29 C
Bhubaneswar
Wednesday, September 23, 2020

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

Must read

Hello World!

Ut consectetur purus non mollis luctus. Sed diam metus, pretium eget lacus non, tempor porta massa. Aliquam in enim pretium, semper diam...

ଆକ୍ରମଣ ମାମଲାରେ ପୁନମ ପାଣ୍ଡେଙ୍କ ସ୍ଵାମୀ ଜାମିନ ପାଇଛନ୍ତି ।

ମୁମ୍ବାଇ,ତା,୨୩/୯ ;ଗୋଆ କୋର୍ଟ ଚଳଚ୍ଚିତ୍ର ନିର୍ମାତା ସାମ ବମ୍ବେଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି ଯାହା ତାଙ୍କ ପତ୍ନୀ ପୁଣମ ପାଣ୍ଡେଙ୍କୁ ଗାଳିଗୁଲଜ କରିବା, ଧମକ ଦେବା ଏବଂ ଆକ୍ରମଣ...

ତାମିଲ ଅଭିନେତା ରୁବେନ ଜୟଙ୍କ ଦେହାନ୍ତ

ନୂଆଦିଲ୍ହି,ତା,୨୩/୯;ଲୋକପ୍ରିୟ ତାମିଲ ଅଭିନେତା-ଲେଖକ ରୁବେନ୍ ଜୟଙ୍କର ମଙ୍ଗଳବାର ଦେହାନ୍ତ ହୋଇଛି। ସେ ୫୪ ଥିଲେ। ଖବର ଅନୁଯାୟୀ, ନିକଟରେ ତାଙ୍କୁ ଫୁସଫୁସ କର୍କଟ ରୋଗରେ ଆକ୍ରାନ୍ତ କରାଯାଇଥିଲା ଏବଂ ସେ ମଧ୍ୟ...

ଏହି ତାଲିକାରେ ପିଏମ ମୋଦୀ ଅଛନ୍ତି ।

ନୂଆଦିଲ୍ଲୀ,ତା,୨୩/୯;ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୧୪ ରେ କାର୍ଯ୍ୟଭାର ଗ୍ରହଣ କରିବା ପରଠାରୁ ଚତୁର୍ଥ ଥର ପାଇଁ ଟାଇମ୍ ମାଗାଜିନ୍ ର ବାର୍ଷିକ ୧୦୦ ଜଣ...

