19 C
Bhubaneswar
Wednesday, November 25, 2020

ସ୍କୁଲ୍-ଫି ଛାଡ଼କୁ ନେଇ ମିଥ୍ୟପ୍ର·ର ଏବଂ ରାଜ୍ୟ ସରକାରଙ୍କ ଉଦାସୀନତା

Must read

ବିବାଦରେ ହାସ୍ୟ ଅଭିନେତ୍ରୀ ଭାରତୀ ସିଂହ ଓ ହର୍ଷ ଲିମ୍ବାଚିୟା ।

ମୁମ୍ୱାଇ,ତା,୨୪/୧୧; ଗଞ୍ଜେଇ ଘରେରଖିବା ସହ ସେବନକରୁଥିବା କଥା ସାମ୍ନାକୁ ଆସିବା ପରେ ଗତକାଲି ଭାରତର ଲୋକପ୍ରିୟ ହାସ୍ୟ ଅଭିନେତ୍ରୀ ଭାରତୀ ସିଂହଙ୍କୁ ଗିରଫ କରିଥିଲା...

ଓଡ଼ିଶା ଚାଷୀଙ୍କୁ କେନ୍ଦ୍ର ଦେଇଛି ୬୦, ୮୩୬ କୋଟି : ଧର୍ମେନ୍ଦ୍ର ପ୍ରଧାନ ।

ନୂଆଦିଲ୍ଲୀ, ୨୪/୧୧;–ପୂର୍ବ ସରକାର ତୁଳନାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦିଙ୍କ ସରକାରରେ ‘ଅନ୍ନଦାତା’ଙ୍କ ହାତ ମୁଠାକୁ ଅଧିକ ମଜବୁତ୍ କରାଯାଇଛି । ବିଗତ ୬ ବର୍ଷରେ ଓଡ଼ିଶାର ଚାଷୀଙ୍କୁ ବିଭିନ୍ନ କୃଷି ଯୋଜନା...

ଏନ୍ଟିସିଏକୁ ଚିଠି ଲେଖିଲା ବନ ବିଭାଗ ।

ଭୁବନେଶ୍ୱର,୨୪/୧୧: ରାଜ୍ୟ ବନବିଭାଗକୁ ସୁନ୍ଦରୀଚିନ୍ତାୟ ସେଥିପାଇଁ ବାଘୁଣୀ ସୁନ୍ଦରୀ ପାଇଁ ଜାତୀୟ ବ୍ୟାଘ୍ର ସଂରକ୍ଷଣ ଅଥରିଟି (ଏନଟିସିଏ)କୁ ଚିଠିଲେଖିଲା ବନବିଭାଗ । ସୁନ୍ଦରୀଫେରିବ ନା...

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ବୟାନ ।

ନୂଆଦିଲ୍ଲୀ,୨୩ା୧୧: ଯଦି ରାଜ୍ୟ ଗୁଡ଼ିକ ଠିକ୍ ଭାବେ ପ୍ରସ୍ତୁତ ନ ହେବେ, ତା'ହେଲେ ଡିସେମ୍ବରରେ ସ୍ଥିତି ଆହୁରି ବିଗିଡ଼ି ଯିବ । ଆଜି ରାଜ୍ୟ...

