17 C
Bhubaneswar
Monday, November 30, 2020

ଅର୍ବାନ୍ କ୍ରୁଏଜରପାଇଁ ଅନନ୍ୟ ‘ ରେସପେକ୍ଟ୍ ପ୍ୟାକେଜ୍’ର ଘୋଷଣା

Must read

ପ୍ରଧାନ ଉତ୍କଳ ବିଶ୍ୱବିଦ୍ୟାଳୟକୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ସ୍ଥିତି ଖୋଜନ୍ତି |

ଭୁବନେଶ୍ୱର:ତା ୨୮/୧୧ ; କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ଦିନ ଓଡ଼ିଶାର ଉତ୍କଳ ବିଶ୍ୱବିଦ୍ୟାଳୟକୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ମାନ୍ୟତା ଦେବା ପାଇଁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ...

ଓଡିଶା ସର୍କଲ ଫଳାଫଳ ଘୋଷିତ ହୋଇଛି .

ଭୁବନେଶ୍ଵର,ତା୨୮/୧୧;ଇଣ୍ଡିଆ ପୋଷ୍ଟ ଓଡିଶା ସର୍କଲ ଫଳାଫଳ ଘୋଷିତ ହୋଇଛି; ଚେକ୍ ପୋଷ୍ଟ ନିଯୁକ୍ତି ପରୀକ୍ଷା ପାଇଁ ନଭେମ୍ବର ୨୭, ୨୦୨୦ ପାଇଁ ଓଡିଶା ସର୍କଲ୍ ଫଳାଫଳ...

ଓଡିଶାରେ ତିନିଜଣ କୃଷକ ଋଣ ଅନିୟମିତତା ହେତୁ ନିଜକୁ ଅଲଗା କରିବାକୁ ଚେଷ୍ଟା କରନ୍ତି ।

ଭୁବନେଶ୍ଵର,ତା,୨୮/୧୧;ଶୁକ୍ରବାର ଅପରାହ୍ନରେ କଟକ ଜିଲ୍ଲାର ତିନିଜଣ କ୍ଷୁଦ୍ର ତଥା ମାର୍ଜିତ କୃଷକ ଓଡିଶା ବିଧାନସଭା ସମ୍ମୁଖରେ ନିଜକୁ ଜାଳିଦେବାକୁ ଚେଷ୍ଟା କରିଥିଲେ ଯେ ଅଭିଯୋଗ...

ସ୍ଲେନ୍ ମାଓବାଦୀ ଓଡିଶାରେ ୮ ଲକ୍ଷ ଟଙ୍କା ପୁରସ୍କାର ନେଇଥିଲେ ।

ବଳାଙ୍ଗିରି,ତା୨୮/୧୧; ଗୁରୁବାର ଦିନ ସ୍ଵାବିମାନ ଅଞ୍ଚାଲର ଜନ୍ତ୍ରି ପଞ୍ଚାୟତ ଅନ୍ତର୍ଗତ ଟୋଟାଗୁଡା ଜଙ୍ଗଲ ନିକଟରେ ସୁରକ୍ଷା ବାହିନୀ ସହ ବନ୍ଧୁକ ମୁକାବିଲାରେ ନିହତ ହୋଇଥିବା ମାଓବାଦୀ କିଶୋର ଛଦ୍ମନାମ ମାସା...

