18 C
Bhubaneswar
Tuesday, January 19, 2021

ହାରିଗଲେ ଅଜିତ ଦାସ

Must read

ଭାରତ କେବଳ ହାତଗଣତି ମିନିଟେରାଲ୍ସ ସହିତ ରହିଯାଇଛି ।

ଆମେରିକା : ଆମେରିକାର ବାରମ୍ବାର ଚେତାବନୀ ସ୍ଵତେ ଚୀନ୍ ସହିତ ନିବେଶ ଉପରେ ୟୁରୋପୀୟ ୟୁନିଅନର ସମ୍ପ୍ରତି ବିସ୍ତୃତ ଚୁକ୍ତିନାମା ସମଗ୍ର ବିଶ୍ୱରେ ଆଖିକୁ...

ସୋସିଆଲ ମିଡିଆରେ ମୋନୀ ରୟ ଜଣେ ଲୋକପ୍ରିୟ ସେଲିବ୍ରିଟି ଅଟନ୍ତି |

ନୂଆଦିଲ୍ଲୀ: ପୁଣି ଥରେ ଅଭିନେତ୍ରୀ ମୁନି ରୟ ନିଜର ସାଇଜଲିଂ ବିକିନି ଚିତ୍ର ସହିତ ଇଣ୍ଟରନେଟରେ ନିଆଁ ଲଗାଇ ଦେଇଛନ୍ତି। ଷ୍ଟାନର୍ଙ୍କର ଏକ ...

ପବଜୀ ମୋବାଇଲ୍ ଇଣ୍ଡିଆ ପୁନ ଆରମ୍ଭ ତାରିଖ ।

ନୂଆଦିଲ୍ଲୀ: ଭାରତରେ ଖେଳର ପୁନ ପ୍ରବେଶ ପାଇଁ ଲକ୍ଷ ଲକ୍ଷ ମୋବାଇଲ୍ ପ୍ରଶଂସକ ଉତ୍ସାହର ସହିତ ଅପେକ୍ଷା କରିଥିବା ବେଳେ ଆଗାମୀ ଦିନରେ ଦେଶରେ ମୋବାଇଲ୍ ଇଣ୍ଡିଆ...

ଜୁନ୍ ମଧ୍ୟଭାଗରୁ ଭାରତ ସର୍ବନିମ୍ନ ସ୍ପାଇକ୍ ରେକର୍ଡ କରିଛି ।

ନୁଆଦିଲ୍ଲୀ: ଗତ ୨୪ଘଣ୍ଟା ମଧ୍ୟରେ ଭାରତ ୧୩,୭୮୮ ନୂତନ କୋଭିଡ -୧୯ ମାମଲା ରିପୋର୍ଟ କରିଛି | ଗତ ବର୍ଷ ଜୁନ୍ ମଧ୍ୟଭାଗରେ ଏହି...

ଭୁବନେଶ୍ୱର,୧୩ା୯(ନି.ପ୍ର.):ରବିବାର ଦିନ ଖ୍ୟାତନାମା ଓଡ଼ିଆ ଚଳଚ୍ଚିତ୍ରଓ ମଞ୍ଚ ଅଭିନେତା ଅଜିତ ଦାସଙ୍କରଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୧ବର୍ଷ ହୋଇଥିଲା ।ସେପ୍ଟେମ୍ବର ୧ ତାରିଖ ଦିନ ସେକୋଭିଡ୍-୧୯ ପଜିଟିଭ୍ ଥିବା ଜଣାପଡ଼ିବାପରେ ଭୁବନେଶ୍ୱରର ଏକ ଘରୋଇଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ ।କିନ୍ତୁ, ଡାକ୍ତରଖାନା ତରଫରୁ ତାଙ୍କମୃତ୍ୟୁର କାରଣ ଘୋଷଣା କରାଯାଇନାହିଁ ।ତାଙ୍କ ଦେହାନ୍ତରେ ରାଜ୍ୟପାଳଗଣେଶିଲାଲ, ମୁଖ୍ୟମନ୍ତ୍ରୀ ନବୀନପ…ନାୟକ, କେନ୍ଦ୍ର ଧର୍ମେନ୍ଦ୍ର ପ୍ରଧାନଙ୍କସହ ବହୁ ବିଶିଷ୍ଟ କଳାକାର ଗଭୀରଶୋକ ପ୍ରକାଶ କରିଛନ୍ତି ।”ନ୍ୟାସନାଲ୍ ସ୍କୁଲ୍ ଅଫ୍ ଡ୍ରାମା’ରୁଅଭିନୟରେ ଡିପ୍ଲୋମା ହାସଲ କରିବାପରେ ୧୯୭୬ ମସିହାରେ ପ୍ରଥମେ”ସିନ୍ଦୂର ବିନ୍ଦୁ’ ଚଳଚ୍ଚିତ୍ରରେ ଅଭିନୟକରିବାର ସୁଯୋଗ ପାଇଥିଲେ । ଏଥିରେସେ ଖଳନାୟକ ଭୂମିକାରେ ଅଭିନୟକରିଥିଲେ ।ଏହାପରେ ସେ “ଅଭିମାନ’,”ଗେରୀ’, ବଳିଦାନ’, “ଗୋଲାମଗିରି’,”ଏ ନୁହେଁ କାହାଣୀ’, “ଫୁଲଚନ୍ଦନ’,”ହାକିମବାବୁ’, “ସହରୀବାଘ’,”ମମତାର ଡୋରି’, “ଏଇ ତ ଦୁନିଅ ।’,”ତୁଣ୍ଡବାଇଦ’, “ମୁଁ ତୁମେ ଓ ସେ’,”ପ୍ରେମଋତୁ ଅ ।ସିଲାରେ’, “ଅ ।ମଭିତରେ କିଛି ଅଛି’ ଏବଂ “ଅଭିମନ୍ୟୁ’ଭଳି ପ୍ରାୟ ୭୦ଟି ଚଳଚ୍ଚିତ୍ରରେ ଅଭିନୟକରିଥିଲେ । “ଇଷ୍ଟର୍ଣ୍ଣ ମିଡିଅ । ଲିମିଟେଡ୍’ବ୍ୟାନରରେ ପ୍ରସ୍ତୁତ ତାଙ୍କ ଅଭିନୀତ”ହାକିମବାବୁ’ ରାଷ୍ଟ୍ରୀୟ ଚଳଚ୍ଚିତ୍ରପୁରସ୍କାର ଲାଭ କରିଥିଲା । ସେହିଚଳଚ୍ଚିତ୍ର ଲାଗି ସେ ମଧ୍ୟ ଶ୍ରେଷ୍ଠଅଭିନେତା ଭାବେ ରାଜ୍ୟ ଚଳଚ୍ଚିତ୍ରପୁରସ୍କାର ପାଇଥିଲେ ।ସେ ଉକ୍ରଳ ସଙ୍ଗୀତ ନାଟକମହାବିଦ୍ୟାଳୟରେ ବିଭାଗୀୟ ମୁଖ୍ୟଭାବେ ଅବସର ଗ୍ରହଣ କରିଥିଲେ । ନିଜେମଧ୍ୟ “ଅଜିତ’ ନାମରେ ଏକ ନାଟ୍ୟ ସଂସ୍ଥାସ୍ଥାପନ କରି ବହୁ ନୂତନ କଳାକାର ସୃଷ୍ଟିକରିଥିଲେ । ୧୯୪୯ ମସିହା ଜାନୁଅ ।ରି୨୦ ତାରିଖ ଦିନ ସେ ମୟୂରଭଞ୍ଜ ଜିଲ୍ଲାରକରଞ୍ଜିଅ । ଠାରେ ଜନ୍ମ ଗ୍ରହଣ କରିଥିଲେ ।

