18 C
Bhubaneswar
Wednesday, November 25, 2020

ଅସଲି ବ୍ରାଣ୍ଡ ନାଁରେ ବିକ୍ରି

Must read

ବିବାଦରେ ହାସ୍ୟ ଅଭିନେତ୍ରୀ ଭାରତୀ ସିଂହ ଓ ହର୍ଷ ଲିମ୍ବାଚିୟା ।

ମୁମ୍ୱାଇ,ତା,୨୪/୧୧; ଗଞ୍ଜେଇ ଘରେରଖିବା ସହ ସେବନକରୁଥିବା କଥା ସାମ୍ନାକୁ ଆସିବା ପରେ ଗତକାଲି ଭାରତର ଲୋକପ୍ରିୟ ହାସ୍ୟ ଅଭିନେତ୍ରୀ ଭାରତୀ ସିଂହଙ୍କୁ ଗିରଫ କରିଥିଲା...

ଓଡ଼ିଶା ଚାଷୀଙ୍କୁ କେନ୍ଦ୍ର ଦେଇଛି ୬୦, ୮୩୬ କୋଟି : ଧର୍ମେନ୍ଦ୍ର ପ୍ରଧାନ ।

ନୂଆଦିଲ୍ଲୀ, ୨୪/୧୧;–ପୂର୍ବ ସରକାର ତୁଳନାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦିଙ୍କ ସରକାରରେ ‘ଅନ୍ନଦାତା’ଙ୍କ ହାତ ମୁଠାକୁ ଅଧିକ ମଜବୁତ୍ କରାଯାଇଛି । ବିଗତ ୬ ବର୍ଷରେ ଓଡ଼ିଶାର ଚାଷୀଙ୍କୁ ବିଭିନ୍ନ କୃଷି ଯୋଜନା...

ଏନ୍ଟିସିଏକୁ ଚିଠି ଲେଖିଲା ବନ ବିଭାଗ ।

ଭୁବନେଶ୍ୱର,୨୪/୧୧: ରାଜ୍ୟ ବନବିଭାଗକୁ ସୁନ୍ଦରୀଚିନ୍ତାୟ ସେଥିପାଇଁ ବାଘୁଣୀ ସୁନ୍ଦରୀ ପାଇଁ ଜାତୀୟ ବ୍ୟାଘ୍ର ସଂରକ୍ଷଣ ଅଥରିଟି (ଏନଟିସିଏ)କୁ ଚିଠିଲେଖିଲା ବନବିଭାଗ । ସୁନ୍ଦରୀଫେରିବ ନା...

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ବୟାନ ।

ନୂଆଦିଲ୍ଲୀ,୨୩ା୧୧: ଯଦି ରାଜ୍ୟ ଗୁଡ଼ିକ ଠିକ୍ ଭାବେ ପ୍ରସ୍ତୁତ ନ ହେବେ, ତା'ହେଲେ ଡିସେମ୍ବରରେ ସ୍ଥିତି ଆହୁରି ବିଗିଡ଼ି ଯିବ । ଆଜି ରାଜ୍ୟ...

