18 C
Bhubaneswar
Tuesday, November 24, 2020

ଆକାଶ ଇନ୍ଷ୍ଟିଚୁ୍ୟଟ ଜେଇଇ ମେନ୍ରେ ଉଲ୍ଲେଖନୀୟ ସଫଳତା

Must read

କ୍ରମାଗତ ୪ ର୍ଥ ଦିନ ପାଇଁ ପେଟ୍ରୋଲ ମୂଲ୍ୟ ବୃଦ୍ଧି |

ନୂଆଦିଲୀ,ତା,୨୩/୧୧;ସୋମବାର ଦିନ ପେଟ୍ରୋଲ ମୂଲ୍ୟ ଲିଟର ପିଛା ୭ ପଇସା ଏବଂ ଚତୁର୍ଥ ସିଧା ଦିନ ପାଇଁ ଡିଜେଲ ୧୮ ପଇସା ବୃଦ୍ଧି ହୋଇଥିବାରୁ...

ନାବାଳକର ମୃତ୍ୟୁ ଭୁବନେଶ୍ୱର ହସ୍ପିଟାଲରେ ଉତ୍ତେଜନା ସୃଷ୍ଟି କରିଛି ।

ଭୁବନେଶ୍ୱର: ତ୍ରୁଟିପୂର୍ଣ୍ଣ ଚିକିତ୍ସା ହେତୁ ୧୫ ବର୍ଷର ବାଳକର ମୃତ୍ୟୁ ପରେ ରବିବାର ଦିନ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଉତ୍ତେଜନା ଦେଖାଦେଇଛି।...

ମୁମ୍ବାଇ ପୋଲିସର ଏଫ୍ଆଇଆର୍ ବନ୍ଦ କରିବାକୁ କଙ୍ଗନା ଓ ରଙ୍ଗୋଲି ଚାନ୍ଦେଲ ।

ମୁମ୍ବାଇ,ତା୨୩/୧୧;ଅଭିନେତ୍ରୀ କଙ୍ଗନା ରାନାୱତ ଏବଂ ତାଙ୍କ ଭଉଣୀ ରଙ୍ଗୋଲି ଚାନ୍ଦେଲ ସୋମବାର ଦିନ ବମ୍ବେ ହାଇକୋର୍ଟରେ ଏକ ପିଟିସନ ଦାଖଲ କରି ସୋସିଆଲ ମିଡିଆରେ...

ସମସ୍ତ ଭାରତୀୟଙ୍କୁ କେବେ ଟୀକାକରଣ କରାଯିବ ପ୍ରଧାନମନ୍ତ୍ରୀ କହିବେ ।

ନୂଆଦିଲୀ,ତା୨୩/୧୧ପ୍ରଧାନମନ୍ତ୍ରୀ ନିଶ୍ଚିତ ଭାବରେ ଦେଶକୁ କହିବେ: ୧. ସମସ୍ତ କୋଭିଡ ଟିକା ପ୍ରାର୍ଥୀଙ୍କ ମଧ୍ୟରୁ ବାଛିବ ଏବଂ କାହିଁକି? ୨. ପ୍ରଥମେ ଟିକା କିଏ ପାଇବ ଏବଂ ବଣ୍ଟନ...

