24 C
Bhubaneswar
Wednesday, November 25, 2020

କିଶୋର ତରାଇଙ୍କ କଲେଜ ପରିଦର୍ଶନ ଓ କଲେଜ ଅଧ୍ୟକ୍ଷଙ୍କୁ କୈଫିୟତ ତଲବ

Must read

ଆର୍ଥିକ ନିରାପତ୍ତା ଦେଇଛି ମାଛଚାଷ ।

ଭୁବନେଶ୍ଵର,୨୫ ।୧୧;ମହିଳାସ୍ୱୟଂ ସହାୟିକା ଗୋଷ୍ଠି ଗୁଡିକ ମାଛଚାଷ ଜରିଆରେ ନିଜର ଆର୍ଥିକ ନିରାପତ୍ତାକୁ ସୁଦୃଢ କରିପାରିଛନ୍ତି । ଏହାର ଏକ ଉଦାହରଣା ତ୍ସାହିତ କରିଆସୁଛି...

କେବଳ ଖୁଚୁରା ଦୋକାନରେ ପଲିଥିନ୍ ଚଢ଼ଉ ।

କଟକ,୨୫।୧୧ ସହରର ପ୍ରତିଦୋକାନରେ ଏବେ ମିଳୁଛି ପଲିଥିନ୍ ।ରାସ୍ତାକଡ଼ର ଫଳ ଦୋକାନରୁ ଆରମ୍ଭକରି ବଡ଼ବଡ଼ ଦୋକାନ ପର୍ଯ୍ୟନ୍ତ; ସବୁଠିଯାହାକୁ ଯେତେ ପଲିଥିନ୍ ମିଳୁଛି ।ଚଳିତବର୍ଷ...

ବଳାକ୍ରାରୀ ପ୍ରେମିକର ଜାମିନ ଖାରଜ ହୋଇଛି ।

ଭୁବନେଶ୍ୱର,୨୫ ।୧୧ପ୍ରେମିକାଙ୍କୁ ତାଙ୍କ ଇଚ୍ଛା ବିରୋଧରେ ବଳାକ୍ରାର କରିବା ସହ ସେ ସମୟର ଭିଡ଼ିଓରେକର୍ଡିଂ କରି ସାମାଜିକ ଗଣମାଧ୍ୟମରେ ଛାଡ଼ି ଆଇନ୍ ଅଦାଲତର ଜାଲରେ...

ବେଧଡ଼କ ଚାଲିଛି ବେଆଇନ ଇଟାଭାଟି ।

କାକଟପୁର,୨୫/୧୧; ପୁରୀଜିଲ୍ଲା ଅନ୍ତର୍ଗତ କାକଟପୁର ତହସିଲ ଅଧିନସ୍ଥ ବିଭିନ୍ନ ରାଜସ୍ୱ ଗ୍ରାମରେ ବେଧଡକ ବେଆଇନ ଭାବରେ ଇଟାମାଫିଆଙ୍କ ଚାଲିଛି ଇଟା ଭାଟି । ସାର ବିଶ୍ୱରେ କରୋନ ମହାମାରୀ କାୟା...