ଭୁବନେଶ୍ୱର: ବିଶ୍ୱାସରେ ବିଷ ଦେଇବେପାର ·ଲିଛି । ନିଜେ ନଦେଖିଲେଅ ।ଖିକୁ ବିଶ୍ୱାସ ହେବ ନାହିଁ । ଠାକୁରଙ୍କୁପୁଜା କରି ଭଲ ଫଳ ପ୍ରାପ୍ତି ପାଇଁ ଅ ।ପଣବଜାରରୁ ଭଲ ବ୍ରାଣ୍ଡର ପୂଜା ସାମଗ୍ରୀକିଣୁଥାଇପାରନ୍ତି । କିନ୍ତୁ ଅ ।ପଣଙ୍କୁ ଗଙ୍ଗାଜଳ ଠାରୁ ଅ ।ରମ୍ଭ କରି ଘିଅ, ମହୁ ଓ ଗୁଡବି ନକଲି ବିକ୍ରି କରାଯାଇପାରେ । ଏମିତିଏକ ଠକକୁ କାବୁ କରିଛି କଟକମାଲଗୋଦାମ ଥାନା ପୁଲିସ । ଯିଏଁ ଅସଲିବ୍ରାଣ୍ଡରେ ବିକ୍ରି କରୁଥିଲା ନକଲି ସାମଗ୍ରୀ ।ଏଠି ଗଙ୍ଗା ଜଳ ଠାରୁ ଅ ।ରମ୍ଭ କରି ମହୁଯାଏଁ ସବୁ କିଛି ନକଲି । ଏଭଳି ଅପମିଶ୍ରିତସାମଗ୍ରୀ ବିକ୍ରି କରୁଥିବା ଅଭିଯୋଗରେଜଣେ ବ୍ୟକ୍ତିଙ୍କୁ କଟକ ମାଲଗୋଦାମ ଥାନାପୁଲିସ ଉଠାଇ ନେଇଛି ।ଗିରଫ ଅଭିଯୁକ୍ତ ଜଣକ ହେଉଛନ୍ତି,ଚଣ୍ଡୀ ରାଓ । ସେ କଟକ ଜିଲ୍ଲା ସମତେଅନ୍ୟାନ୍ୟ ଜିଲ୍ଲାକୁ ଅପମିଶ୍ରିତ ସାମଗ୍ରୀ ବିକ୍ରିକରୁଥିଲେ । ଦୀର୍ଘ ଦିନ ହେବମାଲଗୋଦାମ ଥାନା ଅଂଚଳରେବ୍ୟବସାୟ କରି ଅ ।ସୁଥିଲେ ବୋଲି ପୁଲିସସୂଚନା ଦେଇଛି । ଗିରଫ ଚଣ୍ଡୀ ରାଓଙ୍କୁଅ ।ଜି କୋର୍ଟ ·ଲାଣ କରିବ ପୁଲିସ । ଜବତ ସାମଗ୍ରୀ: ୧୮୦ ବୋତଲପବିତ୍ର ଗଂଗା ଜଳ, ୩୪୫୬ ବୋତଲଗୁଲାବ ଜଳ, ୧୧୯୬ ବୋତଳ ମହୁ,୧୫୦୩ ବୋତଲ ଅଗୁରୁ ଜଳ, ୨୦୧୯ଖାଲି ବୋତଲ, ୫୦ ଲିଟର ବିଶିଷ୍ଟ ୨ଟିଖାଲି ଜାର, ୧୦୦ ଲିଟର ବିଶିଷ୍ଟ ଗୋଟିଏରୋଷେଇ ହଣ୍ଡା ଓ ଗୋଟିଏ ଗ୍ୟାସ ଚୁଲି ।ଗତକାଲି ଅପରାହ୍ନ ସାଢ଼େ ୪ଟାରେମାଲଗୋଦାମ ଅ ।ଇଅ ।ଇସିଙ୍କୁ ଜଣେଲୋକ ସୂଚନା ଦେଇଥିଲେ ଯେ, ରାଣୀହାଟକେନାଲ ରୋଡସ୍ଥିତ ·ମଣ୍ଡା ଗୋଦାମଗଳିରେ ନକଲି ପୂଜା ସାମଗ୍ରୀ ପ୍ରସ୍ତୁତ କରିକଟକ ଓ ବାହାର ଜିଲ୍ଲାରେ ବିକ୍ରି କରୁଛି ।ଏହି ସୂଚନା ମିଳିବା ପରେ ଇନ୍ସପେକ୍ଟରରବିନାରାୟଣ ଭୂୟା, ଏସଅ ।ଇ ସୁନିଲଯାଦବ ଓ ଟିମ ଚଢ଼ାଉ କରିବାକୁ ବାହାରିପଡ଼ିଥିଲେ । ପୁଲିସ ଟିମ ଅତର୍କିତ ଭାବେ ଚାଉକରି ଚଣ୍ଡି ରାଓକୁ ଗିରଫ କରିବା ସହିତ ତାଘରୁ ନକଲି ଜିନିଷ ପତ୍ର ଜବତ କରିଛନ୍ତି

