19 C
Bhubaneswar
Wednesday, November 25, 2020

ଓଡ଼ିଶାର ମହତ୍ତ୍ୱାକାଂକ୍ଷୀ ଗୃହିଣୀଙ୍କୁ ସହାୟତାର ହାତ ବଢାଉଛି

Must read

ଜଗନ୍ନାଥ ବଲ୍ଲଭ ସଂଗ୍ରହାଳୟରେ ରହିବ ନାଗାର୍ଜୁନ ବେଶ ।

ପୁରୀ,୨୫/୧୧: ଶ୍ରୀମନ୍ଦିର ଛତିଶାନି ଯୋଗବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ କେତେକ ଗୁରୁତ୍ତ୍ୱପୂର୍ଣ୍ଣପ୍ରସଙ୍ଗ ଉପରେ ଆଲୋଚନା ହୋଇଛି । ଏହି ବୈଠକରେ ଶ୍ରୀମନ୍ଦିର ମୁଖ୍ୟ...

ବିବାଦରେ ହାସ୍ୟ ଅଭିନେତ୍ରୀ ଭାରତୀ ସିଂହ ଓ ହର୍ଷ ଲିମ୍ବାଚିୟା ।

ମୁମ୍ୱାଇ,ତା,୨୪/୧୧; ଗଞ୍ଜେଇ ଘରେରଖିବା ସହ ସେବନକରୁଥିବା କଥା ସାମ୍ନାକୁ ଆସିବା ପରେ ଗତକାଲି ଭାରତର ଲୋକପ୍ରିୟ ହାସ୍ୟ ଅଭିନେତ୍ରୀ ଭାରତୀ ସିଂହଙ୍କୁ ଗିରଫ କରିଥିଲା...

ଓଡ଼ିଶା ଚାଷୀଙ୍କୁ କେନ୍ଦ୍ର ଦେଇଛି ୬୦, ୮୩୬ କୋଟି : ଧର୍ମେନ୍ଦ୍ର ପ୍ରଧାନ ।

ନୂଆଦିଲ୍ଲୀ, ୨୪/୧୧;–ପୂର୍ବ ସରକାର ତୁଳନାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦିଙ୍କ ସରକାରରେ ‘ଅନ୍ନଦାତା’ଙ୍କ ହାତ ମୁଠାକୁ ଅଧିକ ମଜବୁତ୍ କରାଯାଇଛି । ବିଗତ ୬ ବର୍ଷରେ ଓଡ଼ିଶାର ଚାଷୀଙ୍କୁ ବିଭିନ୍ନ କୃଷି ଯୋଜନା...

ଏନ୍ଟିସିଏକୁ ଚିଠି ଲେଖିଲା ବନ ବିଭାଗ ।

ଭୁବନେଶ୍ୱର,୨୪/୧୧: ରାଜ୍ୟ ବନବିଭାଗକୁ ସୁନ୍ଦରୀଚିନ୍ତାୟ ସେଥିପାଇଁ ବାଘୁଣୀ ସୁନ୍ଦରୀ ପାଇଁ ଜାତୀୟ ବ୍ୟାଘ୍ର ସଂରକ୍ଷଣ ଅଥରିଟି (ଏନଟିସିଏ)କୁ ଚିଠିଲେଖିଲା ବନବିଭାଗ । ସୁନ୍ଦରୀଫେରିବ ନା...

ଭୁବନେଶ୍ୱର,୧୧ା୯ (ନି.ପ୍ର) :ଓଡ଼ିଶାର କଳାହାଣ୍ଡି ଜିଲାର ଅନ୍ୟତମଦୁର୍ଗମ ଗ୍ରାମ ସାଇସୁରିନରେ ନିଜ ସ୍ୱାମୀଓ ଦୁଇପିଲାଙ୍କ ସହିତ ରହୁଛନ୍ତି ଗୃହିଣୀକଳ୍ପା ମାଝୀ । ନିଜର କିଛି କରିବାକୁ ସ୍ୱପ୍ନଦେଖୁଥିବା ତାଙ୍କଭଳି ଅଧିକାଂଶ ମହିଳାଙ୍କପାଇଁ ଜଣେ ଗୃହିଣୀରୁ ଜଣେ ସଫଳଉଦ୍ୟୋଗୀ ହେବାକ୍ଷେତ୍ରରେ ତାଙ୍କର ଯାତ୍ରାପ୍ରେରଣାଦାୟକ ହୋଇଛି । କଳ୍ପା ଜଣେନିମ୍ନ ଆୟକାରୀ ପରିବାରରୁ ଆସିଛନ୍ତି ।ତାଙ୍କ ସ୍ୱାମୀ ଓଡ଼ିଶା ବାହାରେ ଦିନ ମଜୁରିଆଭାବେ କାମ କରୁଥିଲେ । ସେ କୁଶଳୀହୋଇନଥିବାରୁ ପରିବାରର ଆବଶ୍ୟକତାପୂରଣ କରିବାକୁ ଅଧିକ ଆୟକରିପାରୁନଥିଲେ । ସର୍ବୋପରି ସେବାରମ୍ବାର ଅସୁସ୍ଥ ରହିବାରୁ ତାଙ୍କ ପରିବାରଉପରେ ଅସହ୍ୟ ଆର୍ଥିକ ଓ ମାନସିକବୋଝ ପଡୁଥିଲା । ନିଜ ପରିବାରକୁସହାୟକ ହେବାପାଇଁ କଳ୍ପନା ନିଜ ଘରପାଖରେ ଏକ ଜଳପାନ ଦୋକାନଆରମ୍ଭକଲେ । ତେବେ ଏହା ଜରିଆରେହେଉଥିବା ଆୟ ପରିବାରର ଅର୍ଥନୈତିକସ୍ଥିତିରେ ଉନ୍ନତି ଆଣିବାକୁ ପର୍ଯ୍ୟାପ୍ତ ନଥିଲା ।ପରିବାର ଘୋର ଦାରିଦ୍ର୍ୟ ତାଡନାରେବଞ୍ଚିବାକୁ ସଂଘର୍ଡ କରୁଥିଲେ ଏବଂ ସେହିଦୈନ୍ୟ ମଧ୍ୟରୁ ଉଦ୍ଧାର ପାଇବାର କୋ÷ଣସିଆଶା ନଥିଲା । ଶେଷରେ ସେ ଅଧିକାରମାଇକ୍ରୋ ଫାଇନାନ୍ସ ସଂସ୍ପର୍ଶରେ ଆସିଲେଏବଂ ତାହାର ଆର୍ଥିକ ସୁବିଧା ସୁଯୋଗ ତଥାନିରାପଦ ଋଣ ପଦ୍ଧତି ସମ୍ପର୍କରେ ଜାଣିଲେ ।