24 C
Bhubaneswar
Tuesday, November 24, 2020

ଚିନ୍ତା ବଢ଼ାଉଛି କରୋନା ସଂକ୍ରମଣ

Must read

ଓଡ଼ିଶା ଚାଷୀଙ୍କୁ କେନ୍ଦ୍ର ଦେଇଛି ୬୦, ୮୩୬ କୋଟି : ଧର୍ମେନ୍ଦ୍ର ପ୍ରଧାନ ।

ନୂଆଦିଲ୍ଲୀ, ୨୪/୧୧;–ପୂର୍ବ ସରକାର ତୁଳନାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦିଙ୍କ ସରକାରରେ ‘ଅନ୍ନଦାତା’ଙ୍କ ହାତ ମୁଠାକୁ ଅଧିକ ମଜବୁତ୍ କରାଯାଇଛି । ବିଗତ ୬ ବର୍ଷରେ ଓଡ଼ିଶାର ଚାଷୀଙ୍କୁ ବିଭିନ୍ନ କୃଷି ଯୋଜନା...

ଏନ୍ଟିସିଏକୁ ଚିଠି ଲେଖିଲା ବନ ବିଭାଗ ।

ଭୁବନେଶ୍ୱର,୨୪/୧୧: ରାଜ୍ୟ ବନବିଭାଗକୁ ସୁନ୍ଦରୀଚିନ୍ତାୟ ସେଥିପାଇଁ ବାଘୁଣୀ ସୁନ୍ଦରୀ ପାଇଁ ଜାତୀୟ ବ୍ୟାଘ୍ର ସଂରକ୍ଷଣ ଅଥରିଟି (ଏନଟିସିଏ)କୁ ଚିଠିଲେଖିଲା ବନବିଭାଗ । ସୁନ୍ଦରୀଫେରିବ ନା...

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ବୟାନ ।

ନୂଆଦିଲ୍ଲୀ,୨୩ା୧୧: ଯଦି ରାଜ୍ୟ ଗୁଡ଼ିକ ଠିକ୍ ଭାବେ ପ୍ରସ୍ତୁତ ନ ହେବେ, ତା'ହେଲେ ଡିସେମ୍ବରରେ ସ୍ଥିତି ଆହୁରି ବିଗିଡ଼ି ଯିବ । ଆଜି ରାଜ୍ୟ...

ହାଇକୋର୍ଟ ରାଜ୍ୟ ସରକାରଙ୍କ ଠାରୁ ସ୍ପଷ୍ଟୀକରଣ ଲୋଡିଛନ୍ତି ।

କଟକ,୨୪୧୧: ସ୍କୁଲ ଫି' ଛାଡପ୍ରସଙ୍ଗରେ ଆଜି ହାଇକୋର୍ଟ ରାଜ୍ୟ ସରକାରଙ୍କ ଠାରୁ ସ୍ପଷ୍ଟୀକରଣ ଲୋଡିଛନ୍ତି । କେତେ ପ୍ରତିଶତ ଫି ଛାଡ କରିହେବ ସେ...