ଭୁବନେଶ୍ୱର, ୧୨ା୯ : ଏକଐତିହାସିକ ସଫଳତା ସ୍ୱରୂପ ଟେଷ୍ଟ ପ୍ରସ୍ତୁତିସେବା କ୍ଷେତ୍ରରେ ଜାତୀୟ ଲିଡର ଆକାଶଇନ୍ଷ୍ଟିଚୁ୍ୟଟରୁ ୯ ଜଣ ରାଜ୍ୟ ଟପରହୋଇଛନ୍ତି ଓ ୩ ଜଣ ଆକାସିଆନ୍ସମ୍ମାନଜନକ ଜେଇଇ ମେନ୍ସ୨୦୨୦ (ସେପ୍ଟେମ୍ବର) ଇଂଜିନିୟରିଂପ୍ରତିଯୋଗୀତା ମୂଳକ ପରୀକ୍ଷାରେ ୧୦୦ପର୍ସେଂଟାଇଲ୍ ସ୍କୋର କରିଛନ୍ତି । ଏହିଫଳାଫଳ ଗତ ରାତିରେ ଘୋଷଣାକରାଯାଇଛି ।ଆକାଶ ଇନ୍ଷ୍ଟିଚୁ୍ୟଟର କ୍ଲାସରୁମ୍କୋର୍ସ ର ଟପ୍ ସ୍କୋରର ହେଉଛନ୍ତି ଚିରାଗ୍ଫାଲୋର (ଏଆଇଆର-୧୨) ୧୦୦ପର୍ସେଂଟାଇଲ୍ (୨୯୬/୩୦୦),ଏହାପରେ ସୁରଜ ଶ୍ରୀନିବାସନ(ଏଆଇଆର-୩୪) ୯୯.୯୯ପର୍ସେଂଟାଇଲ୍ ସହିତ, ଅବଲ୍ ଅମିଲ୍(ଏଆଇଆର ୪୩) ୯୯.୯୯ପର୍ସେଂଟାଇଲ୍, ପେରିତ୍ ପାଲିୱାଲ୍(ଏଆଇଆର ୭୫) ୯୯.୯୯ପର୍ସେଂଟାଇଲ୍ ସହିତ, ଏରା ସାରଦା(ଏଆଇଆର-୭୯) ୯୯.୯୯ପର୍ସେଂଟାଇଲ୍ ସହିତ ଓ ଶିଖର ଅଗ୍ରୱାଲ୍(ଏଆଇଆର-୯୯) ୯୯.୯୯ପର୍ସେଂଟାଇଲ୍ ସହିତ । ସାରା ଭାରତର୯ ଜଣ ଆକାଶିଆନ ଯେଉଁମାନେ ରାଜ୍ୟଟପର ହୋଇଛନ୍ତି ସେମାନଙ୍କ ମଧ୍ୟରୁ ୬ଜଣ ହେଉଛନ୍ତି ଝିଅ ଯେଉଁଥିରେ ଆକାଶକ୍ଲାସରୁମ୍ ଓ ଡିଷ୍ଟାନ୍ସ ଲର୍ଣ୍ଣିଂ ପ୍ରୋଗ୍ରାମ(ଡିଏଲପି) କୋର୍ସ ଅନ୍ତର୍ଭୁକ୍ତ । ଝିଅ ଟପରହେଉଛନ୍ତି ଏରା ସାରଦା (କ୍ଲାସରୁମ୍,ଏଆଇଆର-୭୯), ଦିଲ୍ଲୀ ଏନ୍ସିଟି ରୁଯିଏକି ୯୯.୯୯ ପର୍ସେଂଟାଇଲ୍ ସ୍କୋରକରିଛନ୍ତି, ଶ୍ରୀମନ୍ତି ଦେ (କ୍ଲାସରୁମ୍,ଏଆଇଆର-୧୩୧) ପଶ୍ଚିମବଙ୍ଗରୁ୯୯.୯୯ ସହିତ, ସ୍ରେୟା ମୋଘେ(କ୍ଲାସରୁମ୍, ଏଆଇଆର-୨୪୧)ମଧ୍ୟପ୍ରଦେଶରୁ ୯୯.୯୮ ସହିତ,ବଂଶିତା (କ୍ଲାସରୁମ୍, ଏଆଇଆର-୨୦୦୨) ୯୯.