19 C
Bhubaneswar
Wednesday, November 25, 2020

ଡାକ୍ତରଙ୍କ କ୍ୱାଟରକୁ ଢେଲାମାଡ,ମାଙ୍କୁ ହତ୍ୟା ଧମକ

Must read

ବିବାଦରେ ହାସ୍ୟ ଅଭିନେତ୍ରୀ ଭାରତୀ ସିଂହ ଓ ହର୍ଷ ଲିମ୍ବାଚିୟା ।

ମୁମ୍ୱାଇ,ତା,୨୪/୧୧; ଗଞ୍ଜେଇ ଘରେରଖିବା ସହ ସେବନକରୁଥିବା କଥା ସାମ୍ନାକୁ ଆସିବା ପରେ ଗତକାଲି ଭାରତର ଲୋକପ୍ରିୟ ହାସ୍ୟ ଅଭିନେତ୍ରୀ ଭାରତୀ ସିଂହଙ୍କୁ ଗିରଫ କରିଥିଲା...

ଓଡ଼ିଶା ଚାଷୀଙ୍କୁ କେନ୍ଦ୍ର ଦେଇଛି ୬୦, ୮୩୬ କୋଟି : ଧର୍ମେନ୍ଦ୍ର ପ୍ରଧାନ ।

ନୂଆଦିଲ୍ଲୀ, ୨୪/୧୧;–ପୂର୍ବ ସରକାର ତୁଳନାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦିଙ୍କ ସରକାରରେ ‘ଅନ୍ନଦାତା’ଙ୍କ ହାତ ମୁଠାକୁ ଅଧିକ ମଜବୁତ୍ କରାଯାଇଛି । ବିଗତ ୬ ବର୍ଷରେ ଓଡ଼ିଶାର ଚାଷୀଙ୍କୁ ବିଭିନ୍ନ କୃଷି ଯୋଜନା...

ଏନ୍ଟିସିଏକୁ ଚିଠି ଲେଖିଲା ବନ ବିଭାଗ ।

ଭୁବନେଶ୍ୱର,୨୪/୧୧: ରାଜ୍ୟ ବନବିଭାଗକୁ ସୁନ୍ଦରୀଚିନ୍ତାୟ ସେଥିପାଇଁ ବାଘୁଣୀ ସୁନ୍ଦରୀ ପାଇଁ ଜାତୀୟ ବ୍ୟାଘ୍ର ସଂରକ୍ଷଣ ଅଥରିଟି (ଏନଟିସିଏ)କୁ ଚିଠିଲେଖିଲା ବନବିଭାଗ । ସୁନ୍ଦରୀଫେରିବ ନା...

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ବୟାନ ।

ନୂଆଦିଲ୍ଲୀ,୨୩ା୧୧: ଯଦି ରାଜ୍ୟ ଗୁଡ଼ିକ ଠିକ୍ ଭାବେ ପ୍ରସ୍ତୁତ ନ ହେବେ, ତା'ହେଲେ ଡିସେମ୍ବରରେ ସ୍ଥିତି ଆହୁରି ବିଗିଡ଼ି ଯିବ । ଆଜି ରାଜ୍ୟ...

