29 C
Bhubaneswar
Thursday, September 24, 2020

ବର୍ଷାରେ ଉବୁ ଟୁବୁ ବ୍ରହ୍ମପୁର ସହର

Must read

Hello World!

Ut consectetur purus non mollis luctus. Sed diam metus, pretium eget lacus non, tempor porta massa. Aliquam in enim pretium, semper diam...

ଆକ୍ରମଣ ମାମଲାରେ ପୁନମ ପାଣ୍ଡେଙ୍କ ସ୍ଵାମୀ ଜାମିନ ପାଇଛନ୍ତି ।

ମୁମ୍ବାଇ,ତା,୨୩/୯ ;ଗୋଆ କୋର୍ଟ ଚଳଚ୍ଚିତ୍ର ନିର୍ମାତା ସାମ ବମ୍ବେଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି ଯାହା ତାଙ୍କ ପତ୍ନୀ ପୁଣମ ପାଣ୍ଡେଙ୍କୁ ଗାଳିଗୁଲଜ କରିବା, ଧମକ ଦେବା ଏବଂ ଆକ୍ରମଣ...

ତାମିଲ ଅଭିନେତା ରୁବେନ ଜୟଙ୍କ ଦେହାନ୍ତ

ନୂଆଦିଲ୍ହି,ତା,୨୩/୯;ଲୋକପ୍ରିୟ ତାମିଲ ଅଭିନେତା-ଲେଖକ ରୁବେନ୍ ଜୟଙ୍କର ମଙ୍ଗଳବାର ଦେହାନ୍ତ ହୋଇଛି। ସେ ୫୪ ଥିଲେ। ଖବର ଅନୁଯାୟୀ, ନିକଟରେ ତାଙ୍କୁ ଫୁସଫୁସ କର୍କଟ ରୋଗରେ ଆକ୍ରାନ୍ତ କରାଯାଇଥିଲା ଏବଂ ସେ ମଧ୍ୟ...

ଏହି ତାଲିକାରେ ପିଏମ ମୋଦୀ ଅଛନ୍ତି ।

ନୂଆଦିଲ୍ଲୀ,ତା,୨୩/୯;ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୧୪ ରେ କାର୍ଯ୍ୟଭାର ଗ୍ରହଣ କରିବା ପରଠାରୁ ଚତୁର୍ଥ ଥର ପାଇଁ ଟାଇମ୍ ମାଗାଜିନ୍ ର ବାର୍ଷିକ ୧୦୦ ଜଣ...

