28 C
Bhubaneswar
Thursday, September 24, 2020

ଜାତିସଂଘରେ ମହାମାରୀ ସଂକଳ୍ପ ପାରିତ

Must read

Hello World!

Ut consectetur purus non mollis luctus. Sed diam metus, pretium eget lacus non, tempor porta massa. Aliquam in enim pretium, semper diam...

ଆକ୍ରମଣ ମାମଲାରେ ପୁନମ ପାଣ୍ଡେଙ୍କ ସ୍ଵାମୀ ଜାମିନ ପାଇଛନ୍ତି ।

ମୁମ୍ବାଇ,ତା,୨୩/୯ ;ଗୋଆ କୋର୍ଟ ଚଳଚ୍ଚିତ୍ର ନିର୍ମାତା ସାମ ବମ୍ବେଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି ଯାହା ତାଙ୍କ ପତ୍ନୀ ପୁଣମ ପାଣ୍ଡେଙ୍କୁ ଗାଳିଗୁଲଜ କରିବା, ଧମକ ଦେବା ଏବଂ ଆକ୍ରମଣ...

ତାମିଲ ଅଭିନେତା ରୁବେନ ଜୟଙ୍କ ଦେହାନ୍ତ

ନୂଆଦିଲ୍ହି,ତା,୨୩/୯;ଲୋକପ୍ରିୟ ତାମିଲ ଅଭିନେତା-ଲେଖକ ରୁବେନ୍ ଜୟଙ୍କର ମଙ୍ଗଳବାର ଦେହାନ୍ତ ହୋଇଛି। ସେ ୫୪ ଥିଲେ। ଖବର ଅନୁଯାୟୀ, ନିକଟରେ ତାଙ୍କୁ ଫୁସଫୁସ କର୍କଟ ରୋଗରେ ଆକ୍ରାନ୍ତ କରାଯାଇଥିଲା ଏବଂ ସେ ମଧ୍ୟ...

ଏହି ତାଲିକାରେ ପିଏମ ମୋଦୀ ଅଛନ୍ତି ।

ନୂଆଦିଲ୍ଲୀ,ତା,୨୩/୯;ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୧୪ ରେ କାର୍ଯ୍ୟଭାର ଗ୍ରହଣ କରିବା ପରଠାରୁ ଚତୁର୍ଥ ଥର ପାଇଁ ଟାଇମ୍ ମାଗାଜିନ୍ ର ବାର୍ଷିକ ୧୦୦ ଜଣ...

ଜେନେଭା,୧୩ା୯(ନି.ପ୍ର.):ଅ ।ମେରିକା ଓ ଇସ୍ରାଏଲର ବିରୋଧମଧ୍ୟରେ ଶୁକ୍ରବାର ଜାତିସଂଘରେମହାମାରୀ କୋଭିଡ୍-୧୯ର ମୁକାବିଲା ପାଇଁଏକ ସଂକଳ୍ପ ପାରିତ ହୋଇଯାଇଛି । ମୋଟ୧୯୩ ସଦସ୍ୟ ରାଷ୍ଟ୍ରଙ୍କ ମଧ୍ୟରୁ ଉପସ୍ଥିତଥିବା ୟୁକ୍ରେନ୍ ଓ ହଙ୍ଗେରି ସଂକଳ୍ପ ସପକ୍ଷରେମତଦେବାରୁ ବିରତ ରହିଥିବା ବେଳେ ଏହା୧୬୯-୨ ଭୋଟରେ ପାରିତହୋଇଯାଇଛି ।ଜାତିସଂଘ ଇତିହାସରେ ସର୍ବାଧିକଅ ।ହ୍ୱାନ ଅ ।ଣିଥିବା ଏହି ମହାମାରୀରନିୟନ୍ତ୍ରଣ, ପ୍ରକୋପର ହ୍ରାସ ଏବଂ ଏହାରପରିଣତି ସହ ଖାପ ଖୁଅ ।ଇବା ପାଇଁଅ ।ନ୍ତର୍ଜାତିକ ସହଯୋଗ ଏବଂ ଐକ୍ୟଭାବରଅ ।ବଶ୍ୟକତା ରହିଛି ବୋଲି ଏହି ସଂକଳ୍ପରେଜାତିସଂଘ ସାଧାରଣ ପରିଷଦ ପକ୍ଷରୁକୁହାଯାଇଛି ।

