29 C
Bhubaneswar
Wednesday, September 23, 2020

ଖାଲି ଷ୍ଟାଡିୟମ୍ ବି ଦୁଲୁକିବ

Must read

Hello World!

Ut consectetur purus non mollis luctus. Sed diam metus, pretium eget lacus non, tempor porta massa. Aliquam in enim pretium, semper diam...

ଆକ୍ରମଣ ମାମଲାରେ ପୁନମ ପାଣ୍ଡେଙ୍କ ସ୍ଵାମୀ ଜାମିନ ପାଇଛନ୍ତି ।

ମୁମ୍ବାଇ,ତା,୨୩/୯ ;ଗୋଆ କୋର୍ଟ ଚଳଚ୍ଚିତ୍ର ନିର୍ମାତା ସାମ ବମ୍ବେଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି ଯାହା ତାଙ୍କ ପତ୍ନୀ ପୁଣମ ପାଣ୍ଡେଙ୍କୁ ଗାଳିଗୁଲଜ କରିବା, ଧମକ ଦେବା ଏବଂ ଆକ୍ରମଣ...

ତାମିଲ ଅଭିନେତା ରୁବେନ ଜୟଙ୍କ ଦେହାନ୍ତ

ନୂଆଦିଲ୍ହି,ତା,୨୩/୯;ଲୋକପ୍ରିୟ ତାମିଲ ଅଭିନେତା-ଲେଖକ ରୁବେନ୍ ଜୟଙ୍କର ମଙ୍ଗଳବାର ଦେହାନ୍ତ ହୋଇଛି। ସେ ୫୪ ଥିଲେ। ଖବର ଅନୁଯାୟୀ, ନିକଟରେ ତାଙ୍କୁ ଫୁସଫୁସ କର୍କଟ ରୋଗରେ ଆକ୍ରାନ୍ତ କରାଯାଇଥିଲା ଏବଂ ସେ ମଧ୍ୟ...

ଏହି ତାଲିକାରେ ପିଏମ ମୋଦୀ ଅଛନ୍ତି ।

ନୂଆଦିଲ୍ଲୀ,ତା,୨୩/୯;ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୧୪ ରେ କାର୍ଯ୍ୟଭାର ଗ୍ରହଣ କରିବା ପରଠାରୁ ଚତୁର୍ଥ ଥର ପାଇଁ ଟାଇମ୍ ମାଗାଜିନ୍ ର ବାର୍ଷିକ ୧୦୦ ଜଣ...

ୁବାଇ,୧୨ା୯(ଏଜେନ୍ସି): ୟୁଏଇରେସେପ୍ଟେମ୍ବର ୧୯ରୁ ଅ ।ରମ୍ଭ ହେବଇଣ୍ଡିଅ ।ନ ପ୍ରିମିୟର ଲିଗ୍(ଅ ।ଇପିଏଲ)ରତ୍ରୟୋଦଶ ସଂସ୍କରଣ । କୋଭିଡ-୧୯ମହାମାରୀ ଲାଗି ଖାଲି ଷ୍ଟାଡିୟମରେଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବ । ଏଣୁ ଟିକେଟ୍ବୁକିଂ ମଧ୍ୟ ହେଉନି । ଏଥିରେ ଅ ।ଇପିଏଲରରୋମାଞ୍ଚ ରହିବ କି ନା ସେ ନେଇଅ ।ୟୋଜକ ସଂଶୟରେ ଥିବା ବେଳେଏବେ ଯୋଗାଡ କାମ ଦେଖାଇବ ବୋଲିଜଣାପଡିଛି ।ଅ ।ଇପିଏଲ ଫ୍ରାଞ୍ଚାଇଜ୍ ଟିମ୍ ମାନେଏଥିଲାଗି ଯେଉଁ ଉପାୟ ପାଞ୍ଚିଛନ୍ତି ତାହାବାସ୍ତବିକ୍ ରୋମାଞ୍ଚକର । ସେମାନଙ୍କ ନିଷ୍ପତ୍ତିଅନୁସାରେ ଖେଳ ବେଳେ ଷ୍ଟାଡିୟମଚତୁପାଶ୍ୱର୍ରେ ବଡବଡ ସ୍କ୍ରିନରେଚିୟରଲିଡର ଓ ଦର୍ଶକଙ୍କ ହୋ ହଲ୍ଲାରରେକର୍ଡେଡ୍ ଭିଡିଓ ପ୍ଲେ କରାଯିବ । ଏଥିରେଖେଳାଳି ଏକ ଭର୍ଚୁଅ ।ଲ ଷ୍ଟାଡିୟମରଅନୁଭବ ପାଇପାରିବା ସହ ଅ ।ଇପିଏଲମଧ୍ୟ ରୋମାଞ୍ଚକର ହେବ ବୋଲି ଏବେଅନୁମାନ କରାଯାଉଛି ।ଏକ ଫ୍ରାଞ୍ଚାଇଜ୍ ଟିମ୍ ଅଧିକାରୀଙ୍କଅନୁସାରେ ଅ ।ଇପିଏଲର ସମସ୍ତ ୮ଟିଜାକ ଟିମ୍ଙ୍କ ନିଷ୍ପତ୍ତି ଅନୁସାରେ ଖେଳାଳିଙ୍କୁଷ୍ଟାଡିୟମରେ ଲାଇଭ ଦର୍ଶକଙ୍କ ଉପସ୍ଥିତିରଅନୁଭବ ଦେବା ଲାଗି ପ୍ରି ରେକର୍ଡେଡ ଭିଡିଓବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ ।କାରଣ ସମସ୍ତେ ·ହାଁନ୍ତି ସ୍ୱାସ୍ଥ୍ୟ ପ୍ରୋଟକଲଓ ବାୟୋ-ବବଲ ନିୟମର କଡାକଡିପାଳନ ହେଉ । ଏଣୁ କେତେକ ଟିମ୍ ପ୍ରଥମେପ୍ରତି ଚୌକା ଓ ଛକ୍କାରେ ଚିୟରଲିଡରଙ୍କପୂର୍ବ ରେକର୍ଡେଡ ଭିଡିଓ ପ୍ଲେ କରିବାକୁବି·ର କରିଥିଲେ । ହେଲେ ଷ୍ଟାଡିୟମରେଦର୍ଶକଙ୍କ ଉପସ୍ଥିତିର ଅନୁଭବ ଲାଗି କଣକରାଯିବ ସେ ନେଇ କିଛି ଠିକ୍ ହୋଇନଥିଲା ।ତେବେ ପରେ ଟିମ୍ ମାନେ ଏନେଇ ମିଳିତ ନିଷ୍ପତ୍ତି ନେଇଛନ୍ତି । ଫ୍ୟାନ୍ସ·ହାନ୍ତି ଯେ କୌଣସି ଉପାୟରେ ମ୍ୟାଚରଅଂଶ ହେବାକୁ । ପ୍ଲେୟର ମଧ୍ୟ ଷ୍ଟାଡିୟମରେଫ୍ୟାନସଙ୍କ ସପୋର୍ଟ ·ହାନ୍ତି । ଏଥିରେଏହାଠାରୁ ଅ ।ଉ କିଛି ଭଲ ଉପାୟ ହୋଇନ ପାରେ ବୋଲି ଫ୍ରାଞ୍ଚାଇଜିମାନେକହିଛନ୍ତି । ଅ ।ଇପିଏଲର ଚଳିତସଂସ୍କରଣରେ ଦର୍ଶକ ନ ହେବା ଯୋଗୁକେତେକ ଖେଳାଳି ନିରଶା ବ୍ୟକ୍ତକରୁଥିଲେ । ହେଲେ ସେମାନଙ୍କ ସମସ୍ୟାରମଧ୍ୟ ଏଥିରେ ସମାଧାନ ହୋଇଯିବ ବୋଲିଏବେ ଅ ।ଶା କରାଯାଉଛି ।