କେନ୍ଦ୍ରାପଡା,୧୨ା୯ (ନି.ପ୍ର) :କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟପରିଚାଳନା ସମିତିର ସଭାପତି ତଥାପୂର୍ବତନ କେନ୍ଦ୍ରାପଡା ବିଧାୟକ କିଶୋରଚନ୍ଦ୍ର ତରାଇ କଲେଜ ପରିଦର୍ଶନ କରିବାସହିତ କଲେଜ ଅଧ୍ୟକ୍ଷଙ୍କୁ ବିଭିନ୍ନ କାରଣନେଇ କୈଫିୟତ ତଲବ କରିଥିବାସୂଚନା ମିଳିଛି । ସଭାପତି ଶ୍ରୀ ତରାଇକଲେଜ ଅଧ୍ୟକ୍ଷଙ୍କୁ ଲେଖିଥିବା ତାଙ୍କପତ୍ରରେ ଉଲ୍ଲେଖ କରିଛନ୍ତି ଯେ କଲେଜଅଧ୍ୟକ୍ଷ ପରିଚାଳନା ସମିତିର ସଭାପତିଙ୍କୁଉପେକ୍ଷା ଓ ଅସମ୍ମାନୀତ କରିବା ଓ ଜଣେଶିକ୍ଷାନୁଷ୍ଠାନର ମୁଖ୍ୟ ଭାବରେ ନୀତି ନିୟମଜାଣିନଥିବା କହିବା କ୍ଷମଣୀୟ ନୁହେଁ ।କଲେଜର ଅଧ୍ୟକ୍ଷ ହିସାବରେ ସେକଲେଜର ସମସ୍ତ କାର୍ଯ୍ୟ ପାଇଁଉତ୍ତରଦାୟୀ ଅଟନ୍ତି । ତେଣୁ ଉପରୋକ୍ତକାରଣ ପାଇଁ କାହିଁକି ତାଙ୍କ ବିରୋଧରେଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁସଂପୃକ୍ତ ବିଭାଗୀୟ କତ୍ତୃପକ୍ଷଙ୍କୁପରିଚାଳନା ସମିତିସଭାପତି ସୁପାରିଶନକରିବେ ତାହାରକୈଫିୟତ ୩ଦିନମଧ୍ୟରେ ପ୍ରଦାନକରିବାକୁ କଲେଜଅଧ୍ୟକ୍ଷଙ୍କୁ ପତ୍ର ଲେଖିଛନ୍ତିସଭାପତି । ଗତ ତା୨୩.୦୫.୨୦୨୦ରିଖରେପରିଚାଳନା ସମିତିସଭାପତି କଲେଜ ଅଧ୍ୟକ୍ଷଙ୍କୁ ଲେଖିଥିବାପତ୍ରର ଉତ୍ତର ଦେଇନାହାନ୍ତି ଅଧ୍ୟକ୍ଷ ।ଆସନ୍ତା ୧୫ଦିନ ମଧ୍ୟରେ କଲେଜପରିଚାଳନା ସମିତି ବୈଠକ ଡାକିବା,୬ଲକ୍ଷ ଟଙ୍କା ପାଣ୍ଠି ବିନିଯୋଗର ସଂପୂର୍ଣ୍ଣବୀବରଣୀ ପ୍ରଦାନ କରିବା, ଅସଂପୂର୍ଣ୍ଣ ଥିବାନିର୍ମାଣାଧିନ ସାଇକେଲ ଷ୍ଟାଣ୍ଡ, କଲେଜବାଣିଜ୍ୟ ବିଭାଗ ବ୍ଲକରେ ବିନିଯୋଗହୋଇଥିବା ୪୦ଲକ୍ଷ ଟଙ୍କାର ହିସାବପ୍ରଦାନ, କଲେଜର ସମସ୍ତ ପାଣ୍ଠିବିନିଯୋଗର ବିସ୍ତୃତ ବୀବରଣୀ ପ୍ରଦାନସହ ବ୍ୟାଙ୍କ ଷ୍ଟେଟମେଂଟ ପ୍ରଦାନ କରିବା,ଚଳିତବର୍ଷର ବଜେଟ ଉପସ୍ଥାପନ, ଗତ୩ବର୍ଷର ଆର୍ଥିକ ବିନିଯୋଗର ବୀବରଣୀ,ରାଜ୍ୟ ସରକାରଙ୍କ୨୮ଲକ୍ଷ ଟଙ୍କାଅନୁଦାନ ବିନିଯୋଗରସଂପୂର୍ଣ୍ଣ ତଥ୍ୟ, କଲେଜକ୍ୱାଟର କେଉଁମାନଙ୍କୁଯୋଗାଇ ଦିଆଯାଇଛିଏବଂ କେଉଁମାନଙ୍କଠାରୁ ଜବରଦଖଲମୁକ୍ତକରାଯାଇଛି ଓ ସେସମ୍ପର୍କରେ କି ପ୍ରକାରକାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି,କଲେଜ ଅଧ୍ୟାପକ, ଅଧ୍ୟାପିକାଙ୍କବରିଷ୍ଠତା ତାଲିକା ପ୍ରସ୍ତୁତ କରାଯିବା,କଲେଜ ପୋଖରୀର ପୁନଃରୁଦ୍ଧାରକରାଯିବା ଏବଂ ସଭାପତିଙ୍କ ବିନାଅନୁମତିରେ କଲେଜକୁ ଆସିକଲେଜରେ ଷ୍ଟାଫ ନିଯୁକ୍ତି ପାଇଁଆଲୋଚନା କରିବା ପ୍ରଭୃତି ସମ୍ପର୍କରେଆବଶ୍ୟକ ତଥ୍ୟ ପ୍ରଦାନ କରିବାକୁସଭାପତି କଲେଜ ଅଧ୍ୟକ୍ଷଙ୍କୁ ନିର୍ଦେଶଦେଇଛନ୍ତି । ସଭାପତି ଶ୍ରୀ ତରାଇଙ୍କକଲେଜ ପରିଦର୍ଶନ ସମୟରେ କଲେଜଉପାଧ୍ୟକ୍ଷ ପ୍ରଫେସର ଗୋପାଳ ଚନ୍ଦ୍ରବେହେରା ଓ ଅନ୍ୟ ଅଧ୍ୟାପକମାନେଉପସ୍ଥିତ ଥିଲେ । କଲେଜ ଅଧ୍ୟକ୍ଷଅନୁପସ୍ଥିତ ଥିବାରୁ ଉପାଧ୍ୟକ୍ଷ ଓ ଅନ୍ୟବରିଷ୍ଠ ଅଧ୍ୟାପକମାନଙ୍କ ସହିତଆଲୋଚନା କରି ସଭାପତି ଶ୍ରୀ ତରାଇତାଙ୍କୁ କଲେଜ ଅଧ୍ୟକ୍ଷଙ୍କୁ ଅବଗତକରିବାକୁ କହି ଫେରିଆସିଥିବା ସୂଚନାମିଳିଛି

