27 C
Bhubaneswar
Wednesday, September 23, 2020

ଦେଢ ଲକ୍ଷ ଟପିଲା ସଂକ୍ରମିତଙ୍କ ସଂଖ୍ୟା

Must read

ଫସଲ ନଷ୍ଟ ସମ୍ପର୍କରେ ଜିଲ୍ଲାପାଳଙ୍କୁ ଦାବିପତ୍ର

କେନ୍ଦ୍ରାପଡା, ୨୦/୯ : କେନ୍ଦ୍ରାପଡାବ୍ଲକ ଅନ୍ତର୍ଗତ ଓସ୍ତପୁର ପଂଚାୟତରନାଗପୁର ଓ ଦେପୁର ଗ୍ରାମର କୃଷିଜୀବୀମାନେ ଜିଲ୍ଲାପାଳଙ୍କୁ ଭେଟିଅଭିଯୋଗ କରିଛନ୍ତି ଯେ ନାଗପୁର ପାଟଗୋବରୀ ନଦୀ...

ନରେନ୍ଦ୍ର ମୋଦି ହେଉଛନ୍ତି ଅଦ୍ୱିତୀୟ ରାଷ୍ଟ୍ରନେତା

ଭୁବନେଶ୍ୱର, ୨୦/୯ : ଗତକାଲି ଏବଂ ଆଜି ଭାରତବର୍ଷର ଯଶସ୍ୱୀପ୍ରଧାନମନ୍ତ୍ରୀ ମାନ୍ୟବର ନରେନ୍ଦ୍ରମୋଦିଜୀଙ୍କ ବ୍ୟକ୍ତିତ୍ୱ ଓ ନେତୃତ୍ୱକୁ ନେଇୱେବିନାର ଭିଡିଓ କନଫରେନ୍ସଜରିଆରେ ରାଜ୍ୟର ୨ଟି...

ବ୍ରହ୍ମପୁର ବିଶ୍ୱ ବିଦ୍ୟାଳୟରେ ବିକ୍ଷୋଭ ପ୍ରଦର୍ଶନ

ବ୍ରହ୍ମପୁର,୨୦।୯: ରାଜ୍ୟସରକାରଙ୍କ ଦ୍ୱାରା ପ୍ରଣିତ ଶିକ୍ଷାନୀତିକୁ ବନ୍ଦକରିବା ଏବଂ ଅଧିନିୟମ ୧୯୮୯ କୁପ୍ରତ୍ୟାହାର କରିବା ଦାବି କରି ଅଲଇଣ୍ଡିଆ ଡିଏସଓ ପକ୍ଷରୁ ସମଗ୍ର ରାଜ୍ୟରେଦାବୀ...

ଜିଲ୍ଲା ସ୍ତରୀୟ ଜାତୀୟ ଶିକ୍ଷ୍ୟା ନୀତି ଉପରେ ୱେବିନାର

ମାଲକାନଗିରି,୨୦/୯: ସ୍ଥାନୀୟ ନେହୁରୁ ଯୁବ ସଂଗଠନ ମାଲକାନଗିରି ଶାଖା ତରଫରୁ ଏକ ଦିବସ ଆଲୋଚନା ଚକ୍ର ୱେବିନାର ମାଧ୍ୟମରେଷ୍ଟାଡିୟମ ଠାରେ ଅନୁଷ୍ଠିତ ହୋଇଯାଇଛି ।ଏହି...