ବ୍ରହ୍ମପୁର, ୧୩/୯ (ନିପ୍ର) : ପୁଣି ଥରେବର୍ଷାର ପ୍ରକୋପ ଦେଖବାକୁ ମଳିଛିବଙ୍ଗୋପସାଗରରେ ସୃଷ୍ଟି ହୋଇଥିବାଲଘୁଚାପର ପ୍ରଭାବରେ ଗଞ୍ଜାମ,ଗଜପତି, ସମେତ ବିଭିନ୍ନ ଜିଲ୍ଲାରେଅନୁଭୂତ ହେଉଛି । ଗତ ଦୁଇଦିନ ଧରିଲାଗିରହିଥବା ଲଘୁଚାପ ଜନିତ ବର୍ଷାସାଧାରଣ ଜୀବନ ଯାତ୍ରାକୁ ଅସ୍ତବ୍ୟସ୍ତକରିଦେଇଛି । ଗତ ବୁଧବାର ରାତି ଠାରୁଲାଗିରହିଥିବା ବର୍ଷା କେତେବେଳେମୂଷଳ ଆକାରରେ ତ କେତେବେଳେଝପିଝିପି ହୋଇ ବର୍ଷୁଛି । ଏହାରପ୍ରଭାବରେ ସାରା ସହର ବ୍ରହ୍ମପୁରରେଠାଏଁ ଠାଏଁ ସୃଷ୍ଟ ହୋଇଛି ଜଳଘେରି ।ଏପରି କି ଅନେକଙ୍କ ଘର ଭିତରେ ବର୍ଷାପାଣି ପଶିଯାଇଛି ।ଏପରି ଦୃଶ୍ୟ ବିଶେଷଭାବେ ଦେଖିବାକୁ ମିଳିଥିଲା ଗଜପତିନଗର ଓ ଗାନ୍ଧିନଗର ଅଞ୍ଚଳରେ ।ଜିଲ୍ଲାପାଳ ଓ ବିଏମ୍ସି କମିସନର ଅଞ୍ଚଳବୁଲି ବୁଲି ଅନୁଧ୍ୟାନ କରିଛନ୍ତି । ବିପଦନାହିଁ ତଥାପି ପ୍ରଶାସନ ସଜାଗ ରହିଛିବୋଲି ଜିଲ୍ଲାପାଳ ଅମୃତ କୂଲାଙ୍ଗେକହିଥିବା ବେଳେ ଏଥି ପାଇଁ ସ୍କୁଲଗୁଡିକୁବନ୍ଦ କରିଦିଆଯାଇଛି । ବ୍ରହ୍ମପୁର ସହରରତଳିଆ ଅଞ୍ଚଳ ବାସିନ୍ଦାମାନଙ୍କୁ ଆବଶ୍ୟକପଡିଲେ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରକରବା ପାଇଁ ତହସିଲଦାର ଓ ବଡିଓମାନଙ୍କୁନିଦେ୍ର୍ଦଶ ଦିଆଯାଇଛି । ତେବେ ଜିଲ୍ଲାରେନଦୀର ଜଳ ବିପଦ ସଙ୍କେତ ତଳେରହିଛି ଓ ଯେଉଁ ଯେଉଁ ସ୍ଥାନମାନଙ୍କରେଜଳଘେରି ସୃଷ୍ଟି ହୋଇଛି, ସେଥିପ୍ରତି ଦୃଷ୍ଟିରଖାଯାଇଛି ବୋଲି କହିଛନ୍ତି । ସେହିପରିଗଜପତି ଅଞ୍ଚଳରେ ବର୍ଷା ହେଲେଜଳଘେରି ସୃଷ୍ଟି ହେବା ସହ ରାସ୍ତା ଓନାଳ ଉପରେ ପାଣି ପ୍ରଭାହିତ ହେଉଛି ।ବହୁ ଲୋକଙ୍କ ଘର ଭିତରକୁ ମଧ୍ୟ ପାଣିପଶିଯାଉଛି । ଏପରି ସ୍ଥିତି ୧୯୯୦ମସିହାରୁ ଉଣା ଅଧିକ ଦେଖିବାକୁ ମିଳୁଛି ।ଗତ ଫାଇଲିନ୍ ବାତ୍ୟାରେ ଏହାର ସ୍ଥିତିଅତି ଭୟଙ୍କର ମଧ୍ୟ ହୋଇଉଠିଥିଲା ।ଏଣୁ ଏହାର ସ୍ଥାୟୀ ସମାଧାନ ପାଇଁଗଜପତି ନଗର ଉନ୍ନୟନ ପରିଷଦ ପକ୍ଷରୁଦାବି ହୋଇଆସୁଛି । ଏସବୁକୁ ଆଖିଆଗରେ ରଖି ସ୍ଥାୟୀ ସମାଧାନ ପାଇଁ୯କୋଟି ଟଙ୍କା ବ୍ୟୟରେ ଏକ ପ୍ରକଳ୍ପହେବ ବୋଲି କମିଶନର ଶ୍ରୀ ଚକ୍ରବର୍ତ୍ତୀସିଂ ରାଥୋର୍ କହିଛନ୍ତି । ଜିଲ୍ଲାପାଳ ଓକମିଶନର ବ୍ରହ୍ମପୁର ସହର ତଥା ଅନ୍ୟାନ୍ୟଅଞ୍ଚଳ ବୁଲି ସ୍ଥିତିକୁ ଅନୁଧ୍ୟାନ କରିଛନ୍ତି ।ଗତ କିଛି ବର୍ଷ ହେଲା ସହରରେ ଚାଲିଥିବାଜାନିବିଲ ପାଣି ପ୍ରକଳ୍ପର ନିର୍ମାଣ କାର୍ଯ୍ୟକୁନେଇ ସହରବାସିଙ୍କ ସମସ୍ୟାକୁ ଆହୁରିଦୁଇ ପାଦ ଆଗେଇ ନେଇଯାଇଛନ୍ତିବିଡିଏ ଓ ବିଏମସି କର୍ତ୍ତୃପକ୍ଷ । ଯାହାଫଳରେ ବେଙ୍ଗୁଲି ପରିଶ୍ରା କଲେ ମଧ୍ୟସହରରେ ବନ୍ୟା ସୃଷ୍ଟିର କାରଣହୋଇଛି । ଯାହା ଟିକିଏରାସ୍ତା ଓ ନାଳଭଲ ଥିଲା ତାକୁ କମ୍ପାନୀରଠିକାଦାରମାନେ ଖୋଲି ବରବାଦ୍କରିପକାଇଛନ୍ତି । ଜୁଆଡେ ଦେଖିବସେପଟେ ଖାଲଖମା ରାସ୍ତା ସହିତନାଳନର୍ଦ୍ଧମାର ଦୂଷିତ ପାଣି ରାସ୍ତାଉପରେ ଭାସୁଛି । ଯାତାୟାତ କରିବାରେବହୁ ଅସୁବିଧା ଲୋକମାନେଭୋଗୁଛନ୍ତି । ପ୍ରଶାସନ ବି ଏହାକୁ ଦେଖିଚୁପ୍ । ପ୍ରତି ଦିନ ଖବରକାଗଜ ଓବୈଦୁ୍ୟତିକ ଗଣମାଧ୍ୟମରେ ବାରମ୍ବାରପ୍ରଚାର ଓ ପ୍ରସାର ହେଲେ ମଧ୍ୟସରକାରଙ୍କ ନିଦ ଭାଙ୍ଗୁନାହିଁ । ବହୁବର୍ଷ ହେଲା ଅତି ଧିମା ଗତିରେ ନିର୍ମାଣକାର୍ଯ୍ୟ ଚାଲୁଥିବା ହେତୁ ସହରରଜନସାଧାରଣମାନେ ବହୁ ଅସୁବଧାରସମ୍ମୁଖିନ ହେଉଛନ୍ତି । ଛୋଟ ଛୋଟକୁନି କୁନି ସ୍କୁଲ ପିଲାମାନେ ଏହିଖାଲଖମା ରାସ୍ତାରେ ପଡି ଆଣ୍ଠୁ, ଗଣ୍ଠିସବୁ ଛିଡେଇ ସାରିଲେଣି । ରାତିସମୟରେ ବଜାରକୁ ଯିବା ପାଇଁ ରାସ୍ତାରଆଲୁଅବତୀ ବୁଝିଗଲେ ବୃଦ୍ଧବନିତାମାନେ ଖୋଲା ହୋଇଥିବାରାସ୍ତାରେ ପଡି ଦୁର୍ଘଟଣାର ଶିକାରହେଉଛନ୍ତି । ଏପରି ସ୍ଥିତିକୁ ଆଖି ଆଗରେରଖି ସହରବାସୀଙ୍କ ସ୍ଥାୟୀ ସମାଧାନ ପାଇଁଜିଲ୍ଲା ପ୍ରଶାସନ ଓ ନଗର ଉନ୍ନୟନକମିଶନରଙ୍କୁ ଗୁହାରି ଜଣାଇଛନ୍ତି ।