୮୩ ପର୍ସେଂଟାଇଲ୍ସହିତ ହିମାଚଳ ପ୍ରଦେଶରୁ, ସ୍ଥିତିପ୍ରଜ୍ଞା ସାହୁ(ଆକାଶ ଡିଏଲପି, ଏଆଇଆର-୧୮୮)ଓଡ଼ିଶାରୁ ୯୯.୯୮ ପର୍ସେଂଟାଇଲ୍ ସହିତ,ଅନ୍ନଦ କୌର (ଆକାଶ ଡିଏଲ୍ପି,ଏଆଇଆର ୬୧୦) ପଞ୍ଜାବରୁ୯୯.୯୫ ପର୍ସେଂଟାଇଲ୍ ସହିତ ।ଅନ୍ୟ ରାଜ୍ୟ ଟପରମାନେ ହେଉଛନ୍ତିପରଭେଜ୍ ମେହଦି (କ୍ଲାସରୁମ୍) ଯିଏକିଲଦାଖ କେନ୍ଦ୍ର ଶାସିତ ଅଞ୍ଚଳରୁ୯୬.୫୨ ପର୍ସେଂଟାଇଲ୍ ହାସଲକରିଛନ୍ତି, ଅଦବୈଦ ଦୀପକ (ଆକାଶଡିଜିଟାଲ୍, ଏଆଇଆର ୯୫) କେରଳରୁ୯୯.୯୯ ପର୍ସେଂଟାଇଲ୍ ସହିତ ଓସୌରଭ ସୌମ୍ୟକାନ୍ତ ଦାଶ (ଆକାଶଡିଏଲପି, ଏଆଇଆର-୧୨୮) ଓଡ଼ିଶାରୁ୯୯.୯୯ ପର୍ସେଂଟାଇଲ୍ ସହିତ ।ଆକାଶ ଡିଏଲପିର ଦୁଇଜଣ ଛାତ୍ର ଯିଏକି୧୦୦ ପର୍ସେଂଟାଇଲ୍ ସ୍କୋର କରିଛନ୍ତିସେମାନେ ହେଉଛନ୍ତି ପାର୍ଥ ଦ୍ୱିବେଦୀ(ଡିଏଲପି କୋର୍ସ, ଏଆଇଆର-୧୪)ରାଜସ୍ଥାନରୁ ଓ ନିଶାନ୍ତ ଅଗ୍ରୱାଲ୍(ଏଆଇଆର-୨୧) ଦିଲ୍ଲୀ ଏନସିଟି ରୁ ।ଡିଏଲପିରୁ ଅନ୍ୟ ଟପ୍ ସ୍କୋରର୍ ମାନେହେଉଛନ୍ତି ଅମନ୍ ବଂଶଲ୍ (ଏଆଇଆର-୫୫) ହରିୟାନାରୁ ଯିଏକି ୯୯.୯୯ପର୍ସେଂଟାଇଲ୍ ସ୍କୋର କରିଛନ୍ତି, କରନ୍ଜୈନ (ଏଆଇଆର-୯୪) ଚଣ୍ଡିଗଡ଼ରୁ୯୯.୯୯ ପର୍ସେଂଟାଇଲ୍ ସହିତ ଓନମନ ସିଂହ ରଣା (ଏଆଇଆର-୯୭)ରାଜସ୍ଥାନରୁ ଯିଏକି ୯୯.୯୯ପର୍ସେଂଟାଇଲ୍ ସ୍କୋର କରିଛନ୍ତି । ଆକାଶଡିଜିଟାଲରୁ ଅଦବୈଦ ଦୀପକ,କେରଳରୁ, ବୈଭବ ସାହା (ଏଆଇଆର୩୯) ରାଜସ୍ଥାନରୁ ୯୯.୯୯ପର୍ସେଂଟାଇଲ୍ ସ୍କୋର କରିଛନ୍ତି ।