ବଳଙ୍ଗା, ୧୨/୦୯ (ନିପ୍ର): ଗତ ବୁଧବାର ରାତିରେବଳଙ୍ଗା ଥାନା ନିକଟସ୍ଥ ଶମ୍ଭୁଭାରଣୀ ପାଟଣା ଗ୍ରାମର୨ଜଣ ଯୁବକ ବଳଙ୍ଗା ସରକାରୀ ଡାକ୍ତରଖାନାକୁ ଆସିକାର୍ଯ୍ୟରତ ମହିଳା ଡାକ୍ତରଙ୍କୁ ଖୋଜି ନ ପାଇବାରେସମ୍ପୃକ୍ତ ମହିଳା ଡାକ୍ତରଙ୍କ ମାଙ୍କୁ ହତ୍ୟା ଧମକ ଦେବାସହ ତାଙ୍କ ଘର ଉପରକୁ ଢେଲା ମାଡ କରିବା ସହଡାକ୍ତରଖାନାର ଲେବର ରୁମ ଏବଂ ଓପିଡିକୁ ଭଙ୍ଗାଋଜାକରିଥିବା ନେଇ ସମ୍ପକ୍ତ ମହିଳା ଡାକ୍ତର ସ୍ୱପ୍ନାରାଣୀମହାପାତ୍ରଙ୍କ ପକ୍ଷରୁ ବଳଙ୍ଗା ଥାନାରେ ଲିଖିତ ଅଭିଯୋଗକରାଯାଇଛି । ତତ ସହିତ ଘଟଣା ସମ୍ପକରେ ଜିଲ୍ଲାପାଳଏବଂ ଜିଲ୍ଲାମୁଖ୍ୟ ଚିକିସôାଧିକାରୀଙ୍କୁ ମଧ୍ୟ ଅଭିଯୋଗକରାଯାଇଛି । ଅଭିଯୋଗ ଆଧାରରେ ବଳଙ୍ଗାପୁଲିସପକ୍ଷରୁ ଥାନାରେ ଏକ ମାମଲା ଋଜୁକରାଯାଇଥିଲା ବେଳେ ଅଭିଯୁକ୍ତ ମାନଙ୍କୁ ଧରିବାରେପୁଲିସ ବିଫଳ ହୋଇଥିବା ନେଇ ସାଧାରଣରେଅଭିଯୋଗ ହେଉଛି । ଯାହା ଫଲରେ ମହିଳାଙ୍କଡାକ୍ତରଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛିା ସ୍ୱପ୍ନାରାଣୀଙ୍କ ମାଙ୍କୁ ହତ୍ୟା ଧମକ ସହିତ ତାଙ୍କ ଘରକୁଢେଲା ମାଡ କରିଥିବା ୨ଜଣ ଯୁବକ ଘଟଣାରପରଦିନ ସକାଳୁ ଥାନାକୁ ଯାଇଥିବା ସ୍ୱପ୍ନାଙ୍କ ମାକହୁଥିଲା ବେଳେ ଅଭିଯୋଗରେ ଅଭିଯୁକ୍ତଙ୍କ ନାନଥିବାରୁ ପୁଲିସ ସେମାନଙ୍କୁ ଗିରଫ କରିପାରୁନଥିବାପୁଲିସ କହୁଛି । ଦୀର୍ଘଦିନ ପରେ ବଳଙ୍ଗାସ୍ୱାସ୍ଥ୍ୟକେନ୍ଦ୍ରରେ ଜଣେ ମହିଳା ଡାକ୍ତରଙ୍କୁ ପ୍ରଶାସନନିଯୁକ୍ତି ଦେଇଥିବା ବେଳେ ସ୍ଥାନୀୟ ଅଂଚଳରଲୋକମାନେ ଚିକିସôା ପାଉଥିବା ବେଳେ ଗତକାଲିରଘଟଣାକୁ ନେଇ ସ୍ଥାନୀୟ ଜନସାଧାରଣଙ୍କ ମଧ୍ୟରେତିବ୍ର ଅସନ୍ତୋଷ ପ୍ରକାଶ ପାଇଛି । ତୁରନ୍ତ ଅଭିଯୁକ୍ତମାନଙ୍କୁ ଗିରଫ କରିବାକୁ ସାଧାରଣରେ ଦୃଢଦାବିହେଉଛି । ସବୁଠାରୁ ବଡକଥା ହେଲା ଡାକ୍ତରାଣୀଙ୍କସରକାରୀ କ୍ୱାଟର ସମ୍ମୁଖରେ ବଳଙ୍ଗା ଥାନା ରହିଥିଲାବେଳେ ଦୁର୍ବୁତ ମାନେ ଦୀର୍ଘ ୧୦ମିନିଟ କାଳସେଠାରେ ଉତ୍ପାତ କଲେ ପୁଲିସ କିଭଳି ଜଣିପାରିଲାନିତାହା ଏବେ ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି ।

- Advertisement -ଡାକ୍ତରଙ୍କ କ୍ୱାଟରକୁ ଢେଲାମାଡ,ମାଙ୍କୁ ହତ୍ୟା ଧମକ

More articles

LEAVE A REPLY

Please enter your comment!
Please enter your name here

- Advertisement -ଡାକ୍ତରଙ୍କ କ୍ୱାଟରକୁ ଢେଲାମାଡ,ମାଙ୍କୁ ହତ୍ୟା ଧମକ

Latest article

ବିବାଦରେ ହାସ୍ୟ ଅଭିନେତ୍ରୀ ଭାରତୀ ସିଂହ ଓ ହର୍ଷ ଲିମ୍ବାଚିୟା ।

ମୁମ୍ୱାଇ,ତା,୨୪/୧୧; ଗଞ୍ଜେଇ ଘରେରଖିବା ସହ ସେବନକରୁଥିବା କଥା ସାମ୍ନାକୁ ଆସିବା ପରେ ଗତକାଲି ଭାରତର ଲୋକପ୍ରିୟ ହାସ୍ୟ ଅଭିନେତ୍ରୀ ଭାରତୀ ସିଂହଙ୍କୁ ଗିରଫ କରିଥିଲା...

ଓଡ଼ିଶା ଚାଷୀଙ୍କୁ କେନ୍ଦ୍ର ଦେଇଛି ୬୦, ୮୩୬ କୋଟି : ଧର୍ମେନ୍ଦ୍ର ପ୍ରଧାନ ।

ନୂଆଦିଲ୍ଲୀ, ୨୪/୧୧;–ପୂର୍ବ ସରକାର ତୁଳନାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦିଙ୍କ ସରକାରରେ ‘ଅନ୍ନଦାତା’ଙ୍କ ହାତ ମୁଠାକୁ ଅଧିକ ମଜବୁତ୍ କରାଯାଇଛି । ବିଗତ ୬ ବର୍ଷରେ ଓଡ଼ିଶାର ଚାଷୀଙ୍କୁ ବିଭିନ୍ନ କୃଷି ଯୋଜନା...

ଏନ୍ଟିସିଏକୁ ଚିଠି ଲେଖିଲା ବନ ବିଭାଗ ।

ଭୁବନେଶ୍ୱର,୨୪/୧୧: ରାଜ୍ୟ ବନବିଭାଗକୁ ସୁନ୍ଦରୀଚିନ୍ତାୟ ସେଥିପାଇଁ ବାଘୁଣୀ ସୁନ୍ଦରୀ ପାଇଁ ଜାତୀୟ ବ୍ୟାଘ୍ର ସଂରକ୍ଷଣ ଅଥରିଟି (ଏନଟିସିଏ)କୁ ଚିଠିଲେଖିଲା ବନବିଭାଗ । ସୁନ୍ଦରୀଫେରିବ ନା...

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ବୟାନ ।

ନୂଆଦିଲ୍ଲୀ,୨୩ା୧୧: ଯଦି ରାଜ୍ୟ ଗୁଡ଼ିକ ଠିକ୍ ଭାବେ ପ୍ରସ୍ତୁତ ନ ହେବେ, ତା'ହେଲେ ଡିସେମ୍ବରରେ ସ୍ଥିତି ଆହୁରି ବିଗିଡ଼ି ଯିବ । ଆଜି ରାଜ୍ୟ...

ହାଇକୋର୍ଟ ରାଜ୍ୟ ସରକାରଙ୍କ ଠାରୁ ସ୍ପଷ୍ଟୀକରଣ ଲୋଡିଛନ୍ତି ।

କଟକ,୨୪୧୧: ସ୍କୁଲ ଫି' ଛାଡପ୍ରସଙ୍ଗରେ ଆଜି ହାଇକୋର୍ଟ ରାଜ୍ୟ ସରକାରଙ୍କ ଠାରୁ ସ୍ପଷ୍ଟୀକରଣ ଲୋଡିଛନ୍ତି । କେତେ ପ୍ରତିଶତ ଫି ଛାଡ କରିହେବ ସେ...