଆବଶ୍ୟକ । ଆର୍ଥିକପରିଚାଳନା ଉପରେ ଗୁରୁତ୍ୱ ସହିତ ପ୍ରଦାନକରାଯାଇଥିବା ଅର୍ଥ ବିନିଯେଗ କରି ତୁରନ୍ତବିନିଯୋଗ ପ୍ରମାଣପତ୍ର ଦାଖଲ କରିବାକୁନିଦେ୍ର୍ଦଶ ଦିଆଯାଇଛି । ପରିମଳ ବ୍ୟବସ୍ଥାଓ ଜମି ମାଲିକାନା ପ୍ରମାଣପତ୍ର ସଂପର୍କରେମଧ୍ୟ ଆଲୋଚନା ହୋଇଥିଲା ।ବଲାଙ୍ଗିରଠାରେ ଗୃହ ଓ ନଗର ଉନ୍ନୟନବିଭାଗ ପ୍ରମୁଖ ସଚିବ ଜି.ମାଥିଭାଥନନ୍‍ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତବୈଠକରେ ପୌର ନିଦେ୍ର୍ଦଶକସଂଗ୍ରାମଜିତ୍‍ ନାୟକ , ବିଭାଗୀୟ ଯୁଗ୍ମଶାସନ ସଚିବ ଦୁର୍ଗା ପ୍ରସାଦ ମହାପାତ୍ରଏବଂ ଉପଶାସନ ସଚିବ ସାରଦା ପଣ୍ଡା ,ସଂପୃକ୍ତ ୬ ଗୋଟି ଜିଲ୍ଲାର ଜିଲ୍ଲାପାଳ ,ପ୍ରକଳ୍ପ ନିଦେ୍ର୍ଦଶକ , କାର୍ଯ୍ୟନିର୍ବାହୀଅଧିକାରୀମାନଙ୍କ ସମେତ ଜିଲ୍ଲା ପ୍ରଶାସନଓ ପୌର ପରିଷଦଗୁଡିକରପଦାଧିକାରୀମାନେ ଯୋଗ ଦେଇଥିଲେ

- Advertisement -ସହରାଞ୍ଚଳରେ ବର୍ଜ୍ୟବସ୍ତୁ ପରିଚାଳନା ବ୍ୟବସ୍ଥା ସଂପର୍କିତ ସମୀକ୍ଷା

More articles

LEAVE A REPLY

Please enter your comment!
Please enter your name here

- Advertisement -ସହରାଞ୍ଚଳରେ ବର୍ଜ୍ୟବସ୍ତୁ ପରିଚାଳନା ବ୍ୟବସ୍ଥା ସଂପର୍କିତ ସମୀକ୍ଷା

Latest article

ଆର୍ଥିକ ନିରାପତ୍ତା ଦେଇଛି ମାଛଚାଷ ।

ଭୁବନେଶ୍ଵର,୨୫ ।୧୧;ମହିଳାସ୍ୱୟଂ ସହାୟିକା ଗୋଷ୍ଠି ଗୁଡିକ ମାଛଚାଷ ଜରିଆରେ ନିଜର ଆର୍ଥିକ ନିରାପତ୍ତାକୁ ସୁଦୃଢ କରିପାରିଛନ୍ତି । ଏହାର ଏକ ଉଦାହରଣା ତ୍ସାହିତ କରିଆସୁଛି...

କେବଳ ଖୁଚୁରା ଦୋକାନରେ ପଲିଥିନ୍ ଚଢ଼ଉ ।

କଟକ,୨୫।୧୧ ସହରର ପ୍ରତିଦୋକାନରେ ଏବେ ମିଳୁଛି ପଲିଥିନ୍ ।ରାସ୍ତାକଡ଼ର ଫଳ ଦୋକାନରୁ ଆରମ୍ଭକରି ବଡ଼ବଡ଼ ଦୋକାନ ପର୍ଯ୍ୟନ୍ତ; ସବୁଠିଯାହାକୁ ଯେତେ ପଲିଥିନ୍ ମିଳୁଛି ।ଚଳିତବର୍ଷ...

ବଳାକ୍ରାରୀ ପ୍ରେମିକର ଜାମିନ ଖାରଜ ହୋଇଛି ।

ଭୁବନେଶ୍ୱର,୨୫ ।୧୧ପ୍ରେମିକାଙ୍କୁ ତାଙ୍କ ଇଚ୍ଛା ବିରୋଧରେ ବଳାକ୍ରାର କରିବା ସହ ସେ ସମୟର ଭିଡ଼ିଓରେକର୍ଡିଂ କରି ସାମାଜିକ ଗଣମାଧ୍ୟମରେ ଛାଡ଼ି ଆଇନ୍ ଅଦାଲତର ଜାଲରେ...

ବେଧଡ଼କ ଚାଲିଛି ବେଆଇନ ଇଟାଭାଟି ।

କାକଟପୁର,୨୫/୧୧; ପୁରୀଜିଲ୍ଲା ଅନ୍ତର୍ଗତ କାକଟପୁର ତହସିଲ ଅଧିନସ୍ଥ ବିଭିନ୍ନ ରାଜସ୍ୱ ଗ୍ରାମରେ ବେଧଡକ ବେଆଇନ ଭାବରେ ଇଟାମାଫିଆଙ୍କ ଚାଲିଛି ଇଟା ଭାଟି । ସାର ବିଶ୍ୱରେ କରୋନ ମହାମାରୀ କାୟା...

ଚାଷୀଙ୍କ ବିକାଶ ପାଇଁ ଦିଆଯାଇଥିବା ଟିପ୍ପଣୀ ବାସ୍ତବଠୁୁ ସମ୍ପୂର୍ଣ୍ଣ ଭିନ୍ନ .

ଭୁବନେଶ୍ବର,୨୪ା୧୧; କେନ୍ଦ୍ର ବିଜେପିସରକାର କୃଷି କୃଷକର ବିକାଶ ପାଇଁ ବହୁ ଲୋଭନୀୟ ପ୍ରତିଶ୍ରୁତି ଦେଇ କ୍ଷମତାସୀନ ହେବା ପରେ...