19 C
Bhubaneswar
Wednesday, November 25, 2020

ବ୍ଲେଣ୍ଡର୍ସ ପ୍ରାଇଡ୍ ଫେସନ ଟୁର୍ ତରୁନ ତାହିଲିଆନିଙ୍କ ସହିତ ସହବନ୍ଧନ

Must read

ବିବାଦରେ ହାସ୍ୟ ଅଭିନେତ୍ରୀ ଭାରତୀ ସିଂହ ଓ ହର୍ଷ ଲିମ୍ବାଚିୟା ।

ମୁମ୍ୱାଇ,ତା,୨୪/୧୧; ଗଞ୍ଜେଇ ଘରେରଖିବା ସହ ସେବନକରୁଥିବା କଥା ସାମ୍ନାକୁ ଆସିବା ପରେ ଗତକାଲି ଭାରତର ଲୋକପ୍ରିୟ ହାସ୍ୟ ଅଭିନେତ୍ରୀ ଭାରତୀ ସିଂହଙ୍କୁ ଗିରଫ କରିଥିଲା...

ଓଡ଼ିଶା ଚାଷୀଙ୍କୁ କେନ୍ଦ୍ର ଦେଇଛି ୬୦, ୮୩୬ କୋଟି : ଧର୍ମେନ୍ଦ୍ର ପ୍ରଧାନ ।

ନୂଆଦିଲ୍ଲୀ, ୨୪/୧୧;–ପୂର୍ବ ସରକାର ତୁଳନାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦିଙ୍କ ସରକାରରେ ‘ଅନ୍ନଦାତା’ଙ୍କ ହାତ ମୁଠାକୁ ଅଧିକ ମଜବୁତ୍ କରାଯାଇଛି । ବିଗତ ୬ ବର୍ଷରେ ଓଡ଼ିଶାର ଚାଷୀଙ୍କୁ ବିଭିନ୍ନ କୃଷି ଯୋଜନା...

ଏନ୍ଟିସିଏକୁ ଚିଠି ଲେଖିଲା ବନ ବିଭାଗ ।

ଭୁବନେଶ୍ୱର,୨୪/୧୧: ରାଜ୍ୟ ବନବିଭାଗକୁ ସୁନ୍ଦରୀଚିନ୍ତାୟ ସେଥିପାଇଁ ବାଘୁଣୀ ସୁନ୍ଦରୀ ପାଇଁ ଜାତୀୟ ବ୍ୟାଘ୍ର ସଂରକ୍ଷଣ ଅଥରିଟି (ଏନଟିସିଏ)କୁ ଚିଠିଲେଖିଲା ବନବିଭାଗ । ସୁନ୍ଦରୀଫେରିବ ନା...

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ବୟାନ ।

ନୂଆଦିଲ୍ଲୀ,୨୩ା୧୧: ଯଦି ରାଜ୍ୟ ଗୁଡ଼ିକ ଠିକ୍ ଭାବେ ପ୍ରସ୍ତୁତ ନ ହେବେ, ତା'ହେଲେ ଡିସେମ୍ବରରେ ସ୍ଥିତି ଆହୁରି ବିଗିଡ଼ି ଯିବ । ଆଜି ରାଜ୍ୟ...