ବାଲେଶ୍ୱର,୧୧ା୯(ନି.ପ୍ର):ବାଲେଶ୍ୱର ଜିଲ୍ଲାରେ ଗତ କିଛିଦିନ ଧରିବୃଦ୍ଧି ପାଉଥିବା କରୋନା ସଂକ୍ରମଣକୁନେଇ ଜିଲ୍ଲା ପ୍ରଶାସନ ସମେତ ରାଜ୍ୟସରକାରଙ୍କ ମୁଣ୍ଡ ବିନ୍ଧାର କାରଣ ହୋଇଛି ।ଏଭଳି ସ୍ଥିତିରେ ରାଜ୍ୟ ମୁଖ୍ୟ ଶାସନସଚିବ ଅସିତ୍ କୁମାର ତ୍ରିପାଠୀ, ସ୍ୱାସ୍ଥ୍ୟ ଓପରିବାର କଲ୍ୟାଣ ବିଭାଗ ଅତିରିକ୍ତ ମୁଖ୍ୟଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର,ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖଶାସନ ସଚିବ ତଥା ବାଲେଶ୍ୱର ଜିଲ୍ଲାକୋଭିଡ ପର୍ଯ୍ୟବେକ୍ଷକ ମଧୁସୂଦନ ପାଢ଼ୀଏବଂ ନିଦେ୍ର୍ଦଶକ, ଡିଏମଇଟି ଡାକ୍ତରସି.ବି.କେ ମହାନ୍ତି ବାଲେଶ୍ୱର ଜିଲ୍ଲା ଗସ୍ତକରି କୋଭିଡ-୧୯ ସ୍ଥିତିର ସମୀକ୍ଷାକରିଛନ୍ତି । ମୁଖ୍ୟ ଶାସନ ସଚିବ ଓ ଟିମ୍ଜିଲ୍ଲା କୋଭିଡ ହସପିଟାଲ, ଜିଲ୍ଲା ମୁଖ୍ୟଚିକିତ୍ସାଳୟ ଏବଂ ଫକୀରମୋହନମେଡିକାଲ କଲେଜ ତଥା ହସପିଟାଲପରିଦର୍ଶନ ସହ ଜିଲ୍ଲାର ସ୍ଥିତି ଅନୁଧ୍ୟାନକରିଥିଲେ । ପରେ କୋଭିଡ୍ପରିଚାଳନାକୁ ନେଇ ମୁଖ୍ୟ ଶାସନ ସଚିବବିଭାଗୀୟ ଅଧିକାରୀଙ୍କ ସହ ସମୀକ୍ଷାକରିଥିଲେ । ଅଦ୍ୟାବଧି ବାଲେଶ୍ୱର ଜିଲ୍ଲାରକୋଭିଡ ପରିଚାଳନା ସ୍ଥିତି ସନ୍ତୋଷଜନକରହିଛି ବୋଲି ମୁଖ୍ୟ ଶାସନ ସଚିବ ଶ୍ରୀତ୍ରିପାଠୀ ମତ ପ୍ରକାଶ କରିଥିଲେ । ମୃତୁ୍ୟହାର୦.୩ ପ୍ରତିଶତ ରହିଛି ଯାହାକି ଅନ୍ୟାନ୍ୟଜିଲ୍ଲାଠାରୁ କମ୍ । ଉତ୍ତମ କୋଭିଡପରିଚାଳନା ପାଇଁ କୋଭିଡ ଚିକିତ୍ସାରେନିୟୋଜିତ ସମସ୍ତ ଡାକ୍ତର, ନର୍ସ ଓସ୍ୱାସ୍ଥ୍ୟକର୍ମୀମାନଙ୍କୁ ସେ ସାଧୁବାଦଜଣାଇଥିଲେ । ମୁଖ୍ୟ ଶାସନ ସଚିବ ଆହୁରିମଧ୍ୟ କହିଥିଲେ ଯେ ଭବିଷ୍ୟତର ସମ୍ଭାବ୍ୟଆବଶ୍ୟକତାକୁ ଦୃଷ୍ଟିରେ ରଖି ଜିଲ୍ଲା ମୁଖ୍ୟଚିକିତ୍ସାଳୟ ପରିସରରେ ୧୦୦ ଶଯ୍ୟାବିଶିଷ୍ଟ ଅନ୍ୟଏକ କୋଭିଡ ହସପିଟାଲଖୁବଶୀଘ୍ର ପ୍ରତିଷ୍ଠା କରାଯିବ । ଏଥିରେଆଇସିୟୁ ଏବଂ କୋଭିଡ ରୋଗୀମାନଙ୍କନିମନ୍ତେ ଅପରେସନ ଥିଏଟର ରହିବ ।