19 C
Bhubaneswar
Wednesday, November 25, 2020

ଜୀବଜନ୍ତୁଙ୍କ ଶରୀରରେ କୋଭାକ୍ସିନର ପରୀକ୍ଷଣ

Must read

ବିବାଦରେ ହାସ୍ୟ ଅଭିନେତ୍ରୀ ଭାରତୀ ସିଂହ ଓ ହର୍ଷ ଲିମ୍ବାଚିୟା ।

ମୁମ୍ୱାଇ,ତା,୨୪/୧୧; ଗଞ୍ଜେଇ ଘରେରଖିବା ସହ ସେବନକରୁଥିବା କଥା ସାମ୍ନାକୁ ଆସିବା ପରେ ଗତକାଲି ଭାରତର ଲୋକପ୍ରିୟ ହାସ୍ୟ ଅଭିନେତ୍ରୀ ଭାରତୀ ସିଂହଙ୍କୁ ଗିରଫ କରିଥିଲା...

ଓଡ଼ିଶା ଚାଷୀଙ୍କୁ କେନ୍ଦ୍ର ଦେଇଛି ୬୦, ୮୩୬ କୋଟି : ଧର୍ମେନ୍ଦ୍ର ପ୍ରଧାନ ।

ନୂଆଦିଲ୍ଲୀ, ୨୪/୧୧;–ପୂର୍ବ ସରକାର ତୁଳନାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦିଙ୍କ ସରକାରରେ ‘ଅନ୍ନଦାତା’ଙ୍କ ହାତ ମୁଠାକୁ ଅଧିକ ମଜବୁତ୍ କରାଯାଇଛି । ବିଗତ ୬ ବର୍ଷରେ ଓଡ଼ିଶାର ଚାଷୀଙ୍କୁ ବିଭିନ୍ନ କୃଷି ଯୋଜନା...

ଏନ୍ଟିସିଏକୁ ଚିଠି ଲେଖିଲା ବନ ବିଭାଗ ।

ଭୁବନେଶ୍ୱର,୨୪/୧୧: ରାଜ୍ୟ ବନବିଭାଗକୁ ସୁନ୍ଦରୀଚିନ୍ତାୟ ସେଥିପାଇଁ ବାଘୁଣୀ ସୁନ୍ଦରୀ ପାଇଁ ଜାତୀୟ ବ୍ୟାଘ୍ର ସଂରକ୍ଷଣ ଅଥରିଟି (ଏନଟିସିଏ)କୁ ଚିଠିଲେଖିଲା ବନବିଭାଗ । ସୁନ୍ଦରୀଫେରିବ ନା...

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ବୟାନ ।

ନୂଆଦିଲ୍ଲୀ,୨୩ା୧୧: ଯଦି ରାଜ୍ୟ ଗୁଡ଼ିକ ଠିକ୍ ଭାବେ ପ୍ରସ୍ତୁତ ନ ହେବେ, ତା'ହେଲେ ଡିସେମ୍ବରରେ ସ୍ଥିତି ଆହୁରି ବିଗିଡ଼ି ଯିବ । ଆଜି ରାଜ୍ୟ...

