19 C
Bhubaneswar
Monday, November 30, 2020

ୟୁଟିଆଇ ମାଷ୍ଟର ସେୟାର ୟୁନିଟ୍ ସ୍କିମ

Must read

ପ୍ରଧାନ ଉତ୍କଳ ବିଶ୍ୱବିଦ୍ୟାଳୟକୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ସ୍ଥିତି ଖୋଜନ୍ତି |

ଭୁବନେଶ୍ୱର:ତା ୨୮/୧୧ ; କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ଦିନ ଓଡ଼ିଶାର ଉତ୍କଳ ବିଶ୍ୱବିଦ୍ୟାଳୟକୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ମାନ୍ୟତା ଦେବା ପାଇଁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ...

ଓଡିଶା ସର୍କଲ ଫଳାଫଳ ଘୋଷିତ ହୋଇଛି .

ଭୁବନେଶ୍ଵର,ତା୨୮/୧୧;ଇଣ୍ଡିଆ ପୋଷ୍ଟ ଓଡିଶା ସର୍କଲ ଫଳାଫଳ ଘୋଷିତ ହୋଇଛି; ଚେକ୍ ପୋଷ୍ଟ ନିଯୁକ୍ତି ପରୀକ୍ଷା ପାଇଁ ନଭେମ୍ବର ୨୭, ୨୦୨୦ ପାଇଁ ଓଡିଶା ସର୍କଲ୍ ଫଳାଫଳ...

ଓଡିଶାରେ ତିନିଜଣ କୃଷକ ଋଣ ଅନିୟମିତତା ହେତୁ ନିଜକୁ ଅଲଗା କରିବାକୁ ଚେଷ୍ଟା କରନ୍ତି ।

ଭୁବନେଶ୍ଵର,ତା,୨୮/୧୧;ଶୁକ୍ରବାର ଅପରାହ୍ନରେ କଟକ ଜିଲ୍ଲାର ତିନିଜଣ କ୍ଷୁଦ୍ର ତଥା ମାର୍ଜିତ କୃଷକ ଓଡିଶା ବିଧାନସଭା ସମ୍ମୁଖରେ ନିଜକୁ ଜାଳିଦେବାକୁ ଚେଷ୍ଟା କରିଥିଲେ ଯେ ଅଭିଯୋଗ...

ସ୍ଲେନ୍ ମାଓବାଦୀ ଓଡିଶାରେ ୮ ଲକ୍ଷ ଟଙ୍କା ପୁରସ୍କାର ନେଇଥିଲେ ।

ବଳାଙ୍ଗିରି,ତା୨୮/୧୧; ଗୁରୁବାର ଦିନ ସ୍ଵାବିମାନ ଅଞ୍ଚାଲର ଜନ୍ତ୍ରି ପଞ୍ଚାୟତ ଅନ୍ତର୍ଗତ ଟୋଟାଗୁଡା ଜଙ୍ଗଲ ନିକଟରେ ସୁରକ୍ଷା ବାହିନୀ ସହ ବନ୍ଧୁକ ମୁକାବିଲାରେ ନିହତ ହୋଇଥିବା ମାଓବାଦୀ କିଶୋର ଛଦ୍ମନାମ ମାସା...

