17 C
Bhubaneswar
Monday, November 30, 2020

ବାଦାମ ସହିତ ନିଜ ରୋଗପ୍ରତିରୋଧକ ଶକ୍ତି ବଢାନ୍ତୁ

Must read

ପ୍ରଧାନ ଉତ୍କଳ ବିଶ୍ୱବିଦ୍ୟାଳୟକୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ସ୍ଥିତି ଖୋଜନ୍ତି |

ଭୁବନେଶ୍ୱର:ତା ୨୮/୧୧ ; କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ଦିନ ଓଡ଼ିଶାର ଉତ୍କଳ ବିଶ୍ୱବିଦ୍ୟାଳୟକୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ମାନ୍ୟତା ଦେବା ପାଇଁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ...

ଓଡିଶା ସର୍କଲ ଫଳାଫଳ ଘୋଷିତ ହୋଇଛି .

ଭୁବନେଶ୍ଵର,ତା୨୮/୧୧;ଇଣ୍ଡିଆ ପୋଷ୍ଟ ଓଡିଶା ସର୍କଲ ଫଳାଫଳ ଘୋଷିତ ହୋଇଛି; ଚେକ୍ ପୋଷ୍ଟ ନିଯୁକ୍ତି ପରୀକ୍ଷା ପାଇଁ ନଭେମ୍ବର ୨୭, ୨୦୨୦ ପାଇଁ ଓଡିଶା ସର୍କଲ୍ ଫଳାଫଳ...

ଓଡିଶାରେ ତିନିଜଣ କୃଷକ ଋଣ ଅନିୟମିତତା ହେତୁ ନିଜକୁ ଅଲଗା କରିବାକୁ ଚେଷ୍ଟା କରନ୍ତି ।

ଭୁବନେଶ୍ଵର,ତା,୨୮/୧୧;ଶୁକ୍ରବାର ଅପରାହ୍ନରେ କଟକ ଜିଲ୍ଲାର ତିନିଜଣ କ୍ଷୁଦ୍ର ତଥା ମାର୍ଜିତ କୃଷକ ଓଡିଶା ବିଧାନସଭା ସମ୍ମୁଖରେ ନିଜକୁ ଜାଳିଦେବାକୁ ଚେଷ୍ଟା କରିଥିଲେ ଯେ ଅଭିଯୋଗ...

ସ୍ଲେନ୍ ମାଓବାଦୀ ଓଡିଶାରେ ୮ ଲକ୍ଷ ଟଙ୍କା ପୁରସ୍କାର ନେଇଥିଲେ ।

ବଳାଙ୍ଗିରି,ତା୨୮/୧୧; ଗୁରୁବାର ଦିନ ସ୍ଵାବିମାନ ଅଞ୍ଚାଲର ଜନ୍ତ୍ରି ପଞ୍ଚାୟତ ଅନ୍ତର୍ଗତ ଟୋଟାଗୁଡା ଜଙ୍ଗଲ ନିକଟରେ ସୁରକ୍ଷା ବାହିନୀ ସହ ବନ୍ଧୁକ ମୁକାବିଲାରେ ନିହତ ହୋଇଥିବା ମାଓବାଦୀ କିଶୋର ଛଦ୍ମନାମ ମାସା...