ଭୁବନେଶ୍ୱର,୧୩ା୯(ନି.ପ୍ର.): ଅ ।ଜିରାଜ୍ୟରେ ୩୯୧୩ଜଣ କରୋନା ପଜିଟିଭ୍ଚିହ୍ନଟ ହୋଇଛନ୍ତିୟ ୩୦ ଜିଲ୍ଲାରୁ ଏହିକରୋନା ଅ ।କ୍ରାନ୍ତ ଚିହ୍ନଟ ହୋଇଥିବାଜଣାଯାଇଛ । ଏମାନଙ୍କ ଭିତରୁ ସଂଗରୋଧକେନ୍ଦ୍ରରୁ ୨୩୪୮ ଓ ସ୍ଥାନୀୟ ଅଞ୍ଚଳରୁ୧୫୬୫ ଚିହ୍ନଟ ହୋଇଛନ୍ତି । ଏହାଫଳରେଏବେ ରାଜ୍ୟରେ ମୋଟ ଅ ।କ୍ରାନ୍ତଙ୍କ ସଂଖ୍ୟା୧,୫୦,୮୦୭କୁ ବୃଦ୍ଧି ପାଇଛି । ଅ ।ଜି୧୦ଜଣଙ୍କର କରୋନାରେ ପ୍ରାଣହାନିଘଟିଛି । ଏହାଫଳରେ ରାଜ୍ୟରେ ମୃତକଙ୍କସଂଖ୍ୟା ୬୨୬ ହୋଇଛ । ଏନେଇ ରାଜ୍ୟସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁସୂଚନା ଦିଅ ।ଯାଇଛି ।ଅ ।ଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ୫୫୬ ଜଣ କରୋନା ଅ ।କ୍ରାନ୍ତ ଚିହ୍ନଟହୋଇଥିବା ବେଳ କଟକ ଜିଲ୍ଲାରୁ ଦ୍ୱିତୀୟସର୍ବାଧିକ ୩୮୨ଜଣ ପଜିଟିଭ୍ ଚିହ୍ନଟହୋଇଛନ୍ତି । ଅପରପକ୍ଷରେ ନୟାଗଡ଼ଜିଲ୍ଲାରୁ ୬୦, ଗଞ୍ଜାମ ଜିଲ୍ଲାରୁ ୮୬,ବଲାଙ୍ଗୀର ଜିଲ୍ଲାରୁ ୧୪୨, ବାଲେଶ୍ୱରଜିଲ୍ଲାରୁ ୧୩୪, କୋରାପୁଟ ଜିଲ୍ଲାରୁ୧୦୦, ଭଦ୍ରକ ଜିଲ୍ଲାରୁ ୧୨୩, ରାୟଗଡ଼ାଜିଲ୍ଲାରୁ ୯୮, ପୁରୀ ଜିଲ୍ଲାରୁ ୨୧୨,ସୁନ୍ଦରଗଡ଼ ଜିଲ୍ଲାରୁ ୩୫, ଜଗତସିଂହପୁରଜିଲ୍ଲାରୁ ୧୦୮, ସମ୍ବଲପୁର ଜିଲ୍ଲାରୁ୧୪୧, କଳାହାଣ୍ଡି ଜିଲ୍ଲାରୁ ୬୦, ଯାଜପୁରଜିଲ୍ଲାରୁ ୧୨୮, କନ୍ଧମାଳ ଜିଲ୍ଲାରୁ ୮୬,କେନ୍ଦ୍ରାପଡ଼ା ଜିଲ୍ଲାରୁ ୧୫୬, ମାଲକାନଗିରିଜିଲ୍ଲାରୁ ୬୮, ଗଜପତି ଜିଲ୍ଲାରୁ ୧୬,ମୟୂରଭଞ୍ଜ ଜିଲ୍ଲାରୁ ୧୪୭ ଜଣ,ଝାରସୁଗୁଡ଼ା ଜିଲ୍ଲାରୁ ୧୬୨, ଢେଙ୍କାନାଳଜିଲ୍ଲାରୁ ୭୪, ନବରଙ୍ଗପୁର ଜିଲ୍ଲାରୁ୧୧୨, କେନ୍ଦୁଝର ଜିଲ୍ଲାରୁ ୭୬,ସୁବର୍ଣ୍ଣପୁର ଜିଲ୍ଲାରୁ ୯୧, ଅନୁଗୁଳ ଜିଲ୍ଲାରୁ୧୦୩, ବରଗଡ଼ ଜିଲ୍ଲାରୁ ୧୪୬,ନୂଅ ।ପଡ଼ା ଜିଲ୍ଲାରୁ ୧୨୮, ଦେବଗଡ଼ଜିଲ୍ଲାରୁ ୧୫ ଓ ବୌଦ୍ଧ ଜିଲ୍ଲାରୁ ୬୧କରୋନା ଅ ।କ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାଜିଲ୍ଲାର ୩ ମୃତକଙ୍କ ମଧ୍ୟରୁ ଭୁବନେଶ୍ୱରର ଜଣେ ୬୬ ଓ ଜଣେ ୬୨ ବର୍ଷ ବୟସ୍କ ପୁରୁଷ ଅଛନ୍ତି । ଏହାଛଡ଼ା ଖୋର୍ଦ୍ଧା ଜିଲ୍ଲାର ଜଣେ ୬୦ ବର୍ଷିୟ ପୁରୁଷ ଅ ।କ୍ରାନ୍ତଙ୍କ ମୃତ୍ୟୁ ହୋଇଛିୟ ଗଞ୍ଜାମରଯେଉଁ ପୁରୁଷ ଅ ।କ୍ରାନ୍ତଙ୍କ ପ୍ରାଣହାନି ଘଟିଛି ତାଙ୍କର ବୟସ ୫୫ ବର୍ଷୟ ସୁବର୍ଣ୍ଣପୁରରଜଣେ ୮୪ ବର୍ଷିୟ ପୁରୁଷ ଅ ।କ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଠିକ୍ ସେହିପରି କଟକରଦୁଇଜଣ ପୁରୁଷ ଅ ।କ୍ରାନ୍ତ ଅଛନ୍ତି ଯେଉଁମାନଙ୍କ ବୟସ ଯଥାକ୍ରମେ ୭୪ ଓ ୪୫ବର୍ଷୟ ଏହାଛଡ଼ା ବାଲେଶ୍ୱର ଜଣେ ୬୦, କଳାହାଣ୍ଡିର ୬୨, ମୟୂରଭଞ୍ଜର ୬୦ବର୍ଷିୟ ପୁରୁଷ ସଂକ୍ରମିତଙ୍କ ପ୍ରାଣହାନି ଘଟିଛି ।ଗତ ୨୪ ଘଣ୍ଟାରେ ମୋଟ୍ ୪୮ ହଜାର ୫୦୪ କରୋନା ନମୁନା ପରୀକ୍ଷାକରାଯାଇଛି । ଏହି ନମୁନା ପରୀକ୍ଷା ଅ ।ରଟିପିସିଅ ।ର୍, ଅ ।ଣ୍ଟିଜେନ୍ ଓ ଟ୍ରୁନଟ୍ ପଦ୍ଧତିରେକରାଯାଇଥିବା ସୂଚନା ମିଳିଛି । ଏଥିମଧ୍ୟରୁ ଅ ।ଣ୍ଟିଜେନ୍ରେ ୪୧,୧୬୪,ଅ ।ରଟିପିସିଅ ।ରରେ ୭,୨୦୨ ଓ ଟ୍ରୁନଟ୍ରେ ୧୩୮ଟି କରୋନା ନମୁନା ପରୀକ୍ଷାକରାଯାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନାଦିଅ ।ଯାଇଛି