- Advertisement -ହାରିଗଲେ ଅଜିତ ଦାସ

More articles

LEAVE A REPLY

Please enter your comment!
Please enter your name here

- Advertisement -ହାରିଗଲେ ଅଜିତ ଦାସ

Latest article

ଭାରତ କେବଳ ହାତଗଣତି ମିନିଟେରାଲ୍ସ ସହିତ ରହିଯାଇଛି ।

ଆମେରିକା : ଆମେରିକାର ବାରମ୍ବାର ଚେତାବନୀ ସ୍ଵତେ ଚୀନ୍ ସହିତ ନିବେଶ ଉପରେ ୟୁରୋପୀୟ ୟୁନିଅନର ସମ୍ପ୍ରତି ବିସ୍ତୃତ ଚୁକ୍ତିନାମା ସମଗ୍ର ବିଶ୍ୱରେ ଆଖିକୁ...

ସୋସିଆଲ ମିଡିଆରେ ମୋନୀ ରୟ ଜଣେ ଲୋକପ୍ରିୟ ସେଲିବ୍ରିଟି ଅଟନ୍ତି |

ନୂଆଦିଲ୍ଲୀ: ପୁଣି ଥରେ ଅଭିନେତ୍ରୀ ମୁନି ରୟ ନିଜର ସାଇଜଲିଂ ବିକିନି ଚିତ୍ର ସହିତ ଇଣ୍ଟରନେଟରେ ନିଆଁ ଲଗାଇ ଦେଇଛନ୍ତି। ଷ୍ଟାନର୍ଙ୍କର ଏକ ...

ପବଜୀ ମୋବାଇଲ୍ ଇଣ୍ଡିଆ ପୁନ ଆରମ୍ଭ ତାରିଖ ।

ନୂଆଦିଲ୍ଲୀ: ଭାରତରେ ଖେଳର ପୁନ ପ୍ରବେଶ ପାଇଁ ଲକ୍ଷ ଲକ୍ଷ ମୋବାଇଲ୍ ପ୍ରଶଂସକ ଉତ୍ସାହର ସହିତ ଅପେକ୍ଷା କରିଥିବା ବେଳେ ଆଗାମୀ ଦିନରେ ଦେଶରେ ମୋବାଇଲ୍ ଇଣ୍ଡିଆ...

ଜୁନ୍ ମଧ୍ୟଭାଗରୁ ଭାରତ ସର୍ବନିମ୍ନ ସ୍ପାଇକ୍ ରେକର୍ଡ କରିଛି ।

ନୁଆଦିଲ୍ଲୀ: ଗତ ୨୪ଘଣ୍ଟା ମଧ୍ୟରେ ଭାରତ ୧୩,୭୮୮ ନୂତନ କୋଭିଡ -୧୯ ମାମଲା ରିପୋର୍ଟ କରିଛି | ଗତ ବର୍ଷ ଜୁନ୍ ମଧ୍ୟଭାଗରେ ଏହି...

ଆଜି ଷ୍ଟାର୍ଟଅପ୍ ଇଣ୍ଡିଆ ଆନ୍ତର୍ଜାତୀୟ ସମ୍ମିଳନୀ ।

ନୁଆଦିଲ୍ଲୀ: ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ (ପିଏମଓ) ଅନୁଯାୟୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଷ୍ଟାର୍ଟଅପ୍ ସହ ଯୋଗାଯୋଗ କରିବେ ଏବଂ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟ...