19 C
Bhubaneswar
Wednesday, November 25, 2020

ବ୍ଲେଣ୍ଡର୍ସ ପ୍ରାଇଡ୍ ଫେସନ ଟୁର୍ ତରୁନ ତାହିଲିଆନିଙ୍କ ସହିତ ସହବନ୍ଧନ କରିଛି

Must read

ବିବାଦରେ ହାସ୍ୟ ଅଭିନେତ୍ରୀ ଭାରତୀ ସିଂହ ଓ ହର୍ଷ ଲିମ୍ବାଚିୟା ।

ମୁମ୍ୱାଇ,ତା,୨୪/୧୧; ଗଞ୍ଜେଇ ଘରେରଖିବା ସହ ସେବନକରୁଥିବା କଥା ସାମ୍ନାକୁ ଆସିବା ପରେ ଗତକାଲି ଭାରତର ଲୋକପ୍ରିୟ ହାସ୍ୟ ଅଭିନେତ୍ରୀ ଭାରତୀ ସିଂହଙ୍କୁ ଗିରଫ କରିଥିଲା...

ଓଡ଼ିଶା ଚାଷୀଙ୍କୁ କେନ୍ଦ୍ର ଦେଇଛି ୬୦, ୮୩୬ କୋଟି : ଧର୍ମେନ୍ଦ୍ର ପ୍ରଧାନ ।

ନୂଆଦିଲ୍ଲୀ, ୨୪/୧୧;–ପୂର୍ବ ସରକାର ତୁଳନାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦିଙ୍କ ସରକାରରେ ‘ଅନ୍ନଦାତା’ଙ୍କ ହାତ ମୁଠାକୁ ଅଧିକ ମଜବୁତ୍ କରାଯାଇଛି । ବିଗତ ୬ ବର୍ଷରେ ଓଡ଼ିଶାର ଚାଷୀଙ୍କୁ ବିଭିନ୍ନ କୃଷି ଯୋଜନା...

ଏନ୍ଟିସିଏକୁ ଚିଠି ଲେଖିଲା ବନ ବିଭାଗ ।

ଭୁବନେଶ୍ୱର,୨୪/୧୧: ରାଜ୍ୟ ବନବିଭାଗକୁ ସୁନ୍ଦରୀଚିନ୍ତାୟ ସେଥିପାଇଁ ବାଘୁଣୀ ସୁନ୍ଦରୀ ପାଇଁ ଜାତୀୟ ବ୍ୟାଘ୍ର ସଂରକ୍ଷଣ ଅଥରିଟି (ଏନଟିସିଏ)କୁ ଚିଠିଲେଖିଲା ବନବିଭାଗ । ସୁନ୍ଦରୀଫେରିବ ନା...

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ବୟାନ ।

ନୂଆଦିଲ୍ଲୀ,୨୩ା୧୧: ଯଦି ରାଜ୍ୟ ଗୁଡ଼ିକ ଠିକ୍ ଭାବେ ପ୍ରସ୍ତୁତ ନ ହେବେ, ତା'ହେଲେ ଡିସେମ୍ବରରେ ସ୍ଥିତି ଆହୁରି ବିଗିଡ଼ି ଯିବ । ଆଜି ରାଜ୍ୟ...