ଭୁବନେଶ୍ୱର,୧୧ା୮ : ୟୁଟିଆଇମାଷ୍ଟର ସେୟାର ୟୁନିଟ୍ ସ୍କିମ୍କୁ ୧୯୮୬ଅକ୍ଟୋବରରେ ଆରମ୍ଭ କରାଯାଇଥିଲାଯାହା ଥିଲାଭାରତର ପ୍ରଥମ ଇକ୍ୱିଟିଭିତିକଫଣ୍ଡ୍ ।ବିଗତ ୩୦ ବର୍ଷରେ ଏହା ସମ୍ପତିସୃଷ୍ଟିକରିବାରେ ଉଲ୍ଲେଖନୀୟ ବୃଦ୍ଧିହାସଲକରିିଛି । ଏହି ଓପୋନ୍ ଏଣ୍ଡେଡ୍ଇକ୍ୱିଟିସ୍କିମ୍ରେ ସଂଗୃହୀତ ଅର୍ଥକୁ କଂପାନିବୃହତ କଂପାନିରେ ନିବେଶ କରୁଛିଯେଉଁମାନଙ୍କ ପାଖରେ ଆଗକୁ ବଢ଼ିବାରବିଶେଷ ସୁଯୋଗ ରହିଛି । ଏହି ସ୍କିମ୍ଆରମ୍ଭ ହେବାବେଳେ ୧୦ ଲକ୍ଷ ଟଙ୍କାନିବେଶ କରିଥିବା ନିବେଶକ ମାନଙ୍କନିବେଶ ରାଶି ୨୦୨୦ ଅଗଷ୍ଟ ୩୧ସୁଦ୍ଧା ୧୧.୨୦ କୋଟି ଟଙ୍କାରେପହଂଚିଛି । ବମ୍ବେ ଷ୍ଟକ ବଜାର ଏହିସମୟରେ ଦେଇଥିବା ୭.୫୫କୋଟିଟଙ୍କାରିଟର୍ଣ୍ଣଠାରୁଏହା ଅଧିକ ।ବିଗତ୩୩ ବର୍ଷରେଏହା ୧୧୯ ଗୁଣରିଟର୍ଣ୍ଣପ୍ରଦାନ କରିଛି । ୟୁଟିଆଇ ମାଷ୍ଟରସେୟାର ୟୁନିଟ୍ସ୍କିମ୍ର ରାଶିକୁ ସେଭଳିକଂପାନିଗୁଡ଼ିକରେ ନିବେଶ କରାଯାଏଯାହାର ଋଣ ଉପରେ ନିୟନ୍ତ୍ରଣ ରହିଛି,ନିରନ୍ତରଭାବେ ରାଜସ୍ୱବୃଦ୍ଧି ପାଉଛି, ଲାଭଉପରେ କଂପାନି ବିଶେଷ ଗୁରୁତ୍ୱାରୋପକରୁଛି ଏବଂ ନିବେଶ କରାଯାଇଥିବାପୁଞ୍ଜିରୁ ଅଧିକରିଟର୍ଣ୍ଣ ପାଉଥିବାବେଳେନଗଦ ପ୍ରବାହ ମଧ୍ୟ ବହୁତ ଭଲ ରହୁଛି ।ଏଭଳି କଂପାନିକୁ ଅତି ସହରେ ନଗଦରାଶି ଆସିଥାଏ ଯଦ୍ୱାରା ସଂପ୍ରସାରଣଯୋଜନା ସୁବିଧାରେ ଆଗକୁ ବଢ଼ିଥାଏ ।ତେଣୁ ପୁରୁଣାସେୟାର ପ୍ରତ୍ୟାହାରକରିବାକୁ ପଡ଼େ ନାହିଁ ।ଏହିସ୍କିମ୍ ପକ୍ଷରୁ ନିବେଶ କରାଯିବାପୂର୍ବରୁ କଂପାନିଗୁଡ଼ିକର ବିଭିନ୍ନଦିଗବିଚାରକୁ ନିଆଯାଇଥାଏ । ଦୀର୍ଘସମୟ ପର୍ଯ୍ୟନ୍ତ କଂପାନିର ଅଭିବୃଦ୍ଧିକ୍ଷମତା, ଚାହିଦାରେ ଉନ୍ନତି, କୌଣସିନିୟାମକ ପ୍ରତିବନ୍ଧକ ନଥିବା, ଦକ୍ଷତାରେସଂପ୍ରସାରଣ, ବ୍ୟବସାୟ ପୁଞ୍ଜିନିବେଶଭିତିକ ହୋଇଥିବ କିନ୍ତୁ ସେଥିରୁ ଉତମଫାଇଦା ମିଳୁଥିବ, ଯେଉଁ ରିଟର୍ଣ୍ଣ ଆସୁଛିତାହାକୁ ପୁନର୍ବାର ନିବେଶକରି ଅଧିକରିଟର୍ଣ୍ଣ ହାସଲ କରିବାର ସୁଯୋଗରହିଥିବ, ନିଜ କ୍ଷେତ୍ରଭିତରେ କଂପାନିରମୂଲ୍ୟ ଆକର୍ଷଣୀୟ ରହିଥିବ ।ଏହିସବୁବିଷୟ ଏହିସ୍କିମ୍କୁ ସଂପତିସୃଷ୍ଟିକରିବାରେ ସହାୟତା ପ୍ରଦାନ କରୁଛି ।