ନୂଆଦିଲ୍ଲୀ,୧୨ା୯: କରୋନାବିରୋଧରେ ଭଲ ଫଳ ଦେଉଛି ଦେଶୀଟୀକାୟ ଇଣ୍ଡିଅ ।ନ କାଉନସିଲ ଅଫମେଡିକାଲ ରିସର୍ଚ (ଅ ।ଇସିଏମଅ ।ର)ଏବଂ ଭାରତ ବାୟୋଟେକ ଦ୍ୱାରା ପ୍ରସ୍ତୁତକୋଭାକ୍ସିନ୍ ଟୀକା ଜୀବଜନ୍ତୁଙ୍କ ଶରୀରରେପରୀକ୍ଷଣ ହେବା ପରେ ଭଲ ଫଳାଫଳମିଳିଛି । ମାଙ୍କଡ ଜାତୀୟ ପ୍ରାଣୀ ଦେହରେଏହି ଟୀକାର ପ୍ରମଥ ପର୍ଯ୍ୟାୟ ପରୀକ୍ଷଣକରାଯାଇଛି । ୨୦ଟି ମାଙ୍କଡ଼କୁ ୪ଟିଗ୍ରୁପରେ ଭାଗ କରି ଏହି ଟୀକାଦିଅ ।ଯାଇଥିଲା । ଶେଷରେ ସୁଫଳଦେଖିବାକୁ ମିଳିଛି ।ଗୋଟିଏ ଗ୍ରୁପକୁ ପ୍ଲାସେବୋଦିଅ ।ଯାଇଥିବା ବେଳେ ଅନ୍ୟ ୩ଟି ଗ୍ରୁପକୁଭିନ୍ନଭିନ୍ନ ଡୋଜର ଟୀକା ପ୍ରଦାନ କରାଗଲା ।ଶୂନରୁ ୧୪ ଦିନ ଭିତରେ ଏହି ଟୀକା ଦିଅ ।ଯାଇଥିବା ସୂଚନା ରହିଛି ଏବଂ ତୃତୀୟସପ୍ତାହ ବେଳକୁ ମାଙ୍କଡ଼ ଗୁଡ଼ିକ ଦେହରେପ୍ରଚୁର ମାତ୍ରାରେ ଅ ।ଂଟିବଡି ବା ରୋଗପ୍ରତିରୋଧ ଶକ୍ତି ବୃଦ୍ଧି ପାଉଥିବାଦେଖାଯାଇଥିଲା । ଯାହା କୋଭିଡବିରୋଧରେ ଲେଇ ପାଇଁ ସହାୟକ ହେବବୋଲି ଅ ।ଶା କରାଯାଉଛି । ଏନେଇ ଟ୍ୱିଟକରି ସୂଚନା ଦେଇଛି ଭାରତ ବାୟୋଟେକ ।ଉଲ୍ଲେଖଯୋଗ୍ୟ, ଚୀନର ଉହ୍ୱାନସହରରୁ ଉତ୍ପନ୍ନ ଦୀର୍ଘ ୮ ମାସ ହେବସମଗ୍ର ବିଶ୍ୱରେ ହଇଚଇ ସୃଷ୍ଟି କରିଥିବାକରୋନା ଭାଇରସ୍ ସଂକ୍ରମଣ ହୁ ହୁ ବିବାରେଲାଗିଛିୟ ଏହି ସଂକ୍ରମଣ ବି ବି ବିଶ୍ୱସ୍ତରରେ୨୮.୫ ମିଲିୟନ୍ରେ ପହଞ୍ଚିଥିବା ବେଳେଭାରତରେ ଏବେ ସୁଦ୍ଧା ୪.୬୬ ମିଲିୟନ୍ସଂକ୍ରମିତ ଚିହ୍ନଟ ହୋଇ ସାରିଲେଣି ।ନୂଅ ।ଦିଲ୍ଲୀ: ଏ ପର୍ଯ୍ୟନ୍ତ ସମଗ୍ର ଦେଶରେ ୩. ୬ ନିୟୁତରୁଅଧିକ କରୋନାଭାଇରସ୍ ଅ ।କ୍ରାନ୍ତ ରୋଗୀ ସୁସ୍ଥ ହେଲେଣି ଏବଂସେମାନଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ମହାରାଷ୍ଟ୍ର, ଅ ।