ଭୁବନେଶ୍ୱର,୧୧ା୯ (ନି.ପ୍ର) : ସମଗ୍ର ଦେଶରେ ଅର୍ଥନୈତିକ ଗତିବିଧି ଧିରେଧିରେ ଆରମ୍ଭ ହେବା ଏବଂ ଲୋକମାନେ ନିଜ ଘରୁ ବାହାରିବା ଆରମ୍ଭ କରିବାପରେ; ଏବେ ସୁରକ୍ଷିତ ରହିବା ପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବା ଆମପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇପଡିଛି । ଏହାକୁ ଆରମ୍ଭ କରିବାର ଏକ ବଡ ମାଧ୍ୟମହେଉଛି ନିଜ ଖାଦ୍ୟାଭ୍ୟାସ ଓ ଜୀବନଶୈଳୀକୁ ପରିବର୍ତନ କରିବା ଏବଂ ପୋଷଣଯୁକ୍ତଓ ଜଣେ ବ୍ୟକ୍ତିଙ୍କ ରୋଗ ପ୍ରତିରୋଧକ ଶକ୍ତି ଉପରେ ସକାରାତ୍ମକ ପ୍ରଭାବ ପକାଇବାପାଇଁ ପରିଚିତ ଖାଦ୍ୟକୁ ନିଜ ଆହାରରେ ସାମିଲ କରିବା । ଭିଟାମିନ୍ ଇ, ଜିଙ୍କ୍,କପର୍, ଫୋଲେଟ୍ ଓ ଆଇରନ୍ରେ ଭରପୂର ବାଦାମ ବା ଆଲ୍ମଣ୍ଡର ନିୟମିତସେବନ କିଭଳି ଏକ ମଜଭୁତ ପ୍ରତିରୋଧକ ପ୍ରଣାଳୀ ସହାୟକ ହୋଇପାରେ ତାହାବୁଝିବା ପାଇଁ ଏହାକୁ ପଢନ୍ତୁ ।ଆଲ୍ମଣ୍ଡ ଭିଟାମିନ୍ ଇ’ର ଏକ ପ୍ରମୁଖ ଉତ୍ସ ଅଟେ, ଯାହାକି ଫୁସ୍ଫୁସ୍ ସମ୍ବନ୍ଧୀୟରୋଗ ପ୍ରତିରୋଧକ କାର୍ଯ୍ୟକୁ ସମର୍ଥନ କରିବା ପାଇଁ ଏକ ଆଂଟିଅକ୍ସିଡାଂଟ୍ ଭାବେକାର୍ଯ୍ୟ କରିଥାଏ ।

ଭିଟାମିନ୍ ଇ ଭାଇରସ୍ ଓ ବ୍ୟାକ୍ଟେରିଆ ଜନିତ ସଂକ୍ରମଣ ବିରୋଧରେସୁରକ୍ଷା ପ୍ରଦାନ କରିବା ପାଇଁ ମଧ୍ୟ ପରିଚିତ । ଏହାଛଡା ଆଲ୍ମଣ୍ଡରେ କପର୍ ମଧ୍ୟଭରପୂର୍ ମାତ୍ରାରେ ରହିଛି । କପର୍ ରୋଗ ପ୍ରତିରୋଧକ ପ୍ରଣାଳୀର ସାଧାରଣ କାର୍ଯ୍ୟରେଯୋଗଦାନ ଦେଇଥାଏ ।ମ୍ୟାକ୍ସ ହେଲ୍ଥକେୟାର-ଦିଲ୍ଲୀର ଡାଏଟେଟିକ୍ସ ବିଭାଗ ଆଂଚଳିକ ମୁଖ୍ୟ ରିତିକାସାମାଦର କହିଛନ୍ତି, ଆଲ୍ମଣ୍ଡ ହେଉଛି ଏକ ସୁସ୍ଥ ଓ ସୁବିଧାଜନକ ଖାଦ୍ୟ, ଯାହାକୁଦିନର ଯେକୌଣସି ସମୟରେ ଖିଆଯାଇପାରିବ । ଏଥିସହିତ ଆଲ୍ମଣ୍ଡ ଏହାରବିବିଧ ଗୁଣ ଓ କ୍ରଂଚିନେସ୍ ପାଇଁ ପରିଚିତ ଏବଂ ବିଭିନ୍ନ ଭାରତୀୟ ମସଲାଗୁଡିକସହିତ ଭଲ ଭାବେ ମିଳିତ ହୋଇଥାଏ, ଯାହାକି ଏହାକୁ ବିଭିନ୍ନ ଖାଦ୍ୟ ପାଇଁ ଏକମହତ୍ ଯୋଗ କରିଥାଏ । ତେଣୁ ପ୍ରତିଦିନ ନିଜ ଖାଦ୍ୟରେ ମୁଠାଏ ଆଲ୍ମଣ୍ଡକୁ ସାମିଲକରିବା ପାଇଁ ନିଶ୍ଚିତ ହୁଅନ୍ତୁ! ଆପଣ ପ୍ରତିଦିନ ସକାଳେ ପ୍ରଥମ କାର୍ଯ୍ୟ ଭାବେଗୋଟିଏ ମୁଠା ଆଲ୍ମଣ୍ଡ ଖାଇବା ପାଇଁ ଚୟନ କରିପାରିବେ କିମ୍ବା ଏହାକୁ ୱାର୍କଆଉଟ୍ପରେ କିମ୍ବା ପୂର୍ବରୁ ଏବଂ ମିଲ୍ଗୁଡିକ ମଧ୍ୟରେ ଖାଇପାରିବେ ।

