31 C
Bhubaneswar
Friday, September 18, 2020

ରୋଗୀଙ୍କଠାରେ ଭାରତର ପ୍ରଥମ ଦ୍ୱୈତ ଫୁସ୍ଫୁସ୍ ପ୍ରତିରୋପଣ

Must read

ମାକୁ ହତ୍ୟା କଲେ ଦୁଇ ନାବାଳକ ପୁଅ

ମାକୁ ହତ୍ୟାୁବନେଶ୍ୱର,୧୭ା୯(ନି.ପ୍ର.): ରାଜଧାନୀଭୁବନେଶ୍ୱରର ଏୟାରଫିଲ୍ଡ ଥାନା ଅନ୍ତର୍ଗତସୁନ୍ଦରପଦା ଅଞ୍ଚଳରେ ମା'କୁ ଦୁଇ ନାବାଳକ ପୁଅପିଟିପିଟି ହତ୍ୟା କରିଥିବା ଭଳି ଏକ ଅଭାବନୀୟଘଟଣା ଗୁରୁବାର ଜଣାପଡ଼ିଛି...

ହାତୀ ମୃତୁ୍ୟ ନେଇ କେନ୍ଦ୍ର ଚିନ୍ତିତ

ଭୁବନେଶ୍ୱର,୧୭ା୯(ନି.ପ୍ର.): ରାଜ୍ୟରେଅଧିକରୁ ଅଧିକ ସଂଖ୍ୟକ ହାତୀ ଅପମୃତୁ୍ୟର ଶିକାରହେଉଥିବା ଯୋଗୁଁ କେନ୍ଦ୍ରୀୟ କର୍ତ୍ତୃପକ୍ଷ ଅତ୍ୟନ୍ତ ଚିନ୍ତିତା କେନ୍ଦ୍ର ସରକାର ହାତୀମାନଙ୍କ ସୁରକ୍ଷା ପାଇଁଅଧିକରୁ ଅଧିକ ପାଣ୍ଠି ରାଜ୍ୟ ସରକାରଙ୍କୁଯୋଗାଉଥିବାବେଳେ ଦନ୍ତା...

ଡରାଉଛି ସେପ୍ଟେମ୍ବର

ଭୁବନେଶ୍ୱର,୧୭ା୯(ନି.ପ୍ର.):ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୩ଜଣ କରୋନା ଅ ।କ୍ରାନ୍ତ ମୃତ୍ୟୁବରଣକରିଛନ୍ତି । ସେମାନଙ୍କ ମଧ୍ୟରେ ୩ ଜଣମହିଳା ଥିବାବେଳେ ୧୦ ଜଣ ପୁରୁଷଅଛନ୍ତି...

କରୋନା ଚିକିତ୍ସାରେ ମାଇଲଖୁଣ୍ଟ

ଭୁବନେଶ୍ୱର,୧୭ା୯(ନି.ପ୍ର.):ପ୍ଲାଜମା ଥେରାପିରେ ନୁତନ ମାଇଲଖୁଣ୍ଟସ୍ଥାପନ କଲା ଓଡ଼ିଶା । ରାଜ୍ୟରେ୧୦୦୦ରୁ ଅଧିକ ରୋଗୀଙ୍କୁ ପ୍ଲାଜମାଥେରାପି ଜରିଅ ।ରେ ଚିକିତ୍ସାକରାଯାଇଛି । ଟ୍ୱିଟ କରି ରାଜ୍ୟ...