ଛାତ୍ରମାନଙ୍କୁ ଅଭିନନ୍ଦନ ଜଣାଇ ଓ ଏହିଉଲ୍ଲେଖନୀୟ ସଫଳତା ଉପରେ ମତାମତପ୍ରଦାନ କରି ଶ୍ରୀ ଆକାଶ ଚୌଧୁରୀ,ଡାଇରେକ୍ଟର ଓ ସିଇଓ, ଆକାଶଏଡୁକେସନାଲ୍ ସର୍ଭିସେସ୍ ଲିମିଟେଡ୍(ଏଇଏସ୍ଏଲ୍) କହିଛନ୍ତି ଯେ : ଜେଇଇମେନ୍ ରେ ସଫଳତା ଏହାର ଫାକ୍ଲଟି,ପାଠ୍ୟକ୍ରମ ଓ ଆକାଶର ତାଲିମରଉକ୍ରର୍ଷତାକୁ ଦର୍ଶାଇଥାଏ । ଟେଷ୍ଟ ପ୍ରସ୍ତୁତିକ୍ଷେତ୍ରରେ ଜେଇଇ ମେନ୍ ପରୀକ୍ଷାରେଏହା ସର୍ବୋତ୍ତମ ଫଳାଫଳ ପ୍ରଦାନକରିଛି । ଜେଇଇ ମେନ୍ ପରୀକ୍ଷାରେସଫଳତା ହାସଲ କରିଥିବା ସମସ୍ତଛାତ୍ରମାନଙ୍କୁ ଅଭିନନ୍ଦନ । ଏହାର ଶ୍ରେୟପିଲାମାନଙ୍କର କଠିନ ପରିଶ୍ରମ, ତାଙ୍କରପରିବାରର ସହଯୋଗ ଓ ଫାକ୍ଲଟିଙ୍କୁଯାଉଛି । ଏହା ସହିତ ଆକାଶଇନ୍ଷ୍ଟିଚୁ୍ୟଟରେ ପ୍ରଦାନ କରାଯାଇଥିବାଉଚ୍ଚ ମାନର ଟେଷ୍ଟ ପ୍ରସ୍ତୁତି ମଧ୍ୟ ଏଥିପାଇଁସହାୟକ ହୋଇଛି । ମୁଁ ସେମାନଙ୍କଭବିଷ୍ୟତ ପାଇଁ ସଫଳତା କାମନାକରୁଛି ।” ବି.ଇ./ବି.ଟେକ୍ ପାଇଁଜେଇଇ (ମେନ୍) ପରୀକ୍ଷା ସେପ୍ଟେମ୍ବର୧-୬, ୨୦୨୦ ମଧ୍ୟରେ ଏନଟିଏଦ୍ୱାରା ସାରା ଦେଶରେ ଦୁଇଟି ସିଫ୍ଟରେକରାଯାଇଥିଲା । ଛାତ୍ରମାନଙ୍କୁ ସେମାନଙ୍କରଆକଡେମିକ୍ ସଫଳତା ପାଇଁ ଆକାଶଇନ୍ଷ୍ଟିଚୁ୍ୟଟ ସହଯୋଗ କରୁଛି । ପାଠକ୍ରମଓ କଂଟେଟର ବିକାଶ ପାଇଁ ଏହାର ଏକସେଂଟ୍ରାଲାଇଜ୍ଡ ଇନ-ହାଉସ ପ୍ରୋସେସ୍ରହିଛି ଓ ନ୍ୟାସନାଲ୍ ଆକାଡେମିକ୍ ଟିମ୍ଦ୍ୱାରା ଫାକଲ୍ଟି ଟ୍ରେନିଂ ଓ ମନିଟରିଂକରାଯାଉଛି । ଗତ ବର୍ଷ ମାନଙ୍କରେଏଇଏସ୍ଏଲ୍ର ଛାତ୍ରମାନେ ବିଭିନ୍ନମେଡିକାଲ୍ ଓ ଇଞ୍ଜିନିୟରିଂ ପ୍ରବେଶିକାପରୀକ୍ଷାରେ ଓ ପ୍ରତିଯୋଗୀତାମୂଳକପରୀକ୍ଷା ଯଥା ଏନଟିଏସଇ, କେଭିପିୱାଇଓ ଅଲିମ୍ପିଆଡରେ ଉକ୍ରର୍ଷତା ହାସଲକରିଛନ୍ତି ।