- Advertisement -ଅସଲି ବ୍ରାଣ୍ଡ ନାଁରେ ବିକ୍ରି

More articles

LEAVE A REPLY

Please enter your comment!
Please enter your name here

- Advertisement -ଅସଲି ବ୍ରାଣ୍ଡ ନାଁରେ ବିକ୍ରି

Latest article

ବିବାଦରେ ହାସ୍ୟ ଅଭିନେତ୍ରୀ ଭାରତୀ ସିଂହ ଓ ହର୍ଷ ଲିମ୍ବାଚିୟା ।

ମୁମ୍ୱାଇ,ତା,୨୪/୧୧; ଗଞ୍ଜେଇ ଘରେରଖିବା ସହ ସେବନକରୁଥିବା କଥା ସାମ୍ନାକୁ ଆସିବା ପରେ ଗତକାଲି ଭାରତର ଲୋକପ୍ରିୟ ହାସ୍ୟ ଅଭିନେତ୍ରୀ ଭାରତୀ ସିଂହଙ୍କୁ ଗିରଫ କରିଥିଲା...

ଓଡ଼ିଶା ଚାଷୀଙ୍କୁ କେନ୍ଦ୍ର ଦେଇଛି ୬୦, ୮୩୬ କୋଟି : ଧର୍ମେନ୍ଦ୍ର ପ୍ରଧାନ ।

ନୂଆଦିଲ୍ଲୀ, ୨୪/୧୧;–ପୂର୍ବ ସରକାର ତୁଳନାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦିଙ୍କ ସରକାରରେ ‘ଅନ୍ନଦାତା’ଙ୍କ ହାତ ମୁଠାକୁ ଅଧିକ ମଜବୁତ୍ କରାଯାଇଛି । ବିଗତ ୬ ବର୍ଷରେ ଓଡ଼ିଶାର ଚାଷୀଙ୍କୁ ବିଭିନ୍ନ କୃଷି ଯୋଜନା...

ଏନ୍ଟିସିଏକୁ ଚିଠି ଲେଖିଲା ବନ ବିଭାଗ ।

ଭୁବନେଶ୍ୱର,୨୪/୧୧: ରାଜ୍ୟ ବନବିଭାଗକୁ ସୁନ୍ଦରୀଚିନ୍ତାୟ ସେଥିପାଇଁ ବାଘୁଣୀ ସୁନ୍ଦରୀ ପାଇଁ ଜାତୀୟ ବ୍ୟାଘ୍ର ସଂରକ୍ଷଣ ଅଥରିଟି (ଏନଟିସିଏ)କୁ ଚିଠିଲେଖିଲା ବନବିଭାଗ । ସୁନ୍ଦରୀଫେରିବ ନା...

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ବୟାନ ।

ନୂଆଦିଲ୍ଲୀ,୨୩ା୧୧: ଯଦି ରାଜ୍ୟ ଗୁଡ଼ିକ ଠିକ୍ ଭାବେ ପ୍ରସ୍ତୁତ ନ ହେବେ, ତା'ହେଲେ ଡିସେମ୍ବରରେ ସ୍ଥିତି ଆହୁରି ବିଗିଡ଼ି ଯିବ । ଆଜି ରାଜ୍ୟ...

ହାଇକୋର୍ଟ ରାଜ୍ୟ ସରକାରଙ୍କ ଠାରୁ ସ୍ପଷ୍ଟୀକରଣ ଲୋଡିଛନ୍ତି ।

କଟକ,୨୪୧୧: ସ୍କୁଲ ଫି' ଛାଡପ୍ରସଙ୍ଗରେ ଆଜି ହାଇକୋର୍ଟ ରାଜ୍ୟ ସରକାରଙ୍କ ଠାରୁ ସ୍ପଷ୍ଟୀକରଣ ଲୋଡିଛନ୍ତି । କେତେ ପ୍ରତିଶତ ଫି ଛାଡ କରିହେବ ସେ...