ଏହି ହସପିଟାଲ ନିମନ୍ତେମୁଖ୍ୟମନ୍ତ୍ରୀଙ୍କ ରିଲିଫପାଣ୍ଠିରୁ ଆର୍ଥିକ ସହାୟତାଯୋଗାଇ ଦିଆଯିବବୋଲି ମୁଖ୍ୟ ଶାସନସଚିବ ସୂଚନାଦେଇଥିଲେ । ଏଥି ସହିତଜ୍ୟୋତି କୋଭିଡହସପିଟାଲରେ ୪ଟିନୂଆ ଆଇସିୟୁ କାର୍ଯ୍ୟକ୍ଷମସହ ତୁରନ୍ତ ଆବଶ୍ୟକୀୟ ଷ୍ଟାଫ ଯୋଗାଇଦିଆଯିବ ବୋଲି ସେ କହିଥିଲେ ।ଅନ୍ୟପକ୍ଷରେ କୋଭିଡ ମୁକାବିଲାକୁ ଆହୁରିବ୍ୟାପକ କରିବା ସହ ସାଧାରଣରେସଚେତନତା ସୃଷ୍ଟି ନିମେନ୍ତ ‘ଜନସମ୍ପର୍କଅଭିଯାନ’ ଆରମ୍ଭ କରିବା ନିମନ୍ତେ ମୁଖ୍ୟଶାସନ ସଚିବ ଶ୍ରୀ ତ୍ରିପାଠୀ ଜିଲ୍ଲାପ୍ରଶାସନକୁ ନିଦେ୍ର୍ଦଶ ଦେଇଥିଲେ । ଏହିଅଭିଯାନ ମାଧ୍ୟମରେ ସମ୍ବେଦନଶୀଳ ବ୍ୟକ୍ତିଯେପରିକି ବୃଦ୍ଧ, ବୟସ୍କ, ଗର୍ଭବତୀମହିଳାମାନଙ୍କ ସମେତ କୋ-ମର୍ବିଡିଟି(ଅନ୍ୟ ରୋଗରେ ଆକ୍ରାନ୍ତ) ଥିବାଲୋକମାନଙ୍କୁ ଚିହ୍ନଟ କରାଯିବ । ସେହିଭଳିଜିଲ୍ଲାରେ ଚାଲିଥିବା ସ୍ୱତନ୍ତ୍ର କୋଭିଡ୍ କଲ୍ସେଂଟର ବ୍ୟବସ୍ଥାର କାର୍ଯ୍ୟକାରିତାକୁ ନେଇମୁଖ୍ୟ ଶାସନ ସଚିବ ସନ୍ତୋଷ ପ୍ରକାଶକରିଥିଲେ । ଏହି କଲ ସେଂଟରମାଧ୍ୟମରେ ‘ହୋମ-ଆାଇସୋଲେସନ’ରେଥିବା ଲୋକଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେବୁଝିବା ସହ ସେମାନଙ୍କୁ ଚିକିତ୍ସା ସମ୍ବନ୍ଧିତପରାମର୍ଶ ଦେବା ପାଇଁ ମୁଖ୍ୟ ଶାସନ ସଚିବଶ୍ରୀ ତ୍ରିପାଠୀ ନିଦେ୍ର୍ଦଶ ଦେଇଥିଲେ । ଏହିଗସ୍ତ ସମୟରେ ଜିଲ୍ଲାପାଳ କେ.ସୁଦର୍ଶନଚକ୍ରବର୍ତ୍ତୀ, ଆରକ୍ଷୀ ଅଧୀକ୍ଷକ ସୁଧାଂଶୁଶେଖର ମିଶ୍ର, ଅତିରିକ୍ତ ଜିଲ୍ଲାପାଳ ସମ୍ବିତକୁମାର ନାୟକ, ବାଲେଶ୍ୱର ଉପ-ଜିଲ୍ଲାପାଳଆଶିଷ ଈଶ୍ୱର ପାଟିଲ, ସିଡିଏମଓ ଡା ଦୁଲାଳସେନ ଜଗଦେ୍ଦବ, ଫକୀରମୋହନମେଡିକାଲ କଲେଜ ଡିନ୍ ତଥା ଅଧ୍ୟକ୍ଷପ୍ରଫେସର ରାମଚନ୍ଦ୍ର ଗିରି ପ୍ରମୁଖ ଉପସ୍ଥିତରହି ଜିଲ୍ଲାରେ କୋଭିଡ ପରିଚାଳନା ସମ୍ପର୍କିତତଥ୍ୟ ଉପସ୍ଥାପନ କରିଥିଲୋ ବାଲେଶ୍ୱର,୧୧ା୯(ନି.