ଭୁବନେଶ୍ୱର,୧୩/୯ (ନି.ପ୍ର) : କରୋନା କରାଳରେ ଆର୍ଥିକସଙ୍କଟରେ ପୀଡ଼ିତ ଅଭିଭାବକମାନଙ୍କୁ ସ୍କୁଲ୍ ଫିରୁ ରିହାତିଦେବାଲାଗି ସମ୍ବଲପୁରର ଏକ ଓକିଲ ଶ୍ରୀଯୁକ୍ତ ମହମ୍ମଦଆନସାରି, ଓଡିଶା ସରକାରଙ୍କୁ ପକ୍ଷ ରଖି ମାନ୍ୟବରଉଚ୍ଚନ୍ୟାୟାଳୟରେ ଚଓଖ ଫାଇଲ୍ କରିଛନ୍ତି । ପରେ ପରେକଟକର ଆଉଜଣେ ଓକିଲ ଶ୍ରୀଯୁକ୍ତ ପ୍ରହଲାଦ ରାଉତ,ଭୁବନେଶ୍ୱରସ୍ଥ ଏକ ଅଭିଭାବକ ସଂଘ, ଏକ ଘରୋଇ ସ୍କୁଲ୍ପରି·ଳନା ସଂଘ ଏବଂ ଏକ ଶିକ୍ଷକ ସଂଘ ଏଥିରେ ପକ୍ଷଭୁକ୍ତହୋଇଛନ୍ତି ।ଘରୋଇ ବିଦ୍ୟାଳୟମାନଙ୍କର ସ୍କୁଲ୍-ଫିରୁ ଏହାରଅଭିଭାବକମାନଙ୍କୁ କିପରି ରିହାତି ଦିଆଯାଇପାରିବ, ମାନ୍ୟବରକୋର୍ଟ ଏହାକୁ ଶୁଣାଣି କରି ଏକ କମିଟି ଜରିଆରେ ଓ ଆପୋଷବୁଝାମଣା ମାଧ୍ୟମରେ ଓଡ଼ିଶା ସରକାରଙ୍କ ମତ ମାଗିଛନ୍ତିଯାହାର ଶୁଣାଣି ୧୪ ତାରିଖରେ କରାଯିବ । କିନ୍ତୁ ଏହାରଯଥେଷ୍ଟ ପୂର୍ବରୁ ଆପୋଷ ବୁଝାମଣା ମାଧ୍ୟମରେ ୩୦% ଟୁ୍ୟସନଫି ଛାଡ଼ କରାଯିବାର ବୁଝାମଣା ହୋଇଛି ବୋଲିଗଣମାଧ୍ୟମରେ ପ୍ର·ର ·ଲିଛି ।

ଏଥିରେ ପକ୍ଷଭୁକ୍ତ ହୋଇଥିବାଅଭିଭାବକ ସଂଘ, ସମସ୍ତ ପକ୍ଷଙ୍କୁ ନେଇ ଏକ ଗଙଟ ହୋଇଛିବୋଲି ସାମାଜିକ ଗଣମାଧ୍ୟମରେ ପ୍ର·ର କରୁଛି । କିନ୍ତୁ ଏହିମକଦ୍ଦମାର ମୂଳ ଅର୍ଜିଦାରଙ୍କ ଅଭିଭାବକ ପ୍ରତିନିଧିଙ୍କୁ ସାଇଇଣ୍ଟରନ୍ୟାସନାଲ ଅଭିଭାବକ ସଂଘ ତରଫରୁ ଯୋଗାଯୋଗକରିବାରେ ସେ କହିଛନ୍ତି, ଏହି ଗଙଟ କ’ଣ କମିଟିରେଆଲୋଚନା କିମ୍ବା ପର୍ୟ୍ୟାଲୋଚନା ହୋଇନାହିଁ । ପକ୍ଷଭୁକ୍ତହୋଇଥିବା ଘରୋଇ ବିଦ୍ୟାଳୟ ସଂଘ, ଶିକ୍ଷକ ସଂଘଙ୍କ ସହଏହି ଅଭିଭାବକ ସଂଘ ଏକ ଭିତିରି ବୁଝାମଣା କରି ଏହାକୁକାର୍ୟ୍ୟକାରୀ କରିବା ନିମନ୍ତେ ଓଡ଼ିଶା ସରକାରଙ୍କୁ ୩ ପକ୍ଷ ମିଳିତପ୍ରସ୍ତାବ ଦେଇଛନ୍ତି । ଆଲୋଚନା ପାଇଁ ୫ ପକ୍ଷଙ୍କୁ ମାନ୍ୟବରଉଚ୍ଚନ୍ୟାୟାଳୟ ନିଦେ୍ର୍ଦଶ ଦେଇଥିଲେ ମଧ୍ୟ ପକ୍ଷଭୁକ୍ତ ଶ୍ରୀଯୁକ୍ତପ୍ରହ୍ଲାଦ ରାଉତ ୯ ତାରିଖ ବୈଠକରେ ଅନୁପସ୍ଥିତ ଥିôଲେ ।ମୂଳ ଅର୍ଜିଦାରଙ୍କ ଅଭିଭାବକ ପ୍ରତିନିଧି କହିଛନ୍ତି, ୩ ପକ୍ଷଏହି ମିଳିତ ବୁଝାମଣା ଦାବିକୁ କମିଟିରେ ଉନ୍ମୁକ୍ତ କରିଆଲୋଚନା କରାଯିବା ନିମନ୍ତେ ସେ ପ୍ରସ୍ତାବ ରଖିଥିଲେ । କିନ୍ତୁପକ୍ଷଭୁକ୍ତ ହୋଇଥିବା ଅଭିଭାବକ ସଂଘ ଏହାକୁ ଖୋଲାମଖୋଲାଆଲୋଚନା କରିବାକୁ ଦୃଢ ବିରୋଧ କରିଥିଲେ । କମିଟିରେଆଲୋଚନା ନ କରାଯିବାକୁ ନେଇ ସେ ଅସନ୍ତୋଷ ଥିବାଜଣାପଡ଼ିଛି ।