ଏହାର ସଦସ୍ୟ ରାଷ୍ଟ୍ରମାନଙ୍କୁକୋଭିଡ୍-୧୯ର ମୁକାବିଲା ପାଇଁ ନିରାପଦ,ଉଚ୍ଚ ଗୁଣବତ୍ତା ସଂପନ୍ନ, ପ୍ରଭାବଶାଳୀ ତଥାଶସ୍ତା ନିଦାନ, ଉପକରଣ ଓ ଟିକାରସମୟୋଚିତ ଉପଲବ୍ଧ କରାଇବା ଲାଗି ବାଧ୍ୟକରାଯାଇଛି । ସେହିପରି ମହାମାରୀର ଅନ୍ତଘଟାଇବା ଲାଗି ଏହାର ନିୟନ୍ତ୍ରଣ ଓ ସଂକ୍ରମଣହ୍ରାସ ପାଇଁ କୌଣସି ନିରାପଦ ଫଳପ୍ରଦ ତଥାଶସ୍ତା ଟିକା ଉପଲବ୍ଧ ମାତ୍ରେ ବିକ୍ଷିପ୍ତ ଟିକାକରଣହିଁ ବିଶ୍ୱ ସାର୍ବଜନୀନ ସ୍ୱାସ୍ଥ୍ୟ ପାଇଁ ହିତକରହେବ ବୋଲି କୁହାଯାଇଛି । ଏହି ସଂକଳ୍ପମହାମାରୀ କୋଭିଡ୍ ପାଇଁ ସମୟୋଚିତପଦକ୍ଷେପ ହେବା ସହ ଏଥିରେ ପ୍ରାଣହରାଇଥିବା ପୀଡ଼ିତମାନଙ୍କ ପ୍ରତି ଗଭୀରଶ୍ରଦ୍ଧାଞ୍ଜଳି ହେବ ବୋଲି ଅ ।ଫଗାନିସ୍ତାନରାଷ୍ଟ୍ରଦୂତ ଅ ।ଦିଲା ରାଜ୍ ଓ କ୍ରୋଏସିଅ ।ପ୍ରତିପକ୍ଷ ଇଭାନ୍ ସିମୋନୋଭିକ୍ କହିଛନ୍ତି

- Advertisement -

More articles

LEAVE A REPLY

Please enter your comment!
Please enter your name here

- Advertisement -

Latest article

Hello World!

Ut consectetur purus non mollis luctus. Sed diam metus, pretium eget lacus non, tempor porta massa. Aliquam in enim pretium, semper diam...

ଆକ୍ରମଣ ମାମଲାରେ ପୁନମ ପାଣ୍ଡେଙ୍କ ସ୍ଵାମୀ ଜାମିନ ପାଇଛନ୍ତି ।

ମୁମ୍ବାଇ,ତା,୨୩/୯ ;ଗୋଆ କୋର୍ଟ ଚଳଚ୍ଚିତ୍ର ନିର୍ମାତା ସାମ ବମ୍ବେଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି ଯାହା ତାଙ୍କ ପତ୍ନୀ ପୁଣମ ପାଣ୍ଡେଙ୍କୁ ଗାଳିଗୁଲଜ କରିବା, ଧମକ ଦେବା ଏବଂ ଆକ୍ରମଣ...

ତାମିଲ ଅଭିନେତା ରୁବେନ ଜୟଙ୍କ ଦେହାନ୍ତ

ନୂଆଦିଲ୍ହି,ତା,୨୩/୯;ଲୋକପ୍ରିୟ ତାମିଲ ଅଭିନେତା-ଲେଖକ ରୁବେନ୍ ଜୟଙ୍କର ମଙ୍ଗଳବାର ଦେହାନ୍ତ ହୋଇଛି। ସେ ୫୪ ଥିଲେ। ଖବର ଅନୁଯାୟୀ, ନିକଟରେ ତାଙ୍କୁ ଫୁସଫୁସ କର୍କଟ ରୋଗରେ ଆକ୍ରାନ୍ତ କରାଯାଇଥିଲା ଏବଂ ସେ ମଧ୍ୟ...

ଏହି ତାଲିକାରେ ପିଏମ ମୋଦୀ ଅଛନ୍ତି ।

ନୂଆଦିଲ୍ଲୀ,ତା,୨୩/୯;ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୧୪ ରେ କାର୍ଯ୍ୟଭାର ଗ୍ରହଣ କରିବା ପରଠାରୁ ଚତୁର୍ଥ ଥର ପାଇଁ ଟାଇମ୍ ମାଗାଜିନ୍ ର ବାର୍ଷିକ ୧୦୦ ଜଣ...

ଗୌତମ ଗମ୍ଭୀର ଏମଏସ ଧୋନିଙ୍କ ମଧ୍ୟରେ ଝଗଡା ।

ନୁଆଦିଲ୍ଲୀ,୨୩/୯ ;ଏକ ବଡ଼ ଧରଣର ଗୋଡ଼ାଇବା ସମୟରେ ନିଜକୁ ବ୍ୟାଟିଂ ଅର୍ଡରରୁ ଓହ୍ଲାଇ ଆଗରୁ ଆଗେଇ ନଥିଲେ, ପୂର୍ବତନ ଭାରତ ବ୍ୟାଟ୍ସମ୍ୟାନ୍ ଗୌତମ ଗମ୍ଭୀରଙ୍କୁ ରାଜସ୍ଥାନ ରୟାଲ୍ସ ବିପକ୍ଷରେ ସପ୍ତମ...