ପ୍ର):ବାଲେଶ୍ୱର ଜିଲ୍ଲାରେ ଗତ କିଛିଦିନ ଧରିବୃଦ୍ଧି ପାଉଥିବା କରୋନା ସଂକ୍ରମଣକୁନେଇ ଜିଲ୍ଲା ପ୍ରଶାସନ ସମେତ ରାଜ୍ୟସରକାରଙ୍କ ମୁଣ୍ଡ ବିନ୍ଧାର କାରଣ ହୋଇଛି ।ଏଭଳି ସ୍ଥିତିରେ ରାଜ୍ୟ ମୁଖ୍ୟ ଶାସନସଚିବ ଅସିତ୍ କୁମାର ତ୍ରିପାଠୀ, ସ୍ୱାସ୍ଥ୍ୟ ଓପରିବାର କଲ୍ୟାଣ ବିଭାଗ ଅତିରିକ୍ତ ମୁଖ୍ୟଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର,ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖଶାସନ ସଚିବ ତଥା ବାଲେଶ୍ୱର ଜିଲ୍ଲାକୋଭିଡ ପର୍ଯ୍ୟବେକ୍ଷକ ମଧୁସୂଦନ ପାଢ଼ୀଏବଂ ନିଦେ୍ର୍ଦଶକ, ଡିଏମଇଟି ଡାକ୍ତରସି.ବି.କେ ମହାନ୍ତି ବାଲେଶ୍ୱର ଜିଲ୍ଲା ଗସ୍ତକରି କୋଭିଡ-୧୯ ସ୍ଥିତିର ସମୀକ୍ଷାକରିଛନ୍ତି । ମୁଖ୍ୟ ଶାସନ ସଚିବ ଓ ଟିମ୍ଜିଲ୍ଲା କୋଭିଡ ହସପିଟାଲ, ଜିଲ୍ଲା ମୁଖ୍ୟଚିକିତ୍ସାଳୟ ଏବଂ ଫକୀରମୋହନମେଡିକାଲ କଲେଜ ତଥା ହସପିଟାଲପରିଦର୍ଶନ ସହ ଜିଲ୍ଲାର ସ୍ଥିତି ଅନୁଧ୍ୟାନକରିଥିଲେ । ପରେ କୋଭିଡ୍ପରିଚାଳନାକୁ ନେଇ ମୁଖ୍ୟ ଶାସନ ସଚିବବିଭାଗୀୟ ଅଧିକାରୀଙ୍କ ସହ ସମୀକ୍ଷାକରିଥିଲେ । ଅଦ୍ୟାବଧି ବାଲେଶ୍ୱର ଜିଲ୍ଲାରକୋଭିଡ ପରିଚାଳନା ସ୍ଥିତି ସନ୍ତୋଷଜନକରହିଛି ବୋଲି ମୁଖ୍ୟ ଶାସନ ସଚିବ ଶ୍ରୀତ୍ରିପାଠୀ ମତ ପ୍ରକାଶ କରିଥିଲେ । ମୃତୁ୍ୟହାର୦.୩ ପ୍ରତିଶତ ରହିଛି ଯାହାକି ଅନ୍ୟାନ୍ୟଜିଲ୍ଲାଠାରୁ କମ୍ । ଉତ୍ତମ କୋଭିଡପରିଚାଳନା ପାଇଁ କୋଭିଡ ଚିକିତ୍ସାରେନିୟୋଜିତ ସମସ୍ତ ଡାକ୍ତର, ନର୍ସ ଓସ୍ୱାସ୍ଥ୍ୟକର୍ମୀମାନଙ୍କୁ ସେ ସାଧୁବାଦଜଣାଇଥିଲେ । ମୁଖ୍ୟ ଶାସନ ସଚିବ ଆହୁରିମଧ୍ୟ କହିଥିଲେ ଯେ ଭବିଷ୍ୟତର ସମ୍ଭାବ୍ୟଆବଶ୍ୟକତାକୁ ଦୃଷ୍ଟିରେ ରଖି ଜିଲ୍ଲା ମୁଖ୍ୟଚିକିତ୍ସାଳୟ ପରିସରରେ ୧୦୦ ଶଯ୍ୟାବିଶିଷ୍ଟ ଅନ୍ୟଏକ କୋଭିଡ ହସପିଟାଲଖୁବଶୀଘ୍ର ପ୍ରତିଷ୍ଠା କରାଯିବ । ଏଥିରେଆଇସିୟୁ ଏବଂ କୋଭିଡ ରୋଗୀମାନଙ୍କନିମନ୍ତେ ଅପରେସନ ଥିଏଟର ରହିବ ।