ସେ ଏକ ଭିନ୍ନ ନିବେଦନ ସରକାରଙ୍କ ପାଖରେରଖିଛନ୍ତି, ଯେଉଁଥିରେ କି କେବଳ ଶିକ୍ଷକ ଓ କର୍ମ·ରୀମାନଙ୍କଦରମା ବ୍ୟତୀତ ଅନ୍ୟାନ୍ୟ ବାର୍ଷିକ ଏବଂ ସହାୟକ ଫି ଗୁଡ଼ିକୁସମ୍ପୂର୍ଣ୍ଣ ଛାତ କରିବା, ସ୍କୁଲ୍ ପରି·ଳନା ପାଇଁ ଅନ୍ୟାନ୍ୟଆବଶ୍ୟକତା ଖର୍ଚ୍ଚ, ଉଈଝଋ, ଭଚ୍ଚର-କ୍ଷବଙ୍ଗ ଅନୁସାରେଜରୁରୀକାଳୀନ ପାଣ୍ଠିରୁ ସ୍କୁଲ୍ ଭରଣ କରୁ ବୋଲି ମତ ରଖିଛନ୍ତି ।ଏହାଛଡ଼ା ଶିକ୍ଷା ବିଭାଗର ଆରକ୍ଷଣ ପାଣ୍ଠିରୁ କିଛି ସରକାରସହାୟତା କରନ୍ତୁ ବୋଲି ନିବେଦନ କରିଛନ୍ତି ।ସାଇ ଇଣ୍ଟରନ୍ୟାସନାଲ ଅଭିଭାବକ ସଂଘର ଅଭିଯୋଗ କି,ଯଦି ସମସ୍ତ ପକ୍ଷକୁ ନେଇ ମିଳିତ ସହମତିରେ କିଛିହୋଇନାହିଁ, କାହିଁକି ଏପରି ପ୍ର·ର ·ଲିଛି? ଏକପାଖିଆପକ୍ଷଭୁକ୍ତ ଅଭିଭାବକ ସଂଘ, ସ୍କୁଲ୍ ଓ ତାଙ୍କ କର୍ମ·ରୀଙ୍କସଂଘ ସହ କି ବୁଝାମଣା ହୋଇଛି ତାହାକୁ ପରିପ୍ରକାଶ ନକରିଅଭିଭାବକମାନଙ୍କୁ ଭୁଆଁ ବୁଲାଇବା ପାଇଁ କାହିିଁକି ଏପରି ମିଥ୍ୟାପ୍ର·ର କରାଯାଉଛି? ପୁଣି ସ୍କୁଲ୍ମାନଙ୍କୁ ନେଇ ତିନୋଟିକିମ୍ବା ଅଧିକ ଶ୍ରେଣୀଭୁକ୍ତ ଖବର କଣ ଏହି ଅଭିଭାବକ ସଂଘକହୁନାହାଁନ୍ତି କାହିଁକି? ଅଭିଭାବକଙ୍କ ସମସ୍ୟାକୁ ଠିକ୍ ଭାବରେକମିଟି ଆଗରେ ଏହି ପକ୍ଷଭୁକ୍ତ ଅଭିଭାବକ ସଂଘ ଉପସ୍ଥାପନକରିନାହିଁ ବୋଲି ଶୁଣିବାକୁ ମିଳୁଛି । ମାନ୍ୟବର ଉଚ୍ଚନ୍ୟାୟାଳୟଙ୍କ ନିଦେ୍ର୍ଦଶ ସତ୍ତ୍ୱେ ଏହି କମିଟିରେ ଅଂଶୀଦାରଥିବା ସାଇ ସ୍କୁଲ ପରି·ଳନା କର୍ତ୍ତୃପକ୍ଷ, ଛାତ୍ରଛାତ୍ରୀଙ୍କୁମାନସିକ ନିର୍ୟ୍ୟାତନା ଦେଇଆସିଛନ୍ତି ।