ନ୍ଧ୍ରପ୍ରଦେଶ ଏବଂ କର୍ଣ୍ଣାଟକ ସମେତ ପାଞ୍ଚଟି ରାଜ୍ୟର ବୋଲିଶନିବାର ଦିନ ସରକାର କହିଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ କହିବାଅନୁସାରେ, ଶୁକ୍ରବାର ଓ ଶନିବାର ସକାଳ ମଧ୍ୟରେ ରେକର୍ଡସଂଖ୍ୟକ ୮୧, ୫୩୩ କୋଭିଡ୍-୧୯ ରୋଗୀ ସୁସ୍ଥ ହୋଇଦେଶର ସୁସ୍ଥତା ସଂଖ୍ୟା ୩, ୬୨୪, ୧୯୬ରେ ପହଞ୍ଚାଇଛନ୍ତି ।ଅ ।ରୋଗ୍ୟ ଅ ।କ୍ରାନ୍ତଙ୍କ ମଧ୍ୟରୁ ୬୦% ହେଉଛି ମହାରାଷ୍ଟ୍ର,ତାମିଲନାଡୁ, ଅ ।ନ୍ଧ୍ରପ୍ରଦେଶ, କର୍ଣ୍ଣାଟକ ଏବଂ ଉତ୍ତର ପ୍ରଦେଶର ।ଗୋଟିଏ ଦିନର ସୁସ୍ଥତା ସଂଖ୍ୟା ହିସାବରେ ମହାରାଷ୍ଟ୍ରରେସୁସ୍ଥତା ସଂଖ୍ୟା ହେଉଛି ୧୪, ୦୦୦ରୁ ଅଧିକ ଏବଂକର୍ଣ୍ଣାଟକରେ ୧୨, ୦୦୦ରୁ ଅଧିକ ବୋଲି ଶନିବାର ଦିନରସ୍ୱାସ୍ଥ୍ୟ ମନ୍ତ୍ରାଳୟ ଡ୍ୟାସ୍ୱୋର୍ଡରୁ ଜଣାପଡ଼ିଛି । ସ୍ୱାସ୍ଥ୍ୟ ମନ୍ତ୍ରାଳୟକହିଛି, ଗତ ୨୪ ଘଣ୍ଟା ମଧ୍ୟରେ ଏହି ରାଜ୍ୟମାନେ ମଧ୍ୟସର୍ବାଧିକ ସଂଖ୍ୟକ ନୂତନ ସୁସ୍ଥତା ରିପୋର୍ଟ କରିଛନ୍ତି ।ଧ୍ୟାନକେନ୍ଦ୍ରିକ ମୁକାବିଲା କେଶଳ ଓ ପଦକ୍ଷେପ ବଳରେ ଭାରତକ୍ରମାଗତ ସର୍ବାଧିକ ସଂଖ୍ୟକ ସୁସ୍ଥତା ରିପୋର୍ଟ କରୁଛି । ଏଠାରେସୂ·ଇ ଦିଅ ।ଯାଇ ପାରେ ଯେ, ସମ୍ପ୍ରତି କରୋନାଭାଇରସ୍ସଂକ୍ରମଣ ତାଲିକାରେ ବିଶ୍ୱର ଦ୍ୱିତୀୟ ସଂକ୍ରମିତ ଦେଶ ହେଉଛିଭାରତୟ ଏପର୍ଯ୍ୟନ୍ତ ସମଗ୍ର ବିଶ୍ୱରେ ୨୮ ନିୟୁତ ବ୍ୟକ୍ତିକରୋନାଭାଇରସ୍ ଦ୍ୱାରା ଅ ।କ୍ରାନ୍ତ ହୋଇଥିବା ବେଳେ ୯୧୫,୬୦୮ଜଣ ଅ ।କ୍ରାନ୍ତ ବ୍ୟକ୍ତି ମୃତ୍ୟୁ ବରଣ କରିଥିବା ଜନ୍ହପକିନ୍ସ ୟୁନିଭର୍ସିଟି ଡାଟାରୁ ଜଣାପଡ଼ିଛି ।ଗତକାଲି ସବୁ ରେକର୍ଡ ଭାଙ୍ଗି ଅ ।କ୍ରାନ୍ତଙ୍କ ସଂଖ୍ୟା୯୬,୦୦୦ପାର କରିଥିବା ବେଳେ ଆଜି ୯୭,୦୦୦ପାରକରିଛି ଅ ।କ୍ରାନ୍ତଙ୍କ ସଂଖ୍ୟା । ୩ଦିନ ହେଲାଣି ଲଗାତାରକରୋନା ଅ ।କ୍ରାନ୍ତଙ୍କ ସଂଖ୍ୟା ବିବାରେ ଲାଗିଛି । ଗତକାଲି୨୪ଘଣ୍ଟାରେ ୯୬,୫୫୧କରୋନା ଆକ୍ରାନ୍ତ ଚିହ୍ନଟହୋଇଥିବା ବେଳେ ଅ ।ଜି ୨୪ଘଣ୍ଟାରେ ୯୭,୫୭୦ଜଣକରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ସହ ଅ ।ଜି ମଧ୍ୟମୃତ୍ୟୁ ସଂଖ୍ୟା ୧,୨୦୦ପାର କରିଛି ।

