29 C
Bhubaneswar
Wednesday, September 23, 2020

ସିଗମଣ୍ଡ ଓ ଜ୍ୱୋନାରେବାଙ୍କୁ ଡବଲ୍ସ ଟାଇଟଲ୍

Must read

Hello World!

Ut consectetur purus non mollis luctus. Sed diam metus, pretium eget lacus non, tempor porta massa. Aliquam in enim pretium, semper diam...

ଆକ୍ରମଣ ମାମଲାରେ ପୁନମ ପାଣ୍ଡେଙ୍କ ସ୍ଵାମୀ ଜାମିନ ପାଇଛନ୍ତି ।

ମୁମ୍ବାଇ,ତା,୨୩/୯ ;ଗୋଆ କୋର୍ଟ ଚଳଚ୍ଚିତ୍ର ନିର୍ମାତା ସାମ ବମ୍ବେଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି ଯାହା ତାଙ୍କ ପତ୍ନୀ ପୁଣମ ପାଣ୍ଡେଙ୍କୁ ଗାଳିଗୁଲଜ କରିବା, ଧମକ ଦେବା ଏବଂ ଆକ୍ରମଣ...

ତାମିଲ ଅଭିନେତା ରୁବେନ ଜୟଙ୍କ ଦେହାନ୍ତ

ନୂଆଦିଲ୍ହି,ତା,୨୩/୯;ଲୋକପ୍ରିୟ ତାମିଲ ଅଭିନେତା-ଲେଖକ ରୁବେନ୍ ଜୟଙ୍କର ମଙ୍ଗଳବାର ଦେହାନ୍ତ ହୋଇଛି। ସେ ୫୪ ଥିଲେ। ଖବର ଅନୁଯାୟୀ, ନିକଟରେ ତାଙ୍କୁ ଫୁସଫୁସ କର୍କଟ ରୋଗରେ ଆକ୍ରାନ୍ତ କରାଯାଇଥିଲା ଏବଂ ସେ ମଧ୍ୟ...

ଏହି ତାଲିକାରେ ପିଏମ ମୋଦୀ ଅଛନ୍ତି ।

ନୂଆଦିଲ୍ଲୀ,ତା,୨୩/୯;ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୧୪ ରେ କାର୍ଯ୍ୟଭାର ଗ୍ରହଣ କରିବା ପରଠାରୁ ଚତୁର୍ଥ ଥର ପାଇଁ ଟାଇମ୍ ମାଗାଜିନ୍ ର ବାର୍ଷିକ ୧୦୦ ଜଣ...

ନ୍ୟୁୟର୍କ,୧୨ା୯: ଜର୍ମାନୀର ଲୋରାସିଗମଣ୍ଡ ଓ ଋଷର ବେରା ଜ୍ୱୋନାରେବାୟୁଏସ୍ ଓପନ ଗ୍ରଣ୍ଡସ୍ଳାମର ମହିଳା ଡବଲ୍ସଟାଇଟଲ୍ ଜିଣିଛନ୍ତି । ଜର୍ମାନୀ-ଋଷ ଯୋଡ଼ିଫାଇନାଲ୍ରେ ଅ ।ମେରିକାର ନିକୋଲ୍ମେଲିଚର ଓ ଚୀନର ୟିଫାନ୍ ଜୁଙ୍କୁହରାଇଛନ୍ତି ।ଏହାପୂର୍ବରୁ ସିଗମଣ୍ଡ ଓ ଜ୍ୱୋନାରେବାକୌଣସି ପ୍ରତିଯୋଗିତାରେ ଏକାସହିତଖେଳିନଥିଲେ । ଏହାସହ ଏହା ହେଉଛିସିଗମଣ୍ଡଙ୍କ ପ୍ରଥମ ଗ୍ରାଣ୍ଡସ୍ଳାମ୍ ବିଜୟ । କିନ୍ତୁଜ୍ୱୋନାରେବା ତୃତୀୟ ଥର ପାଇଁ ଗ୍ରାଣ୍ଡସ୍ଳାମ୍ବିଜୟୀ ହୋଇଛନ୍ତି । ଏହାପୂର୍ବରୁ ସେ୨୦୦୬ ୟୁଏସ୍ ଓପନ୍ ଓ ୨୦୧୨ରେଅସ୍ଟ୍ରେଲିଅ ।ନ୍ ଓପନରେ ଡବଲ୍ସ ଟାଇଟଲ୍ଜିଣିଥିଲେ ।ମ୍ୟାଚ୍ ପରେ ଜ୍ୱୋନାରେବା କହିଛନ୍ତି,”ଦୁଇ ସପ୍ତାହ ପରେ ଜିତିବାର କିଛି ଅଲଗାମଜା ରହିଛି । ମୁଁ ନିଶ୍ଚିତ ଭାବେ କହିପାରିବିଏହା ଅ ।ଦୌ ବିରକ୍ତିକର ନଥିଲା ।’ଏହାସହ ସିଗମଣ୍ଡ ଓ ଜ୍ୱୋନାରେବା ଫ୍ରାନ୍ସଓପନରେ ନଜର ଅ ।ସିପାରନ୍ତି ।