ଏହାକୁ କାହିଁକିକମିଟିରେ ଗୁରୁତ୍ୱର ସହକାରେ ଆଲୋଚନା କରାଯାଉ ନାହିଁବୋଲି ସାଇ ଇଣ୍ଟରନ୍ୟାସନାଲ ଅଭିଭାବକ ସଂଘ ପ୍ରଶ୍ନକରିଛି । ସରକାର ସିଧାସଳଖ ସାଇ ଇଣ୍ଟରନ୍ୟାସନାଲଅଭିଭାବକ ସଂଘ ସମେତ ଅନ୍ୟାନ୍ୟ ସ୍କୁଲ୍ର ରେଜିଷ୍ଟର୍ଡ଼ଅଭିଭାବକ ସଂଘ ମାନଙ୍କ ସହ ଆଲୋଚନା କରନ୍ତୁ ବୋଲିକହିଛି । ଗୁଜୁରାଟ ଭଳି ଏକ ଅର୍ଡ଼ିନାନ୍ସ ଆଣି ଏହାକୁ ସମାଧାନକରୁ ବୋଲି ଦାବି କରିଛି । ଏହାର ସମାଧାନ ଶୀଘ୍ରକରାଗନଲେ, ସାଇ ଇଣ୍ଟରନ୍ୟାସନାଲ ସ୍କୁଲ୍ରଅଭିଭାବକମାନେ ଅନ୍ୟ ସ୍କୁଲ୍ର ଅଭିଭାବକମାନଙ୍କୁ ନେଇଏକ ବଡ଼ ଧରଣର ଆନେ୍ଦାଳନକୁ ଓହ୍ଲାଇବ ବୋଲି ସଂଘଚେତାବନୀ ଦେଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ସାଇଇଂଟରନ୍ୟାସନାଲ ଅଭିଭାବକ ସଂଘ ତରଫରୁ ନରେଶ ସାହୁ,ନୀଳମାଧବ ମହାନ୍ତି, ସନ୍ଦିପ ଦାସ, ଶୁଭେନ୍ଦୁ ତ୍ରିପାଠୀ,ସୁପ୍ରୀତି, ଗାୟତ୍ରୀ ଦଳବେହେରା, କ୍ୟାପଟେନ ମାନସ ରଞ୍ଜନ,ବୃନ୍ଦାବନ ମିଶ୍ର, ପି.କେ ଜେନା, ସରୋଜ ମଙ୍ଗରାଜ, କାନନକିରନ ଏବଂ ଙଚଇୠ ତରଫରୁ ପ୍ରଣବ ସାସମଲ, ଶୁଭ୍ରଜିତମହାନ୍ତି ଓ ବିଜେଇଏମ୍ ସ୍କୁଲ୍, ମଦର୍ସ ସ୍କୁଲ୍, ଡ଼ିଏଭି ସ୍କୁଲ୍ରବହୁ ଅଭିଭାବକ ଉପସ୍ଥିତ ଥିଲେ ।