ଏହି ହସପିଟାଲ ନିମନ୍ତେମୁଖ୍ୟମନ୍ତ୍ରୀଙ୍କ ରିଲିଫପାଣ୍ଠିରୁ ଆର୍ଥିକ ସହାୟତାଯୋଗାଇ ଦିଆଯିବବୋଲି ମୁଖ୍ୟ ଶାସନସଚିବ ସୂଚନାଦେଇଥିଲେ । ଏଥି ସହିତଜ୍ୟୋତି କୋଭିଡହସପିଟାଲରେ ୪ଟିନୂଆ ଆଇସିୟୁ କାର୍ଯ୍ୟକ୍ଷମସହ ତୁରନ୍ତ ଆବଶ୍ୟକୀୟ ଷ୍ଟାଫ ଯୋଗାଇଦିଆଯିବ ବୋଲି ସେ କହିଥିଲେ ।ଅନ୍ୟପକ୍ଷରେ କୋଭିଡ ମୁକାବିଲାକୁ ଆହୁରିବ୍ୟାପକ କରିବା ସହ ସାଧାରଣରେସଚେତନତା ସୃଷ୍ଟି ନିମେନ୍ତ ‘ଜନସମ୍ପର୍କଅଭିଯାନ’ ଆରମ୍ଭ କରିବା ନିମନ୍ତେ ମୁଖ୍ୟଶାସନ ସଚିବ ଶ୍ରୀ ତ୍ରିପାଠୀ ଜିଲ୍ଲାପ୍ରଶାସନକୁ ନିଦେ୍ର୍ଦଶ ଦେଇଥିଲେ । ଏହିଅଭିଯାନ ମାଧ୍ୟମରେ ସମ୍ବେଦନଶୀଳ ବ୍ୟକ୍ତିଯେପରିକି ବୃଦ୍ଧ, ବୟସ୍କ, ଗର୍ଭବତୀମହିଳାମାନଙ୍କ ସମେତ କୋ-ମର୍ବିଡିଟି(ଅନ୍ୟ ରୋଗରେ ଆକ୍ରାନ୍ତ) ଥିବାଲୋକମାନଙ୍କୁ ଚିହ୍ନଟ କରାଯିବ । ସେହିଭଳିଜିଲ୍ଲାରେ ଚାଲିଥିବା ସ୍ୱତନ୍ତ୍ର କୋଭିଡ୍ କଲ୍ସେଂଟର ବ୍ୟବସ୍ଥାର କାର୍ଯ୍ୟକାରିତାକୁ ନେଇମୁଖ୍ୟ ଶାସନ ସଚିବ ସନ୍ତୋଷ ପ୍ରକାଶକରିଥିଲେ । ଏହି କଲ ସେଂଟରମାଧ୍ୟମରେ ‘ହୋମ-ଆାଇସୋଲେସନ’ରେଥିବା ଲୋକଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେବୁଝିବା ସହ ସେମାନଙ୍କୁ ଚିକିତ୍ସା ସମ୍ବନ୍ଧିତପରାମର୍ଶ ଦେବା ପାଇଁ ମୁଖ୍ୟ ଶାସନ ସଚିବଶ୍ରୀ ତ୍ରିପାଠୀ ନିଦେ୍ର୍ଦଶ ଦେଇଥିଲେ । ଏହିଗସ୍ତ ସମୟରେ ଜିଲ୍ଲାପାଳ କେ.ସୁଦର୍ଶନଚକ୍ରବର୍ତ୍ତୀ, ଆରକ୍ଷୀ ଅଧୀକ୍ଷକ ସୁଧାଂଶୁଶେଖର ମିଶ୍ର, ଅତିରିକ୍ତ ଜିଲ୍ଲାପାଳ ସମ୍ବିତକୁମାର ନାୟକ, ବାଲେଶ୍ୱର ଉପ-ଜିଲ୍ଲାପାଳଆଶିଷ ଈଶ୍ୱର ପାଟିଲ, ସିଡିଏମଓ ଡା ଦୁଲାଳସେନ ଜଗଦେ୍ଦବ, ଫକୀରମୋହନମେଡିକାଲ କଲେଜ ଡିନ୍ ତଥା ଅଧ୍ୟକ୍ଷପ୍ରଫେସର ରାମଚନ୍ଦ୍ର ଗିରି ପ୍ରମୁଖ ଉପସ୍ଥିତରହି ଜିଲ୍ଲାରେ କୋଭିଡ ପରିଚାଳନା ସମ୍ପର୍କିତତଥ୍ୟ ଉପସ୍ଥାପନ କରିଥିଲୋ

