28 C
Bhubaneswar
Thursday, September 24, 2020

‘ଏଏନ୍ଟିଏଚ୍ଇ ୨୦୨୦’ ର ଘୋଷଣା କରିଛି

Must read

Hello World!

Ut consectetur purus non mollis luctus. Sed diam metus, pretium eget lacus non, tempor porta massa. Aliquam in enim pretium, semper diam...

ଆକ୍ରମଣ ମାମଲାରେ ପୁନମ ପାଣ୍ଡେଙ୍କ ସ୍ଵାମୀ ଜାମିନ ପାଇଛନ୍ତି ।

ମୁମ୍ବାଇ,ତା,୨୩/୯ ;ଗୋଆ କୋର୍ଟ ଚଳଚ୍ଚିତ୍ର ନିର୍ମାତା ସାମ ବମ୍ବେଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି ଯାହା ତାଙ୍କ ପତ୍ନୀ ପୁଣମ ପାଣ୍ଡେଙ୍କୁ ଗାଳିଗୁଲଜ କରିବା, ଧମକ ଦେବା ଏବଂ ଆକ୍ରମଣ...

ତାମିଲ ଅଭିନେତା ରୁବେନ ଜୟଙ୍କ ଦେହାନ୍ତ

ନୂଆଦିଲ୍ହି,ତା,୨୩/୯;ଲୋକପ୍ରିୟ ତାମିଲ ଅଭିନେତା-ଲେଖକ ରୁବେନ୍ ଜୟଙ୍କର ମଙ୍ଗଳବାର ଦେହାନ୍ତ ହୋଇଛି। ସେ ୫୪ ଥିଲେ। ଖବର ଅନୁଯାୟୀ, ନିକଟରେ ତାଙ୍କୁ ଫୁସଫୁସ କର୍କଟ ରୋଗରେ ଆକ୍ରାନ୍ତ କରାଯାଇଥିଲା ଏବଂ ସେ ମଧ୍ୟ...

ଏହି ତାଲିକାରେ ପିଏମ ମୋଦୀ ଅଛନ୍ତି ।

ନୂଆଦିଲ୍ଲୀ,ତା,୨୩/୯;ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୧୪ ରେ କାର୍ଯ୍ୟଭାର ଗ୍ରହଣ କରିବା ପରଠାରୁ ଚତୁର୍ଥ ଥର ପାଇଁ ଟାଇମ୍ ମାଗାଜିନ୍ ର ବାର୍ଷିକ ୧୦୦ ଜଣ...

