34 C
Bhubaneswar
Friday, September 18, 2020

ପୋଖରୀଆପଡା ସ୍କୁଲରେ ୫୦୦ ଆଣ୍ଟିଜେନ ଟେଷ୍ଟ

Must read

ଲୁଟ୍ ପରେ ଲୁଟ୍ ଉଦ୍ୟମ ଜାରି ରହିଛି

ପିପିଲି,୧୭ ।୯(ନି.ପ୍ର): ପୁରୀଭୁବନେଶ୍ୱର ୩୧୬ ନମ୍ବର ଜାତୀୟରାଜପଥ ଏବେ ଦିନ କୁ ଦିନ ଅସୁରକ୍ଷିତହୋଇ ପଡିଛି । ପ୍ରତ୍ୟକ ଦିନ ଲୁଟେରାମାନେ ଦିନ ହେଉ କି ରାତି ଲୁଟ କରିଚାଲିଛନ୍ତି...

ମାକୁ ହତ୍ୟା କଲେ ଦୁଇ ନାବାଳକ ପୁଅ

ମାକୁ ହତ୍ୟାୁବନେଶ୍ୱର,୧୭ା୯(ନି.ପ୍ର.): ରାଜଧାନୀଭୁବନେଶ୍ୱରର ଏୟାରଫିଲ୍ଡ ଥାନା ଅନ୍ତର୍ଗତସୁନ୍ଦରପଦା ଅଞ୍ଚଳରେ ମା'କୁ ଦୁଇ ନାବାଳକ ପୁଅପିଟିପିଟି ହତ୍ୟା କରିଥିବା ଭଳି ଏକ ଅଭାବନୀୟଘଟଣା ଗୁରୁବାର ଜଣାପଡ଼ିଛି...

ହାତୀ ମୃତୁ୍ୟ ନେଇ କେନ୍ଦ୍ର ଚିନ୍ତିତ

ଭୁବନେଶ୍ୱର,୧୭ା୯(ନି.ପ୍ର.): ରାଜ୍ୟରେଅଧିକରୁ ଅଧିକ ସଂଖ୍ୟକ ହାତୀ ଅପମୃତୁ୍ୟର ଶିକାରହେଉଥିବା ଯୋଗୁଁ କେନ୍ଦ୍ରୀୟ କର୍ତ୍ତୃପକ୍ଷ ଅତ୍ୟନ୍ତ ଚିନ୍ତିତା କେନ୍ଦ୍ର ସରକାର ହାତୀମାନଙ୍କ ସୁରକ୍ଷା ପାଇଁଅଧିକରୁ ଅଧିକ ପାଣ୍ଠି ରାଜ୍ୟ ସରକାରଙ୍କୁଯୋଗାଉଥିବାବେଳେ ଦନ୍ତା...

ଡରାଉଛି ସେପ୍ଟେମ୍ବର

ଭୁବନେଶ୍ୱର,୧୭ା୯(ନି.ପ୍ର.):ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୩ଜଣ କରୋନା ଅ ।କ୍ରାନ୍ତ ମୃତ୍ୟୁବରଣକରିଛନ୍ତି । ସେମାନଙ୍କ ମଧ୍ୟରେ ୩ ଜଣମହିଳା ଥିବାବେଳେ ୧୦ ଜଣ ପୁରୁଷଅଛନ୍ତି...