- Advertisement -ଆକାଶ ଇନ୍ଷ୍ଟିଚୁ୍ୟଟ ଜେଇଇ ମେନ୍ରେ ଉଲ୍ଲେଖନୀୟ ସଫଳତା

More articles

LEAVE A REPLY

Please enter your comment!
Please enter your name here

- Advertisement -ଆକାଶ ଇନ୍ଷ୍ଟିଚୁ୍ୟଟ ଜେଇଇ ମେନ୍ରେ ଉଲ୍ଲେଖନୀୟ ସଫଳତା

Latest article

କ୍ରମାଗତ ୪ ର୍ଥ ଦିନ ପାଇଁ ପେଟ୍ରୋଲ ମୂଲ୍ୟ ବୃଦ୍ଧି |

ନୂଆଦିଲୀ,ତା,୨୩/୧୧;ସୋମବାର ଦିନ ପେଟ୍ରୋଲ ମୂଲ୍ୟ ଲିଟର ପିଛା ୭ ପଇସା ଏବଂ ଚତୁର୍ଥ ସିଧା ଦିନ ପାଇଁ ଡିଜେଲ ୧୮ ପଇସା ବୃଦ୍ଧି ହୋଇଥିବାରୁ...

ନାବାଳକର ମୃତ୍ୟୁ ଭୁବନେଶ୍ୱର ହସ୍ପିଟାଲରେ ଉତ୍ତେଜନା ସୃଷ୍ଟି କରିଛି ।

ଭୁବନେଶ୍ୱର: ତ୍ରୁଟିପୂର୍ଣ୍ଣ ଚିକିତ୍ସା ହେତୁ ୧୫ ବର୍ଷର ବାଳକର ମୃତ୍ୟୁ ପରେ ରବିବାର ଦିନ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଉତ୍ତେଜନା ଦେଖାଦେଇଛି।...

ମୁମ୍ବାଇ ପୋଲିସର ଏଫ୍ଆଇଆର୍ ବନ୍ଦ କରିବାକୁ କଙ୍ଗନା ଓ ରଙ୍ଗୋଲି ଚାନ୍ଦେଲ ।

ମୁମ୍ବାଇ,ତା୨୩/୧୧;ଅଭିନେତ୍ରୀ କଙ୍ଗନା ରାନାୱତ ଏବଂ ତାଙ୍କ ଭଉଣୀ ରଙ୍ଗୋଲି ଚାନ୍ଦେଲ ସୋମବାର ଦିନ ବମ୍ବେ ହାଇକୋର୍ଟରେ ଏକ ପିଟିସନ ଦାଖଲ କରି ସୋସିଆଲ ମିଡିଆରେ...

ସମସ୍ତ ଭାରତୀୟଙ୍କୁ କେବେ ଟୀକାକରଣ କରାଯିବ ପ୍ରଧାନମନ୍ତ୍ରୀ କହିବେ ।

ନୂଆଦିଲୀ,ତା୨୩/୧୧ପ୍ରଧାନମନ୍ତ୍ରୀ ନିଶ୍ଚିତ ଭାବରେ ଦେଶକୁ କହିବେ: ୧. ସମସ୍ତ କୋଭିଡ ଟିକା ପ୍ରାର୍ଥୀଙ୍କ ମଧ୍ୟରୁ ବାଛିବ ଏବଂ କାହିଁକି? ୨. ପ୍ରଥମେ ଟିକା କିଏ ପାଇବ ଏବଂ ବଣ୍ଟନ...

ଓଡିଶା ରାଜ୍ୟପାଳଙ୍କ ପତ୍ନୀ ସୁଶୀଲା ଦେବୀଙ୍କ ଦେହାନ୍ତ ।

ଭୁବନେଶ୍ୱର: ରାଜ୍ୟର ପ୍ରଥମ ମହିଳା ତଥା ଓଡିଶା ରାଜ୍ୟପାଳ ପ୍ରଫେସର ଗଣେଶ ଲାଲଙ୍କ ପତ୍ନୀ ସୁଶୀଲା ଦେବୀ ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ୱରର ଏକ...