- Advertisement -ୟୁଟିଆଇ ମାଷ୍ଟର ସେୟାର ୟୁନିଟ୍ ସ୍କିମ

More articles

LEAVE A REPLY

Please enter your comment!
Please enter your name here

- Advertisement -ୟୁଟିଆଇ ମାଷ୍ଟର ସେୟାର ୟୁନିଟ୍ ସ୍କିମ

Latest article

ପ୍ରଧାନ ଉତ୍କଳ ବିଶ୍ୱବିଦ୍ୟାଳୟକୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ସ୍ଥିତି ଖୋଜନ୍ତି |

ଭୁବନେଶ୍ୱର:ତା ୨୮/୧୧ ; କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ଦିନ ଓଡ଼ିଶାର ଉତ୍କଳ ବିଶ୍ୱବିଦ୍ୟାଳୟକୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ମାନ୍ୟତା ଦେବା ପାଇଁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ...

ଓଡିଶା ସର୍କଲ ଫଳାଫଳ ଘୋଷିତ ହୋଇଛି .

ଭୁବନେଶ୍ଵର,ତା୨୮/୧୧;ଇଣ୍ଡିଆ ପୋଷ୍ଟ ଓଡିଶା ସର୍କଲ ଫଳାଫଳ ଘୋଷିତ ହୋଇଛି; ଚେକ୍ ପୋଷ୍ଟ ନିଯୁକ୍ତି ପରୀକ୍ଷା ପାଇଁ ନଭେମ୍ବର ୨୭, ୨୦୨୦ ପାଇଁ ଓଡିଶା ସର୍କଲ୍ ଫଳାଫଳ...

ଓଡିଶାରେ ତିନିଜଣ କୃଷକ ଋଣ ଅନିୟମିତତା ହେତୁ ନିଜକୁ ଅଲଗା କରିବାକୁ ଚେଷ୍ଟା କରନ୍ତି ।

ଭୁବନେଶ୍ଵର,ତା,୨୮/୧୧;ଶୁକ୍ରବାର ଅପରାହ୍ନରେ କଟକ ଜିଲ୍ଲାର ତିନିଜଣ କ୍ଷୁଦ୍ର ତଥା ମାର୍ଜିତ କୃଷକ ଓଡିଶା ବିଧାନସଭା ସମ୍ମୁଖରେ ନିଜକୁ ଜାଳିଦେବାକୁ ଚେଷ୍ଟା କରିଥିଲେ ଯେ ଅଭିଯୋଗ...

ସ୍ଲେନ୍ ମାଓବାଦୀ ଓଡିଶାରେ ୮ ଲକ୍ଷ ଟଙ୍କା ପୁରସ୍କାର ନେଇଥିଲେ ।

ବଳାଙ୍ଗିରି,ତା୨୮/୧୧; ଗୁରୁବାର ଦିନ ସ୍ଵାବିମାନ ଅଞ୍ଚାଲର ଜନ୍ତ୍ରି ପଞ୍ଚାୟତ ଅନ୍ତର୍ଗତ ଟୋଟାଗୁଡା ଜଙ୍ଗଲ ନିକଟରେ ସୁରକ୍ଷା ବାହିନୀ ସହ ବନ୍ଧୁକ ମୁକାବିଲାରେ ନିହତ ହୋଇଥିବା ମାଓବାଦୀ କିଶୋର ଛଦ୍ମନାମ ମାସା...

ଡିସେମ୍ବର ୧ ରୁ ଓଡିଶାର ମେଡିକାଲ କଲେଜଗୁଡ଼ିକ ଖୋଲିବ |

ଭୁବନେଶ୍ୱର: ଡିସେମ୍ବର ୧ ରୁ ମେଡିକାଲ କଲେଜ ଖୋଲିବା ଏବଂ ପରୀକ୍ଷା ପରିଚାଳନାରେ ସମାନତା ନିଶ୍ଚିତ କରିବାକୁ ଓଡିଶା ସରକାର ଶୁକ୍ରବାର ଦିନ ନିଷ୍ପତ୍ତି...