28 C
Bhubaneswar
Thursday, September 24, 2020

କ୍ୟାନସର ପୀଡିତାଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ

Must read

Hello World!

Ut consectetur purus non mollis luctus. Sed diam metus, pretium eget lacus non, tempor porta massa. Aliquam in enim pretium, semper diam...

ଆକ୍ରମଣ ମାମଲାରେ ପୁନମ ପାଣ୍ଡେଙ୍କ ସ୍ଵାମୀ ଜାମିନ ପାଇଛନ୍ତି ।

ମୁମ୍ବାଇ,ତା,୨୩/୯ ;ଗୋଆ କୋର୍ଟ ଚଳଚ୍ଚିତ୍ର ନିର୍ମାତା ସାମ ବମ୍ବେଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି ଯାହା ତାଙ୍କ ପତ୍ନୀ ପୁଣମ ପାଣ୍ଡେଙ୍କୁ ଗାଳିଗୁଲଜ କରିବା, ଧମକ ଦେବା ଏବଂ ଆକ୍ରମଣ...

ତାମିଲ ଅଭିନେତା ରୁବେନ ଜୟଙ୍କ ଦେହାନ୍ତ

ନୂଆଦିଲ୍ହି,ତା,୨୩/୯;ଲୋକପ୍ରିୟ ତାମିଲ ଅଭିନେତା-ଲେଖକ ରୁବେନ୍ ଜୟଙ୍କର ମଙ୍ଗଳବାର ଦେହାନ୍ତ ହୋଇଛି। ସେ ୫୪ ଥିଲେ। ଖବର ଅନୁଯାୟୀ, ନିକଟରେ ତାଙ୍କୁ ଫୁସଫୁସ କର୍କଟ ରୋଗରେ ଆକ୍ରାନ୍ତ କରାଯାଇଥିଲା ଏବଂ ସେ ମଧ୍ୟ...

ଏହି ତାଲିକାରେ ପିଏମ ମୋଦୀ ଅଛନ୍ତି ।

ନୂଆଦିଲ୍ଲୀ,ତା,୨୩/୯;ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୧୪ ରେ କାର୍ଯ୍ୟଭାର ଗ୍ରହଣ କରିବା ପରଠାରୁ ଚତୁର୍ଥ ଥର ପାଇଁ ଟାଇମ୍ ମାଗାଜିନ୍ ର ବାର୍ଷିକ ୧୦୦ ଜଣ...

ଭୁବନେଶ୍ୱର,୧୩ା୯(ନି.ପ୍ର.):ଅସହାୟଙ୍କୁ ପୁଣି ସାହାଯ୍ୟର ହାତବଢାଇଲେ ବଲିଉଡ୍ ଅଭିନେତା ସୋନୁସୁଦ । ତାଙ୍କର ଏଭଳି କାମ ପାଇଁ ସେବାରମ୍ବାର ଚର୍ଚ୍ଚାର ବିଷୟ ପାଲଟିଛନ୍ତି ।ଏଥର ସେ ଜଣେ ଓଡିଅ । ଝିଅର କର୍କଟରୋଗର ଚିକିତ୍ସା ପାଇଁ ମୁଖ୍ୟମନ୍ତ୍ରୀ ନବୀନପ…ନାୟକଙ୍କୁ ଅନୁରୋଧ କରିଛନ୍ତି ।ଅନୁରୋଧ କରିବା ସହ ଝିଅଟିର ଚିକିତ୍ସାପ୍ରତି ଧ୍ୟାନ ଦେବା ପାଇଁ ମଧ୍ୟ କହିଛନ୍ତି ।କର୍କଟ ପୀଡିତା ଜଣକ ହେଉଛନ୍ତିବରଗଡ଼ ଜିଲ୍ଲା ଅ ।ତାବିରା ଅଞ୍ଚଳର ୨୨ବର୍ଷିୟ ରତ୍ନବତୀ ପ୍ରଧାନ । ସେ ଦୀର୍ଘଦିନହେବ ଫୁସଫୁସ୍ କର୍କଟ ରୋଗରେ ପୀଡିତଅଛନ୍ତି । ତେବେ ତାଙ୍କୁ ସରକାରଙ୍କତରଫରୁ ଏପର୍ଯ୍ୟନ୍ତ କୌଣସି ସହାୟତାମିଳିନଥିବା କୁହଯାଉଛି । ତେବେ ଏବିଷୟରେ ସୁକାନ୍ତ କୁମାର ମେହେର ନାମକଜଣେ ବ୍ୟକ୍ତି ଟୁଇଟ କରି ସୋନୁୁଙ୍କ ଦୃଷ୍ଟିଅ ।କର୍ଷଣ କରିଥିଲେ । ଏହି ଟୁଇଟ ପରେସୋନୁ ସୁଦ ଝିଅଟିର ଚିକିତ୍ସା ପାଇଁମୁଖ୍ୟମନ୍ତ୍ରୀ ନବୀନ ପ…ନାୟକଙ୍କୁଅନୁରୋଧ କରିଛନ୍ତି ।ଏହା ପୂର୍ବରୁ ଲକଡାଉନରେ ପ୍ରବାସୀଙ୍କପାଇଁ ସୋନୁ ସାଜିଥିଲେ ଦେବଦୂତ ।ଅନେକ ପ୍ରବାସୀଙ୍କୁ ସହଯୋଗର ହାତବଢାଇଥିଲେ ସୋନୁ । ବସ୍ ଯୋଗେଶ୍ରମିକଙ୍କୁ ଘରକୁ ପଠାଇବା ସହସେମାନଙ୍କ ପାଇଁ ଖାଦ୍ୟର ବ୍ୟବସ୍ଥା ମଧ୍ୟକରିଥିଲେ । କେବଳ ଓଡିଶା ନୁହେଁ ଅନେକସ୍ଥାନରେ ଫସି ରହିଥିବା ପ୍ରବାସୀଶ୍ରମିକମାନଙ୍କୁ ସୋନୁ ସାହାଯ୍ୟ କରିଥିଲେ । ଏଥିପାଇଁ ତାଙ୍କୁ ଅନେକ ଲୋକ ଦେବତାଭାବେ ପୂଜା କରିଥିଲେ । ସୋନୁଙ୍କ ଏଭଳିକାମ ପାଇଁ ତାଙ୍କୁ ·ରିଅ ।ଡୁ ପ୍ରସଂଶା ମଧ୍ୟମିଳିଥିଲା ।ବଡ଼ ପରଦାରେ ସମସ୍ତେ ସୋନୁଙ୍କୁଖଳନାୟକ ଭାବେ ଦେଖିଥିବେ, ହେଲେରିୟଲ ଲାଇଫରେ ତାଙ୍କର ଏଭଳି ମହାନକାମ ପାଇଁ ସେ ବେଶ ପ୍ରଶଂସା ସାଉଁଟିଛନ୍ତି । ତାଙ୍କ ନାଁରେ କିଏ ଦୋକାନ ଖୋଲୁଥିବାବେଳେ ଅ ।ଉ କିଏ ତାଙ୍କ ଫଟୋକୁ ଠାକୁରଘରେ ରଖି ପୂଜା କରୁଛନ୍ତି । ତେବେସୋନୁଙ୍କ ଏଭଳି ମହାନ କାମ ସୋସିଅ ।ଲମିଡିଅ ।ରେ ଖୁବ ଭାଇରାଲ ହୋଇଛି ।ବର୍ତ୍ତମାନ ଜଣେ କର୍କଟ ରୋଗୀଙ୍କୁ ସେସହଯୋଗର ହାତ ବଢାଇଛନ୍ତି । ଏଥିପାଇଁସେ ଓଡିଶା ସରକାରଙ୍କୁ ଅନୁରୋଧ କରିବାସହ ଝିଅଟିର ଚିକିତ୍ସା କରିବା ପାଇଁ କହିଛନ୍ତି ।