ଭୁବନେଶ୍ୱର,୧୧ା୯ (ନି.ପ୍ର) :ଆକାଶ ଏଡୁକେସନାଲ୍ ସର୍ଭିସେସ୍ଲିମିଟେଡ୍ (ଏଇଏସ୍ଏଲ୍), ଆଶାୟୀଡାକ୍ତର ଓ ଆଇଆଇଟିଆନଙ୍କ ପାଇଁଟେଷ୍ଟ ପ୍ରସ୍ତୁତି ସେବାରେ ଜାତୀୟଲିଡର ଅଟେ ଓ ଏହାର ସାରାଦେଶରେ ୨୦୦+ ସେଂଟରରହିଛି । ଏହା ଏହାର ଫ୍ଲାଗସିପ୍ ବାର୍ଷିକସ୍କଲାରସିପ୍ ପରୀକ୍ଷାର ଏକାଦଶସଂସ୍କରଣକୁ ଆରମ୍ଭ କରିଛି ଯାହାରନାମ ହେଉଛି ଆକାଶ ନ୍ୟାସନାଲ୍ଟ୍ୟାଲେଂଟ ହଂଟ ଏକ୍ଜାମ୍(ଏଏନ୍ଟିଏଚ୍ଇ) । ଏହା ଦେଶର୨୪ ଟି ରାଜ୍ୟ ଓ କେନ୍ଦ୍ର ଶାସିତଅଂଚଳରେ ନଭେମ୍ବର ୨୬-ଡିସେମ୍ବର ୦୬, ୨୦୨୦ ମଧ୍ୟରେଭିନ୍ନ ଭିନ୍ନ ତାରିଖରେ କରାଯିବ ।ନଭେମ୍ବର ୨୬ ରୁ ଡିସେମ୍ବର୦୬, ୨୦୨୦ (ପ୍ରତିଦିନ) ପର୍ଯ୍ୟନ୍ତପ୍ରତି ଦିନ ଅପରାହ୍ନ ୦୨.୦୦ ଘ. ରୁ– ୦୭.୦୦ ଘ. ପର୍ଯ୍ୟନ୍ତ ଅନଲାଇନ୍ପରୀକ୍ଷା କରାଯିବ । ଏହି ଲଗଇନ୍ୱିଣ୍ଡୋରେ ଛାତ୍ରମାନେ ଯେକୌଣସିସମୟରେ ପରୀକ୍ଷା ଦେଇପାରିବେ ।ସରକାରୀ ନିୟମାବଳୀର ଅନୁପାଳନ କରିଅଫଲାଇନ୍ ପରୀକ୍ଷା ଡିସେମ୍ବର ୦୬,୨୦୨୦ ରେ ଦୁଇଟି ସିଫ୍ଟରେକରାଯିବ – ସକାଳ ୧୦.୩୦ -୧୧.୩୦ (ସକାଳ) ଓ ଅପରାହ୍ନ୦୪.୦୦-୦୫.୦୦ ଘ. (ସନ୍ଧ୍ୟା) ।

ସାରା ଭାରତରେ ହେଉଥିବା ଏକସର୍ବବହୃତ୍ ପ୍ରାଇଭେଟ୍ ସେକ୍ଟର ପରୀକ୍ଷାହୋଇଥିବା କାରଣରୁ, ଏଏନଟିଏଚ୍ଇଯୋଗ୍ୟ ଛାତ୍ରମାନଙ୍କୁ ୧୦୦%ସ୍କଲାରସିପ୍ ପ୍ରଦାନ କରିବାର ସୁଯୋଗପ୍ରଦାନ କରୁଛି ଓ ତାଙ୍କର ଡାକ୍ତର ଓଆଇଆଇଟିଆନ୍ ହେବାର ପ୍ରଚେଷ୍ଟାରପ୍ରଥମ ସୋପାନକୁ ପୁରଣ କରିବାରେସହାୟତା କରୁଛି । କେବଳ ୨୦୧୯ରେ ୩.୪ ଲକ୍ଷରୁ ଅଧିକ ଛାତ୍ର ଏହିପରୀକ୍ଷା ଦେଇଥିଲେ । ଏଏନ୍ଟିଏଚ୍ଇ -୨୦୨୦ ପାଇଁ ନାମାଙ୍କନ ଦାଖଲକରିବାର ଶେଷ ତାରିଖ ହେଉଛିଅନଲାଇନ୍ ପରୀକ୍ଷା ହେବାର ୩ ଦିନପୂର୍ବରୁ ଓ ଅଫ୍ଲାଇନ୍ ହେବା ତାରିଖର୭ ଦିନ ପୂର୍ବରୁ । ଏହାର ପରୀକ୍ଷା ଫିହେଉଛି ମାତ୍ର ଟ.୨୦୦ ଯାହାକୁ ନେଟ୍ବ୍ୟାଙ୍କିଂ, ଡେବିିଟ୍ କାର୍ଡ଼, କ୍ରେଡିଟ୍ କାର୍ଡ଼ବା ପ୍ରତ୍ୟକ୍ଷ ଭାବରେ ଆକାଶଇନ୍ଷ୍ଟିଚୁ୍ୟଟର ଶାଖା/କେନ୍ଦ୍ରରେ ପ୍ରଦାନକରାଯାଇପାରିବ ।ଏକ ଅତିରିକ୍ତ ଲାଭ ଭାବରେ ,ଏଏନ୍ଟିଏଚଇ ପାଇଁ ନାମାଙ୍କନକରୁଥିବା ଛାତ୍ରମାନେ ମେରିଟନେସନସ୍କୁଲ୍ ବୁଷ୍ଟର କୋର୍ସକୁ ମାଗଣାରେପାଇପାରିବେ । ମେରିଟନେସନ ହେଉଛିଏଇଏସ୍ଏଲର ଏକ ସହାୟକ ସଂସ୍ଥା ।