ଭୁବନେଶ୍ୱର,୧୨ା୯ (ନି.ପ୍ର) :ଭାରତର ଅଗ୍ରଣୀ ସ୍ୱାସ୍ଥ୍ୟ୍ୟ ସେବାପ୍ରଦାନକାରୀ କ୍ରିଷ୍ଣା ଇନଷ୍ଟିଚୁ୍ୟଟ୍ ଅଫ୍ମେଡିକାଲ୍ ସାଇନ୍ସେସ୍ (କିମସ୍)ରଡାକ୍ତରମାନେ ସଫଳତାର ସହିତ ଜଣେକୋଭିଡ୍ ପଜିଟିଭ୍ ରୋଗୀଙ୍କ ଠାରେଭାରତର ପ୍ରଥମ ଦ୍ୱେତ ଫୁସଫୁସ୍ପ୍ରତିରୋପଣ ପ୍ରକ୍ରି୍ରୟା ସମ୍ପାଦିତ କରିଛନ୍ତି ।ସେହି ରୋଗୀ ଜଣଙ୍କ ନିକଟରେହସ୍ପିଟାଲ୍ରୁ ଡିସ୍ଚାର୍ଜ ହୋଇଥିଲେ ।ହାଇଦ୍ରାବାଦରେ ଥିବା ହସ୍ପିଟାଲ୍ର ମୁଖ୍ୟଶାଖାରେ ଏହି ପ୍ରକ୍ରିୟା ସମ୍ପାଦିତହୋଇଥିଲା ଏବଂ ହୃଦୟ ଓ ଫୁସଫୁସପ୍ରତିରୋପଣ ସର୍ଜରି କ୍ଷେତ୍ରରେ ଭାରତରଅଗ୍ରଦୂତ ଭାବେ ପରିଚିତ ଡକ୍ଟର ସନ୍ଦୀପଅ…ୱାର ଏହାର ନେତୃତ୍ୱ ନେଇଥିଲେ ।ପଞ୍ଜାବ ଚଣ୍ଡିଗଡ଼ର ୩୨ ବର୍ଷୀୟରିଜୱାନ (ମୋନୁ) ନାମକ ଜଣେ ରୋଗୀସାରକୋଇଡୋସିସ୍ରେ ପୀଡ଼ିତ ଥିଲେଯାହା ତାଙ୍କ ଫୁସଫୁସ୍କୁ ଗଭୀର ଭାବେଆକ୍ରାନ୍ତ କରିଥିଲା ଫଳରେ ତାଙ୍କଫୁସଫୁସ୍ରେ ଫିବ୍ରୋସିସ୍ ହୋଇଥିଲା ।ତାଙ୍କ ସ୍ୱାସ୍ଥ୍ୟରେ ଦ୍ରୁତ ଅବନତିହେଉଥିଲା । ଉପଷମ ପାଇଁ ଏକମାତ୍ରବିକଳ୍ପ ଥିଲା ଦ୍ୱେତ ଫୁସଫୁସ୍ ପ୍ରତିରୋପଣକରିବା । ନିଜ ଦ୍ୱେତ ଫୁସଫୁସପ୍ରତିରୋପଣ ପାଇଁ ଅପେକ୍ଷା କରିଥିବାସମୟରେ କରୋନା ଭୂତାଣୁ ଦ୍ୱାରାସଂକ୍ରମିତ ହୋଇଯିବାରୁ ସ୍ଥିତି ଆହୁରିଖରାପ ହୋଇଥିଲା । ସ୍ଥିତି ସେତେବେଳେଆହୁରି ଖରାପ ହୋଇଗଲାଯେତେବେଳେ ଆଠ ସପ୍ତାହ ପର୍ଯ୍ୟନ୍ତତାଙ୍କ ଅମ୍ଳଜାନ ଆବଶ୍ୟକତା ମିନିଟ୍ ପିଛା୧୫ ଲିଟରରୁ ମିନିଟ୍ ପିଛା ୫୦ଲିଟରକୁ ବୃଦ୍ଧି ପାଇଥିଲା ।ଏହି ପ୍ରକ୍ରିୟା ସମ୍ପର୍କରେ ଡକ୍ଟରସନ୍ଦୀପ ଅ…ୱାର, ଥୋରାସିସ୍ ଅର୍ଗାନ୍ଟ୍ରାନ୍ସପ୍ଲାଂଟ୍ ସର୍ଜନ, କିମସ୍ ହାର୍ଟ ଆଣ୍ଡ୍ଲଙ୍ଗ୍ ଟ୍ରାନ୍ସପ୍ଲାଂଟ୍ ଇନଷ୍ଟିଚୁ୍ୟଟ୍, କମିସ୍ହସ୍ପିଟାଲ୍ କହିଛନ୍ତି ଯେ, “ରୋଗୀ ଜଣକଲଙ୍ଗ୍ ସାରକୋଇଡୋସିସ୍ର ଏକ ଜଟିଳମାମଲା ଥିଲେ ଏବଂ କୋଭିଡ୍-୧୯ଭୂତାଣୁ ସ୍ଥିତିକୁ ଆହୁରି ଗମ୍ଭୀରକରିଦେଇଥିଲା । ସୌଭାଗ୍ୟର ବିଷୟହେଉଛି, କୋଲକାତାରେ ବ୍ରେନ୍ ଡେଡ୍ଘୋଷଣା ହୋଇଥିବା ଜଣେ ବ୍ୟକ୍ତିଙ୍କଫୁସ୍ଫୁସ୍ ସହିତ ତାଙ୍କ ଫୁସ୍ଫୁସ୍ ମେଳଖାଇିଥିଲା ଏବଂ ସେହି ଲୋକଙ୍କଫୁସଫୁସ୍କୁ ଅମଳ କରି ଏହି ରୋଗୀଙ୍କଜୀବନ ବଂଚାଇବା ଲାଗି ତାହାକୁ ଆକାଶମାର୍ଗରେ ହାଇଦ୍ରାବାଦ ଅଣାଯାଇଥିଲା ।ଏହି ପ୍ରକ୍ରିୟା ଅତ୍ୟନ୍ତ ଜଟିଳ ଥିଲା ଏବଂତ୍ରୁଟିର ଅବକାଶ ନଥିଲା ଏବଂ କେବଳସଠିକ୍ ସମୟରେ ଫୁସଫୁସ୍ ପ୍ରତିରୋପଣହିଁ ରୋଗୀଙ୍କ ଜୀବନ ବଂଚାଇପାରିଥାନ୍ତା ।ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଉଛି ଯେହେତୁରୋଗୀ ଜଣକ ପ୍ରତିରୋପଣ ପୂର୍ବରୁଅତ୍ୟନ୍ତ ଅସୁସ୍ଥ, ପୁଷ୍ଟିହୀନ ଓ ଶଯ୍ୟାଶାୟୀଥିଲେ, ତେଣୁ ଭଲ ଫଳାଫଳ ମିଳିବାମଧ୍ୟ କଷ୍ଟକର ଥିଲା । ଡିସ୍ଚାର୍ଜ ପରେତାଙ୍କ ଉପରେ କଡ଼ା ନଜର ରଖିବା,ବାୟୋ ବବଲ୍ ପରିବେଶ ଏବଂ ଅତିକମରେ ୬ ସପ୍ତାହ ପାଇଁ ନିୟନ୍ତ୍ରଣାଧୀନଔଷଧ ଦରକାର ।