ଭୁବନେଶ୍ୱର, ୧୨/୦୯ (ନିପ୍ର): ଆଜି ବ୍ଲେଣ୍ଡର୍ସପ୍ରାଇଡ୍ ଫେସନ ଟୁର ଓ ଡିଜାଇନର ତରୁନ ତାହିଲିଆନିପ୍ରଥମ ଥର କରି ଡିଜିଟାଲ ସହବନ୍ଧନ କରିଛନ୍ତି ଓଏହି ଉଦ୍ୟୋଗରେ ୨୫ ବର୍ଷର ପରିପୁର୍ଣ୍ଣର ଉସôବପାଳନ କରିଛନ୍ତି । ବର୍ଷ ବର୍ଷ ଧରି ବ୍ଲେଣ୍ଡର୍ସ ପ୍ରାଇଡ୍ଫେସନ ଟୁର ଭାରତରେ ଫେସନ ଉଦ୍ୟୋଗରେ ନିଜରଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି ଓ ଭାରତୀୟଡିଜାଇନର କମ୍ୟୁନିଟି ସହିତ ସହଭାଗିତା ସ୍ଥାପନ କରିଭାରତୀୟ ଡିଜାଇନକୁ ପ୍ରସାରିତ କରୁଛି । ଏହି ଟୁରପାରମ୍ପାରିକ ରନୱେ ସୋରୁ ପରିବର୍ତିତ ହୋଇ ଫେସନଉସôବରେ ପରିଣତ ହୋଇଛି ଓ ଆଜି ଏହି ସ୍ୱତନ୍ତ୍ରସମୟରେ ଡିଜିଟାଲ୍ ଭାଗ ତରୁନ ତାହିଲିଆନିଙ୍କ ସହିତସହବନ୍ଧନ ସ୍ଥାପନ କରି ନ୍ତମୋର ପରିଚୟ, ମୋରଗର୍ବନ୍ତ ର ପାଳନ କରିଛି ।ଏହି ସଂନ୍ଧ୍ୟାରେ କ୍ରାଫଟ୍ ଓ ଐତିହ୍ୟକୁ ଆଧୁନିକତା ସହିତପ୍ରଦର୍ଶିତ କରାଯାଇଥିଲା ଓ ଏକ ଏଂନଟିଟି ଭାବରେଷ୍ଟି୍ରମ୍ ଅଫ କନସେସନସ୍ ରହିଥିଲା । ଏହି ଅନୂଭବଇନ୍ଫିନିଟ ର ସମ୍ଭାବନାକୁ ଅନାବୃତ କରି ଉଦାହରଣସୃଷ୍ଟି କରିଥିଲା ଯାହାକୁ ସାରା ଦୁନିଆ ଅନୁସରଣ କରିବା ଏହି ନୂତନ ହାଇବ୍ରିଡ ଫେସନ ଅନୁଭବରେ ଉଭୟଗ୍ଲାମର ଓ ଚମକ ରହିଥିଲା ।ଡିଜିଟାଲ ପ୍ରିମିୟରଜରିଆରେ ପ୍ରଭାବୀ କାହାଣୀ ଜରିଆରେ ଏହାକୁଉପସ୍ଥାପିତ କରାଯାଇଥିଲା ।ଫେସନର ଥିଏଟରଭିତିକ ଉପସ୍ଥାପନା ଜରିଆରେ,୨୫ମ୍ୟୁସେସ୍ ଡନଡ୨୫ ଷ୍ଟନିଂ ଲୁକ, ଉଭୟ ମେନ୍ସଉୟର ଓ ଓମେନ୍ସ ଉୟର ତଥା ଏ କ ବିଶାଳ କଷ୍ଟମସେଟ ଯାହାକୁ ତରୁନ ତାହିଲିଆନିଙ୍କ ଦ୍ୱାରା ଡିଜାଇନ୍କରାଯାଇଥିଲା ଯାହାକି ୨୫ ବର୍ଷର ଯାତ୍ରକୁ ଉପସ୍ଥାପିତକରିଥିଲା । ଏହି କାହାଣି କଥନ ଜୀବନ ଚକ୍ରକୁ ସମ୍ମାନଜଣାଇବା ସହିତ, ଡିଜାଇନର ଅନୁପ୍ରେରଣା, ଷ୍ଟୁଡିଓରଅତୀତ ଓ ଏହାର ଭବିଷ୍ୟତକୁ ବିବର୍ତନକୁ ପ୍ରଦର୍ଶିତକରାଯାଇଥିଲା ଯାହାକି