- Advertisement -ବାଦାମ ସହିତ ନିଜ ରୋଗପ୍ରତିରୋଧକ ଶକ୍ତି ବଢାନ୍ତୁ

More articles

LEAVE A REPLY

Please enter your comment!
Please enter your name here

- Advertisement -ବାଦାମ ସହିତ ନିଜ ରୋଗପ୍ରତିରୋଧକ ଶକ୍ତି ବଢାନ୍ତୁ

Latest article

ପ୍ରଧାନ ଉତ୍କଳ ବିଶ୍ୱବିଦ୍ୟାଳୟକୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ସ୍ଥିତି ଖୋଜନ୍ତି |

ଭୁବନେଶ୍ୱର:ତା ୨୮/୧୧ ; କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ଦିନ ଓଡ଼ିଶାର ଉତ୍କଳ ବିଶ୍ୱବିଦ୍ୟାଳୟକୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ମାନ୍ୟତା ଦେବା ପାଇଁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ...

ଓଡିଶା ସର୍କଲ ଫଳାଫଳ ଘୋଷିତ ହୋଇଛି .

ଭୁବନେଶ୍ଵର,ତା୨୮/୧୧;ଇଣ୍ଡିଆ ପୋଷ୍ଟ ଓଡିଶା ସର୍କଲ ଫଳାଫଳ ଘୋଷିତ ହୋଇଛି; ଚେକ୍ ପୋଷ୍ଟ ନିଯୁକ୍ତି ପରୀକ୍ଷା ପାଇଁ ନଭେମ୍ବର ୨୭, ୨୦୨୦ ପାଇଁ ଓଡିଶା ସର୍କଲ୍ ଫଳାଫଳ...

ଓଡିଶାରେ ତିନିଜଣ କୃଷକ ଋଣ ଅନିୟମିତତା ହେତୁ ନିଜକୁ ଅଲଗା କରିବାକୁ ଚେଷ୍ଟା କରନ୍ତି ।

ଭୁବନେଶ୍ଵର,ତା,୨୮/୧୧;ଶୁକ୍ରବାର ଅପରାହ୍ନରେ କଟକ ଜିଲ୍ଲାର ତିନିଜଣ କ୍ଷୁଦ୍ର ତଥା ମାର୍ଜିତ କୃଷକ ଓଡିଶା ବିଧାନସଭା ସମ୍ମୁଖରେ ନିଜକୁ ଜାଳିଦେବାକୁ ଚେଷ୍ଟା କରିଥିଲେ ଯେ ଅଭିଯୋଗ...

ସ୍ଲେନ୍ ମାଓବାଦୀ ଓଡିଶାରେ ୮ ଲକ୍ଷ ଟଙ୍କା ପୁରସ୍କାର ନେଇଥିଲେ ।

ବଳାଙ୍ଗିରି,ତା୨୮/୧୧; ଗୁରୁବାର ଦିନ ସ୍ଵାବିମାନ ଅଞ୍ଚାଲର ଜନ୍ତ୍ରି ପଞ୍ଚାୟତ ଅନ୍ତର୍ଗତ ଟୋଟାଗୁଡା ଜଙ୍ଗଲ ନିକଟରେ ସୁରକ୍ଷା ବାହିନୀ ସହ ବନ୍ଧୁକ ମୁକାବିଲାରେ ନିହତ ହୋଇଥିବା ମାଓବାଦୀ କିଶୋର ଛଦ୍ମନାମ ମାସା...

ଡିସେମ୍ବର ୧ ରୁ ଓଡିଶାର ମେଡିକାଲ କଲେଜଗୁଡ଼ିକ ଖୋଲିବ |

ଭୁବନେଶ୍ୱର: ଡିସେମ୍ବର ୧ ରୁ ମେଡିକାଲ କଲେଜ ଖୋଲିବା ଏବଂ ପରୀକ୍ଷା ପରିଚାଳନାରେ ସମାନତା ନିଶ୍ଚିତ କରିବାକୁ ଓଡିଶା ସରକାର ଶୁକ୍ରବାର ଦିନ ନିଷ୍ପତ୍ତି...