ଭୁବନେଶ୍ୱର,୧୨ା୯ (ନି.ପ୍ର) : ଟୟୋଟା କିଲୋସ୍କରମୋଟର ପକ୍ଷରୁ ଏହାର ବହୁ ପ୍ରତିକ୍ଷୀତ କମ୍ପାକ୍ଟ ଏସ୍ୟୁଭିସେଗେମେଂଟ ଅନ୍ତର୍ଗତ ଅଲ୍ ନିୟୁ ଟୟୋଟା ଅର୍ବାନ୍ କ୍ରୁଏଜରରଓପନିଙ୍ଗ ବୁକିଂରେ ଗ୍ରାହକଙ୍କମ ଉତ୍ସାହକୁ ଦୃଷ୍ଟିରେ ରଖି‘ରେସପେକ୍ଟ ପ୍ୟାକେଜ୍’ର ଘୋଷଣା କରାଯାଇଛି । ଟୟୋଟାକଷ୍ଟମର ଫାଷ୍ଟ ଫିଲୋସୋପପି ଅନ୍ତର୍ଗତ କମ୍ପାନୀ ପକ୍ଷରୁ ଏଭଳିଯୋଜନା ଆରମ୍ଭ କରାଯାଇଛି । ଗ୍ରାହକଙ୍କ ବିଶ୍ୱାସନୀୟତାବଜାୟ ରଖିବା ଲାଗି କମ୍ପାନୀ ପକ୍ଷରୁ ସବୁବେଳେ ଏଭଳିଉଦ୍ୟମ କରାଯାଇଥାଏ ।ଟୟୋଟା ଉତ୍ପାଦ ଉପରେ ନିଜର ବିଶ୍ୱାସନୀୟତା ଯୋଗୁଗ୍ରାହକ ଅର୍ବାନ୍ କ୍ରୁଏଜରର ବୁକିଂ କରିଛନ୍ତି । ସେମାନେଉତ୍ପାଦକୁ ନ ଦେଖି ଏବଂ ମୂଲ୍ୟ ସମ୍ପର୍କରେ ନ ଜାଣି ଏଭଳିକରିଛନ୍ତି । ଗ୍ରାହକଙ୍କ ପାଇଁ କମ୍ପାନୀ ପକ୍ଷରୁ ‘ଏ ନୋ କଷ୍ଟପିରିୟଡିକ୍ ମେଂଟେନାନ୍ସ୍’ ୨ ବର୍ଷ ପାଇଁ ଯୋଗାଇ ଦିଆଯିବ ।ଗ୍ରାହକଙ୍କ ବ୍ରାଣ୍ଡ ବିଶ୍ୱାସନୀୟତା ଲାଗି କୃତଜ୍ଞତା ସ୍ୱରୂପ କମ୍ପାନୀପକ୍ଷରୁ ଏଭଳି କରାଯିବ ।କଷ୍ଟମର ଆପ୍ରିସିଏଶନ୍ ପ୍ୟାକେଜ୍ ଘୋଷଣା ଅବସରରେଟୟୋଟା କିଲୋସ୍କର ମୋଟରର ସେଲସ୍ ଆଣ୍ଡ୍ ସର୍ଭିସ୍ ବରିଷ୍ଠଉପସଭାପତି ନବୀନ ସୋନୀ କହିଲେ, ଟୟୋଟା ଅର୍ବାନ୍କ୍ରୁଏଜରର ଓପନିଂ ବୁକିଂ ଯୋଗୁ ଆମେ ବେଶ୍ ପ୍ରଭାବିତହୋଇଛୁ । ରେସପେକ୍ଟ ପ୍ୟାକେଜ୍ ମାଧ୍ୟମରେ ଆମେ ଗ୍ରାହକଙ୍କପ୍ରତି ଆମର କୃତଜ୍ଞତା ଜାହିର କରିବା ସହିତ ସେମାନଙ୍କୁଟୟୋଟା ପରିବାରରେ ସ୍ୱାଗତ କରିପାରିବୁ । ବିଶ୍ୱାସନୀୟତାବଜାୟ ରଖି ଆମେ ଗ୍ରାହକଙ୍କ ପାଖରେ ଟୟୋଟା କ୍ରୁଏଜରଉପଯୁକ୍ତ ସମୟରେ ପହଂଚାଇବାର ପ୍ରୟାସ କରିବୁ । ଏହିଉତ୍ପାଦର ବଜାର ପ୍ରବେଶ ପାର୍ବଣ ଋତୁରେ କରିଥିବାରୁ ଆମେବେଶ୍ ଆନନ୍ଦିତ । ଅନନ୍ୟ ବିଶ୍ୱସ୍ତରୀୟ ଗଠନଶୈଳୀ ତଥାବିଳାସପୂର୍ଣ୍ଣ ଏସ୍ୟୁଭି ଡିଜାଇନିଂ ଯୋଗୁ ଏହା ଏକ ଉଚ୍ଚକୋଟୀରଉତ୍ପାଦ ସାବ୍ୟସ୍ତ ହେବାର ଆଶା ରହିଛି । ଆମର ନୂଆ ଉତ୍ପାଦଗ୍ରାହକଙ୍କୁ ଆକୃଷ୍ଟ କରିବାକୁ ସକ୍ଷମ ହୋଇପାରିବ । ଏହାରଅନନ୍ୟ ଜ୍ଞାନକୌଶଳ ଦ୍ୱାରା ଗ୍ରାହକ ବେଶ୍ ପ୍ରଭାବିତହୋଇପାରିବେ । ଏହା ସହିତ ଟୟୋଟାର ବିଶ୍ୱସ୍ତରୀୟ ବିକ୍ରିପରବର୍ତୀ ସେବା ମଧ୍ୟ ଗ୍ରାହକ ସନ୍ତୁଷ୍ଟିକୁ ରୁଦ୍ଧିମନ୍ତ କରାଇବାକୁସକ୍ଷମ ହେବ । ଅର୍ବାନ୍ କ୍ରୁଏଜର ଏସ୍ୟୁଭିରେ ୪ ସିଲିଣ୍ଡରବିଶିଷ୍ଟ ଶକ୍ତିଶାଳୀ କେ-ସିରିଜ୍ ୧.୫ ଲିଟର ଇଞ୍ଜିନ୍ ରହିଛି ।ଏହା ଉଭୟ ମାନୁଆଲ୍ ଏବଂ ଅଟୋମେଟିକ୍ ଟ୍ରାନ୍ସମିଶନରେଉପଲବ୍ଧ ହେଉଛି । ଅଟୋମେଟିକ୍ ଟ୍ରାନ୍ସ୍ମିଶନରେ ଲିଥିୟମ୍ -ଆୟନ ବ୍ୟାଟେରୀ ସହିତ ଫୁଏଲ୍ ଇଫିନିଏନ୍ସି ପାଇଁ ଆଇଏସ୍ଜିବୈଶିଷ୍ଟ୍ୟ ରହିଛି । ଏଥିରେ ଡିଷ୍ଟିଂକ୍ଟ ଆଣ୍ଡ୍ ଡାଇନାମିକ୍ ବୋଲ୍ଡଗ୍ରିଲ୍ ରହିଛି । ଏହା ସହିତ ବୋଲ୍ଡ ଟ୍ରାପିଜୋଡ଼ିଆଲ୍ ଫଗ୍ ଲ୍ୟାମ୍ପ୍,ଡୁଆଲ୍ ଟୋନ୍ ଡାର୍କ ବ୍ରାଉନ୍ ପ୍ରିମିୟମ୍ ଇଂଟରିୟର, ଡୁଆଲ୍ଚ୍ୟାମ୍ବର ଏଲଇଡ଼ି ପ୍ରୋଜେକ୍ଟର ହେଡ୍ ଲ୍ୟାମ୍ପ୍ ସହିତ ଡୁଆଲ୍ଫଙ୍କଶନ୍ ଏଲ୍ଇଡି ଡିଆର୍ଏଲ୍- କମ୍-ଇଣ୍ଡିକେଟର ଏବଂଇଲୋକ୍ଟ୍ରୋକ୍ରୋମିକ୍ ଆଇଆର୍ଭିଏମ୍, ରେନ୍ ସେନ୍ସିଂ ୱିପର,କ୍ରୁଇଜ୍ କଂଟ୍ରୋଲ, ୧୬ ଇଂଚ୍ ଡାଇମଣ୍ଡ୍ କଟ୍ ଆଲଏ ହ୍ୱିଲ୍ଏବଂ ଡୁଆଲ୍ ଟୋନ୍ ଆକର୍ଷଣୀୟ ରଙ୍ଗ ଆଦି ବୈଶିଷ୍ଟ୍ୟ ରହିଛି ।