ତାଙ୍କର ଜୀବନ ଜୀବିକା ସମସ୍ୟାରସମାଧାନ କରିବାକୁ ସେ ତୁରନ୍ତ ଜଣେସଦସ୍ୟା ହେବାସହିତ ପ୍ରଥମ ପର୍ଯ୍ୟାୟରେ୧୦ହଜାର ଟଙ୍କା ଋଣ ନେଲେ । ଅଧିକାରମାଇକ୍ରୋଫାଇନାନ୍ସରେ ଯୋଗତେବାକୁକଳ୍ପନାଙ୍କର ପ୍ରୟାସ ତାଙ୍କ ଜୀବନନରେଏକ ପରିବର୍ତ୍ତନକାରୀ ନିଷ୍ପତ୍ତି ସାବ୍ୟସ୍ତହେଲା । ପ୍ରଥମ ଋଣ ସହାୟତାରେ ସେସାସୁରିନ ଛକଠାରେ ଏକ ଜଳଖିଆ କେନ୍ଦ୍ରଖୋଲିଲେ । ସମୟକ୍ରମେ ସେ ସେଠାରୁମାସିକ ୮ହଜାର ଟଙ୍କାରୁ ୧୦ହଜାରଟଙ୍କା ଆୟକଲେ । ବ୍ୟବସାୟର ଦ୍ରୁତଅଭିବୃଦ୍ଧିକୁ ଦୃଷ୍ଟିରେ ରଖି କଳ୍ପନା ସେହିବ୍ୟବସାୟରେ ସାମିଲ ହେବାକୁ ତାଙ୍କସ୍ୱାମୀଙ୍କୁ ପ୍ରସ୍ତାବ ଦେଲେ । ସ୍ୱାମୀଙ୍କସମର୍ଥନ ପାଇ ତାଙ୍କ ସଂସ୍ଥା ଅଧିକପ୍ରଗତିକଲା ଏବଂ ସେ ସଫଳତାର ସହିତଋଣ ପରିଶୋଧ କରିଦେଲେ । ତାହାପରେକଳ୍ପନା ବ୍ୟବସାୟରେ ବୃଦ୍ଧି ନିମନ୍ତେଆଉ ୩୦ ହଜାର ଟଙ୍କା ଋଣ ନେଲେ ।ଦମ୍ପତି ଗ୍ରାହକଙ୍କ ସନ୍ତୁଷ୍ଟି ଏବଂସେମାନେ ସେମାନେଯୋଗାଇଦେଉଥିବା ଖାଦ୍ୟର ମାନନିଶ୍ଚିତ କରିବାକୁ ପ୍ରୟାସ କରୁଥିଲେ ।ସେମାନଙ୍କର କଠିନ ପରିଶ୍ରମ ଏବଂସଚ୍ଚୋଟତା ସେମାନଙ୍କର କ୍ଷୁଦ୍ର ଉଦ୍ୟୋଗପାଇଁ ସଫଳତା ଆଣିଦେଲା । ସମ୍ପ୍ରତିସେମାନେ ସେମାନଙ୍କୁ ସହଯୋଗକରିବାକୁ ଜଣେ ମହିଳାଙ୍କୁ ନିଯୁକ୍ତିଦେଇଛନ୍ତି । କଳ୍ପନା ଅଧିକାରମାଇକ୍ରୋଫାଇନାନ୍ସ ନିକଟରେ କୃତଜ୍ଞ,ଯାହା ଦାରିଦ୍ର୍ୟ ଯୋଗୁଁ ବିଧ୍ୱସ୍ତହୋଇଯାଉଥିବା ତାଙ୍କ ସ୍ୱପ୍ନକୁ ସାକାରକଲା । ନିଜର କୃତଜ୍ଞତା ଜଣାଇ କଳ୍ପନାକହିଛନ୍ତି, “ଆମ ସ୍ୱପ୍ନକୁ ବାସ୍ତବ ରୂପଦେବାରେ ଅଧିକାର ଗୁରୁତ୍ୱପୂର୍ଣ୍ଣ ଭୂମିକାଗ୍ରହଣ କରିଛି ଏବଂ ଏକ ନିରନ୍ତର ଆୟଯୋଗାଇଦେବାରେ ସହାୟକ ହୋଇଛି ।ସେହି ବ୍ୟବସାୟକୁ ସମ୍ପ୍ରସାରିତ କରିବାଏବଂ ନିକଟ ଭବିଷ୍ୟତରେ ଏକରେଷ୍ଟୁରାଣ୍ଟ କରିବାକୁ ଆମର ପରବର୍ତ୍ତୀଯୋଜନା ରହିଛି ।