- Advertisement -

More articles

LEAVE A REPLY

Please enter your comment!
Please enter your name here

- Advertisement -

Latest article

ଫସଲ ନଷ୍ଟ ସମ୍ପର୍କରେ ଜିଲ୍ଲାପାଳଙ୍କୁ ଦାବିପତ୍ର

କେନ୍ଦ୍ରାପଡା, ୨୦/୯ : କେନ୍ଦ୍ରାପଡାବ୍ଲକ ଅନ୍ତର୍ଗତ ଓସ୍ତପୁର ପଂଚାୟତରନାଗପୁର ଓ ଦେପୁର ଗ୍ରାମର କୃଷିଜୀବୀମାନେ ଜିଲ୍ଲାପାଳଙ୍କୁ ଭେଟିଅଭିଯୋଗ କରିଛନ୍ତି ଯେ ନାଗପୁର ପାଟଗୋବରୀ ନଦୀ...

ନରେନ୍ଦ୍ର ମୋଦି ହେଉଛନ୍ତି ଅଦ୍ୱିତୀୟ ରାଷ୍ଟ୍ରନେତା

ଭୁବନେଶ୍ୱର, ୨୦/୯ : ଗତକାଲି ଏବଂ ଆଜି ଭାରତବର୍ଷର ଯଶସ୍ୱୀପ୍ରଧାନମନ୍ତ୍ରୀ ମାନ୍ୟବର ନରେନ୍ଦ୍ରମୋଦିଜୀଙ୍କ ବ୍ୟକ୍ତିତ୍ୱ ଓ ନେତୃତ୍ୱକୁ ନେଇୱେବିନାର ଭିଡିଓ କନଫରେନ୍ସଜରିଆରେ ରାଜ୍ୟର ୨ଟି...

ବ୍ରହ୍ମପୁର ବିଶ୍ୱ ବିଦ୍ୟାଳୟରେ ବିକ୍ଷୋଭ ପ୍ରଦର୍ଶନ

ବ୍ରହ୍ମପୁର,୨୦।୯: ରାଜ୍ୟସରକାରଙ୍କ ଦ୍ୱାରା ପ୍ରଣିତ ଶିକ୍ଷାନୀତିକୁ ବନ୍ଦକରିବା ଏବଂ ଅଧିନିୟମ ୧୯୮୯ କୁପ୍ରତ୍ୟାହାର କରିବା ଦାବି କରି ଅଲଇଣ୍ଡିଆ ଡିଏସଓ ପକ୍ଷରୁ ସମଗ୍ର ରାଜ୍ୟରେଦାବୀ...

ଜିଲ୍ଲା ସ୍ତରୀୟ ଜାତୀୟ ଶିକ୍ଷ୍ୟା ନୀତି ଉପରେ ୱେବିନାର

ମାଲକାନଗିରି,୨୦/୯: ସ୍ଥାନୀୟ ନେହୁରୁ ଯୁବ ସଂଗଠନ ମାଲକାନଗିରି ଶାଖା ତରଫରୁ ଏକ ଦିବସ ଆଲୋଚନା ଚକ୍ର ୱେବିନାର ମାଧ୍ୟମରେଷ୍ଟାଡିୟମ ଠାରେ ଅନୁଷ୍ଠିତ ହୋଇଯାଇଛି ।ଏହି...

ଜମ୍ମୁ ଓ କାଶ୍ମୀର ରେ ଆତଙ୍କି ଆକ୍ରମଣ ।

ଶ୍ରୀନଗର: ସୋମବାର ସକାଳେ ଶ୍ରୀନଗରର ନୋଭଗାମରେ ଆତଙ୍କବାଦୀମାନେ ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ (ସିଆରପିଏଫ) ଦଳ ଉପରେ ଆକ୍ରମଣ କରିଥିଲେ। ଆତଙ୍କବାଦୀମାନେ ସିଆରପିଏଫ ର ୧୧୦ ବାଟାଲିୟନର ଏକ ଅଂଶକୁ...