- Advertisement -କିଶୋର ତରାଇଙ୍କ କଲେଜ ପରିଦର୍ଶନ ଓ କଲେଜ ଅଧ୍ୟକ୍ଷଙ୍କୁ କୈଫିୟତ ତଲବ

More articles

LEAVE A REPLY

Please enter your comment!
Please enter your name here

- Advertisement -କିଶୋର ତରାଇଙ୍କ କଲେଜ ପରିଦର୍ଶନ ଓ କଲେଜ ଅଧ୍ୟକ୍ଷଙ୍କୁ କୈଫିୟତ ତଲବ

Latest article

ଆର୍ଥିକ ନିରାପତ୍ତା ଦେଇଛି ମାଛଚାଷ ।

ଭୁବନେଶ୍ଵର,୨୫ ।୧୧;ମହିଳାସ୍ୱୟଂ ସହାୟିକା ଗୋଷ୍ଠି ଗୁଡିକ ମାଛଚାଷ ଜରିଆରେ ନିଜର ଆର୍ଥିକ ନିରାପତ୍ତାକୁ ସୁଦୃଢ କରିପାରିଛନ୍ତି । ଏହାର ଏକ ଉଦାହରଣା ତ୍ସାହିତ କରିଆସୁଛି...

କେବଳ ଖୁଚୁରା ଦୋକାନରେ ପଲିଥିନ୍ ଚଢ଼ଉ ।

କଟକ,୨୫।୧୧ ସହରର ପ୍ରତିଦୋକାନରେ ଏବେ ମିଳୁଛି ପଲିଥିନ୍ ।ରାସ୍ତାକଡ଼ର ଫଳ ଦୋକାନରୁ ଆରମ୍ଭକରି ବଡ଼ବଡ଼ ଦୋକାନ ପର୍ଯ୍ୟନ୍ତ; ସବୁଠିଯାହାକୁ ଯେତେ ପଲିଥିନ୍ ମିଳୁଛି ।ଚଳିତବର୍ଷ...

ବଳାକ୍ରାରୀ ପ୍ରେମିକର ଜାମିନ ଖାରଜ ହୋଇଛି ।

ଭୁବନେଶ୍ୱର,୨୫ ।୧୧ପ୍ରେମିକାଙ୍କୁ ତାଙ୍କ ଇଚ୍ଛା ବିରୋଧରେ ବଳାକ୍ରାର କରିବା ସହ ସେ ସମୟର ଭିଡ଼ିଓରେକର୍ଡିଂ କରି ସାମାଜିକ ଗଣମାଧ୍ୟମରେ ଛାଡ଼ି ଆଇନ୍ ଅଦାଲତର ଜାଲରେ...

ବେଧଡ଼କ ଚାଲିଛି ବେଆଇନ ଇଟାଭାଟି ।

କାକଟପୁର,୨୫/୧୧; ପୁରୀଜିଲ୍ଲା ଅନ୍ତର୍ଗତ କାକଟପୁର ତହସିଲ ଅଧିନସ୍ଥ ବିଭିନ୍ନ ରାଜସ୍ୱ ଗ୍ରାମରେ ବେଧଡକ ବେଆଇନ ଭାବରେ ଇଟାମାଫିଆଙ୍କ ଚାଲିଛି ଇଟା ଭାଟି । ସାର ବିଶ୍ୱରେ କରୋନ ମହାମାରୀ କାୟା...

ଚାଷୀଙ୍କ ବିକାଶ ପାଇଁ ଦିଆଯାଇଥିବା ଟିପ୍ପଣୀ ବାସ୍ତବଠୁୁ ସମ୍ପୂର୍ଣ୍ଣ ଭିନ୍ନ .

ଭୁବନେଶ୍ବର,୨୪ା୧୧; କେନ୍ଦ୍ର ବିଜେପିସରକାର କୃଷି କୃଷକର ବିକାଶ ପାଇଁ ବହୁ ଲୋଭନୀୟ ପ୍ରତିଶ୍ରୁତି ଦେଇ କ୍ଷମତାସୀନ ହେବା ପରେ...