- Advertisement -ଚିନ୍ତା ବଢ଼ାଉଛି କରୋନା ସଂକ୍ରମଣ

More articles

LEAVE A REPLY

Please enter your comment!
Please enter your name here

- Advertisement -ଚିନ୍ତା ବଢ଼ାଉଛି କରୋନା ସଂକ୍ରମଣ

Latest article

ଓଡ଼ିଶା ଚାଷୀଙ୍କୁ କେନ୍ଦ୍ର ଦେଇଛି ୬୦, ୮୩୬ କୋଟି : ଧର୍ମେନ୍ଦ୍ର ପ୍ରଧାନ ।

ନୂଆଦିଲ୍ଲୀ, ୨୪/୧୧;–ପୂର୍ବ ସରକାର ତୁଳନାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦିଙ୍କ ସରକାରରେ ‘ଅନ୍ନଦାତା’ଙ୍କ ହାତ ମୁଠାକୁ ଅଧିକ ମଜବୁତ୍ କରାଯାଇଛି । ବିଗତ ୬ ବର୍ଷରେ ଓଡ଼ିଶାର ଚାଷୀଙ୍କୁ ବିଭିନ୍ନ କୃଷି ଯୋଜନା...

ଏନ୍ଟିସିଏକୁ ଚିଠି ଲେଖିଲା ବନ ବିଭାଗ ।

ଭୁବନେଶ୍ୱର,୨୪/୧୧: ରାଜ୍ୟ ବନବିଭାଗକୁ ସୁନ୍ଦରୀଚିନ୍ତାୟ ସେଥିପାଇଁ ବାଘୁଣୀ ସୁନ୍ଦରୀ ପାଇଁ ଜାତୀୟ ବ୍ୟାଘ୍ର ସଂରକ୍ଷଣ ଅଥରିଟି (ଏନଟିସିଏ)କୁ ଚିଠିଲେଖିଲା ବନବିଭାଗ । ସୁନ୍ଦରୀଫେରିବ ନା...

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ବୟାନ ।

ନୂଆଦିଲ୍ଲୀ,୨୩ା୧୧: ଯଦି ରାଜ୍ୟ ଗୁଡ଼ିକ ଠିକ୍ ଭାବେ ପ୍ରସ୍ତୁତ ନ ହେବେ, ତା'ହେଲେ ଡିସେମ୍ବରରେ ସ୍ଥିତି ଆହୁରି ବିଗିଡ଼ି ଯିବ । ଆଜି ରାଜ୍ୟ...

ହାଇକୋର୍ଟ ରାଜ୍ୟ ସରକାରଙ୍କ ଠାରୁ ସ୍ପଷ୍ଟୀକରଣ ଲୋଡିଛନ୍ତି ।

କଟକ,୨୪୧୧: ସ୍କୁଲ ଫି' ଛାଡପ୍ରସଙ୍ଗରେ ଆଜି ହାଇକୋର୍ଟ ରାଜ୍ୟ ସରକାରଙ୍କ ଠାରୁ ସ୍ପଷ୍ଟୀକରଣ ଲୋଡିଛନ୍ତି । କେତେ ପ୍ରତିଶତ ଫି ଛାଡ କରିହେବ ସେ...

କ୍ରମାଗତ ୪ ର୍ଥ ଦିନ ପାଇଁ ପେଟ୍ରୋଲ ମୂଲ୍ୟ ବୃଦ୍ଧି |

ନୂଆଦିଲୀ,ତା,୨୩/୧୧;ସୋମବାର ଦିନ ପେଟ୍ରୋଲ ମୂଲ୍ୟ ଲିଟର ପିଛା ୭ ପଇସା ଏବଂ ଚତୁର୍ଥ ସିଧା ଦିନ ପାଇଁ ଡିଜେଲ ୧୮ ପଇସା ବୃଦ୍ଧି ହୋଇଥିବାରୁ...