ଭୁବନେଶ୍ୱର ୧୨ା୯: ଆଜି ବ୍ଲେଣ୍ଡର୍ସପ୍ରାଇଡ୍ ଫେସନ ଟୁର ଓ ଡିଜାଇନରତରୁନ ତାହିଲିଆନି ପ୍ରଥମ ଥର କରିଡିଜିଟାଲ ସହବନ୍ଧନ କରିଛନ୍ତି ଓ ଏହିଉଦ୍ୟୋଗରେ ୨୫ ବର୍ଷର ପରିପୁର୍ଣ୍ଣରଉସôବ ପାଳନ କରିଛନ୍ତି । ବର୍ଷ ବର୍ଷ ଧରିବ୍ଲେଣ୍ଡର୍ସ ପ୍ରାଇଡ୍ ଫେସନ ଟୁର ଭାରତରେଫେସନ ଉଦ୍ୟୋଗରେ ନିଜର ଏକସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି ଓ ଭାରତୀୟଡିଜାଇନର କମ୍ୟୁନିଟି ସହିତ ସହଭାଗିତାସ୍ଥାପନ କରି ଭାରତୀୟ ଡିଜାଇନକୁପ୍ରସାରିତ କରୁଛି । ଏହି ଟୁର ପାରମ୍ପାରିକରନୱେ ସୋରୁ ପରିବର୍ତିତ ହୋଇଫେସନ ଉସôବରେ ପରିଣତ ହୋଇଛି ଓଆଜି ଏହି ସ୍ୱତନ୍ତ୍ର ସମୟରେ ଡିଜିଟାଲ୍ଭାଗ ତରୁନ ତାହିଲିଆନିଙ୍କ ସହିତସହବନ୍ଧନ ସ୍ଥାପନ କରି “ମୋରପରିଚୟ, ମୋର ଗର୍ବ” ର ପାଳନକରିଛିା ଏହି ସଂନ୍ଧ୍ୟାରେ କ୍ରାଫଟ୍ ଓଐତିହ୍ୟକୁ ଆଧୁନିକତା ସହିତ ପ୍ରଦର୍ଶିତକରାଯାଇଥିଲା ଓ ଏକ ଏଂନଟିଟିଭାବରେ ଷ୍ଟି୍ରମ୍ ଅଫ କନସେସନସ୍ରହିଥିଲା । ଏହି ଅନୂଭବ ଇନ୍ଫିନିଟ ରସମ୍ଭାବନାକୁ ଅନାବୃତ କରି ଉଦାହରଣସୃଷ୍ଟି କରିଥିଲା ଯାହାକୁ ସାରା ଦୁନିଆଅନୁସରଣ କରିବ ।

ଏହି ନୂତନ ହାଇବ୍ରିଡଫେସନ ଅନୁଭବରେ ଉଭୟ ଗ୍ଲାମର ଓଚମକ ରହିଥିଲା ।ଡିଜିଟାଲ ପ୍ରିମିୟରଜରିଆରେ ପ୍ରଭାବୀ କାହାଣୀ ଜରିଆରେଏହାକୁ ଉପସ୍ଥାପିତ କରାଯାଇଥିଲା ।ଫେସନର ଥିଏଟରଭିତିକଉପସ୍ଥାପନା ଜରିଆରେ, ୨୫ମ୍ୟୁସେସ୍ଡନଡ୨୫ ଷ୍ଟନିଂ ଲୁକ, ଉଭୟ ମେନ୍ସଉୟର ଓ ଓମେନ୍ସ ଉୟର ତଥା ଏ କବିଶାଳ କଷ୍ଟମ ସେଟ ଯାହାକୁ ତରୁନତାହିଲିଆନିଙ୍କ ଦ୍ୱାରା ଡିଜାଇନ୍କରାଯାଇଥିଲା ଯାହାକି ୨୫ ବର୍ଷରଯାତ୍ରକୁ ଉପସ୍ଥାପିତ କରିଥିଲା । ଏହିକାହାଣି କଥନ ଜୀବନ ଚକ୍ରକୁ ସମ୍ମାନଜଣାଇବା ସହିତ, ଡିଜାଇନରଅନୁପ୍ରେରଣା, ଷ୍ଟୁଡିଓର ଅତୀତ ଓଏହାର ଭବିଷ୍ୟତକୁ ବିବର୍ତନକୁପ୍ରଦର୍ଶିତ କରାଯାଇଥିଲା ଯାହାକିବ୍ରଣ୍ଡର ଏକ ଉପଯୁକ୍ତ ଉପସ୍ଥାପନାଅଟେ । ଏହି ସଂନ୍ଧ୍ୟାଟି ଏକଅତୁଳନୀୟ ଅନୁଭୂତି ପ୍ରଦାନକରିଥିଲା ଯାହାକି ଆଧୁନିକଭାରତୀୟ ପୋଷକକୁ ଦର୍ଶାଇଥିଲାଓ ଗୌରବ ଅନୁଭବ କରିଥିଲା ।ଆଧୁନିକତାର ସହିତ ଚୋଟି, ବିନ୍ଦିଓ ଆହୁରି ଅନେକକୁ ପ୍ରଦର୍ଶିତକରାଯାଇଥିଲା ଯାହାକି ପୁରାତନଐତିହ୍ୟକୁ ମଧ୍ୟ ସାମିଲ କରିଥିଲା ।