- Advertisement -

More articles

LEAVE A REPLY

Please enter your comment!
Please enter your name here

- Advertisement -

Latest article

Hello World!

Ut consectetur purus non mollis luctus. Sed diam metus, pretium eget lacus non, tempor porta massa. Aliquam in enim pretium, semper diam...

ଆକ୍ରମଣ ମାମଲାରେ ପୁନମ ପାଣ୍ଡେଙ୍କ ସ୍ଵାମୀ ଜାମିନ ପାଇଛନ୍ତି ।

ମୁମ୍ବାଇ,ତା,୨୩/୯ ;ଗୋଆ କୋର୍ଟ ଚଳଚ୍ଚିତ୍ର ନିର୍ମାତା ସାମ ବମ୍ବେଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି ଯାହା ତାଙ୍କ ପତ୍ନୀ ପୁଣମ ପାଣ୍ଡେଙ୍କୁ ଗାଳିଗୁଲଜ କରିବା, ଧମକ ଦେବା ଏବଂ ଆକ୍ରମଣ...

ତାମିଲ ଅଭିନେତା ରୁବେନ ଜୟଙ୍କ ଦେହାନ୍ତ

ନୂଆଦିଲ୍ହି,ତା,୨୩/୯;ଲୋକପ୍ରିୟ ତାମିଲ ଅଭିନେତା-ଲେଖକ ରୁବେନ୍ ଜୟଙ୍କର ମଙ୍ଗଳବାର ଦେହାନ୍ତ ହୋଇଛି। ସେ ୫୪ ଥିଲେ। ଖବର ଅନୁଯାୟୀ, ନିକଟରେ ତାଙ୍କୁ ଫୁସଫୁସ କର୍କଟ ରୋଗରେ ଆକ୍ରାନ୍ତ କରାଯାଇଥିଲା ଏବଂ ସେ ମଧ୍ୟ...

ଏହି ତାଲିକାରେ ପିଏମ ମୋଦୀ ଅଛନ୍ତି ।

ନୂଆଦିଲ୍ଲୀ,ତା,୨୩/୯;ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୧୪ ରେ କାର୍ଯ୍ୟଭାର ଗ୍ରହଣ କରିବା ପରଠାରୁ ଚତୁର୍ଥ ଥର ପାଇଁ ଟାଇମ୍ ମାଗାଜିନ୍ ର ବାର୍ଷିକ ୧୦୦ ଜଣ...

ଗୌତମ ଗମ୍ଭୀର ଏମଏସ ଧୋନିଙ୍କ ମଧ୍ୟରେ ଝଗଡା ।

ନୁଆଦିଲ୍ଲୀ,୨୩/୯ ;ଏକ ବଡ଼ ଧରଣର ଗୋଡ଼ାଇବା ସମୟରେ ନିଜକୁ ବ୍ୟାଟିଂ ଅର୍ଡରରୁ ଓହ୍ଲାଇ ଆଗରୁ ଆଗେଇ ନଥିଲେ, ପୂର୍ବତନ ଭାରତ ବ୍ୟାଟ୍ସମ୍ୟାନ୍ ଗୌତମ ଗମ୍ଭୀରଙ୍କୁ ରାଜସ୍ଥାନ ରୟାଲ୍ସ ବିପକ୍ଷରେ ସପ୍ତମ...