- Advertisement -

More articles

LEAVE A REPLY

Please enter your comment!
Please enter your name here

- Advertisement -

Latest article

Hello World!

Ut consectetur purus non mollis luctus. Sed diam metus, pretium eget lacus non, tempor porta massa. Aliquam in enim pretium, semper diam...

ଆକ୍ରମଣ ମାମଲାରେ ପୁନମ ପାଣ୍ଡେଙ୍କ ସ୍ଵାମୀ ଜାମିନ ପାଇଛନ୍ତି ।

ମୁମ୍ବାଇ,ତା,୨୩/୯ ;ଗୋଆ କୋର୍ଟ ଚଳଚ୍ଚିତ୍ର ନିର୍ମାତା ସାମ ବମ୍ବେଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି ଯାହା ତାଙ୍କ ପତ୍ନୀ ପୁଣମ ପାଣ୍ଡେଙ୍କୁ ଗାଳିଗୁଲଜ କରିବା, ଧମକ ଦେବା ଏବଂ ଆକ୍ରମଣ...

ତାମିଲ ଅଭିନେତା ରୁବେନ ଜୟଙ୍କ ଦେହାନ୍ତ

ନୂଆଦିଲ୍ହି,ତା,୨୩/୯;ଲୋକପ୍ରିୟ ତାମିଲ ଅଭିନେତା-ଲେଖକ ରୁବେନ୍ ଜୟଙ୍କର ମଙ୍ଗଳବାର ଦେହାନ୍ତ ହୋଇଛି। ସେ ୫୪ ଥିଲେ। ଖବର ଅନୁଯାୟୀ, ନିକଟରେ ତାଙ୍କୁ ଫୁସଫୁସ କର୍କଟ ରୋଗରେ ଆକ୍ରାନ୍ତ କରାଯାଇଥିଲା ଏବଂ ସେ ମଧ୍ୟ...

ଏହି ତାଲିକାରେ ପିଏମ ମୋଦୀ ଅଛନ୍ତି ।

ନୂଆଦିଲ୍ଲୀ,ତା,୨୩/୯;ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୧୪ ରେ କାର୍ଯ୍ୟଭାର ଗ୍ରହଣ କରିବା ପରଠାରୁ ଚତୁର୍ଥ ଥର ପାଇଁ ଟାଇମ୍ ମାଗାଜିନ୍ ର ବାର୍ଷିକ ୧୦୦ ଜଣ...

ଗୌତମ ଗମ୍ଭୀର ଏମଏସ ଧୋନିଙ୍କ ମଧ୍ୟରେ ଝଗଡା ।

ନୁଆଦିଲ୍ଲୀ,୨୩/୯ ;ଏକ ବଡ଼ ଧରଣର ଗୋଡ଼ାଇବା ସମୟରେ ନିଜକୁ ବ୍ୟାଟିଂ ଅର୍ଡରରୁ ଓହ୍ଲାଇ ଆଗରୁ ଆଗେଇ ନଥିଲେ, ପୂର୍ବତନ ଭାରତ ବ୍ୟାଟ୍ସମ୍ୟାନ୍ ଗୌତମ ଗମ୍ଭୀରଙ୍କୁ ରାଜସ୍ଥାନ ରୟାଲ୍ସ ବିପକ୍ଷରେ ସପ୍ତମ...