- Advertisement -

More articles

LEAVE A REPLY

Please enter your comment!
Please enter your name here

- Advertisement -

Latest article

Hello World!

Ut consectetur purus non mollis luctus. Sed diam metus, pretium eget lacus non, tempor porta massa. Aliquam in enim pretium, semper diam...

ଆକ୍ରମଣ ମାମଲାରେ ପୁନମ ପାଣ୍ଡେଙ୍କ ସ୍ଵାମୀ ଜାମିନ ପାଇଛନ୍ତି ।

ମୁମ୍ବାଇ,ତା,୨୩/୯ ;ଗୋଆ କୋର୍ଟ ଚଳଚ୍ଚିତ୍ର ନିର୍ମାତା ସାମ ବମ୍ବେଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି ଯାହା ତାଙ୍କ ପତ୍ନୀ ପୁଣମ ପାଣ୍ଡେଙ୍କୁ ଗାଳିଗୁଲଜ କରିବା, ଧମକ ଦେବା ଏବଂ ଆକ୍ରମଣ...

ତାମିଲ ଅଭିନେତା ରୁବେନ ଜୟଙ୍କ ଦେହାନ୍ତ

ନୂଆଦିଲ୍ହି,ତା,୨୩/୯;ଲୋକପ୍ରିୟ ତାମିଲ ଅଭିନେତା-ଲେଖକ ରୁବେନ୍ ଜୟଙ୍କର ମଙ୍ଗଳବାର ଦେହାନ୍ତ ହୋଇଛି। ସେ ୫୪ ଥିଲେ। ଖବର ଅନୁଯାୟୀ, ନିକଟରେ ତାଙ୍କୁ ଫୁସଫୁସ କର୍କଟ ରୋଗରେ ଆକ୍ରାନ୍ତ କରାଯାଇଥିଲା ଏବଂ ସେ ମଧ୍ୟ...

ଏହି ତାଲିକାରେ ପିଏମ ମୋଦୀ ଅଛନ୍ତି ।

ନୂଆଦିଲ୍ଲୀ,ତା,୨୩/୯;ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୧୪ ରେ କାର୍ଯ୍ୟଭାର ଗ୍ରହଣ କରିବା ପରଠାରୁ ଚତୁର୍ଥ ଥର ପାଇଁ ଟାଇମ୍ ମାଗାଜିନ୍ ର ବାର୍ଷିକ ୧୦୦ ଜଣ...

ଗୌତମ ଗମ୍ଭୀର ଏମଏସ ଧୋନିଙ୍କ ମଧ୍ୟରେ ଝଗଡା ।

ନୁଆଦିଲ୍ଲୀ,୨୩/୯ ;ଏକ ବଡ଼ ଧରଣର ଗୋଡ଼ାଇବା ସମୟରେ ନିଜକୁ ବ୍ୟାଟିଂ ଅର୍ଡରରୁ ଓହ୍ଲାଇ ଆଗରୁ ଆଗେଇ ନଥିଲେ, ପୂର୍ବତନ ଭାରତ ବ୍ୟାଟ୍ସମ୍ୟାନ୍ ଗୌତମ ଗମ୍ଭୀରଙ୍କୁ ରାଜସ୍ଥାନ ରୟାଲ୍ସ ବିପକ୍ଷରେ ସପ୍ତମ...