ବ୍ରଣ୍ଡର ଏକ ଉପଯୁକ୍ତଉପସ୍ଥାପନା ଅଟେ । ଏହି ସଂନ୍ଧ୍ୟାଟି ଏକ ଅତୁଳନୀୟଅନୁଭୂତି ପ୍ରଦାନ କରିଥିଲା ଯାହାକି ଆଧୁନିକ ଭାରତୀୟପୋଷକକୁ ଦର୍ଶାଇଥିଲା ଓ ଗୌରବ ଅନୁଭବ କରିଥିଲାା ଆଧୁନିକତାର ସହିତ ଚୋଟି, ବିନ୍ଦି ଓ ଆହୁରିଅନେକକୁ ପ୍ରଦର୍ଶିତ କରାଯାଇଥିଲା ଯାହାକି ପୁରାତନଐତିହ୍ୟକୁ ମଧ୍ୟ ସାମିଲ କରିଥିଲା ।ଏହି ଅବସରରେ ସୂଚନା ଦେଇ ଇସୱିନ୍ଦର ସିଂ, ଜିଏମ୍ମାର୍କେଟିଂ, ପର୍ନୋଡ୍ ରିକାର୍ଡ ଇଣ୍ଡିଆ କହିଛନ୍ତି ଯେ,ପେସନ ଓ ଷ୍ଟାଇଲ କ୍ଷେତ୍ରରେ ବ୍ଲେଣ୍ଡର୍ସ ପ୍ରାଇଡ୍ ଫେସନଟୁର ଗତ ୧୫ ବର୍ଷ ଧରି ସ୍ୱତନ୍ତ୍ର ଅନୁଭୁତିକୁ ନେଇଆସୁଛି । ଆମର ତରୁନଙ୍କ ସହିତ ଏକ ଦୀର୍ଘ ଓ ସ୍ୱତନ୍ତ୍ରଯାତ୍ରା ରହିଛି ଓ ଆଜି ସେ ଏହି ଉଦ୍ୟୋଗରେ ୨୫ବର୍ଷ ପାଳନ କରୁଥିବାରୁ ଆମେ ଆମର ଗ୍ରାହାକଙ୍କ ପାଇଁମଧ୍ୟ ସମାନ ଭାବରେ ଆନନ୍ଦିତ ଓ ସେମାନେ ଏହିସୋ କୁ ଘରେ ଆରାମରେ ବସି ଦେଖି ପରିବେ । ପ୍ରଇଡର ଯାତ୍ର ଯାହାକି ଗତ ଦୁଇ ବର୍ଷ ଧରି ହୋଇ ଆସୁଛିଚଳିତ ବର୍ଷ ମଧ୍ୟ ଆକର୍ଷଣର କେନ୍ଦ୍ର ବିନ୍ଦୁ ପ୍ରମାଣିତହୋଇଛି ଯାହା ମୋର ପରିଚୟ, ମୋର ଗର୍ବକୁ ପ୍ରକାଶକରିଛି ।ନ୍ତମୋର ପରିଚୟ, ମୋର ଗର୍ବନ୍ତ ଚାରିପାଖରେ ଏକସୁନ୍ଦର କାହାଣି ଉପସ୍ଥାପନ କରି, ତରୁନ ତାହିଲିଆନିକହିଛନ୍ତି ଯେ, ଜଣଙ୍କର ପରିଚୟ ଠାରୁ ଅଧିକ କିଛିନାହିଁ ଯାହାକି ଆପଣଙ୍କୁ ବିଶ୍ୱରେ ଅନ୍ୟମାନଙ୍କ ଠାରୁଏକ ଭିନ୍ନ ପରିଚୟ ପ୍ରଦାନ କରିଥାଏ । ଏହି ସହବନ୍ଧନମୋର ଯାତ୍ରାର ଏକ ଖୁସି ଯାହାକି କିଛି ବର୍ଷ ଧରିଅନୁପ୍ରେରିତ କରିଆସୁଛି । ମୁଁ ନିଜକୁ ପରିପ୍ରକାଶ କରିଓ ମୁଁ ଯେଉଁଠାରେ ଆଜି ଅଛି ସେଥିପାଇଁ ନିଜକୁଗୌରବାନ୍ନିତ ମନେ କରୁଛି । ବ୍ଲେଣ୍ଡର୍ସ ପ୍ରାଇଡ୍ ଫେସନଟୁର ୨୦୨୦ ସହିତ ସାମିଲ ହୋଇଥିବାରୁ ମୁଁ ଅତ୍ୟନ୍ତଆନନ୍ଦିତ କାରଣ ଏହା ଦ୍ୱାରା ମୁଁ ମୋର ପରିଚୟକୁଗର୍ବର ସହିତ ପ୍ରକାଶ କରିପାରୁଛି ।