- Advertisement -ଓଡ଼ିଶାର ମହତ୍ତ୍ୱାକାଂକ୍ଷୀ ଗୃହିଣୀଙ୍କୁ ସହାୟତାର ହାତ ବଢାଉଛି

More articles

LEAVE A REPLY

Please enter your comment!
Please enter your name here

- Advertisement -ଓଡ଼ିଶାର ମହତ୍ତ୍ୱାକାଂକ୍ଷୀ ଗୃହିଣୀଙ୍କୁ ସହାୟତାର ହାତ ବଢାଉଛି

Latest article

ଜଗନ୍ନାଥ ବଲ୍ଲଭ ସଂଗ୍ରହାଳୟରେ ରହିବ ନାଗାର୍ଜୁନ ବେଶ ।

ପୁରୀ,୨୫/୧୧: ଶ୍ରୀମନ୍ଦିର ଛତିଶାନି ଯୋଗବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ କେତେକ ଗୁରୁତ୍ତ୍ୱପୂର୍ଣ୍ଣପ୍ରସଙ୍ଗ ଉପରେ ଆଲୋଚନା ହୋଇଛି । ଏହି ବୈଠକରେ ଶ୍ରୀମନ୍ଦିର ମୁଖ୍ୟ...

ବିବାଦରେ ହାସ୍ୟ ଅଭିନେତ୍ରୀ ଭାରତୀ ସିଂହ ଓ ହର୍ଷ ଲିମ୍ବାଚିୟା ।

ମୁମ୍ୱାଇ,ତା,୨୪/୧୧; ଗଞ୍ଜେଇ ଘରେରଖିବା ସହ ସେବନକରୁଥିବା କଥା ସାମ୍ନାକୁ ଆସିବା ପରେ ଗତକାଲି ଭାରତର ଲୋକପ୍ରିୟ ହାସ୍ୟ ଅଭିନେତ୍ରୀ ଭାରତୀ ସିଂହଙ୍କୁ ଗିରଫ କରିଥିଲା...

ଓଡ଼ିଶା ଚାଷୀଙ୍କୁ କେନ୍ଦ୍ର ଦେଇଛି ୬୦, ୮୩୬ କୋଟି : ଧର୍ମେନ୍ଦ୍ର ପ୍ରଧାନ ।

ନୂଆଦିଲ୍ଲୀ, ୨୪/୧୧;–ପୂର୍ବ ସରକାର ତୁଳନାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦିଙ୍କ ସରକାରରେ ‘ଅନ୍ନଦାତା’ଙ୍କ ହାତ ମୁଠାକୁ ଅଧିକ ମଜବୁତ୍ କରାଯାଇଛି । ବିଗତ ୬ ବର୍ଷରେ ଓଡ଼ିଶାର ଚାଷୀଙ୍କୁ ବିଭିନ୍ନ କୃଷି ଯୋଜନା...

ଏନ୍ଟିସିଏକୁ ଚିଠି ଲେଖିଲା ବନ ବିଭାଗ ।

ଭୁବନେଶ୍ୱର,୨୪/୧୧: ରାଜ୍ୟ ବନବିଭାଗକୁ ସୁନ୍ଦରୀଚିନ୍ତାୟ ସେଥିପାଇଁ ବାଘୁଣୀ ସୁନ୍ଦରୀ ପାଇଁ ଜାତୀୟ ବ୍ୟାଘ୍ର ସଂରକ୍ଷଣ ଅଥରିଟି (ଏନଟିସିଏ)କୁ ଚିଠିଲେଖିଲା ବନବିଭାଗ । ସୁନ୍ଦରୀଫେରିବ ନା...

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ବୟାନ ।

ନୂଆଦିଲ୍ଲୀ,୨୩ା୧୧: ଯଦି ରାଜ୍ୟ ଗୁଡ଼ିକ ଠିକ୍ ଭାବେ ପ୍ରସ୍ତୁତ ନ ହେବେ, ତା'ହେଲେ ଡିସେମ୍ବରରେ ସ୍ଥିତି ଆହୁରି ବିଗିଡ଼ି ଯିବ । ଆଜି ରାଜ୍ୟ...