- Advertisement -

More articles

LEAVE A REPLY

Please enter your comment!
Please enter your name here

- Advertisement -

Latest article

ମାକୁ ହତ୍ୟା କଲେ ଦୁଇ ନାବାଳକ ପୁଅ

ମାକୁ ହତ୍ୟାୁବନେଶ୍ୱର,୧୭ା୯(ନି.ପ୍ର.): ରାଜଧାନୀଭୁବନେଶ୍ୱରର ଏୟାରଫିଲ୍ଡ ଥାନା ଅନ୍ତର୍ଗତସୁନ୍ଦରପଦା ଅଞ୍ଚଳରେ ମା'କୁ ଦୁଇ ନାବାଳକ ପୁଅପିଟିପିଟି ହତ୍ୟା କରିଥିବା ଭଳି ଏକ ଅଭାବନୀୟଘଟଣା ଗୁରୁବାର ଜଣାପଡ଼ିଛି...

ହାତୀ ମୃତୁ୍ୟ ନେଇ କେନ୍ଦ୍ର ଚିନ୍ତିତ

ଭୁବନେଶ୍ୱର,୧୭ା୯(ନି.ପ୍ର.): ରାଜ୍ୟରେଅଧିକରୁ ଅଧିକ ସଂଖ୍ୟକ ହାତୀ ଅପମୃତୁ୍ୟର ଶିକାରହେଉଥିବା ଯୋଗୁଁ କେନ୍ଦ୍ରୀୟ କର୍ତ୍ତୃପକ୍ଷ ଅତ୍ୟନ୍ତ ଚିନ୍ତିତା କେନ୍ଦ୍ର ସରକାର ହାତୀମାନଙ୍କ ସୁରକ୍ଷା ପାଇଁଅଧିକରୁ ଅଧିକ ପାଣ୍ଠି ରାଜ୍ୟ ସରକାରଙ୍କୁଯୋଗାଉଥିବାବେଳେ ଦନ୍ତା...

ଡରାଉଛି ସେପ୍ଟେମ୍ବର

ଭୁବନେଶ୍ୱର,୧୭ା୯(ନି.ପ୍ର.):ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୩ଜଣ କରୋନା ଅ ।କ୍ରାନ୍ତ ମୃତ୍ୟୁବରଣକରିଛନ୍ତି । ସେମାନଙ୍କ ମଧ୍ୟରେ ୩ ଜଣମହିଳା ଥିବାବେଳେ ୧୦ ଜଣ ପୁରୁଷଅଛନ୍ତି...

କରୋନା ଚିକିତ୍ସାରେ ମାଇଲଖୁଣ୍ଟ

ଭୁବନେଶ୍ୱର,୧୭ା୯(ନି.ପ୍ର.):ପ୍ଲାଜମା ଥେରାପିରେ ନୁତନ ମାଇଲଖୁଣ୍ଟସ୍ଥାପନ କଲା ଓଡ଼ିଶା । ରାଜ୍ୟରେ୧୦୦୦ରୁ ଅଧିକ ରୋଗୀଙ୍କୁ ପ୍ଲାଜମାଥେରାପି ଜରିଅ ।ରେ ଚିକିତ୍ସାକରାଯାଇଛି । ଟ୍ୱିଟ କରି ରାଜ୍ୟ...

ସାବାଡ଼ ହେବେ ନିୟମ ଉଲ୍ଲଂଘନକାରୀ

ଭୁବନେଶ୍ୱର,୧୭ା୯(ନି.ପ୍ର.):ମୁଖ୍ୟମନ୍ତ୍ରୀ ନବୀନ ପ…ନାୟକଙ୍କ ଠାରୁନିଦେ୍ର୍ଦଶ ମିଳିବା ପରେ କୋଭିଡ ନିୟମଉଲ୍ଲଂଘନ କରୁଥିବା ବ୍ୟକ୍ତିଙ୍କ ଉପରେଶକ୍ତ କାର୍ଯ୍ୟାନୁଷ୍ଠାନ ନେବା ଲାଗି ରାଜ୍ୟପୁଲିସ ବିଭାଗ ଅଣ୍ଟା ଭିଡିଛି...