- Advertisement -

More articles

LEAVE A REPLY

Please enter your comment!
Please enter your name here

- Advertisement -

Latest article

Hello World!

Ut consectetur purus non mollis luctus. Sed diam metus, pretium eget lacus non, tempor porta massa. Aliquam in enim pretium, semper diam...

ଆକ୍ରମଣ ମାମଲାରେ ପୁନମ ପାଣ୍ଡେଙ୍କ ସ୍ଵାମୀ ଜାମିନ ପାଇଛନ୍ତି ।

ମୁମ୍ବାଇ,ତା,୨୩/୯ ;ଗୋଆ କୋର୍ଟ ଚଳଚ୍ଚିତ୍ର ନିର୍ମାତା ସାମ ବମ୍ବେଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି ଯାହା ତାଙ୍କ ପତ୍ନୀ ପୁଣମ ପାଣ୍ଡେଙ୍କୁ ଗାଳିଗୁଲଜ କରିବା, ଧମକ ଦେବା ଏବଂ ଆକ୍ରମଣ...

ତାମିଲ ଅଭିନେତା ରୁବେନ ଜୟଙ୍କ ଦେହାନ୍ତ

ନୂଆଦିଲ୍ହି,ତା,୨୩/୯;ଲୋକପ୍ରିୟ ତାମିଲ ଅଭିନେତା-ଲେଖକ ରୁବେନ୍ ଜୟଙ୍କର ମଙ୍ଗଳବାର ଦେହାନ୍ତ ହୋଇଛି। ସେ ୫୪ ଥିଲେ। ଖବର ଅନୁଯାୟୀ, ନିକଟରେ ତାଙ୍କୁ ଫୁସଫୁସ କର୍କଟ ରୋଗରେ ଆକ୍ରାନ୍ତ କରାଯାଇଥିଲା ଏବଂ ସେ ମଧ୍ୟ...

ଏହି ତାଲିକାରେ ପିଏମ ମୋଦୀ ଅଛନ୍ତି ।

ନୂଆଦିଲ୍ଲୀ,ତା,୨୩/୯;ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୧୪ ରେ କାର୍ଯ୍ୟଭାର ଗ୍ରହଣ କରିବା ପରଠାରୁ ଚତୁର୍ଥ ଥର ପାଇଁ ଟାଇମ୍ ମାଗାଜିନ୍ ର ବାର୍ଷିକ ୧୦୦ ଜଣ...

ଗୌତମ ଗମ୍ଭୀର ଏମଏସ ଧୋନିଙ୍କ ମଧ୍ୟରେ ଝଗଡା ।

ନୁଆଦିଲ୍ଲୀ,୨୩/୯ ;ଏକ ବଡ଼ ଧରଣର ଗୋଡ଼ାଇବା ସମୟରେ ନିଜକୁ ବ୍ୟାଟିଂ ଅର୍ଡରରୁ ଓହ୍ଲାଇ ଆଗରୁ ଆଗେଇ ନଥିଲେ, ପୂର୍ବତନ ଭାରତ ବ୍ୟାଟ୍ସମ୍ୟାନ୍ ଗୌତମ ଗମ୍ଭୀରଙ୍କୁ ରାଜସ୍ଥାନ ରୟାଲ୍ସ ବିପକ୍ଷରେ ସପ୍ତମ...