- Advertisement -ବ୍ଲେଣ୍ଡର୍ସ ପ୍ରାଇଡ୍ ଫେସନ ଟୁର୍ ତରୁନ ତାହିଲିଆନିଙ୍କ ସହିତ ସହବନ୍ଧନ କରିଛି

More articles

LEAVE A REPLY

Please enter your comment!
Please enter your name here

- Advertisement -ବ୍ଲେଣ୍ଡର୍ସ ପ୍ରାଇଡ୍ ଫେସନ ଟୁର୍ ତରୁନ ତାହିଲିଆନିଙ୍କ ସହିତ ସହବନ୍ଧନ କରିଛି

Latest article

ବିବାଦରେ ହାସ୍ୟ ଅଭିନେତ୍ରୀ ଭାରତୀ ସିଂହ ଓ ହର୍ଷ ଲିମ୍ବାଚିୟା ।

ମୁମ୍ୱାଇ,ତା,୨୪/୧୧; ଗଞ୍ଜେଇ ଘରେରଖିବା ସହ ସେବନକରୁଥିବା କଥା ସାମ୍ନାକୁ ଆସିବା ପରେ ଗତକାଲି ଭାରତର ଲୋକପ୍ରିୟ ହାସ୍ୟ ଅଭିନେତ୍ରୀ ଭାରତୀ ସିଂହଙ୍କୁ ଗିରଫ କରିଥିଲା...

ଓଡ଼ିଶା ଚାଷୀଙ୍କୁ କେନ୍ଦ୍ର ଦେଇଛି ୬୦, ୮୩୬ କୋଟି : ଧର୍ମେନ୍ଦ୍ର ପ୍ରଧାନ ।

ନୂଆଦିଲ୍ଲୀ, ୨୪/୧୧;–ପୂର୍ବ ସରକାର ତୁଳନାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦିଙ୍କ ସରକାରରେ ‘ଅନ୍ନଦାତା’ଙ୍କ ହାତ ମୁଠାକୁ ଅଧିକ ମଜବୁତ୍ କରାଯାଇଛି । ବିଗତ ୬ ବର୍ଷରେ ଓଡ଼ିଶାର ଚାଷୀଙ୍କୁ ବିଭିନ୍ନ କୃଷି ଯୋଜନା...

ଏନ୍ଟିସିଏକୁ ଚିଠି ଲେଖିଲା ବନ ବିଭାଗ ।

ଭୁବନେଶ୍ୱର,୨୪/୧୧: ରାଜ୍ୟ ବନବିଭାଗକୁ ସୁନ୍ଦରୀଚିନ୍ତାୟ ସେଥିପାଇଁ ବାଘୁଣୀ ସୁନ୍ଦରୀ ପାଇଁ ଜାତୀୟ ବ୍ୟାଘ୍ର ସଂରକ୍ଷଣ ଅଥରିଟି (ଏନଟିସିଏ)କୁ ଚିଠିଲେଖିଲା ବନବିଭାଗ । ସୁନ୍ଦରୀଫେରିବ ନା...

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ବୟାନ ।

ନୂଆଦିଲ୍ଲୀ,୨୩ା୧୧: ଯଦି ରାଜ୍ୟ ଗୁଡ଼ିକ ଠିକ୍ ଭାବେ ପ୍ରସ୍ତୁତ ନ ହେବେ, ତା'ହେଲେ ଡିସେମ୍ବରରେ ସ୍ଥିତି ଆହୁରି ବିଗିଡ଼ି ଯିବ । ଆଜି ରାଜ୍ୟ...

ହାଇକୋର୍ଟ ରାଜ୍ୟ ସରକାରଙ୍କ ଠାରୁ ସ୍ପଷ୍ଟୀକରଣ ଲୋଡିଛନ୍ତି ।

କଟକ,୨୪୧୧: ସ୍କୁଲ ଫି' ଛାଡପ୍ରସଙ୍ଗରେ ଆଜି ହାଇକୋର୍ଟ ରାଜ୍ୟ ସରକାରଙ୍କ ଠାରୁ ସ୍ପଷ୍ଟୀକରଣ ଲୋଡିଛନ୍ତି । କେତେ ପ୍ରତିଶତ ଫି ଛାଡ କରିହେବ ସେ...