- Advertisement -ଅର୍ବାନ୍ କ୍ରୁଏଜରପାଇଁ ଅନନ୍ୟ ‘ ରେସପେକ୍ଟ୍ ପ୍ୟାକେଜ୍’ର ଘୋଷଣା

More articles

LEAVE A REPLY

Please enter your comment!
Please enter your name here

- Advertisement -ଅର୍ବାନ୍ କ୍ରୁଏଜରପାଇଁ ଅନନ୍ୟ ‘ ରେସପେକ୍ଟ୍ ପ୍ୟାକେଜ୍’ର ଘୋଷଣା

Latest article

ପ୍ରଧାନ ଉତ୍କଳ ବିଶ୍ୱବିଦ୍ୟାଳୟକୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ସ୍ଥିତି ଖୋଜନ୍ତି |

ଭୁବନେଶ୍ୱର:ତା ୨୮/୧୧ ; କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ଦିନ ଓଡ଼ିଶାର ଉତ୍କଳ ବିଶ୍ୱବିଦ୍ୟାଳୟକୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ମାନ୍ୟତା ଦେବା ପାଇଁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ...

ଓଡିଶା ସର୍କଲ ଫଳାଫଳ ଘୋଷିତ ହୋଇଛି .

ଭୁବନେଶ୍ଵର,ତା୨୮/୧୧;ଇଣ୍ଡିଆ ପୋଷ୍ଟ ଓଡିଶା ସର୍କଲ ଫଳାଫଳ ଘୋଷିତ ହୋଇଛି; ଚେକ୍ ପୋଷ୍ଟ ନିଯୁକ୍ତି ପରୀକ୍ଷା ପାଇଁ ନଭେମ୍ବର ୨୭, ୨୦୨୦ ପାଇଁ ଓଡିଶା ସର୍କଲ୍ ଫଳାଫଳ...

ଓଡିଶାରେ ତିନିଜଣ କୃଷକ ଋଣ ଅନିୟମିତତା ହେତୁ ନିଜକୁ ଅଲଗା କରିବାକୁ ଚେଷ୍ଟା କରନ୍ତି ।

ଭୁବନେଶ୍ଵର,ତା,୨୮/୧୧;ଶୁକ୍ରବାର ଅପରାହ୍ନରେ କଟକ ଜିଲ୍ଲାର ତିନିଜଣ କ୍ଷୁଦ୍ର ତଥା ମାର୍ଜିତ କୃଷକ ଓଡିଶା ବିଧାନସଭା ସମ୍ମୁଖରେ ନିଜକୁ ଜାଳିଦେବାକୁ ଚେଷ୍ଟା କରିଥିଲେ ଯେ ଅଭିଯୋଗ...

ସ୍ଲେନ୍ ମାଓବାଦୀ ଓଡିଶାରେ ୮ ଲକ୍ଷ ଟଙ୍କା ପୁରସ୍କାର ନେଇଥିଲେ ।

ବଳାଙ୍ଗିରି,ତା୨୮/୧୧; ଗୁରୁବାର ଦିନ ସ୍ଵାବିମାନ ଅଞ୍ଚାଲର ଜନ୍ତ୍ରି ପଞ୍ଚାୟତ ଅନ୍ତର୍ଗତ ଟୋଟାଗୁଡା ଜଙ୍ଗଲ ନିକଟରେ ସୁରକ୍ଷା ବାହିନୀ ସହ ବନ୍ଧୁକ ମୁକାବିଲାରେ ନିହତ ହୋଇଥିବା ମାଓବାଦୀ କିଶୋର ଛଦ୍ମନାମ ମାସା...

ଡିସେମ୍ବର ୧ ରୁ ଓଡିଶାର ମେଡିକାଲ କଲେଜଗୁଡ଼ିକ ଖୋଲିବ |

ଭୁବନେଶ୍ୱର: ଡିସେମ୍ବର ୧ ରୁ ମେଡିକାଲ କଲେଜ ଖୋଲିବା ଏବଂ ପରୀକ୍ଷା ପରିଚାଳନାରେ ସମାନତା ନିଶ୍ଚିତ କରିବାକୁ ଓଡିଶା ସରକାର ଶୁକ୍ରବାର ଦିନ ନିଷ୍ପତ୍ତି...