କେନ୍ଦ୍ରାପଡା ୧୧/୯- ମହିଳାଙ୍କୁଦୁଷ୍କର୍ମ ଉଦ୍ୟମ ଓ ସର୍ବସାଧାରଣ ରାସ୍ତାରେଉଲଗ୍ନ କରିବା ସମ୍ପର୍କରେ ପ…ାମୁଣ୍ଡାଇଆଦର୍ଶ ଥାନାରେ ଅଭିଯୋଗ କରିବାପରେବି କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣକରାନଯିବାରୁ ପୋଲିସର ଉଦାସୀନତାପ୍ରତିବାଦରେ ଶୁକ୍ରବାର ଜିଲ୍ଲାପାଳଙ୍କଆବାସୀକ କାର୍ଯ୍ୟାଳୟ ସମ୍ମୁଖରେମହିଳାମାନେ ଧାରଣାରେ ବସିଥିଲେ ।ପୂର୍ବରୁ ଏହି ଥାନା ବିରୋଧରେ ବାରମ୍ବାରଅଭିଯୋଗ ହୋଇଆସୁଥିଲେବି ବିଭାଗୀୟଉଚ୍ଚ କତ୍ତୃପକ୍ଷ କୈାଣସି କାର୍ଯ୍ୟାନୁଷ୍ଠାନଗ୍ରହଣ କରୁନଥିବାରୁ ଗୋଟିଏ ପରେଗୋଟିଏ ଅଭିଯୋଗ ଥାନା ବିରୋଧରେହୋଇଆସୁଥିବା ଦେଖିବାକୁ ମିଳିଛି ।ଅଭିଯୋଗ ଅନୁଯାଇ ପ…ାମୁଣ୍ଡାଇ ଥାନାଅନ୍ତର୍ଗତ ନରସିଂହପୁର ଗ୍ରାମର ରଶ୍ମିତାସ୍ୱାଇଁ ନାମକ ଜନୈକ ମହିଳାଙ୍କୁ ସେହିଗ୍ରାମର ସମ୍ବିତ କୁମାର ସ୍ୱାଇଁ ନାମକ ଯୁବକଯେକି ମହିଳାଙ୍କର ହିସାବରେ ପୁତୁରାହେବ ପୂର୍ବରୁ ସଂପୃକ୍ତ ମହିଳାଙ୍କୁ ବିଭିନ୍ନହଇରାଣ ହରକତ କରିଆସୁଥିବା ବେଳେବିଭିନ୍ନ ସମୟରେ ଅଶ୍ଳିଳ ଇଙ୍ଗିତ ମଧ୍ୟପ୍ରଦର୍ଶନ କରୁଥିଲେ । ରଶ୍ମୀତାଙ୍କୁ ଶାଶୁଘରଲୋକେ ମଧ୍ୟ ଜମିବାଡି ବିବାଦକୁନେଇ ମାଡଗାଳି ଦେବା ସହିତ ଶାରିରୀକନିର୍ଯ୍ୟାତନା ଦେଇ ଆସୁଥିବା ଅଭିଯୋଗହୋଇଛି । ଏପରିକି ଘରେ କେହି ନଥିବାସମୟରେ ରଶ୍ମୀତାଙ୍କୁ ପୁତୁରା ସମ୍ବିତ ଦୁଷ୍କର୍ମକରିବାକୁ ଉଦ୍ୟମ କରିବାରୁ ରଶ୍ମିତା ବଡପାଟିକରି ଡାକପକାଇବାରୁ ତାଙ୍କୁ ଅଶ୍ଳିଳଭାଷାରେ ଗାଳିଗୁଲଜ କରିବା ସହ ରାସ୍ତାଉପରକୁ ଘୋଷାଡି ନେଇ ଉଲଗ୍ନ କରିସର୍ବସମ୍ମୁଖରେ ମାଡ ମାରିବା ଓ ଆଶାଳିନବ୍ୟବହାର କରିଥିବା ଅଭିଯୋଗ ହୋଇଛିା ଏ ସମ୍ପର୍କରେ ରଶ୍ମିତାଙ୍କ ସ୍ୱାମୀ ବିଜୟଜାଣିବା ପରେ ଅଭିଯୁକ୍ତ ସମ୍ବିତଙ୍କୁପଚାରିଥିଲେ । ଫଳରେ ସମ୍ବିତ ଓ ତାଙ୍କବାପା,ମା ଏବଂ ପରିବାରର ସମସ୍ତ ସଦସ୍ୟବିଜୟ ଓ ରଶ୍ମିତାଙ୍କୁ ଗାଳି ଗୁଲଜ କରିମାଡମାରିବା ସହ ବିଜୟଙ୍କ ଗୋଡ ଭାଙ୍ଗିଦେଇଥିଲେ । ଏସମ୍ପର୍କରେ ପ…ାମୁଣ୍ଡାଇଆଦର୍ଶ ଥାନାରେ ଲିଖିତ ଅଭିଯୋଗକରାଯାଇଥିଲେବି ଘଟଣାର ୨ମାସପରେବି ପୋଲିସ କୈାଣସି ପଦକ୍ଷେପଗ୍ରହଣ ନକରିବା ଦ୍ୱାରା ଶେଷରେ ନିରାଶହୋଇ ଅଭିଯୋଗକାରିଣୀଙ୍କ ୨ଟି ପିଲାଙ୍କସହିତ ଗ୍ରାମର ମହିଳାମାନେ ଜିଲ୍ଲାପାଳଙ୍କଆବାସୀକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାଦେବାକୁ ବାଧ୍ୟ ହୋଇଥିଲେ । ଅତିରିକ୍ତଜିଲ୍ଲାପାଳ ଧାରଣାକାରୀଙ୍କ ସହ ଆଲୋଚନାକରି ସେମାନଙ୍କୁ ପ…ାମୁଣ୍ଡାଇ ଥାନାକୁପଠାଇଦେଇଥିଲେ । ଧାରଣାସ୍ଥଳରୁ ଉଠିଅତିରିକ୍ତ ଜିଲ୍ଲାପାଳଙ୍କ କଥାରେଅଭିଯୋଗକାରୀ ତାଙ୍କ ସ୍ୱାମୀ,୨ଟି ପିଲାଓ ଗ୍ରାମର ମହିଳାମାନେ ପ…ାମୁଣ୍ଡାଇ ଆଦର୍ଶଥାନାକୁ ଯାଇ ଥାନା ଅଧିକାରୀଙ୍କୁଦେଖାକରିବାରେ ସେମାନଙ୍କୁ ଧମକଦିଆଯିବା ସହିତ ସେମାନଙ୍କ ଠାରୁଥାନାରେ ମୋବାଇଲ ଛଡାଇ ନିଆଯାଇଥାନାରେ ସେମାନଙ୍କୁ ଜୋରଜବରଦସ୍ତଅଟକ ରଖାଯାଇଥିବା ଅଭିଯୋଗ ହୋଇଛି