- Advertisement -ସ୍କୁଲ୍-ଫି ଛାଡ଼କୁ ନେଇ ମିଥ୍ୟପ୍ର·ର ଏବଂ ରାଜ୍ୟ ସରକାରଙ୍କ ଉଦାସୀନତା

More articles

LEAVE A REPLY

Please enter your comment!
Please enter your name here

- Advertisement -ସ୍କୁଲ୍-ଫି ଛାଡ଼କୁ ନେଇ ମିଥ୍ୟପ୍ର·ର ଏବଂ ରାଜ୍ୟ ସରକାରଙ୍କ ଉଦାସୀନତା

Latest article

ବିବାଦରେ ହାସ୍ୟ ଅଭିନେତ୍ରୀ ଭାରତୀ ସିଂହ ଓ ହର୍ଷ ଲିମ୍ବାଚିୟା ।

ମୁମ୍ୱାଇ,ତା,୨୪/୧୧; ଗଞ୍ଜେଇ ଘରେରଖିବା ସହ ସେବନକରୁଥିବା କଥା ସାମ୍ନାକୁ ଆସିବା ପରେ ଗତକାଲି ଭାରତର ଲୋକପ୍ରିୟ ହାସ୍ୟ ଅଭିନେତ୍ରୀ ଭାରତୀ ସିଂହଙ୍କୁ ଗିରଫ କରିଥିଲା...

ଓଡ଼ିଶା ଚାଷୀଙ୍କୁ କେନ୍ଦ୍ର ଦେଇଛି ୬୦, ୮୩୬ କୋଟି : ଧର୍ମେନ୍ଦ୍ର ପ୍ରଧାନ ।

ନୂଆଦିଲ୍ଲୀ, ୨୪/୧୧;–ପୂର୍ବ ସରକାର ତୁଳନାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦିଙ୍କ ସରକାରରେ ‘ଅନ୍ନଦାତା’ଙ୍କ ହାତ ମୁଠାକୁ ଅଧିକ ମଜବୁତ୍ କରାଯାଇଛି । ବିଗତ ୬ ବର୍ଷରେ ଓଡ଼ିଶାର ଚାଷୀଙ୍କୁ ବିଭିନ୍ନ କୃଷି ଯୋଜନା...

ଏନ୍ଟିସିଏକୁ ଚିଠି ଲେଖିଲା ବନ ବିଭାଗ ।

ଭୁବନେଶ୍ୱର,୨୪/୧୧: ରାଜ୍ୟ ବନବିଭାଗକୁ ସୁନ୍ଦରୀଚିନ୍ତାୟ ସେଥିପାଇଁ ବାଘୁଣୀ ସୁନ୍ଦରୀ ପାଇଁ ଜାତୀୟ ବ୍ୟାଘ୍ର ସଂରକ୍ଷଣ ଅଥରିଟି (ଏନଟିସିଏ)କୁ ଚିଠିଲେଖିଲା ବନବିଭାଗ । ସୁନ୍ଦରୀଫେରିବ ନା...

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ବୟାନ ।

ନୂଆଦିଲ୍ଲୀ,୨୩ା୧୧: ଯଦି ରାଜ୍ୟ ଗୁଡ଼ିକ ଠିକ୍ ଭାବେ ପ୍ରସ୍ତୁତ ନ ହେବେ, ତା'ହେଲେ ଡିସେମ୍ବରରେ ସ୍ଥିତି ଆହୁରି ବିଗିଡ଼ି ଯିବ । ଆଜି ରାଜ୍ୟ...

ହାଇକୋର୍ଟ ରାଜ୍ୟ ସରକାରଙ୍କ ଠାରୁ ସ୍ପଷ୍ଟୀକରଣ ଲୋଡିଛନ୍ତି ।

କଟକ,୨୪୧୧: ସ୍କୁଲ ଫି' ଛାଡପ୍ରସଙ୍ଗରେ ଆଜି ହାଇକୋର୍ଟ ରାଜ୍ୟ ସରକାରଙ୍କ ଠାରୁ ସ୍ପଷ୍ଟୀକରଣ ଲୋଡିଛନ୍ତି । କେତେ ପ୍ରତିଶତ ଫି ଛାଡ କରିହେବ ସେ...