- Advertisement -

More articles

LEAVE A REPLY

Please enter your comment!
Please enter your name here

- Advertisement -

Latest article

Hello World!

Ut consectetur purus non mollis luctus. Sed diam metus, pretium eget lacus non, tempor porta massa. Aliquam in enim pretium, semper diam...

ଆକ୍ରମଣ ମାମଲାରେ ପୁନମ ପାଣ୍ଡେଙ୍କ ସ୍ଵାମୀ ଜାମିନ ପାଇଛନ୍ତି ।

ମୁମ୍ବାଇ,ତା,୨୩/୯ ;ଗୋଆ କୋର୍ଟ ଚଳଚ୍ଚିତ୍ର ନିର୍ମାତା ସାମ ବମ୍ବେଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି ଯାହା ତାଙ୍କ ପତ୍ନୀ ପୁଣମ ପାଣ୍ଡେଙ୍କୁ ଗାଳିଗୁଲଜ କରିବା, ଧମକ ଦେବା ଏବଂ ଆକ୍ରମଣ...

ତାମିଲ ଅଭିନେତା ରୁବେନ ଜୟଙ୍କ ଦେହାନ୍ତ

ନୂଆଦିଲ୍ହି,ତା,୨୩/୯;ଲୋକପ୍ରିୟ ତାମିଲ ଅଭିନେତା-ଲେଖକ ରୁବେନ୍ ଜୟଙ୍କର ମଙ୍ଗଳବାର ଦେହାନ୍ତ ହୋଇଛି। ସେ ୫୪ ଥିଲେ। ଖବର ଅନୁଯାୟୀ, ନିକଟରେ ତାଙ୍କୁ ଫୁସଫୁସ କର୍କଟ ରୋଗରେ ଆକ୍ରାନ୍ତ କରାଯାଇଥିଲା ଏବଂ ସେ ମଧ୍ୟ...

ଏହି ତାଲିକାରେ ପିଏମ ମୋଦୀ ଅଛନ୍ତି ।

ନୂଆଦିଲ୍ଲୀ,ତା,୨୩/୯;ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୧୪ ରେ କାର୍ଯ୍ୟଭାର ଗ୍ରହଣ କରିବା ପରଠାରୁ ଚତୁର୍ଥ ଥର ପାଇଁ ଟାଇମ୍ ମାଗାଜିନ୍ ର ବାର୍ଷିକ ୧୦୦ ଜଣ...

ଗୌତମ ଗମ୍ଭୀର ଏମଏସ ଧୋନିଙ୍କ ମଧ୍ୟରେ ଝଗଡା ।

ନୁଆଦିଲ୍ଲୀ,୨୩/୯ ;ଏକ ବଡ଼ ଧରଣର ଗୋଡ଼ାଇବା ସମୟରେ ନିଜକୁ ବ୍ୟାଟିଂ ଅର୍ଡରରୁ ଓହ୍ଲାଇ ଆଗରୁ ଆଗେଇ ନଥିଲେ, ପୂର୍ବତନ ଭାରତ ବ୍ୟାଟ୍ସମ୍ୟାନ୍ ଗୌତମ ଗମ୍ଭୀରଙ୍କୁ ରାଜସ୍ଥାନ ରୟାଲ୍ସ ବିପକ୍ଷରେ ସପ୍ତମ...