ପ…ାମୁଣ୍ଡାଇ,୧୧ା୮ (ନି.ପ୍ର) : ମହାମାରୀକରୋନା ରୋକିବା ପାଇଁ କେନ୍ଦ୍ର ଓ ରାଜ୍ୟସରକାର ଅନେକ କଠୋର ପଦକ୍ଷେପଗ୍ରହଣ କରିବା ପରେ ଅର୍ଥନୀତି ଭୁଷୁଡିବାଆଶଙ୍କାରେ କିଛିଟା କୋହଳ କରି ସତର୍କତାଓ ସଚେତନତା ବଜାୟ ରଖିବାକୁ ପରାର୍ମଶଦେଇଥିଲେ । ମାତ୍ର ସାଧାରଣରେ ସତର୍କତାଓ ସଚେତନତା ଅଭାବରୁ କରୋନାସଂକ୍ରମଣ ବଢୁଛି ସିନା କମିବାର ନାଁଧରୁନାହିଁ । ଗତ ୮ ତାରିଖରେପୋଖରୀଆପଡା ସ୍କୁଲରେ ପ୍ରାୟ ୫୦୦ଲୋକଙ୍କ ଆଟିଂଜେନ ଟେଷ୍ଟକରାଯାଇଥିଲାା ସେଥିରେ ୪୧ ଜଣକରୋନା ସଂକ୍ରମିତ ହୋଇଥିବା ପରୀକ୍ଷାରୁଜଣାପଡିବା ପରେ ପ୍ରଶାସନ ଚଳଚଂଚଳହୋଇପଡିଛି । ୪୧ ଜଣଙ୍କ ମଧ୍ୟରୁ ୨୩ଜଣ ପୋଖରୀଆପଡା ଓ ୧୮ ଜଣ ବାହାରଲୋକ ବୋଲି ଜଣା ପଡିଛି ।

ଜଣାପଡିବା ପରେ କେନ୍ଦ୍ରାପଡା ଜିଲ୍ଲାପାଳ ସମର୍ଥବର୍ମା, ଅତିରିକ୍ତ ଜିଲ୍ଲାପାଳ ତଥା ପ…ାମୁଣ୍ଡାଇପୌରପରିଷଦର ମୁଖୟପ୍ରଶାସକ ବସନ୍ତରାଉତ, ପୌରନିର୍ବାହୀ ଅଧିକାରୀ ସଂପଦସ୍ୱାଇଁ ପ୍ରମୁଖ ଆସି ସ୍ଥିତି ଅନୁଧ୍ୟାନକରିଥିଲୋ ପୌର ପରିଷଦ କାର୍ଯ୍ୟାଳୟଠାରେ ବିକାଶ ପରିଷଦ କାର୍ଯ୍ୟକାରୀସଭାପତି ଗୋପିବଲ୍ଲଭ ନାୟକ ଓ ସଂପାଦକଗୋପିନାଥ ତ୍ରିପାଠୀ ପ୍ରମୁଖ କର୍ମକର୍ତାମାନେପହଁଚି ପ…ାମୁଣ୍ଡାଇ ଓ ଆଖପାଖସହରାଚଂଳରେ କରୋନା ସଂକ୍ରମଣରୋକିବା ପାଇଁ କଠୋର ପଦକ୍ଷେପନେବାକୁ ଦାବୀ କରିଥିଲେ । ଶେଷରେପ୍ରଶାସନ ପକ୍ଷରୁ ପୋଖରୀଆପଡା ମଙ୍ଗଳାମନ୍ଦିର ନିକଟବର୍ତୀ ଅଚଂଳ ସାନିଟାଇଜକରିବା ସହିତ ଆକ୍ରାନ୍ତମାନଙ୍କୁ ଘରୋଇସଙ୍ଗରୋଧରେ ରହିବାକୁ ପରାର୍ମଶ ଦେବାସହିତ ଘରୋଇ ସଙ୍ଗରୋଧ ସୁବିଧା ନଥିବାଆକ୍ରାନ୍ତଙ୍କୁ ଏମ.ଏନ ହାଇସ୍କୁଲ କୋଭିଡକେୟାର କେନ୍ଦ୍ରକୁ ନେବା ପାଇଁ ନିଷ୍ପତିନିଆଯାଇଥିଲା । ବିକାଶ ପରିଷଦକର୍ମକର୍ତାମାନେ ପ…ାମୁଣ୍ଡାଇ ପୌରପରିଷଦର ସମସ୍ତ ୱାର୍ଡରେ ବ୍ୟାପକଆଟିଂଜେନ ଟେଷ୍ଟ କରିବାକୁ ମଧ୍ୟ ଦାବୀକରିଥିଲେ । ଜିଲ୍ଲାପାଳ ଓ ଅନ୍ୟାନ୍ୟଅଧିକାରୀମାନେ ଏ ଦିଗରେ ପଦକ୍ଷେପନେବେ ବୋଲି ପ୍ରତିଶୃତି ଦେଇଥିଲେ