- Advertisement -ଜୀବଜନ୍ତୁଙ୍କ ଶରୀରରେ କୋଭାକ୍ସିନର ପରୀକ୍ଷଣ

More articles

LEAVE A REPLY

Please enter your comment!
Please enter your name here

- Advertisement -ଜୀବଜନ୍ତୁଙ୍କ ଶରୀରରେ କୋଭାକ୍ସିନର ପରୀକ୍ଷଣ

Latest article

ବିବାଦରେ ହାସ୍ୟ ଅଭିନେତ୍ରୀ ଭାରତୀ ସିଂହ ଓ ହର୍ଷ ଲିମ୍ବାଚିୟା ।

ମୁମ୍ୱାଇ,ତା,୨୪/୧୧; ଗଞ୍ଜେଇ ଘରେରଖିବା ସହ ସେବନକରୁଥିବା କଥା ସାମ୍ନାକୁ ଆସିବା ପରେ ଗତକାଲି ଭାରତର ଲୋକପ୍ରିୟ ହାସ୍ୟ ଅଭିନେତ୍ରୀ ଭାରତୀ ସିଂହଙ୍କୁ ଗିରଫ କରିଥିଲା...

ଓଡ଼ିଶା ଚାଷୀଙ୍କୁ କେନ୍ଦ୍ର ଦେଇଛି ୬୦, ୮୩୬ କୋଟି : ଧର୍ମେନ୍ଦ୍ର ପ୍ରଧାନ ।

ନୂଆଦିଲ୍ଲୀ, ୨୪/୧୧;–ପୂର୍ବ ସରକାର ତୁଳନାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦିଙ୍କ ସରକାରରେ ‘ଅନ୍ନଦାତା’ଙ୍କ ହାତ ମୁଠାକୁ ଅଧିକ ମଜବୁତ୍ କରାଯାଇଛି । ବିଗତ ୬ ବର୍ଷରେ ଓଡ଼ିଶାର ଚାଷୀଙ୍କୁ ବିଭିନ୍ନ କୃଷି ଯୋଜନା...

ଏନ୍ଟିସିଏକୁ ଚିଠି ଲେଖିଲା ବନ ବିଭାଗ ।

ଭୁବନେଶ୍ୱର,୨୪/୧୧: ରାଜ୍ୟ ବନବିଭାଗକୁ ସୁନ୍ଦରୀଚିନ୍ତାୟ ସେଥିପାଇଁ ବାଘୁଣୀ ସୁନ୍ଦରୀ ପାଇଁ ଜାତୀୟ ବ୍ୟାଘ୍ର ସଂରକ୍ଷଣ ଅଥରିଟି (ଏନଟିସିଏ)କୁ ଚିଠିଲେଖିଲା ବନବିଭାଗ । ସୁନ୍ଦରୀଫେରିବ ନା...

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ବୟାନ ।

ନୂଆଦିଲ୍ଲୀ,୨୩ା୧୧: ଯଦି ରାଜ୍ୟ ଗୁଡ଼ିକ ଠିକ୍ ଭାବେ ପ୍ରସ୍ତୁତ ନ ହେବେ, ତା'ହେଲେ ଡିସେମ୍ବରରେ ସ୍ଥିତି ଆହୁରି ବିଗିଡ଼ି ଯିବ । ଆଜି ରାଜ୍ୟ...

ହାଇକୋର୍ଟ ରାଜ୍ୟ ସରକାରଙ୍କ ଠାରୁ ସ୍ପଷ୍ଟୀକରଣ ଲୋଡିଛନ୍ତି ।

କଟକ,୨୪୧୧: ସ୍କୁଲ ଫି' ଛାଡପ୍ରସଙ୍ଗରେ ଆଜି ହାଇକୋର୍ଟ ରାଜ୍ୟ ସରକାରଙ୍କ ଠାରୁ ସ୍ପଷ୍ଟୀକରଣ ଲୋଡିଛନ୍ତି । କେତେ ପ୍ରତିଶତ ଫି ଛାଡ କରିହେବ ସେ...