ଏହି ଅବସରରେ ସୂଚନାଦେଇ ଇସୱିନ୍ଦର ସିଂ, ଜିଏମ୍ମାର୍କେଟିଂ, ପର୍ନୋଡ୍ ରିକାର୍ଡଇଣ୍ଡିଆ କହିଛନ୍ତି ଯେ, ପେସନ ଓଷ୍ଟାଇଲ କ୍ଷେତ୍ରରେ ବ୍ଲେଣ୍ଡର୍ସ ପ୍ରାଇଡ୍ଫେସନ ଟୁର ଗତ ୧୫ ବର୍ଷ ଧରି ସ୍ୱତନ୍ତ୍ରଅନୁଭୁତିକୁ ନେଇ ଆସୁଛି । ଆମରତରୁନଙ୍କ ସହିତ ଏକ ଦୀର୍ଘ ଓ ସ୍ୱତନ୍ତ୍ରଯାତ୍ରା ରହିଛି ଓ ଆଜି ସେ ଏହିଉଦ୍ୟୋଗରେ ୨୫ ବର୍ଷ ପାଳନକରୁଥିବାରୁ ଆମେ ଆମର ଗ୍ରାହାକଙ୍କ ପାଇଁମଧ୍ୟ ସମାନ ଭାବରେ ଆନନ୍ଦିତ ଓସେମାନେ ଏହି ସୋ କୁ ଘରେ ଆରାମରେବସି ଦେଖି ପରିବେ । ପ୍ରଇଡ ର ଯାତ୍ରଯାହାକି ଗତ ଦୁଇ ବର୍ଷ ଧରି ହୋଇଆସୁଛି ଚଳିତ ବର୍ଷ ମଧ୍ୟ ଆକର୍ଷଣର କେନ୍ଦ୍ରବିନ୍ଦୁ ପ୍ରମାଣିତ ହୋଇଛି ଯାହା ମୋରପରିଚୟ, ମୋର ଗର୍ବକୁ ପ୍ରକାଶ କରିଛିା“ମୋର ପରିଚୟ, ମୋର ଗର୍ବ”ଚାରିପାଖରେ ଏକ ସୁନ୍ଦର କାହାଣିଉପସ୍ଥାପନ କରି, ତରୁନ ତାହିଲିଆନିକହିଛନ୍ତି ଯେ, ଜଣଙ୍କର ପରିଚୟ ଠାରୁଅଧିକ କିଛି ନାହିଁ ଯାହାକି ଆପଣଙ୍କୁ ବିଶ୍ୱରେଅନ୍ୟମାନଙ୍କ ଠାରୁ ଏକ ଭିନ୍ନ ପରିଚୟପ୍ରଦାନ କରିଥାଏ । ଏହି ସହବନ୍ଧନ ମୋରଯାତ୍ରାର ଏକ ଖୁସି ଯାହାକି କିଛି ବର୍ଷ ଧରିଅନୁପ୍ରେରିତ କରିଆସୁଛି । ମୁଁ ନିଜକୁପରିପ୍ରକାଶ କରି ଓ ମୁଁ ଯେଉଁଠାରେ ଆଜିଅଛି ସେଥିପାଇଁ ନିଜକୁ ଗୌରବାନ୍ନିତ ମନେକରୁଛି । ବ୍ଲେଣ୍ଡର୍ସ ପ୍ରାଇଡ୍ ଫେସନ ଟୁର୨୦୨୦ ସହିତ ସାମିଲ ହୋଇଥିବାରୁ ମୁଁଅତ୍ୟନ୍ତ ଆନନ୍ଦିତ କାରଣ ଏହା ଦ୍ୱାରା ମୁଁମୋର ପରିଚୟକୁ ଗର୍ବର ସହିତ ପ୍ରକାଶକରିପାରୁଛି ।