- Advertisement -

More articles

LEAVE A REPLY

Please enter your comment!
Please enter your name here

- Advertisement -

Latest article

ଲୁଟ୍ ପରେ ଲୁଟ୍ ଉଦ୍ୟମ ଜାରି ରହିଛି

ପିପିଲି,୧୭ ।୯(ନି.ପ୍ର): ପୁରୀଭୁବନେଶ୍ୱର ୩୧୬ ନମ୍ବର ଜାତୀୟରାଜପଥ ଏବେ ଦିନ କୁ ଦିନ ଅସୁରକ୍ଷିତହୋଇ ପଡିଛି । ପ୍ରତ୍ୟକ ଦିନ ଲୁଟେରାମାନେ ଦିନ ହେଉ କି ରାତି ଲୁଟ କରିଚାଲିଛନ୍ତି...

ମାକୁ ହତ୍ୟା କଲେ ଦୁଇ ନାବାଳକ ପୁଅ

ମାକୁ ହତ୍ୟାୁବନେଶ୍ୱର,୧୭ା୯(ନି.ପ୍ର.): ରାଜଧାନୀଭୁବନେଶ୍ୱରର ଏୟାରଫିଲ୍ଡ ଥାନା ଅନ୍ତର୍ଗତସୁନ୍ଦରପଦା ଅଞ୍ଚଳରେ ମା'କୁ ଦୁଇ ନାବାଳକ ପୁଅପିଟିପିଟି ହତ୍ୟା କରିଥିବା ଭଳି ଏକ ଅଭାବନୀୟଘଟଣା ଗୁରୁବାର ଜଣାପଡ଼ିଛି...

ହାତୀ ମୃତୁ୍ୟ ନେଇ କେନ୍ଦ୍ର ଚିନ୍ତିତ

ଭୁବନେଶ୍ୱର,୧୭ା୯(ନି.ପ୍ର.): ରାଜ୍ୟରେଅଧିକରୁ ଅଧିକ ସଂଖ୍ୟକ ହାତୀ ଅପମୃତୁ୍ୟର ଶିକାରହେଉଥିବା ଯୋଗୁଁ କେନ୍ଦ୍ରୀୟ କର୍ତ୍ତୃପକ୍ଷ ଅତ୍ୟନ୍ତ ଚିନ୍ତିତା କେନ୍ଦ୍ର ସରକାର ହାତୀମାନଙ୍କ ସୁରକ୍ଷା ପାଇଁଅଧିକରୁ ଅଧିକ ପାଣ୍ଠି ରାଜ୍ୟ ସରକାରଙ୍କୁଯୋଗାଉଥିବାବେଳେ ଦନ୍ତା...

ଡରାଉଛି ସେପ୍ଟେମ୍ବର

ଭୁବନେଶ୍ୱର,୧୭ା୯(ନି.ପ୍ର.):ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୩ଜଣ କରୋନା ଅ ।କ୍ରାନ୍ତ ମୃତ୍ୟୁବରଣକରିଛନ୍ତି । ସେମାନଙ୍କ ମଧ୍ୟରେ ୩ ଜଣମହିଳା ଥିବାବେଳେ ୧୦ ଜଣ ପୁରୁଷଅଛନ୍ତି...

କରୋନା ଚିକିତ୍ସାରେ ମାଇଲଖୁଣ୍ଟ

ଭୁବନେଶ୍ୱର,୧୭ା୯(ନି.ପ୍ର.):ପ୍ଲାଜମା ଥେରାପିରେ ନୁତନ ମାଇଲଖୁଣ୍ଟସ୍ଥାପନ କଲା ଓଡ଼ିଶା । ରାଜ୍ୟରେ୧୦୦୦ରୁ ଅଧିକ ରୋଗୀଙ୍କୁ ପ୍ଲାଜମାଥେରାପି ଜରିଅ ।ରେ ଚିକିତ୍ସାକରାଯାଇଛି । ଟ୍ୱିଟ କରି ରାଜ୍ୟ...