- Advertisement -

More articles

LEAVE A REPLY

Please enter your comment!
Please enter your name here

- Advertisement -

Latest article

Hello World!

Ut consectetur purus non mollis luctus. Sed diam metus, pretium eget lacus non, tempor porta massa. Aliquam in enim pretium, semper diam...

ଆକ୍ରମଣ ମାମଲାରେ ପୁନମ ପାଣ୍ଡେଙ୍କ ସ୍ଵାମୀ ଜାମିନ ପାଇଛନ୍ତି ।

ମୁମ୍ବାଇ,ତା,୨୩/୯ ;ଗୋଆ କୋର୍ଟ ଚଳଚ୍ଚିତ୍ର ନିର୍ମାତା ସାମ ବମ୍ବେଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି ଯାହା ତାଙ୍କ ପତ୍ନୀ ପୁଣମ ପାଣ୍ଡେଙ୍କୁ ଗାଳିଗୁଲଜ କରିବା, ଧମକ ଦେବା ଏବଂ ଆକ୍ରମଣ...

ତାମିଲ ଅଭିନେତା ରୁବେନ ଜୟଙ୍କ ଦେହାନ୍ତ

ନୂଆଦିଲ୍ହି,ତା,୨୩/୯;ଲୋକପ୍ରିୟ ତାମିଲ ଅଭିନେତା-ଲେଖକ ରୁବେନ୍ ଜୟଙ୍କର ମଙ୍ଗଳବାର ଦେହାନ୍ତ ହୋଇଛି। ସେ ୫୪ ଥିଲେ। ଖବର ଅନୁଯାୟୀ, ନିକଟରେ ତାଙ୍କୁ ଫୁସଫୁସ କର୍କଟ ରୋଗରେ ଆକ୍ରାନ୍ତ କରାଯାଇଥିଲା ଏବଂ ସେ ମଧ୍ୟ...

ଏହି ତାଲିକାରେ ପିଏମ ମୋଦୀ ଅଛନ୍ତି ।

ନୂଆଦିଲ୍ଲୀ,ତା,୨୩/୯;ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୧୪ ରେ କାର୍ଯ୍ୟଭାର ଗ୍ରହଣ କରିବା ପରଠାରୁ ଚତୁର୍ଥ ଥର ପାଇଁ ଟାଇମ୍ ମାଗାଜିନ୍ ର ବାର୍ଷିକ ୧୦୦ ଜଣ...

ଗୌତମ ଗମ୍ଭୀର ଏମଏସ ଧୋନିଙ୍କ ମଧ୍ୟରେ ଝଗଡା ।

ନୁଆଦିଲ୍ଲୀ,୨୩/୯ ;ଏକ ବଡ଼ ଧରଣର ଗୋଡ଼ାଇବା ସମୟରେ ନିଜକୁ ବ୍ୟାଟିଂ ଅର୍ଡରରୁ ଓହ୍ଲାଇ ଆଗରୁ ଆଗେଇ ନଥିଲେ, ପୂର୍ବତନ ଭାରତ ବ୍ୟାଟ୍ସମ୍ୟାନ୍ ଗୌତମ ଗମ୍ଭୀରଙ୍କୁ ରାଜସ୍ଥାନ ରୟାଲ୍ସ ବିପକ୍ଷରେ ସପ୍ତମ...