- Advertisement -ବ୍ଲେଣ୍ଡର୍ସ ପ୍ରାଇଡ୍ ଫେସନ ଟୁର୍ ତରୁନ ତାହିଲିଆନିଙ୍କ ସହିତ ସହବନ୍ଧନ

More articles

LEAVE A REPLY

Please enter your comment!
Please enter your name here

- Advertisement -ବ୍ଲେଣ୍ଡର୍ସ ପ୍ରାଇଡ୍ ଫେସନ ଟୁର୍ ତରୁନ ତାହିଲିଆନିଙ୍କ ସହିତ ସହବନ୍ଧନ

Latest article

ବିବାଦରେ ହାସ୍ୟ ଅଭିନେତ୍ରୀ ଭାରତୀ ସିଂହ ଓ ହର୍ଷ ଲିମ୍ବାଚିୟା ।

ମୁମ୍ୱାଇ,ତା,୨୪/୧୧; ଗଞ୍ଜେଇ ଘରେରଖିବା ସହ ସେବନକରୁଥିବା କଥା ସାମ୍ନାକୁ ଆସିବା ପରେ ଗତକାଲି ଭାରତର ଲୋକପ୍ରିୟ ହାସ୍ୟ ଅଭିନେତ୍ରୀ ଭାରତୀ ସିଂହଙ୍କୁ ଗିରଫ କରିଥିଲା...

ଓଡ଼ିଶା ଚାଷୀଙ୍କୁ କେନ୍ଦ୍ର ଦେଇଛି ୬୦, ୮୩୬ କୋଟି : ଧର୍ମେନ୍ଦ୍ର ପ୍ରଧାନ ।

ନୂଆଦିଲ୍ଲୀ, ୨୪/୧୧;–ପୂର୍ବ ସରକାର ତୁଳନାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦିଙ୍କ ସରକାରରେ ‘ଅନ୍ନଦାତା’ଙ୍କ ହାତ ମୁଠାକୁ ଅଧିକ ମଜବୁତ୍ କରାଯାଇଛି । ବିଗତ ୬ ବର୍ଷରେ ଓଡ଼ିଶାର ଚାଷୀଙ୍କୁ ବିଭିନ୍ନ କୃଷି ଯୋଜନା...

ଏନ୍ଟିସିଏକୁ ଚିଠି ଲେଖିଲା ବନ ବିଭାଗ ।

ଭୁବନେଶ୍ୱର,୨୪/୧୧: ରାଜ୍ୟ ବନବିଭାଗକୁ ସୁନ୍ଦରୀଚିନ୍ତାୟ ସେଥିପାଇଁ ବାଘୁଣୀ ସୁନ୍ଦରୀ ପାଇଁ ଜାତୀୟ ବ୍ୟାଘ୍ର ସଂରକ୍ଷଣ ଅଥରିଟି (ଏନଟିସିଏ)କୁ ଚିଠିଲେଖିଲା ବନବିଭାଗ । ସୁନ୍ଦରୀଫେରିବ ନା...

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ବୟାନ ।

ନୂଆଦିଲ୍ଲୀ,୨୩ା୧୧: ଯଦି ରାଜ୍ୟ ଗୁଡ଼ିକ ଠିକ୍ ଭାବେ ପ୍ରସ୍ତୁତ ନ ହେବେ, ତା'ହେଲେ ଡିସେମ୍ବରରେ ସ୍ଥିତି ଆହୁରି ବିଗିଡ଼ି ଯିବ । ଆଜି ରାଜ୍ୟ...

ହାଇକୋର୍ଟ ରାଜ୍ୟ ସରକାରଙ୍କ ଠାରୁ ସ୍ପଷ୍ଟୀକରଣ ଲୋଡିଛନ୍ତି ।

କଟକ,୨୪୧୧: ସ୍କୁଲ ଫି' ଛାଡପ୍ରସଙ୍ଗରେ ଆଜି ହାଇକୋର୍ଟ ରାଜ୍ୟ ସରକାରଙ୍କ ଠାରୁ ସ୍ପଷ୍ଟୀକରଣ ଲୋଡିଛନ୍ତି । କେତେ ପ୍ରତିଶତ ଫି ଛାଡ କରିହେବ ସେ...